Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଶୋଇବା ସମୟରେ ନାଭିରେ ଲଗାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଭାଗ୍ୟ ଚମକିଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଶୋଇବା ସମୟରେ ନାଭିରେ ଲଗାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଭାଗ୍ୟ ଚମକିଯିବ।

ଦୁନିଆରେ ଏମିତି କୌଣସି ଲୋକ ନାହାନ୍ତି ଯିଏ ଧନର ଇଛା ରଖିନଥାନ୍ତି ସମସ୍ତେ ଏହି ଇଛା ରଖିଥାନ୍ତି ତା ପାଖରେ ବହୁତ ଧନ ରହୁ ଯାହା ଦ୍ୱାରା ସେ ତାର ସବୁ ଇଛା ପୂରଣ କରିପାରିବ। ଅଧିକ ନହେଉ କିନ୍ତୁ ଏତିକି ତ ଧନ ରହୁ ଯେଉଁଥିରେ ସେ ନିଜର ଗୁଜୁରାଣ ମେଣ୍ଟାଇ ପାରିବ। ଅନେକ ଲୋକମାନେ ଧନକୁ ପାଇବା ପାଇଁ ଠିକ ବାଟ ବାଛନ୍ତି କିମ୍ବା ଅଧିକ ପରିଶ୍ରମ କରିଥାନ୍ତି ତ ଆଉ କିଛି ଲୋକ ଛଳ କପଟ କରି ଅନ୍ୟାୟ କରି ଅଧିକ ପଇସା କମେଇବାକୁ ଚାହିଁଥାନ୍ତି। ଆଉ କିଛି ଲୋକ ଅଛନ୍ତି ତାଙ୍କ ପାଖକୁ ପଇସା ତ ଆସେ କିନ୍ତୁ ବେସି ଦିନ ରହେ ନାହିଁ।

ସକାଳେ ପର୍ସ ଭରି ହୋଇରହିଥିବ କିନ୍ତୁ ସନ୍ଧ୍ୟାରେ ପର୍ସରେ କେତଟା କଏନ ପଡିଥିବ ତେବେ କିଛି ଲୋକ କୁହନ୍ତି ତାଙ୍କ ପାଖକୁ ପଇସା ତ ଆସିଥାଏ କିନ୍ତୁ ବେସି ସମୟ ପର୍ଯ୍ୟନ୍ତ ରହେନାହିଁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ ଏକ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଖରେ ପଇସା ସବୁବେଳେ ରହିବ ଏବଂ ଆପଣଙ୍କ ପର୍ସ କେବେବି ଖାଲି ହେବନାହିଁ। ଦରକାର ସମୟରେ ଟଙ୍କା ମିଳିଯିବ। ତେବେ ଆସନ୍ତୁ ସେହି ଉପାୟ ଗୁଡିକ କଣ କଣ ଜାଣିବା।

ମନୁଷ୍ୟଙ୍କ ଜୀବନ ମନ ଦ୍ୱାରା ପ୍ରଭାବିତ ହୋଇଥାଏ। ମନ ମୁଖ୍ୟ ରୂପରେ ଶରୀରର ୭ଟି ଚକ୍ରରେ ପ୍ରଭାବିତ ହୋଇଥାଏ। ଦୁନିଆରେ ଏମିତି ୩ ଟି ଜିନିଷ ଅଛି ଯାହା ୭ ଟି ଚକ୍ରରେ ଚାଲିଥାଏ। ରଙ୍ଗ ସୁଗନ୍ଧ ଏବଂ ମନ୍ତ୍ର।

ସୁଗନ୍ଧ ପାଇବା ପାଇଁ ଅତରର ବ୍ୟବହାର ସମସ୍ତଙ୍କ ଘରେ ହୋଇଥାଏ। ଅତରର ସୁଗନ୍ଧ ମନୁଷ୍ୟଙ୍କ ବିଚାର କ୍ଷମତା ଉପରେ ପ୍ରଭାବ ପକାଇଥାଏ। ସକରାତ୍ମକ ଚିନ୍ତା ଆଣିଥାଏ। ଏହାକୁ ଶୁଭ କାର୍ଯ୍ୟରେ ବି ବ୍ୟବହାର କରାଯାଏ। ଅତରର ସୁଗନ୍ଧରେ ଗୁଣ ଶକ୍ତି ଏବଂ ଦେବୀ ଦେବତାଙ୍କୁ ବି ଆକର୍ଷଣ ଏବଂ ବଶୀଭୂତ କରିପାରିବେ। ଏହାର ଉପାୟ କରିଲେ ଧନ ସମ୍ପତ୍ତି ଟାଣି ହୋଇ ଆସିଥାଏ। ନିଜର ନାଭିରେ ସୁଗନ୍ଧିତ ଅତର ଲଗାଇବେ ତ ଏଥିରେ ସକରାତ୍ମକତା ଆସିଥାଏ। ଧନ ଆଗମନରେ ନୂଆ ସ୍ତୋତ୍ର ବି ଖୋଲିଥାଏ। ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ କେମିତି ଏହାକୁ ପ୍ରୟୋଗ କରିବେ। ଏହି ଉପାୟକୁ ନାଭିରେ କରିବେ।

ବନ୍ଧୁଗଣ ଆମର ଧର୍ମ ଶାସ୍ତ୍ରରେ ଆମର ଶରୀରରେ ନାଭିର କେନ୍ଦ୍ରକୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି କୁହାଯାଇଅଛି। ଏହା ଏପରି ଏକ କେନ୍ଦ୍ର ଅଟେ କି ଏହା ଦ୍ୱାରା ଜୀବନର ସବୁ ମହତ୍ୱପୂର୍ଣ୍ଣ ସୁଖ ପ୍ରାପ୍ତି ହୋଇଥାଏ କିନ୍ତୁ ଏହାକୁ ଅନେକ ଲୋକମାନେ ଜାଣି ନାହାନ୍ତି। କଣ କଣ ଜିନିଷକୁ ନାଭିରେ ଲଗେଇବା ଉଚିତ ହୋଇଥାଏ ଏବଂ କେଉଁ ପ୍ରକାରରେ ଲଗାଇବା ଦ୍ୱାରା ଜୀବନରେ ଅପାର ଧନ ଅପାର ସୁଖର ପ୍ରାପ୍ତି ହୋଇଥାଏ।

ସମ୍ପୂର୍ଣ୍ଣ ଦୁଃଖ ସମାପ୍ତ ହୋଇଥାଏ ଏବଂ ଏହା ସହିତ ସବୁ ଗ୍ରହ ଦୋଷା ମଧ୍ୟ ଖଣ୍ଡନ ହୋଇଥାଏ। ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଥାଏ। ଏଣୁ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣାଇବୁ କି ନାଭି କେନ୍ଦ୍ର ଦ୍ୱାରା ଆପଣ କିପରି ଜୀବନର ସମସ୍ତ ସୁଖ ସମସ୍ତ ଲାଭ ଉଠାଇ ପାରିବେ ଏବଂ ଉନ୍ନତିର ଶିଖରରେ ପହଂଚି ପାରିବେ।

ଆମେ ସମସ୍ତେ ଜାଣିଛୁ ଯେତେବେଳେ ପିଲା ମାର ପେଟରେ ଥାଏ ତ ଯେତେବି ଜିନିଷ ସେ ଗ୍ରହଣ କରିଥାଏ ତାହା ସବୁ ତାକୁ ଗର୍ଭ ନାଡ଼ରୁ ହିଁ ମିଳିଥାଏ। ମାର ନାଭିରୁ ହିଁ ତାକୁ ସମସ୍ତ ପୋଷଣ ମିଳିଥାଏ। କୁହାଯାଏ ଯେ ମୃତ୍ୟୁ ପରେ ମଧ୍ୟ ୬ ମିନିଟ ପର୍ଯ୍ୟନ୍ତ ନାଭିରେ ପ୍ରାଣ ଥାଏ। ମନୁଷ୍ୟର ଜନ୍ମ ପୂର୍ବରୁ ନେଇ ମୃତ୍ୟୁ ପରେ ପର୍ଯ୍ୟନ୍ତ ନାଭି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଧର୍ମଶାସ୍ତ୍ରରେ ନାଭିକୁ ଜୀବନର କେନ୍ଦ୍ର ମାନାଯାଏ ଏବଂ ଆମର ସୂକ୍ଷ୍ମ ଶରୀର ନାଭି କେନ୍ଦ୍ର ସହିତ ଯୋଡ଼ା ରହିଥାଏ। ନାଭିରେ ସୁଗନ୍ଧିତ ଅତର ଲଗାଇ ଅନେକ ଶୁଭ ପରିଣାମ ମିଳିପାରିବ। ଏହି ଉପାୟକୁ ଠିକ ଭାବରେ କରିଲେ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇପାରେ। ଆପଣଙ୍କର ସମସ୍ତ ମନସ୍କାମନା ଧନ ସମ୍ପତ୍ତି ସୁଖ ବୈଭବ ସମୃଦ୍ଧି ସବୁ ବହୁତ ଶୀଘ୍ର ମିଳିଥାଏ।

ଅତ୍ୟଧିକ ଥଣ୍ଡା କାରଣରୁ ଓଠ ଫାଟି ଥାଏ ତ ରାତିରେ ଶୋଇବା ସମୟରେ ନିଜର ନାଭିର ସୋରିଷ ତେଲ ଲଗାଇ ଶୁଅନ୍ତୁ। ଏହା ଦ୍ବାରା ଆପଣଙ୍କ ଓଠ ଫାଟିବା ବନ୍ଦ ହୋଇଯିବ। କୌଣସି ଔଷଧର ଆବଶ୍ୟକତା ପଡିବ ନାହିଁ।

ଯଦି ଆପଣ ସବୁବେଳେ ସମସ୍ୟାରେ ଥାନ୍ତି ଚିନ୍ତା ପିଛା ଛାଡୁନଥାଏ ତେବେ ଶାନ୍ତି ପାଇବା ପାଇଁ ଅଷ୍ଟଗନ୍ଧର ଅତର ବହୁତ ଗୁଣକାରୀ ଅଟେ। ଏହାକୁ ପ୍ରତ୍ୟକ ଦିନ ନାଭିର ଲଗାଇଲେ ଚମତ୍କାରି ରୂପରେ ମାନସିକ ଶାନ୍ତି ମିଳିଥାଏ। ଏହା ଦ୍ବାରା ବି ଘରର ବାସ୍ତୁଦୋଷ ବି ଦୂର ହୋଇଥାଏ।

ଶୋଇବା ପୂର୍ବରୁ ନିଜ ନାଭିର ଚନ୍ଦନ କିମ୍ଵା ଗୋଲାପର ଅତର ଲଗାଇ ଶୁଅନ୍ତୁ ଭଲ ନିଦ ଆସିବ। କ୍ରୋଧ କମ ଆସିଥାଏ। ମନରେ ଚାଲୁଥିବା ଖରାପ ବିଚାର କମ ହୋଇଥାଏ। ନିଦ ଜନିତ ସମସ୍ୟା ଦୂର ହୋଇଥାଏ।

ଜୀବନରେ ଶାନ୍ତି ପାଇ ଗୁରୁ ଗ୍ରହ ମଜବୁତ ହେବା ନିତାନ୍ତ ଆବଶ୍ୟକ। ଗୁରୁ ଗ୍ରହ କମଜୋର ଥିଲେ ମନରେ ଅଶାନ୍ତି ଦେଖାଦେଇଥାଏ। ଯଦି ଆପଣଙ୍କର ଗରୁ ଗ୍ରହର କମିର ଆଶଙ୍କା ଅଛି ତେବେ ନିଜ ନାଭିର ଅଳ୍ପ ଶୁଖିଲା ହଳଦୀ ଲଗାଇବା ଆରମ୍ଭ କରିଦିଅନ୍ତୁ। ଏମିତି ପ୍ରତିଦିନ କରନ୍ତୁ। ଏମିତି କଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ। ସଫଳତା ମିଳିଥାଏ।

ଯେଉଁମାନଙ୍କର ବିବାହ ବିଳମ୍ବ ହେଉଥାଏ ଛୋଟ ମୋଟ କାରଣରୁ ବିବାହ ହୋଇପାରୁ ନଥାଏ କିମ୍ବା ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଉତ୍ପନ୍ନ ହେଉଥାଏ। ଘରେ ସର୍ବଦା କଳହ କ୍ଳେଶ ଥାଏ ତେବେ ଏହାର କାରଣ ଶୁକ୍ର ଗ୍ରହ ଅଶୁଭ ପରିଣାମ ଦେଉଛି। ଶୁକ୍ରକୁ ମଜବୁତ କରିବା ପାଇଁ ନାଭିର ଚନ୍ଦନର ଅତର ଲଗାଇବା ଉଚିତ। ଏହା ଦ୍ବାରା ବୈବାହିକ ଜୀବନରେ ଆସୁଥିବା ବାଧା ଦୂର ହୋଇଥାଏ।

ଯଦି ପ୍ରତିଦିନ ସ୍ନାନ ପରେ ନିଜ ନାଭିରେ ଚନ୍ଦନର ଅତର ଲଗାଇବେ ତ ଏହା ଦ୍ବାରା ଆପଣଙ୍କ ପ୍ରେମ ଜୀବନରେ ସୁଖର ପ୍ରାପ୍ତି ହୋଇଥାଏ। ଧନ ସମ୍ପତ୍ତିର କମି ହୋଇନଥାଏ। ପ୍ରତିଦିନ ଏହି ଉପାୟ କରନ୍ତୁ।

ଯିଏ ପ୍ରତିଦିନ ସ୍ନାନ ପରେ ନାଭିରେ ଚନ୍ଦନର ଅତର ଲଗେଇଥାନ୍ତି ସେମାନେ ଧନବାନ ତ ହୋଇଥାନ୍ତି ଏବଂ ଏହା ସହିତ ସେମାନେ ସମସ୍ତଙ୍କୁ ନିଜର ହାତ ମୁଠାରେ ରଖିପାରନ୍ତି। ସମସ୍ତଙ୍କୁ ବଶୀଭୂତ କରିପାରନ୍ତି। ପାରିବାରିକ ସୁଖ ସାଂସାରିକ ସୁଖ ପାଇଥାନ୍ତି। କିନ୍ତୁ ଧ୍ୟାନ ଦେବେ କି ଏହି ଚନ୍ଦନର ଅତରଟି ଅସଲି ହେବା ଆବଶ୍ୟକ ନଚେତ ଏହା ସେତିକି ସୁଫଳ ଦେଇନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *