Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ସକାଳୁ ଜଲଦି ଉଠି ଏହି ୧ ଟି ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ। ପୁରା ବର୍ଷ ଟଙ୍କାର ବର୍ଷା ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ସକାଳୁ ଜଲଦି ଉଠି ଏହି ୧ ଟି ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ। ପୁରା ବର୍ଷ ଟଙ୍କାର ବର୍ଷା ହେବ। ଏହା ସହିତ ଜାଣିବା ସକାଳୁ ଉଠି କେଉଁ ଭୁଲ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ପରିବାରର ବିନାଶର କାରଣ ହୋଇପାରେ।

ବନ୍ଧୁଗଣ ସକାଳୁ ଉଠି ଏହି ଜିନିଷ ନିଶ୍ଚୟ ଖାଇନେବା ଉଚିତ। ଏହା ଦ୍ବାରା ଜୀବନ ସାରା ଧନର ଅଭାବ ହୋଇନଥାଏ। ଆଉ ବର୍ଷ ସାରା ଧନ ସୁଖ ଶାନ୍ତି ପଛରେ ଦୌଡ଼ିବାକୁ ପଡିନଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସକାଳୁ ସକାଳୁ ଏହି ଗୋଟିଏ ଜିନିଷ ଯେଉଁ ବି ମନୁଷ୍ୟ ଖାଇନିଏ ତ ତା ଘରେ ଧନ ବୈଭବ ବହୁତ ଦ୍ରୁତରେ ଆକର୍ଷିତ ହୋଇଥାଏ। ସେ ବ୍ୟକ୍ତି ରାତାରାତି ମା ଲକ୍ଷ୍ମୀଙ୍କ କୃପା ପାଇନେଇଥାଏ।

ସବୁବେଳେ ଧନର ଅଭାବ ଲାଗି ରହିଥାଏ ତ ଏମିତି ସ୍ଥିତି ପଛର କାରଣ ଆପଣ ଜାଣିନଥିବେ। କାରଣ ଏହା ଅଟେ ଯେ ଆପଣଙ୍କ ଦ୍ୱାରା କରାଯାଇଥିବା କିଛି ଭୁଲ। ଆମର ଧର୍ମ ଶାସ୍ତ୍ରରେ ଅନେକ ନିୟମ ଏବଂ କଥା କୁହାଯାଇଛି ଯାହା ଆମର ପୁର୍ବଜ ଆଉ ବଡ଼ ଲୋକମାନେ ଆମକୁ ବୁଝାଇଥାନ୍ତି। କିନ୍ତୁ ଆଜିର ସମୟରେ ଏବେ ସେହି ଜିନିଷ ପପରେ ଧ୍ୟାନ ଦେବା ଆବଶ୍ୟକ ମାନନ୍ତି ନାହିଁ। ଯେବେ ଆପଣଙ୍କ ସାମ୍ନାରେ ଧନକୁ ନେଇ ଅନେକ ସମସ୍ୟା ଆସିଥାଏ ତ ଲୋକେ ସବୁବେଳେ ଖରାପ ହେବା ପଛର କାରଣ ଜାଣିବାକୁ ଚାହୁଁଛନ୍ତି। ଘରକୁ ଦାରିଦ୍ର୍ୟତା ଆସିବାର କାରଣ ଆମେ ନିଜେ ହିଁ ଅଟେ।

ଆମ ଦ୍ୱାରା କରାଯାଉଥିବା କାମ ହିଁ ଆମର ସଫଳତାର ବାଧା ସୃଷ୍ଟି କରିଥାନ୍ତି। ଯଦି ଆପଣ ସକାଳୁ ଉଠି ଏମିତି କିଛି କାର୍ଯ୍ୟ କରୁଛନ୍ତି ତ ଆପଣ ନିଜେ ହିଁ ଦାରିଦ୍ର୍ୟତାକୁ ଘରକୁ ଆମନ୍ତ୍ରଣ କରୁଛନ୍ତି। ଆମେ ସେହି କାର୍ଯ୍ୟ ବିଷୟରେ ଜଣେଇବୁ ଯାହାକୁ ଲୋକେ ସକାଳୁ ଉଠି କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା କଣ ସେହି କାର୍ଯ୍ୟ ଯାହା ସକାଳୁ ଉଠି କରିବା ଉଚିତ ନୁହେଁ। ଏହା ସହିତ ଜାଣିବା ସକାଳୁ କେଉଁ ଗୋଟିଏ ଜିନିଷ ଖାଇଲେ ଧନ ପ୍ରାପ୍ତ ହୋଇଥାଏ।

ଆଇନା। ଆଇନାରେ ନିଜକୁ ଦେଖିବା। ସକାଳୁ ଉଠି ସର୍ବପ୍ରଥମେ ଆଇନା ଦେଖିବାର ଭୁଲ କରନ୍ତୁ ନାହିଁ। ଶାସ୍ତ୍ରରେ ଏହି କଥାର ଅନେକ ଥର ଉଲ୍ଲେଖ କରାଯାଇଛି ଯେ ସକାଳୁ ଉଠି ପ୍ରଥମେ ଆଇନା ଦେଖିବା ଉଚିତ ନୁହେଁ। ସକାଳୁ ଉଠି ଆଇନାରେ ନିଜର ଚେହେରା ଦେଖିବା ଦରିଦ୍ରତା ସମସ୍ୟା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଏଥିପାଇଁ ସକାଳୁ ଉଠି ତୁରନ୍ତ ଆଇନା ଦେଖିବା ଉଚିତ ନୁହେଁ।

ସକାଳୁ ଉଠି ଭଜନର ସେବନ କରନ୍ତୁ ନାହିଁ। ଆଜିର ସମୟରେ ଲୋକମାନେ ସକାଳୁ ଉଠୁ ଉଠୁ ଚା ନାସ୍ତା କରି ନେଉଛନ୍ତି ଅର୍ଥାତ ଭୋଜନର ସେବନ କରି ନେଉଛନ୍ତି କିନ୍ତୁ ଏମିତି ଭୁଲ କରିବା ଦ୍ୱାରା ଶାସ୍ତ୍ର ଅନୁସାରେ ବିନା ସ୍ନାନ କରି ବିନା ଦାନ୍ତ ସଫା କରି କିମ୍ବା ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନକରିବା ପର୍ଯ୍ୟନ୍ତ ଅନ୍ନର ସେବନ କରିବା ବର୍ଜିତ ମାନାଯାଇଛି। କାରଣ ସୂର୍ଯ୍ୟଦେବଙ୍କ ଠାରୁ ହିଁ ଆମକୁ ଅନ୍ନର ପ୍ରାପ୍ତ ହୋଇଥାଏ। ଆଉ ସୂର୍ଯ୍ୟଦେବଙ୍କୁ ଅନ୍ନ ନଦେବା ପର୍ଯ୍ୟନ୍ତ ଅନ୍ନର ସେବନ କରିବା ଅନୁଚିତ ମାନାଯାଇଛି। ଯେଉଁ ଲୋକଙ୍କୁ ସକାଳୁ ଉଠୁ ଉଠୁ ଚା ର ଅଭ୍ୟାସ ଅଛି ତ ଏହି ଅଭ୍ୟାସକୁ ଶୀଘ୍ର ଛାଡି ଦିଅନ୍ତୁ।

ନିଜ ଭାଗ୍ୟକୁ ଗାଳିଦେବା। ସକାଳୁ ଉଠିବା ମାତ୍ରେ ହିଁ ଭାଗ୍ୟକୁ ଗାଳି ଦେବା ଏହା ଅତ୍ୟନ୍ତ ହିଁ ଅଶୁଭ ଫଳ ଦାୟକ ହୋଇଥାଏ। ସକାଳୁ ଉଠିବା ମାତ୍ରେ ଯେଉଁ ମୁଖରୁ ଭଗବାନଙ୍କ ନାମ କହିବା ଉଚିତ। ଯଦି ସେହି ମୁଖରୁ ନକରାତ୍ମକ କଥା ହିଁ କହିବେ ତ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସକାଳୁ ଉଠିବା ମାତ୍ରେ କେବଳ ଭଗବାନଙ୍କର ଧ୍ୟାନ କରିବା ଉଚିତ। ତେବେ ଯାଇ ପୁରା ଦିନ ଶୁଭ ଫଳ ଦାୟକ ହୋଇଥାଏ।

ଗଙ୍ଗାଜଳ ଆମ ଶାସ୍ତ୍ରରେ ବହୁତ ମହତ୍ୱ ଅଛି। ପୌରାଣିକ କଥା ଅନୁସାରେ ଗଙ୍ଗା ଏକ ଏମିତି ନଦୀ ଅଟେ ଯେଉଁଠି ସ୍ୱୟଂ ଦେବୀ ଦେବତା ମାନେ ସ୍ନାନ କରିଛନ୍ତି ଏଥିପାଇଁ ଗଙ୍ଗା ଜଳକୁ ବହୁତ ପବିତ୍ର ମାନାଯାଏ। ରାତିରେ ଶୋଇବା ସମୟରେ ତମ୍ବାର ଘଟିରେ ଅଳ୍ପ ଗଙ୍ଗା ଜଳ ରଖନ୍ତୁ। ଆଉ ପୁରା ରାତି ସାରା ନିଜ ମୁଣ୍ଡ ପାଖରେ ରଖନ୍ତୁ ଆଉ ସକାଳ ସମୟରେ ସେହି ଜଳକୁ ନେଇ ନିଜର ବିଛଣାରେ ଛିଞ୍ଚି ଜଳ ପିଇ ନିଅନ୍ତୁ।

ନିୟମିତ ଏମିତି କରନ୍ତୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ନିୟମିତ ଏମିତି ଯେଉଁ ବ୍ୟକ୍ତି କରିଥାଏ ତ ସେହି ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ। ଏମିତି ବ୍ୟକ୍ତି ରାଜା ବନିଥାଏ। ମାନ୍ୟତା ଅଛି ମୃତ୍ୟୁ ସମୟରେ ବ୍ୟକ୍ତିର ମୁଖରେ ଗଙ୍ଗା ଜଳ ଦେଲେ ତାର ପାପ କର୍ମ ନଷ୍ଟ ହୋଇଯାଇଥାଏ ଆଉ ତାକୁ ମୋକ୍ଷର ପ୍ରାପ୍ତ ହୋଇଥାଏ। ଗଙ୍ଗା ଜଳ କେବେବି ଅଶୁଭ ହୋଇନଥାଏ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଜୀବନରେ ନକରାତ୍ମକ ଏବଂ ଦରିଦ୍ର୍ୟତାର ନାଶ ହେଉ ତ ଆପଣ ସକାଳୁ ଉଠିବା ପରେ ଏହି କାମ ଅବଶ୍ୟ କରନ୍ତୁ।

ସକାଳୁ ସକାଳୁ ଉଠିବା ମାତ୍ରେ ଆଇନା ନଦେଖି ଭଗବାନ ଶ୍ରୀକୃଷ୍ଣ କିମ୍ବା ଆପଣଙ୍କ ଠାକୁରଙ୍କ ଦର୍ଶନ କରନ୍ତୁ। ନିଜର ରୁମର ସାମ୍ନାରେ ଠାକୁରଙ୍କ ଫୋଟ ନିଶ୍ଚୟ ଲଗାନ୍ତୁ। ତାଙ୍କର ଦର୍ଶନ କଲେ ମନୁଷ୍ୟର ଜୀବନର ସମସ୍ୟା ଦୂର ହୋଇଥାଏ। ସକାଳୁ ଉଠି ଧରତୀ ଉପରେ ପ୍ରଥମେ ସ୍ପର୍ଶ କରି ନମସ୍କାର କରନ୍ତୁ ଆଉ ତାଙ୍କୁ ନମସ୍କାର କରି କ୍ଷମା ମାଗି ନିଅନ୍ତୁ ଆଉ ଏହାପରେ ତାଙ୍କ ଉପରେ ପାଦ ରଖନ୍ତୁ। ଏହା ଦ୍ବାରା ଭାଗ୍ୟର ଅସୁବିଧା ବି ଦୂର ହୋଇଥାଏ।

ସ୍ନାନ ଶୌଚ ଆଦି ସାରି ବଡ଼ ମାନଙ୍କ ଆଶୀର୍ବାଦ ନିଅନ୍ତୁ। ଯଦି ବଡ଼ ଲୋକ ନଥିବେ ତ ତାଙ୍କ ଫୋଟକୁ ନମସ୍କାର କରନ୍ତୁ।

ଆସନ୍ତୁ ଜାଣିନେବା ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ସକାଳୁ ଉଠିବା ମାତ୍ରେ କେଉଁ ଜିନିଷ ନିଶ୍ଚୟ ଖାଇବା ଉଚିତ।

ଯେତେବେଳେ ଆପଣ ସକାଳୁ ବାହାରକୁ ଯାଉଛନ୍ତି ତ ସକାଳୁ ସମୟରେ ୨ ରୁ ୪ ଟି ଚାଉଳ ନିଶ୍ଚୟ ଖାଇ ନିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ।

ଯେବେବି ଆପଣ ସକାଳୁ ସମୟରେ କାମରେ ଯାଉଛନ୍ତି ତ ସକାଳୁ ସମୟରେ ଭଗବାନଙ୍କ ଗଳାରେ ଅର୍ପଣ କରାଯାଇଥିବା ଫୁଲର ମାଳା କିମ୍ବା ଭଗବାନଙ୍କ ଚରଣରେ ଅର୍ପଣ କରାଯାଇଥିବା ଫୁଲରୁ ଏକ ପୋତା କାଢି ଆଶୀର୍ବାଦ ଭାବି ଅବଶ୍ୟ ଖାଇ ନିଅନ୍ତୁ। ଏହା ଦ୍ବାରା ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ। ଯାହାବି କାମ କରିବେ ସଫଳତା ମିଳିବ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେବେବି ଆପଣ ଭଲ କାମ ପାଇଁ ବାହାରକୁ ଯିବେ ତ ମିଠା ଅବଶ୍ୟ ଖାଇ ଯିବା ଉଚିତ। ସକାଳ ସମୟରେ ମିଠା ଖାଇବାକୁ ସର୍ବତମ ମାନାଯାଇଛି। ଏହା ଦ୍ବାରା ଆପଣଙ୍କର ଭଲ ରାସ୍ତା ଖୋଲି ଯାଇଥାଏ। ଏହା ଦ୍ବାରା ଯାହାବି ଚାହିଁବେ ସବୁକିଛି ପ୍ରାପ୍ତ ହୋଇଯିବ।

ଏମିତି ମାନ୍ୟତା ଅଛି ମଥାରେ ଚନ୍ଦନର ତିଳକ ବିଜୟ ପ୍ରାପ୍ତ କରାଇଥାଏ। ଏଥିପାଇଁ ସକାଳେ ମଥାରେ ଚନ୍ଦନର ତିଳକ ଅବଶ୍ୟ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ ଚନ୍ଦନର ତିଳକ ଲଗାଇ ଯେଉଁ ବି ବ୍ୟକ୍ତି ବାହାରକୁ ବାହାରି ଥାଏ ତ ତା ଉପରେ ଭଗବାନଙ୍କର କୃପା ସର୍ବଦା ରହିଥାଏ। ଆଉ ତାର କେହିବି କିଛି କ୍ଷତି କରିପାରିବେ ନାହିଁ।

ପ୍ରତିଦିନ ସକାଳୁ ସ୍ନାନ ସାରି ତୁଳସୀକୁ ଜଳ ଅର୍ପଣ କରିବା ଉଚିତ। ତୁଳସୀଙ୍କ ସେବା କଲେ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଥାଏ ବା ତାର ଯତ୍ନ ଯିଏ ନେଇଥାଏ ତ ତାକୁ ସୁଖ ସମୃଦ୍ଧିର ପ୍ରାପ୍ତ ହୋଇଥାଏ। ପ୍ରତ୍ୟକ ଦିନ ଘରର ମନ୍ଦିରକୁ ପୂଜା କରିବା ଉଚିତ। ଦୀପ ଏବଂ ଧୂପ ଜଳେଇବା ଉଚିତ। ଦୀପ ଏବଂ ଧୂପରୁ ବାହାରୁ ଥିବା ଧୂଆଁରେ ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳେଇଲେ ବି ବାସ୍ତୁର ଅନେକ ଦୋଷ ଦୂର ହୋଇଥାଏ।

ଏହି କଥାର ଧ୍ୟାନ ରଖିବେ ସକାଳର ବାତାବରଣ ଶାନ୍ତ ରଖିବା ଉଚିତ। କିଛି ଲୋକ ସକାଳ ସମୟରେ ଅଶାନ୍ତ କରିଥାନ୍ତି। ଘରେ ସକାଳୁ ଉଠିବା ମାତ୍ରେ କ୍ଳେଶ କଟୁ ଶବ୍ଦ ଏବଂ ଅପଶବ୍ଦ କହିବା ଆରମ୍ଭ କରିଦିଅନ୍ତି। ତ ଏମିତି ଘରୁ ମା ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି। ସେଥିପାଇଁ ସକାଳୁ ଉଠିବା ମାତ୍ରେ ସମସ୍ତଙ୍କ ସହିତ ମିଠା କଥା କହିବା ଉଚିତ। ଯେଉଁ ଘରେ ସୁଖ ଶାନ୍ତି ରହିଥାଏ ତ ଏମିତି ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *