Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ନିଜ ପର୍ସରେ ରଖିଦିଅନ୍ତୁ ୯ ଟି ଜିନିଷ ମଧ୍ୟରୁ ଏହି ଗୋଟିଏ ଜିନିଷ, ତା ପରେ ହେବ ଖାଲି ଧନର ବର୍ଷା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ନିଜ ପର୍ସରେ ରଖିଦିଅନ୍ତୁ ୯ ଟି ଜିନିଷରୁ ଗୋଟିଏ ଜିନିଷ। ଧନର ବର୍ଷା ହେବ।

ଏ ଦୁନିଆରେ ଏମିତି କୌଣସି ଲୋକ ନାହାନ୍ତି ଯିଏ ଧନର ଇଛା ରଖିନଥାନ୍ତି ସମସ୍ତେ ଏହି ଇଛା ରଖିଥାନ୍ତି ତା ପାଖରେ ବହୁତ ଧନ ରହୁ ଯାହା ଦ୍ୱାରା ସେ ତାର ସବୁ ଇଛା ପୂରଣ କରିପାରିବ। ଅଧିକ ନହେଉ କିନ୍ତୁ ଏତିକି ତ ଧନ ରହୁ ଯେଉଁଥିରେ ସେ ନିଜର ଗୁଜୁରାଣ ମେଣ୍ଟାଇ ପାରିବ। ଅନେକ ଲୋକମାନେ ଧନକୁ ପାଇବା ପାଇଁ ଠିକ ବାଟ ବାଛନ୍ତି କିମ୍ବା ଅଧିକ ପରିଶ୍ରମ କରିଥାନ୍ତି ତ ଆଉ କିଛି ଲୋକ ଛଳ କପଟ କରି ଅନ୍ୟାୟ କରି ଅଧିକ ପଇସା କମେଇବାକୁ ଚାହିଁଥାନ୍ତି। ଆଉ କିଛି ଲୋକ ଅଛନ୍ତି ତାଙ୍କ ପାଖକୁ ପଇସା ତ ଆସେ କିନ୍ତୁ ବେସି ଦିନ ରହେ ନାହିଁ।

ସକାଳେ ପର୍ସ ଭରି ହୋଇରହିଥିବ କିନ୍ତୁ ସନ୍ଧ୍ୟାରେ ପର୍ସରେ କେତଟା କଏନ ପଡିଥିବ ତେବେ କିଛି ଲୋକ କୁହନ୍ତି ତାଙ୍କ ପାଖକୁ ପଇସା ତ ଆସିଥାଏ କିନ୍ତୁ ବେସି ସମୟ ପର୍ଯ୍ୟନ୍ତ ରହେନାହିଁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ ଏକ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଖରେ ପଇସା ସବୁବେଳେ ରହିବ ଏବଂ ଆପଣଙ୍କ ପର୍ସ କେବେବି ଖାଲି ହେବନାହିଁ। ଦରକାର ସମୟରେ ଟଙ୍କା ମିଳିଯିବ। ତେବେ ଆସନ୍ତୁ ସେହି ଉପାୟ ଗୁଡିକ କଣ କଣ ଜାଣିବା।

ପ୍ରଥମ ଉପାୟ। ମା ଲକ୍ଷ୍ମୀଙ୍କର ଫୋଟ। ଧନର ଦେବୀ ମା ଲକ୍ଷ୍ମୀ ସମସ୍ତ ଧନ ଜନିତ ସମସ୍ୟାର ସମାଧାନ କରି ଦେଇଥାନ୍ତି। ଯଦି ମା ଲକ୍ଷ୍ମୀଙ୍କର ଫୋଟ ନିଜ ପର୍ସରେ ରଖିବେ ତ ଆପଣଙ୍କୁ କେବେବି ଧନର ଅଭାବ ରହିବ ନାହିଁ କିନ୍ତୁ କିନ୍ତୁ ଆପଣ ମାନେ ମନେରଖିବେ ମା ଲକ୍ଷ୍ମୀଙ୍କର ଫୋଟ ପର୍ସରେ ଏମତି ରଖିବା ଉଚିତ ଯେଉଁଥିରେ ମା ଲକ୍ଷ୍ମୀ ମୁଦ୍ରା ଉପରେ ବସିଥିବେ।

ଦ୍ୱିତୀୟ ଉପାୟ। ଅସ୍ତ ଗଛର ପତ୍ର। ଏହି ଗଛର ପତ୍ରକୁ ଏବଂ ତୁଳସୀ ପତ୍ରକୁ ଆମ ହିନ୍ଦୁ ଧର୍ମରେ ପୂଜା କରାଯାଏ। ଶାସ୍ତ୍ର ଅନୁସାରେ ଏହି ପତ୍ରର ବହୁତ ମହତ୍ୱ ମଧ୍ୟ ରହିଛି। ଅସ୍ତ ଗଛ ଏବଂ ତୁଳସୀ ଗଛକୁ ନେଇ ବହୁତ କିଛି ଉପାୟ କରିହେବ ଯେଉଁଥିରେ ଧନର ସମସ୍ୟା ଦୂର ହୋଇଯିବ। ଏହି ପତ୍ରକୁ ପର୍ସରେ ରଖିଲେ ଆର୍ଥିକ ଲାଭ ହୋଇଥାଏ।

ଏହି ଅସ୍ତ ଗଛର ପତ୍ରକୁ ପର୍ସରେ ରଖିବେ ତ ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ। ସବୁବେଳେ ଆପଣଙ୍କ ପର୍ସ ଭରି ହୋଇ ରହିଥିବ। ଅସ୍ତ ଗଛର ପତ୍ରକୁ ଅଭିମନ୍ତ୍ରିତ କରି ଠିକ ସମୟ ଦେଖି ଆପଣଙ୍କ ପର୍ସରେ ଏହି ପତ୍ରକୁ ରଖିଦିଅନ୍ତୁ। ଏମିତି କଲେ ଆପଣଙ୍କ ପର୍ସ ସବୁବେଳେ ଭରି ହୋଇରହିଥିବ। ଦରକାର ସମୟରେ ଆପଣଙ୍କୁ କେବେବି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ତୃତୀୟ ଉପାୟ। ନାଲି ରଙ୍ଗର କୌଣସି କାଗଜ। ଏହି ନାଲି କାଗଜରେ ଆପଣଙ୍କ ମନରେ ଥିବା ଯେକୌଣସି ଇଛାକୁ ଲେଖି କରି ଗୋଟେ ସୂତାରେ ବାନ୍ଧିଦେବେ ଏବଂ ଏହାକୁ ଆପଣଙ୍କ ପୂଜା ଘରେ ରଖି ବିଧି ବିଧାନରେ ପୂଜା କରିନେବେ ଏହାକୁ କରିବା ପରେ ଆପଣଙ୍କ ପର୍ସରେ ଭଲ ସମୟ ଦେଖି ରଖିଦେବେ। ଦେଖିବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ।

ଚତୁର୍ଥ ଉପାୟ। ଚାଉଳ। ଶାସ୍ତ୍ର ଅନୁସାରେ ଚାଉଳ ଏବଂ ପଇସାକୁ ଗୋଟେ ପ୍ରକାରର କୁହାଯାଏ। ସେଥିପାଇଁ ଚାଉଳକୁ ପର୍ସରେ ରଖିବାର ମହତ୍ୱ ମଧ୍ୟ ରହିଛି। ଯଦି ନିଜ ପର୍ସରେ କିଛି ଚାଉଳ ରଖିବେ ତ ଅନାବଶ୍ୟକ ଖର୍ଚ୍ଚରୁ ଆପଣଙ୍କୁ ବଞ୍ଚାଇଥାଏ।

ପଞ୍ଚମ କଥା। ଶାସ୍ତ୍ରରେ କୁହାଯାଇଛି ଯେ ନିଜ ପର୍ସରେ କାଚର ଏକ ଖଣ୍ଡ ରଖିଲେ କିମ୍ବା ଛୋଟ ଛୁରୀ ଟିଏ ରଖିଲେ ଏହା ଆପଣଙ୍କର ବହୁତ ଧନ ବୃଦ୍ଧି କରିଥାଏ। ଏହା ବ୍ୟତୀତ ପର୍ସରେ କଉଡ଼ି ମଧ୍ୟ ରଖିବା ବହୁତ ଶୁଭ ହୋଇଥାଏ ଏବଂ ଗୋମତି ଚକ୍ର ମଧ୍ୟ ରଖିପାରିବେ।

ଷଷ୍ଠ ଉପାୟ। ଯଦି ଆପଣଙ୍କ ପାଖରେ ରୁପାର କଏନ ଅଛି ଏହାକୁ ବି ଆପଣ ନିଜ ପର୍ସରେ ରଖିଲେ ଧନ ବୃଦ୍ଧି ହୋଇଥାଏ। କାରଣ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନର ବର୍ଷା କରିଥାନ୍ତି। କିନ୍ତୁ ଧ୍ୟାନ ରଖିବେ ଯେ ସୁନା କିମ୍ୱା ରୁପାର କଏନ ପର୍ସରେ ରଖିବା ପୂର୍ବରୁ କଏନକୁ କୌଣସି ମନ୍ଦିର କିମ୍ବା ମା ଲକ୍ଷ୍ମୀଙ୍କ ଚରଣରେ ପୂଜା କରି ପର୍ସରେ ରଖିବେ। ଏହା କରିବା ଦ୍ୱାରା ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସପ୍ତମ ଉପାୟ। ଯଦି ଆପଣ ରୁଦ୍ରାକ୍ଷ୍ୟ ପର୍ସରେ ରଖିଦିଅନ୍ତି ତ ଏହା ଦାରିଦ୍ର୍ୟତାକୁ ଦୂର କରିଥାଏ ଏବଂ ଧନ ବୃଦ୍ଧିର ସାହାର୍ଯ୍ୟ ମଧ୍ୟ କରିଥାଏ। ରୁଦ୍ରାକ୍ଷ୍ୟକୁ ପର୍ସରେ ରଖିବା ପୂର୍ବରୁ ଏହାକୁ ପୂଜା କରି ବିଧି ବିଧାନର ସହିତ ଭଲ ସମୟ ଦେଖି ନିଜ ପର୍ସରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ସମସ୍ୟା ଦେଖାଦେବ ନାହିଁ। ଆପଣଙ୍କ ପର୍ସରେ ସବୁବେଳେ ଟଙ୍କା ଭରି ହୋଇରହିବ।

ନିଜ ପର୍ସରେ କେବେବି ଟଙ୍କାକୁ ମୋଡି କରି ରଖନ୍ତୁ ନାହିଁ। ଯଦି ଟଙ୍କାକୁ ମୋଡି କରି ରଖିବେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ। ଯାହା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ଶୁକ୍ରବାର ଦିନ ଗୁଜୁରାତିର ଏହି ଛୋଟ ଉପାୟ କରି ଶୁକ୍ରଙ୍କୁ ମଜବୁତ କରିପାରିବେ। ଶୁକ୍ର ମଜବୁତ ହେଲେ ସୁଖ ଶାନ୍ତି ବୈଭବ ସବୁ କିଛି ମିଳିଥାଏ। ସେଥିପାଇଁ ଏହି ଉପାୟ କରନ୍ତୁ। ପାଣିରେ ୧ ରୁ ୨ ଟି ଗୁଜୁରାତି ପକେଇ ଗରମ କରିନିଅନ୍ତୁ। ଏହାପରେ ଏହି ପାଣିକୁ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତୁ। ଚାହିଁଲେ ସେହି ପାଣିକୁ କୌଣସି ଡ଼ବାରେ ଷ୍ଟକ କରି ରଖିପାରିବେ ଏବଂ ପ୍ରତିଦିନ ସ୍ନାନ ପାଣିରେ ତାହାକୁ ମିଶାଇ ସ୍ନାନ କରିବେ। ଏହା ଦ୍ବାରା ପବିତ୍ରତା ବଢିଥାଏ। ଶୁକ୍ର ମଜବୁତ ହୋଇଥାଏ।

ବିବାହରେ ବାଧା ଆସୁଥିଲେ ୨ ଟି ଗୁଜୁରାତି ଅଳ୍ପ ମିଠା ଜିନିଷ ଏବଂ ଘିଅର ଦୀପ ନେଇ କୌଣସି ପବିତ୍ର ନଦୀକୁ ଯାଇ ଗୋଟେ ପତ୍ର ସାହାର୍ଯ୍ୟରେ ସେହିସବୁ ଜିନିଷକୁ ରଖି ଭସେଇ ଦିଅନ୍ତୁ। ଆପଣଙ୍କ ଶୁକ୍ର ମଜବୁତ ହୋଇଯିବ। ଶୀଘ୍ର ବିବାହ ହୋଇଯିବ। ଯଦି ନଦୀ ନଥାଏ ତେବେ କୌଣସି ମନ୍ଦିରରେ ଯାଇ ଏହି ଉପାୟ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *