Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମହିଳାମାନେ ଏମିତି ଶୋଇଲେ ଘରେ ହୁଏ ଧନର ବର୍ଷା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମହିଳାମାନେ ଏମିତି ଶୋଇଲେ ଘରେ ହୁଏ ଧନର ବର୍ଷା।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଥାନ୍ତି ଯେବେବି କୌଣସି ସ୍ତ୍ରୀ ଏମିତି ଅବସ୍ଥାରେ ଶୋଇଥାଏ ତ ଘରକୁ ଧନ ଆସିଥାଏ। ସେମାନେ ହୋଇଥାନ୍ତି କୋଟିପତି। ଏହା ସହିତ ଜାଣିବା କିଛି କାମ ଅଛି ଯାହା ରାତିରେ ମହିଳାମାନେ ଭୁଲରେ ବି କରିବା ଉଚିତ ନୁହେଁ। ନଚେତ ମା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେବି ପ୍ରବେଶ କରିବେ ନାହିଁ।

ମହିଳାମାନେ ଏମିତି ଶୋଇଲେ ଘରକୁ ଧନ ଆସିଥାଏ। ଯେବେ ମହିଳା ମାନେ ରାତିରେ ଏମିତି ଶୋଇଥାଆନ୍ତି ଆଉ ସକାଳେ ଏହି କାମ କରିଥାନ୍ତି ତ ଶାସ୍ତ୍ର ଅନୁସାରେ ଏମିତି ଘରେ କେବେବି ଧନର ଅଭାବ ହେବନାହିଁ।

ନିଦ ଏକ ଏମିତି ଜିନିଷ ଯାହା ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ। କିଛି ସମୟ ଶୋଇଲେ ଆମ ଶରୀରରେ ଥିବା ଥକାପଣ ଦୂର ହୋଇଥାଏ ଏବଂ ନୂଆ କାର୍ଯ୍ୟ କରିବାକୁ ଉର୍ଜା ମିଳିଥାଏ। ଏମିତିରେ ସମସ୍ତେ ନିଜର ଟାଇମ ଫିକ୍ସ କରିଥାନ୍ତି। ବେଳେବେଳେ ନିଦ ଏତେ ଜୋରରେ ଆସିଥାଏ ଯେ ବ୍ୟକ୍ତି କେଉଁଠି ବି ଆଉ କେବେବି ଶୋଇଯାଇଥାଏ। ଶୋଇବା ବ୍ୟକ୍ତିକୁ ସେତିକି ଜରୁରୀ ଯେତିକି ଶରୀର ପାଇଁ ଖାଦ୍ୟ ଜରୁରୀ ହୋଇଥାଏ। ଆଜି ଆମେ ଜଣେଇବୁ ମହିଳାମାନେ ଏମିତି ଶୋଇଲେ ସବୁଠାରୁ ଅଧିକ ସଫଳତା ମିଳିଥାଏ। ମହିଳାମାନେ ଏମିତି ଶୋଇଲେ କେହିବି ଆପଣଙ୍କୁ କୋଟିପତି ହେବାରୁ ଅଟକାଇ ପାରିବେ ନାହିଁ।

ଶାସ୍ତ୍ର ଅନୁସାରେ ବିଳମ୍ବ ରାତିରେ ଶୋଉଥିବା ମହିଳାମାନେ ଘରର ବିନାଶ କରିଥାନ୍ତି ଏବଂ ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ମାନ୍ୟତା ଅନୁସାରେ ମହିଳାମାନେ ଡେରି ରାତି ପର୍ଯ୍ୟନ୍ତ ବିନା କାରଣରେ ଶୋଇନଥାଏ ତ ଏହା ଦ୍ବାରା ଆପଣଙ୍କ ଘରକୁ ସମସ୍ୟା ଆସିଥାଏ। ଏଥିପାଇଁ ମହିଳାମାନେ ବିନା କାରଣରେ ଡେରି ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଉଚିତ ନୁହେଁ।

ଏଥିପାଇଁ ଜଲଦି ଶୋଇ ଜଲଦି ଉଠିବା ଉଚିତ। ଯେଉଁ ମହିଳାମାନେ ଅଧିକ ସମୟ ଶୋଇଥାନ୍ତି ସେଠାରେ ରାହୁ କେତୁ ଏବଂ ଶନିଙ୍କ କୁଦୃଷ୍ଟି ପଡିଥାଏ ଏବଂ ସମସ୍ତ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି। ଏଥିପାଇଁ ସୀମିତ ମାତ୍ରାରେ ଶୋଇବା ଉଚିତ। ଅଧିକ ସମୟ ଶୋଇଲେ ଧନର ହାନି ହୋଇଥାଏ ଏବଂ ବୀମାରରେ ପୀଡିତ ହୋଇଥାନ୍ତି।

ଯେତେବେଳେ ରାତିରେ ଶୋଇବାକୁ ବିଛଣାକୁ ଯିବେ ତ ନକରାତ୍ମକ କଥା ଆଦୌ ଆଲୋଚନା କରନ୍ତୁ ନାହିଁ। ଏମିତି କଲେ ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାନ୍ତି।

ଶୋଇବା ସମୟରେ ଭଲ କଥା ଚିନ୍ତା କରି ଶୋଇବା ଉଚିତ। ଏହା ଦ୍ବାରା ଆମକୁ ସଫଳତା ମିଳିଥାଏ।

ସପ୍ତାହରେ କିଛି ବିଶେଷ ଦିନରେ ପରିବାରର ସମସ୍ତ ସଦସ୍ୟ ବିଳମ୍ବରେ ଶୋଇବେ ନାହିଁ କି ଉଠିବେ ନାହିଁ। ଏହି ଦିନ ବିଳମ୍ବରେ ଉଠିଲେ ଭାରି ଦୋଷ ଏବଂ ଭୟଙ୍କର ବର୍ବାଦିର କାରଣ ହୋଇପାରେ। ଏଥିପାଇଁ ମଙ୍ଗଳବାର ଗୁରୁବାର ଏବଂ ଶନିବାର ଦିନରେ ଜଲଦି ଉଠିବାକୁ ଚେଷ୍ଟା କରିବେ। ଏହି ଦିନ ଜଲଦି ଉଠିଲେ ବିନାଶର କାରଣ ବନିପାରେ।

ଆସନ୍ତୁ ଜାଣିବା ସକାଳେ ଉଠିବାର ଠିକ ସମୟ କଣ। କେଉଁ ସମୟରେ ଉଠିବା ଉଚିତ।

ସକାଳ ୪ ରୁ ୫ ଟା ମଧ୍ୟରେ ଉଠିବାକୁ ଉଚିତ ସମୟ ବୋଲି ମାନାଯାଏ। ଏହା ଦ୍ବାରା ସଫଳତା ମିଳିଥାଏ। ଏହି ସମୟ ସମସ୍ତ ଦେବାଦେବୀଙ୍କର ପ୍ରିୟ ସମୟ ଅଟେ। ଏହି ସମୟରେ ଯେଉଁ ମହିଳା ମାନେ ଉଠିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ମା ଲକ୍ଷ୍ମୀ ସର୍ବଦା ଘରେ ବାସ କରିଥାନ୍ତି

ସକାଳେ ଉଠିବା ପରେ ମହିଳାମାନେ ସର୍ବପ୍ରଥମେ ଝାଡୁ ଲଗାଇବେ। ଯଦି ନକରିପାରିବେ ତେବେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅବଶ୍ୟ ଝାଡୁ ଲଗେଇବେ। ସକାଳ ୭ ଟା ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ। ଯଦି ୭ ଟା ପରେ ଶୋଇବେ ତେବେ ସେହି ଘରେ ଦେବୀ ଦେବତାଙ୍କର ବାସ ହୋଇନଥାଏ। ବୀମାର ଲୋକଙ୍କୁ ବ୍ୟତୀତ ଅନ୍ୟ କେହି ଡେରି ପର୍ଯ୍ୟନ୍ତ ଶୋଇବେ ନାହିଁ।

ଯଦି କୌଣସି ମହିଳା ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି ତ ତାଙ୍କ ଘରେ ଧନ ସମ୍ପତ୍ତିରେ ଭରି ଯାଇଥାଏ ଏବଂ ଖୁସିର ଲହରୀ ଖେଳିଯାଇଥାଏ। ଏହି ଦିଗକୁ ସମସ୍ତେ ମୁଣ୍ଡ କରି ଶୋଇବା ଉଚିତ। ଏହା ବହୁତ ଶୁଭ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ସନ୍ଧ୍ୟା ଏବଂ ରାତିରେ କେଉଁ କାମ କରିବା ଉଚିତ ନୁହେଁ।

ଘରର ମହିଳା ମାନେ କେବେବି ସନ୍ଧ୍ୟା ପରେ କୌଣସି ବି ବାହାର ଲୋକକୁ ନିଜ ରୋଷେଇ ଘରୁ ଦହି କିମ୍ବା କ୍ଷୀର ଦିଅନ୍ତୁ ନାହିଁ। ଏମିତି କଲେ ଘରେ ମା ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ।

ଘରର ମହିଳା ମାନେ ସନ୍ଧ୍ୟା ହେବା ପୂର୍ବରୁ ଘରକୁ ସଫା କରିବା ଉଚିତ ଏହା ଦ୍ଵାରା ଘରର ଖୁସି ସବୁଦିନ ପାଇଁ ରହିଥାଏ।

କୁହାଯାଏ ଆଳସ୍ୟ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ଅଟେ। ଆଳସ୍ୟ ଗୁଣ ଯୋଗୁ ରାତିରେ ମହିଳାମାନେ ଅଇଁଠା ବାସନ ଘରେ ରଖି ଶୋଇଯାଆନ୍ତି କିନ୍ତୁ ଏହା ଠିକ ନୁହେଁ ଏମିତି କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ଧୋଇ ଶୋଇବେ। ରୋଷେଇ ଘରକୁ ପରିଷ୍କାର କରି ରଖିବେ।

ମା ଅନ୍ନପୂର୍ଣ୍ଣାଙ୍କୁ ଅନ୍ନର ଦେବୀ କୁହାଯାଏ ଏଥିପାଇଁ କେବେବି ଅନ୍ନର ଅପମାନ କରିବେ ନାହିଁ। ଯେତିକି ଖାଇବା ପାଇଁ ନେଉଛନ୍ତି ସେତିକି ସାରିବେ। ବଳକା ଖାଦ୍ୟ ରଖନ୍ତୁ ନାହିଁ। ଯେତିକି ଖାଇବେ ସେତିକି ଖାଦ୍ୟ ନିଅନ୍ତୁ।

ଯେଉଁ ଘରେ ମହିଳା ମାନଙ୍କର ଅପମାନ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ସେଥିପାଇଁ ଭୁଲରେ ବି ମଧ୍ୟ ମହିଳାମାନଙ୍କୁ ଅପମାନ କରିବେ ନାହିଁ।

ଅନେକ ଥର ପୂଜା କରିବା ସମୟରେ ଏମିତି ଭୁଲ କରିଦେଇଥାଉ ଯାହା ଦ୍ୱାରା ଆମର କ୍ଷତି ହୋଇଥାଏ। ପୂଜା କରିବା ସମୟରେ ଧ୍ୟାନ ରଖିବେ ପୂଜା ସାମଗ୍ରୀ ଭୂମି ଉପରେ ରଖିବେ ନାହିଁ। ଭୂମି ଉପରେ ରଖି ଭଗବାନଙ୍କୁ କୌଣସି ଜିନିଷ ଅର୍ପଣ କରନ୍ତୁ ନାହିଁ। ପୂଜା ସାମଗ୍ରୀକୁ ସର୍ବଦା ପୂଜା ଥାଳି କିମ୍ବା କପଡା ଉପରେ ରଖିବେ।

ଯେଉଁ ଘରେ ସଫା ସୁତରା ନଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ମା ଲକ୍ଷ୍ମୀଙ୍କୁ ପରିଷ୍କାର ଜାଗା ପସନ୍ଦ ଏଥିପାଇଁ ଘରକୁ ସଫା ରଖିବା ସହ ଆଖପାଖ ବି ସଫା ରଖିବା ଉଚିତ।

ଅନ୍ୟ ମାନଙ୍କ ପ୍ରତି କୌଣସି ଖରାପ ଚିନ୍ତାଧାରା ଆଣନ୍ତୁ ନାହିଁ।

ବାହାରୁ ଘରକୁ ଆସିଲେ ପ୍ରଥମେ ଗୋଡ଼ ହାତ ମୁହଁ ଭଲ ଭାବରେ ଧୋଇ ଘରକୁ ପ୍ରବେଶ କରନ୍ତୁ।

ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କର ପୂଜାପାଠ କରନ୍ତୁ। ଏହା ଦ୍ବାରା ଶୁଭ ହୋଇଥାଏ। ଧନର ଆଗମନ ହୋଇଥାଏ।

ପଲଙ୍କ ଉପରେ ବସି କୌଣସି ଖାଦ୍ୟ ଖାଆନ୍ତୁ ନାହିଁ କି ଚା ପାଣିର ମଧ୍ୟ ସେବନ କରନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *