Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ଘରର ବାସୀ ଫୁଲ ଦ୍ଵାରା କରନ୍ତୁ ୨ ଟି ଚମତ୍କାରୀ ଉପାୟ,ବଢିବ ଗୃହର ସୁଖ ସମୃଦ୍ଧି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଠାକୁର ଘରର ବାସୀ ଫୁଲ ୨ ଟି ଚମତ୍କାରୀ ଉପାୟ। ଗୃହର ସୁଖ ସମୃଦ୍ଧି ବଢାଇଥାଏ।

ଯଦି ବାସୀ ଫୁଲକୁ ସାଇତି ରଖନ୍ତି ଏବଂ ଘରର ମନ୍ଦିରରେ କିଛି ଭଙ୍ଗା ମୂର୍ତି ଓ ଖରାପ ହୋଇଯାଇଥିବା ଫୋଟ ରଖନ୍ତି ତେବେ ଦରିଦ୍ରତା ଆସିଥାଏ ତେବେ ଏହାର କାରଣ କଣ ଅଟେ ଆସନ୍ତୁ ଜାଣିବା।

ବାସୀ ଫୁଲ ଘରକୁ ଦରିଦ୍ରତା ଆଣିଥାଏ। ଘରେ ମନ୍ଦିର ବନାଇବା ଦ୍ୱାରା ଘରେ ସକରାତ୍ମକତା ବଜାୟ ରହିଥାଏ। ଦେବୀ ଦେବତାଙ୍କର ଆଶୀର୍ବାଦ ସର୍ବଦା ଆମ ଉପରେ ରହୁ ଏବଂ ଘରର ବାତାବରଣ ବି ସର୍ବଦା ଭଲ ରହୁ ଏଥିପାଇଁ ଏହା ଆବଶ୍ୟକ ଯେ ଆମେ ସେହି ମନ୍ଦିରର ଭଲରେ ଧ୍ୟାନ ନେବା ଏବଂ ପ୍ରତ୍ୟକ ଦିନ ଠିକ ଭାବରେ ପୂଜା କରିବା ଏବଂ ମନ୍ଦିରରେ ଫୋଟ ବା ମୂର୍ତ୍ତିକୁ ଠିକ ଭାବରେ ପୂଜା କରି ସଫା ସୁତରା ରଖିବା ନିହାତି ଆବଶ୍ୟକ। ଏହିସବୁ କଥାକୁ ନିଶ୍ଚୟ ଧ୍ୟାନ ରଖିବେ।

ଘରେ ପୂଜା କରାଯାଉଥିବା ପତ୍ର ଫୁଲ ଭୋଗକୁ ଘରେ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ। ଯଦି ଏହା ଘରେ ଅଧିକ ସମୟ ପର୍ଯ୍ୟନ୍ତ ପଡିରହେ ତେବେ ଏହା ଘରର ସ୍ଵଛତା ଉପରେ ପ୍ରଭାବିତ କରିଥାଏ ଯାହାକି ଗୃହ ପାଇଁ ଅଶୁଭ ବିଚାର କରାଯାଏ।

ଘରେ ଭଙ୍ଗା ମୂର୍ତ୍ତି ଏବଂ ଫୋଟ ଘରେ ବାସ୍ତୁଦୋଷକୁ ବଢାଇଥାଏ। ଏଥିପାଇଁ ଏହାକୁ ମନ୍ଦିରରୁ କାଢିଦେବା ଆବଶ୍ୟକ ଏବଂ ନୂଆ ଫୋଟ ସ୍ଥାପନ କରିବା ଉଚିତ। ଏହା ଦ୍ବାରା ଘରେ ବାସ୍ତୁଦୋଷ ସର୍ବଦା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *