Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଲୁଣ ଦ୍ଵାରା ସବୁଠାରୁ ଜଲଦି ଲୋକେ କାହିଁକି କୋଟିପତି ବନିଯାନ୍ତି ? ଆପଣ ବି ହୋଇପାରିବେ ଜଲଦି ଧନୀ,ଜାଣନ୍ତୁ କିପରି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଲୁଣରେ ସବୁଠାରୁ ଜଲଦି ଲୋକେ କାହିଁକି କୋଟିପତି ବନିଯାନ୍ତି। ଆପଣ ବି ହୋଇପାରିବେ ଜଲଦି ଧନୀ।

ଶ୍ରାବଣ ମାସ ଭଗବାନ ଶିବଙ୍କର ମାସ ଅଟେ। ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପବିତ୍ର ମନରେ କୌଣସି ବି ସାଧନା କରିଥାଏ କିମ୍ବା କୌଣସି ଖାସ ଉପାୟ କରିଥାଏ ତ ତାର ସମସ୍ତ ଇଛା ପୂରଣ ତ ହୋଇଥାଏ ଏହା ସହିତ ସମସ୍ତ ନବ ଗ୍ରହ ତା ସହିତ ଚାଲନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କ ସହିତ ନବ ଗ୍ରହ ଚାଲନ୍ତି ତ ଏମିତି ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଆସିନଥାଏ। ନବ ଗ୍ରହ ସେତେବେଳେ ଚାଲନ୍ତି ଯେତେବେଳେ ଭଗବାନ ଶିବଙ୍କ କୃପା କୌଣସି ସାଧକ ଉପରେ କିମ୍ବା କୌଣସି ବ୍ୟକ୍ତି ଉପରେ ହୋଇଯାଏ।

ଆଜି ଆମେ ଏହି ପୋଷ୍ଟରେ ବଡ଼ ଉପାୟ ବିଷୟରେ ଜଣେଇବୁ ଯାହା କେବଳ ଶ୍ରାବଣ ମାସରେ ହିଁ କରାଯାଏ ଏବଂ ଯେଉଁ ଭକ୍ତ ଏହି ଉପାୟକୁ ଶ୍ରାବଣ ମାସରେ କରନ୍ତି ତାଙ୍କ ଜୀବନରେ ଦୁର୍ଭାଗ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ସେ ଆଗକୁ ବଢିଯାଏ। ଜୀବନରେ ଯେତେ ବଡ଼ କଷ୍ଟ ଥିଲେ ଏହି ଉପାୟକୁ କରିଲେ ସବୁ କଷ୍ଟ ଜଲଦି ଶେଷ ହୋଇଯିବ।

ଲୁଣ ଯେତିକି ଆମ ସାମାନ୍ୟ ଜୀବନରେ ମହତ୍ୱ ଥାଏ ତା ଠାରୁ ଜ୍ୟୋତିଷରେ ବହୁତ ଅଧିକ ଲୁଣର ମହତ୍ୱପୂର୍ଣ୍ଣ ହୋଇଥାଏ। ଲୁଣରେ ଜୀବନରେ ବହୁତ ଉପଯୋଗ କରାଯାଏ। ଲୁଣ ସମସ୍ତ ପ୍ରକାରରର ଆମର ଜୀବନରେ ଉପଯୋଗ ହୋଇଥାଏ ଏହା ସହିତ ଲୁଣ ଆମର ଆୟୁଷ ବି ବୃଦ୍ଧି କରିଥାଏ ଏବଂ ଲୁଣ ଆମର ଆୟୁଷ ହାନି ମଧ୍ୟ କରିଥାଏ। ଲୁଣର ବହୁତ ଉପାୟ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଦ୍ଭୁତ ଉପାୟ କହିବୁ ଯାହାକୁ କାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଲୁଣର ବିଭିନ୍ନ ଉପାୟ କରି ଆମେ ଆମ ଜୀବନରେ ସୁଖ ସମୃଦ୍ଧି ଆଣିପାରିବା।

ଲୁଣ ଅନେକ ପ୍ରକାର ର ହୋଇଥାଏ । ଯେମିତିକି କଳା ଲୁଣ ସଇନ୍ଧବ ଲୁଣ ସମୁଦ୍ର ଲୁଣ ଏବଂ ସାଧାରଣ ଲୁଣ। ଏହି ଲୁଣକୁ ବ୍ୟବହାର କରି ଅନେକ ପ୍ରକାରର ଉପାୟକରି ଆମେ ଆମ ଘରେ ସୁଖ ସମୃଦ୍ଧି ଆଣିପାରିବା।

କୁହାଯାଏ ଯଦି କୁଣ୍ଡଳୀରେ ଚନ୍ଦ୍ରମା କମଜୋର ଥାଏ ତେବେ ସମୁଦ୍ର ଲୁଣ କିମ୍ବା ସାମାନ୍ୟ ଲୁଣର ବ୍ୟବହାର କରିବା ଉଚିତ ନୁହେଁ ବରଂ ସିନ୍ଧା ଲୁଣର ବ୍ୟବହାର କରିବା ଉଚିତ। ଏଥିରେ ଆପଣ ରକ୍ତଚାପ ସମସ୍ୟାରୁ ବି ମୁକ୍ତି ପାଇପାରିବେ।

ଘରର କୌଣସି କୋଣରେ ଲୁଣକୁ କୌଣସି ଡ଼ବାରେ ଭରି ରଖିବାକୁ ହେବ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହା ଆପଣଙ୍କ ଘରର ସମସ୍ତ ନଗେଟିଭ ଉର୍ଜାକୁ ଦୂର କରିବ। ଯଦି ଆପଣଙ୍କ ମନରେ କିଛି ଖରାପ ଚିନ୍ତା ଚାଲିଛି ଭୟ ରହିଛି ତେବେ ମଧ୍ୟ ଲୁଣ ରଖିଲେ ଦୂର ହୋଇଥାଏ

ଲୁଣକୁ ଆମେ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ମାନିଥାଉ। ଚନ୍ଦ୍ର ମନର କାରକ ଶୁକ୍ର ଖୁସିର କାରକ। ଏହାକୁ ରାହୁର କାରକ ମଧ୍ୟ ମାନାଯାଏ। ଏଥିପାଇଁ ଲୁଣକୁ କେମିତି ରଖିବା ଉଚିତ ଏହା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।

ଯେଉଁ ଲୋକମାନେ ଲୁଣକୁ ପ୍ଲାଷ୍ଟିକ ଡ଼ବାରେ କିମ୍ବା ଲୁହାର ଡ଼ବାରେ ରଖିଥାନ୍ତି ତାଙ୍କୁ ନିଜର ଜୀବନରେ ଗରିବୀ ଏବଂ ବର୍ବାଦିର ସାମ୍ନା କରିବାକୁ ପଡିଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ବି ମାନାଯାଏ। ଲୁଣକୁ ଆପଣ କୌଣସି ଷ୍ଟିଲ କିମ୍ବା ଲୁହାର ପାତ୍ରରେ ରଖୁଛନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହେବ। ଯାହାକି ବହୁତ ହିଁ ଘାତକ ସିଦ୍ଧ ହୋଇଥାଏ। ଘରକୁ ବର୍ବାଦି କରିଥାଏ।

ଏହା ରୋଗ ଏବଂ ଶୋକର କାରଣ ବନିଯାଇଥାଏ ଏବଂ ଆସିଥାଏ ଘରକୁ ଗରିବୀ। ଏଥିପାଇଁ ଲୁଣକୁ କାଚ ପାତ୍ରରେ ହିଁ ରଖିବା ଉଚିତ। ବାଥରୁମରେ ବି ମଧ୍ୟ ଆପଣ ଏମିତି କାଚ ବୋତଲରେ ଲୁଣ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ। ଲୁଣ ଏବଂ କାଚ ଏ ଦୁଇଟି ରାହୁ କେତୁଙ୍କ କାରକ ହୋଇଥାନ୍ତି। ଏଥିପାଇଁ ଯଦି ଆପଣ ଲୁଣକୁ କାଚର ବୋତଲରେ ଭରି ଶୌଚାଳୟରେ ରଖିବେ ତ ସେଠାରୁ ନକରାତ୍ମକ ଉର୍ଜାର ନାଶ ହୋଇଥାଏ।

ଏହା ସହିତ ଏହି ଉପାୟରେ ସେଠାରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। ଧନର ପ୍ରାପ୍ତ ହୋଇଥାଏ ଏବଂ ଘରର ଗରିବୀ ଧୀରେ ଧୀରେ ଦୂର ହୋଇଥାଏ। ସପ୍ତାହରେ ଥରେ ଏହାକୁ ଚେଞ୍ଜ କରିଦେବେ।

ଲୁଣକୁ କେବେବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ। ଯଦି କାହାରିକୁ ଲୁଣ ଦେବେ ତେବେ ଚାମଚ ସାହାର୍ଯ୍ୟରେ ଦିଅନ୍ତୁ। ନଚେତ ଏହା ଦ୍ବାରା ବି ଆପଣଙ୍କ ଭାଗ୍ୟ ଆପଣଙ୍କ ଚନ୍ଦ୍ରମା ଅନ୍ୟ ପାଖକୁ ଚାଲିଯାଏ। ଏହା ଦ୍ବାରା ଆପଣଙ୍କର ଅନେକ ସମସ୍ୟା ଉତ୍ପନ କରିପାରେ। ଲୁଣ ପକେଟକୁ ବି ସିଧା ହାତରେ ଦିଅନ୍ତୁ ନାହିଁ। ଏହା ଦ୍ବାରା ସମ୍ପର୍କ ଖରାପ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ଡେଲି ଯେଉଁ ଲୁଣ ବ୍ୟବହାର କରୁଛନ୍ତି କଳା ଲୁଣକୁ ଲାଲ କପଡ଼ାରେ ବାନ୍ଧି ଦେବା ଉଚିତ।

ଯଦି ଆପଣଙ୍କ ଘରେ ଶନିଦୋଷ ଅଛି ରାହୁ ଦୋଷ ଅଛି କେତୁଙ୍କ ଦୋଷ ଅଛି ଯଦି ଆପଣଙ୍କୁ ଲାଗିଥାଏ କି ଆପଣଙ୍କ ଘରେ କେହି କିଛି କରିଛି ନକରାତ୍ମକ ଶକ୍ତି ଅଧିକ ଅଛି କେଉଁଠି କେଉଁଠି ଭୁତ ପ୍ରେତର ବାଧା ବି ଅଛି ଖରାପ ଶକ୍ତି ଘରକୁ ପ୍ରବେଶ କରିଥାଏ ତ ଏପରି ସ୍ଥିତିରେ ଆପଣଙ୍କୁ ନିଜର ଘରର ମୁଖ୍ୟ ଦ୍ୱାରରେ କଳା ଲୁଣ ବାନ୍ଧିବା ଉଚିତ।

ଲାଲ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି କରି ରଖନ୍ତୁ। ଆପଣ ଦେଖିବେ କୌଣସି ବି ପ୍ରକାରର ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିପାରିବ ନାହିଁ। ଦୁକାନର ମେନ ଗେଟରେ ବି ଆପଣ ଏହାକୁ ଟାଙ୍ଗି ପାରିବେ। ଆଲମାରୀରେ ବି ଟାଙ୍ଗି ପାରିବେ। ଏଥିରେ ୪ ରୁ ୫ଟି ଲବଙ୍ଗ ପକେଇ ଦିଅନ୍ତୁ ଏହା ଦ୍ବାରା ବି ଧନର ଆଗମନ ହୋଇଥାଏ।

କେବେ କେବେ ଜୀବନରେ ସମସ୍ୟା ବଢି ଯାଇଥାଏ ଧନର ଚିନ୍ତା ବହୁତ ଚିନ୍ତିତ କରିଥାଏ ଘରେ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିନଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥାଏ ତ ଏକ କାଚ ଗ୍ଲାସ ନିଅନ୍ତୁ ଧଳା କାଚ ଗ୍ଲାସ ହୋଇଥିଲେ ସେଥିରେ ଟିକେ ନାଲି ରଙ୍ଗର ପ୍ରିଣ୍ଟ ଲଗେଇ ଦିଅନ୍ତୁ କିମ୍ବା ନାଲି ରଙ୍ଗର ନେଲ ପଲିସ ଲଗେଇ ଦିଅନ୍ତୁ। ଆଉ ଏହି ଗ୍ଲାସରେ ପାଣି ଭର୍ତ୍ତି କରି ଦିଅନ୍ତୁ ୩ ଭାଗ ଏବଂ ଗୋଟେ ଭାଗ ଖୋଲା ରଖିଦିଅନ୍ତୁ।

ଆଉ ଏଥିରେ ଗୋଟେ ଚାମଚ ଲୁଣ ପକେଇ ଦିଅନ୍ତୁ। ଏହାକୁ ଖୋଲା ରଖିଦିଅନ୍ତୁ। ଆଉ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଏଥିରେ ପାଣି ବହୁତ ଶୀଘ୍ର ଶୁଖିଥାଏ ତ ଏଥିରେ ପାଣି ଆଉ ଭର୍ତି କରି ଦିଅନ୍ତୁ। ଆଉ ଏହାକୁ ୧ ମାସ ପରେ ବଦଳ କରି ଦିଅନ୍ତୁ। ଆଉ ଥରେ ସଫା ପାଣିରେ ଏହାକୁ ରଖିଦିଅନ୍ତୁ। ଦେଖିବେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

ଯେବେବି ଆପଣ ଘରେ ପୋଛା ଲଗେଇବେ ତ ସପ୍ତାହରେ ଥରେ ପାଣିରେ କିଛି ଲୁଣ ମିଶେଇ ପୋଛା ଅବଶ୍ୟ ଲଗାନ୍ତୁ। ଏମିତି କରିଲେ ଅନେକ ରୋଗରୁ ଦୂରେଇ ରହିବେ। ବ୍ୟକ୍ତିକୁ ଶୀଘ୍ର ହିଁ ଧନର ପ୍ରାପ୍ତ ହୋଇଥାଏ। ଏହି ଲୁଣ ପୁରା ଘରକୁ ସକାରାତ୍ମକ ଉର୍ଜାରେ ଭରି ଦେଇଥାଏ। ଘରର ପୋଛା ଗୁରୁବାର ଦିନ ଛାଡି ଅନ୍ୟ ବାକି ଦିନରେ ଘରେ ପୋଛା ନିଶ୍ଚୟ ଲଗାନ୍ତୁ। କାରଣ ସକରାତ୍ମକ ଉର୍ଜା ମା ଲକ୍ଷ୍ମୀଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ।

ଏକ ଚୁଟକି ଲୁଣ ପିଲାଙ୍କ ଉପରେ ବୁଲାଇ ପାଣିରେ ଭସେଇ ଦିଅନ୍ତୁ ନଜରଦୋଷରୁ ମୁକ୍ତି ମିଳିଥାଏ। ୭ ଟି ସୋରିଷ ୭ ଟି ନାଲି ଲଙ୍କା ୭ ଟି ଲୁଣର ଦାନା ନେଇ ଯେଉଁ ବ୍ୟକ୍ତିଙ୍କ ଉପରେ ନଜର ଲାଗିଥିବ ତାଙ୍କ ଉପରେ ୭ ଥର ବୁଲାଇ ଦେଶୀ ଆମ୍ବ ଗଛର କାଠରେ କିମ୍ବା ଗ୍ୟାସରେ ଏହିସବୁକୁ ଜଳେଇଦେବା ଉଚିତ। ଏହା ଦ୍ବାରା ଶୀଘ୍ର ନଜରଦୋଷରୁ ମୁକ୍ତି ମିଳିଥାଏ।

ଖାସ କରି ସୋମବାର ଦିନ ଲୁଣ ମିଶ୍ରିତ ଜଳରେ ପିଲାଙ୍କୁ ସ୍ନାନ କରେଇବା ଉଚିତ। ଏଲର୍ଜି ସମ୍ବଦ୍ଧିତ ରୋଗ ହୋଇନଥାଏ।

ଲୁଣ ମିଶ୍ରିତ ପାଣିରେ ହାତ ଗୋଡ଼ ଧୋଇବା ଦ୍ୱାରା କିମ୍ବା ସ୍ନାନ କରିବା ଦ୍ୱାରା ବହୁତ ଅଧିକ ଲାଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଶରୀର ଫ୍ରେସ ରହିଥାଏ ଏବଂ ଭିତରେ ପିଜିଟିଭ ଏନର୍ଜୀ ଆସିଥାଏ ତା ସହିତ ଲୁଣ ମିଶ୍ରିତ ପାଣିରେ ସ୍ନାନ କରିବା ଦ୍ୱାରା ନିଦ ବହୁତ ଭଲ ଆସିଥାଏ ଆଉ ରୋଗ ବି ଛୁଇଁ ପାରିବ ନାହିଁ। ନିଦ ଭଲ ଆସିଥାଏ। ମାନସିକ ଚାପରୁ ବି ମୁକ୍ତି ମିଳିଥାଏ।

ଭୟ ଏବଂ ଚିନ୍ତା ଥିଲେ ଦୁଇ ହାତରେ ମୁଠାରେ ସାଧାରଣ ଲୁଣ ନେଇ ଅଳ୍ପ ସମୟ ଛିଡା ହୁଅନ୍ତୁ ଏବଂ ନିଜର ବାଥରୁମକୁ ଚାଲିଯାଅନ୍ତୁ କିମ୍ୱା ରୋଷେଇ ଘରକୁ ଏବଂ ମୁଠିରେ ଲୁଣ ଧରି ଓଁମ ଓଁମ ୨୭ ଥର ଜପ କରିବାକୁ ହେବ ଏବଂ ଏହାପରେ ନିଜର ଉଆସ ମେସିନରେ ଦୁଇ ହାତକୁ ଖୋଲିକରି ପାଣିରେ ଭସେଇ ଦିଅନ୍ତୁ। ଏହା ଦ୍ବାରା ମନକୁ ଶାନ୍ତି ମିଳିବ।

ଲୁଣ ମିଶ୍ରିତ ଜଳରେ ସ୍ନାନ କଲେ ମନକୁ ଶାନ୍ତି ମିଳିଥାଏ ଏହା ସହିତ ମନର ବିଚଳତା ବି ଶାନ୍ତ ରହିଥାଏ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଥିଲେ ଏକ ଖଣ୍ଡ ସିନ୍ଧା ଲୁଣ ନିଜର ବେଡ଼ରୁମରେ ରଖିବା ଉଚିତ। ଏହା ଦ୍ବାରା ନକରାତ୍ମକ ଉର୍ଜା କମ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *