Excuse Me Odisha

ଯାହା କହିବୁ ସତ କହିବୁ

୮ ଅଗଷ୍ଟ ଶ୍ରାବଣ ସୋମବାର : ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ;୨୪ ଘଣ୍ଟାରେ ଦେଖନ୍ତୁ ଚମତ୍କାର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୮ ଅଗଷ୍ଟ ଶ୍ରାବଣ ଏକାଦଶୀ ବନିଲା ଦୁର୍ଲଭ ସଂଯୋଗ। ଶ୍ରାବଣ ସୋମବାର ଶିବଲିଙ୍ଗରେ ଅର୍ପଣ କରନ୍ତୁ ୧ ଟି ଜିନିଷ। ୨୪ ଘଣ୍ଟାରେ ଦେଖନ୍ତୁ ଚମତ୍କାର।

ଭଗବାନ ଶିବ ଦେବଙ୍କର ଦେବ ମହାଦେବ ଅଟନ୍ତି। ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ପବିତ୍ର ମନରେ ତାଙ୍କର ପୂଜା ଆରୋଧନା କରିଲେ ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୋଇଯାନ୍ତି ଏବଂ ଆମର ଯେତେବେଳେ ବଡ଼ ସମସ୍ୟା ଥିଲେ ସେ ଦୂର କରିଦିଅନ୍ତି ଏବଂ ଆମକୁ ମନ ବାଂଛିତ ଫଳ ଦେଇଥାଏ।

ଭାଙ୍ଗ ଧୁତୁରା ବେଲପତ୍ର ଆମେ ଭଗବାନ ଶିବଙ୍କୁ ଅର୍ପଣ କରିଥାଉ। ସେଥିରେ ଭଗବାନ ଶିବ ପ୍ରସନ୍ନ ହୋଇଯାନ୍ତି। ଏକ ଘଟି ଜଳରେ ବି ଭଗବାନ ଶିବ ପ୍ରସନ୍ନ ହୋଇଯାନ୍ତି।

ସୋମବାର ଦିନ ଭଗବାନ ଶିବଙ୍କ ଶରଣକୁ ଯାଇ ପବିତ୍ର ମନରେ ତାଙ୍କର ପୂଜା କଲେ ଭଗବାନ ଶିବ ପ୍ରସନ୍ନ ହୋଇଯାନ୍ତି।

ଯେକୌଣସି ସମସ୍ୟା ଥିଲେ କରଜ ସମସ୍ୟା ବୌବାହିକ ଜୀବନରେ କ୍ଳେଶ ଅଧିକ ହୋଇଗଲେ ସନ୍ତାନ ପ୍ରାପ୍ତି ପାଇଁ ଧନ ପ୍ରାପ୍ତି ପାଇଁ ଯେକୌଣସି ସମସ୍ୟା ଥିଲେ ପବିତ୍ର ମନରେ ଭଗବାନ ଶିବଙ୍କ ଶରଣକୁ ଯାଆନ୍ତୁ। ସମସ୍ତ ସମସ୍ୟା ଦୂର ହୋଇଯିବ।

ସୋମବାର ଦିନ କିଛି ବିଶେଷ ଉପାୟ କରିଲେ ଆମର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ।

ସୋମବାର ଦିନ ପ୍ରାତଃ ସମୟରେ ଜଲଦି ଉଠିବା ଉଚିତ। ଭଗବାନ ଶିବଙ୍କୁ ପୂଜା କରିବା ଉଚିତ। କିଛି ଉପାୟ କରିବାକୁ ହେବ।

ସୋମବାର ଦିନ ଜଲଦି ଉଠି ସ୍ନାନ ସାରି ଭଗବାନ ଶିବଙ୍କୁ ପୂଜା କରିବା ଉଚିତ। ଯଦି ଯଜ୍ଞ ଜୀବନସାଥୀର କାମନା ଅଛି ତେବେ ସୋମବାର ଦିନ ଭଗବାନ ଶିବ ଲିଙ୍ଗରେ କେଶର ମିଶ୍ରିତ କଞ୍ଚା କ୍ଷୀରରେ ଅଭିଷେକ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ। ଏମିତି କରିଲେ ଆପଣଙ୍କ ବିବାହରେ ଆସୁଥିବା ବାଧା ଦୂର ହୋଇଯିବ ଏବଂ ବିବାହର ଭଲ ଯୋଗ ବନିବ।

ଯଦି ଅପାର ଧନ ପ୍ରାପ୍ତିର କାମନା ଅଛି ତେବେ ସୋମବାର ଦିନ ମାଛ ମାନଙ୍କୁ ଅଟାର ଗୋଳି ଖୁଆଇବା ଉଚିତ। ଯେତେବେଳେ ଅଟାର ଗୋଳି ଖ୍ୟାଇବେ ତ ସେହି ସମୟରେ ଭଗବାନ ଶିବଙ୍କୁ ସ୍ମରଣ କରୁଥିବେ। ମନେ ମନେ ଓଁ ନମଃ ଶିବାୟ ଜପ କରୁଥିବେ। ଏହା ଦ୍ବାରା ନିଶ୍ଚୟ ବ୍ୟାପାରରେ ଯେଉଁ ବାଧା ଆସୁଥିବ ତାହା ଦୂର ହୋଇଯିବ।

ଯେକୌଣସି କାମନା ଶୀଘ୍ର ପୂରଣ ହେବା ପାଇଁ ଭଗବାନ ଶିବଙ୍କର ପୂଜା କରିବା ଉଚିତ। ପଞ୍ଚାମୃତରେ ତାଙ୍କର ଅଭିଷେକ କରନ୍ତୁ। କ୍ଷୀର ଦହି ମହୁ ଘିଅ ଏବଂ ଚିନିରେ କରନ୍ତୁ ନଚେତ ଗଙ୍ଗା ଜଳରେ ଅଭିଷେକ କରନ୍ତୁ। ଯଦି ଏହିସବୁ ଜିନିଷ ନଥାଏ ତେବେ ଶୁଦ୍ଧ ଜଳ ନେଇ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ ଏବଂ ଏହାପରେ ଆବଶ୍ୟକତା ପଡିବ ୨୧ ଟି ବେଲପତ୍ର। ଏହି ପତ୍ରକୁ ସଫା ପାଣିରେ ଧୋଇନିଅନ୍ତୁ ଏବଂ ତାହା ଉପରେ ଧଳା ଚନ୍ଦନରେ ଓଁ ନମଃ ଶିବାୟ ଲେଖନ୍ତୁ। ଏହାପରେ ଗୋଟେ ଗୋଟେ କରି ବେଲପତ୍ର ଉଠାଇ ଭଗବାନ ଶିବ ଲିଙ୍ଗ ଉପରେ ଓଁ ନମଃ ଶିବାୟ ଜପ କରି ଅର୍ପଣ କରନ୍ତୁ। ନିଜ ମନରେ ଥିବା ଇଛା ପୁରଣ ପାଇଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ।

ସୁଖ ସମୃଦ୍ଧି ପାଇଁ ଏବଂ ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେବେ ଭଗବାନ ଶିବଙ୍କୁ ଷଣ୍ଢ ବହୁତ ପସନ୍ଦ ତ ସେଥିପାଇଁ ନନ୍ଦି ଷଣ୍ଢଙ୍କୁ ସବୁଜ ଘାସ ଖୁଆନ୍ତୁ। ଏହା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୋଇଯାନ୍ତି। ଯଦି ନନ୍ଦି ଷଣ୍ଢ ନମିଳନ୍ତି ତେବେ ଗାଈକୁ ବି ଖୁଆଇ ପାରିବେ। ଏହା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯାଏ। ସୁଖ ସମୃଦ୍ଧି ମିଳିଯାଏ।

ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କିମ୍ବା ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ଗରିବ ଲୋକଙ୍କୁ ଭଜନ କରେଇବା ଉଚିତ। ଏହା ଦ୍ବାରା କେବେବି ଅନ୍ନର ଅଭାବ ହେବ ନାହିଁ।

ଯଦି କୌଣସି ଖରାପ ଗ୍ରହର ଦୋଷରୁ ବଞ୍ଚିବାକୁ ଚାହୁଁଛନ୍ତି ମାନସିକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ ସୋମବାର ଦିନ ଜଳରେ କଳା ତିଳ ମିଶାଇ ଭଗବାନ ଶିବ ଲିଙ୍ଗର ଅଭିଷେକ କରିବା ଉଚିତ। ଓଁ ନମଃ ଶିବାୟ ମନ୍ତ୍ରର ଜପ କରିବା ଉଚିତ।

ଯଦି ଆପଣ ଚାହୁଁଛନ୍ତି ସନ୍ତାନ ପ୍ରାପ୍ତିରେ କୌଣସି ବାଧା ନଆସୁ ଶୀଘ୍ର ସନ୍ତାନ ପ୍ରାପ୍ତି ପାଇଁ କିମ୍ବା ପୁତ୍ର ପ୍ରାପ୍ତି ପାଇଁ ସୋମବାର ଦିନ ୧୧ ଟି ଶିବଲିଙ୍ଗ ଅଟାରେ ପ୍ରସ୍ତୁତ କରିବା ଉଚିତ ଏବଂ ଏହାପରେ ୧୧ ଥର ଏହି ୧୧ ଟି ଶିବ ଲିଙ୍ଗକୁ ଅଭିଷେକ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ରର ଜପ କରୁଥିବେ। ଯେତେବେଳେ ଗୋଟେ ଶିବ ଲିଙ୍ଗରେ ଅଭିଷେକ କରୁଛନ୍ତି ତ ୧୦୮ ଥର ଓଁ ନମଃ ଶିବାୟ ଜପ କରନ୍ତୁ।

ଏମିତି ସମସ୍ତ ଶିବଲିଙ୍ଗକୁ ଅଭିଷେକ କରିବା ସମୟରେ ୧୦୮ ଥର ଲେଖାଏଁ ଓଁ ନମଃ ଶିବାୟ ମନ୍ତ୍ରର ଜପ କରୁଥିବେ। ଏହା ଦ୍ବାରା ଶୀଘ୍ର ହିଁ ସନ୍ତାନ ପ୍ରାପ୍ତି ହେବ। ଏହା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *