Excuse Me Odisha

ଯାହା କହିବୁ ସତ କହିବୁ

ହଳଦୀ ଡ଼ବାରେ ଚୁପଚାପ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ମା ଲକ୍ଷ୍ମୀ ଦୁଇ ହାତରେ ବର୍ଷା କରିବେ ଧନ ସମ୍ପତ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହଳଦୀ ଡ଼ବାରେ ଚୁପଚାପ ପକେଇ ଦିଅନ୍ତୁ ଏହି ୧ ଟି ଜିନିଷ ମା ଲକ୍ଷ୍ମୀ ଦୁଇ ହାତରେ ବର୍ଷା କରିବେ ଧନ ସମ୍ପତ୍ତି

ବନ୍ଧୁଗଣ ହଳଦୀର ବ୍ୟବହାର ଅଧିକ ଶୁଭ କାର୍ଯ୍ୟରେ ହୋଇଥାଏ। ହଳଦୀ ନକରାତ୍ମକ ଉର୍ଜାକୁ ଦୂର କରିଥାଏ। ହଳଦୀ ତ ସମସ୍ତଙ୍କ ଘରେ ଥାଏ। ଆଉ ହଳଦୀ ବିନା ଆମର ଜୀବନ ଅଧୁରା ଅଟେ। କାରଣ ଖାଦ୍ୟରେ ଆମେ ହଳଦୀ ନପକେଇଲେ ଖାଦ୍ୟ ସ୍ୱାଦିଷ୍ଟ ହୋଇନଥାଏ କି ସୁନ୍ଦର ଦେଖାଯାଇ ନଥାଏ। ମାଙ୍ଗଳିକ କାର୍ଯ୍ୟ ଶୁଭ କାର୍ଯ୍ୟରେ ବି ହଳଦୀର ବ୍ୟବହାର ହୋଇଥାଏ ଆଉ ହଳଦୀର ସିଧା ସମ୍ବଦ୍ଧ ଦେବ ଗୁରୁ ବୃହସ୍ପତିଙ୍କ ସହିତ।

ଦେବ ଗୁରୁ ବୃହସ୍ପତି ଯିଏ ଜୀବନରେ ବୈବାହିକ ଜୀବନରେ ଖାସ କରି ମହିଳାଙ୍କ କାରକ ଅଟନ୍ତି ଆଉ ତାଙ୍କୁ ସୁଖ ପ୍ରଦାନ କରିଥାନ୍ତି। ସନ୍ତାନ ପ୍ରାପ୍ତି ଧନ ପ୍ରାପ୍ତି। ସମସ୍ତ ବ୍ୟକ୍ତି ଚାହିଁଥାନ୍ତି ଜୀବନରେ ବହୁତ ଖୁସି ଆସୁ ସୁଖ ଆସୁ ଶାନ୍ତି ଆସୁ ଆଉ ବହୁତ ଟଙ୍କା ରୋଜଗାର କରୁ ଆଉ ଏହା ପାଇଁ ବହୁତ କଷ୍ଟ କରିଥାଏ କିନ୍ତୁ ବାରମ୍ବାର ସବୁକିଛି ଭଲ ହେବା ପରେ ବି କେବେ କେବେ ସଫଳତା ମିଳିନଥାଏ ସୁଖ ହିଁ ଆସିନଥାଏ ସ୍ୱାମୀଙ୍କ ପ୍ରେମ ମିଳିନଥାଏ ଅର୍ଥାତ ସ୍ୱାମୀ କୌଣସି ନାଁ କୌଣସି କଥାରେ ଝଗଡା କରିଥାଏ ତ ଏହା ପାଇଁ ଛୋଟ ପ୍ରୟୋଗ କରନ୍ତୁ।

ହଳଦୀ ଯାହା ଗୁରୁ ସହିତ ସମ୍ବଦ୍ଧ ରଖିଥାଏ। ଏହାର ପ୍ରୟୋଗ ପୂଜାପାଠରେ ବି କରାଯାଏ। ଆମର ରୋଷେଇ ଘରେ ତ ଥାଏ। କାହିଁକିନା ହଳଦୀ ବିନା ଖାଦ୍ୟ ପ୍ରସ୍ତୁତ ହୋଇପାରିନଥାଏ।

ଯେଉଁ ମାନଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ମତଭେଦ ହୋଇଥାଏ। ସ୍ତ୍ରୀ କହିଥାଏ କି ତାକୁ ସ୍ୱାମୀର ସୁଖ ମିଳୁନାହିଁ। ଛୋଟ ଛୋଟ କଥାରେ ସ୍ୱାମୀ ରାଗି ଯାଉଛି ତ ଏମିତି କ୍ଷେତ୍ରରେ କୌଣସି ଗୁରୁବାର ଦିନ ଆପଣ ଗୋଟେ ହଳଦୀ ଖଣ୍ଡ ହାତରେ ନିଅନ୍ତୁ। ଓଁ ରତୟେ କାମଦେବାୟ ନମଃ ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ। ଆଉ ଏହି ହଳଦୀ ଖଣ୍ଡକୁ ସ୍ୱାମୀଙ୍କ ଶୋଇବା ବିଛଣାରେ ମୁଣ୍ଡ ପାଖରେ ରଖିଦିଅନ୍ତୁ। ଏହା ପରେ ଦେଖିବେ ଏହାର ପ୍ରଭାବ କେମିତି ପଡୁଛି।

କେବେ କେବେ କଣ ହୋଇଥାଏ ନାଁ ଆପଣଙ୍କ ଘରେ ବହୁତ ସାରା ସମସ୍ୟା ଗୋଟେ ପରେ ଗୋଟେ ଆସିଥାଏ ତ ଏହି ସମସ୍ୟାରୁ ବାହାରିବା ପାଇଁ ଏହି ଛୋଟ ପ୍ରୟୋଗ କରନ୍ତୁ। ନିଜର ଘରର ବାଉଣ୍ଡର ଭିତରେ ହଳଦୀର ରେଖା ପକେଇ ଦିଅନ୍ତୁ ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ।

ଆପଣ ଫ୍ଲାଟରେ ରହୁଛନ୍ତି ବଡ଼ ବିଲଣ୍ଡିଙ୍ଗରେ ରହୁଛନ୍ତି ତ କଣ କରିବେ ନାଁ ନିଜ ଘରର ମୁଖ୍ୟ ଦ୍ୱାର ଉପରେ ଚାରି କୋଣିଆ ଘେରା ବନେଇ ଦିଅନ୍ତୁ ହଳଦୀ ଖଣ୍ଡରେ। ଏଥିରେ ବି ଆପଣଙ୍କର ରକ୍ଷା ହୋଇଯିବ।

ଅନେକ ଥର ଲୋକ କହିଥାନ୍ତି ଶଶୁର ଘର ଲୋକ ଭଲ ପାଇନଥାନ୍ତି ଏହା ସର୍ବଦା ମହିଳାଙ୍କ ସହିତ ହୋଇଥାଏ। ତ ଏଥିପାଇଁ ଛୋଟ ପ୍ରୟୋଗ ଟିଏ କରିନିଅନ୍ତୁ। ଯେବେ ଆପଣଙ୍କ ଝିଅ ଘରକୁ ଆସେ ଆଉ ଶଶୁର ଘରକୁ ଯାଇଥାଏ ତ ତାକୁ ତାର ହାତରେ ୭ ଟି ହଳଦୀ ଖଣ୍ଡ ଗୋଟେ ପିତଳର ଖଣ୍ଡ ଆଉ ଅଳ୍ପ ଗୁଡ଼ ଦିଅନ୍ତୁ। ଆଉ ଝିଅକୁ କହିବେ ନିଜର ଶଶୁର ଘର ଦିଗରେ ପକେଇ ଦେବ। ଆଉ ଶଶୁର ଘରକୁ ଚାଲିଯିବ। ଏହାପରେ ଦେଖିବେ କେମିତି ପ୍ରେମ ମିଳିବ। କାରଣ ଏହା ଟୂଟକା ଅଟେ।

ଅନେକ ଥର ଏମିତି ହୋଇଥାଏ ଜୀବନରେ ଏମିତି ସମସ୍ୟା ଆସିଥାଏ ଯାହା ବାହାରକୁ ବାହାରିବା କଷ୍ଟକର ହୋଇଥାଏ। ଏହି ଛୋଟ ପ୍ରୟୋଗ କରନ୍ତୁ। ଅନେକ ଥର ଆପଣଙ୍କ ସ୍ୱାମୀ ଅନେକ ଭୁଲ କଥାରେ ଶିକାର ହୋଇଯାନ୍ତି। ମଦ୍ୟପାନ କରନ୍ତି ସିଗାରେଟ ପିଅନ୍ତି କିମ୍ବା ଅନ୍ୟ ମହିଳାଙ୍କ ଚକରରେ ଅଛନ୍ତି ତ ଏଥିପାଇଁ ୧୧ ଟି ହଳଦୀ ଖଣ୍ଡକୁ ଗୋଟେ ଲାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଆଉ ସ୍ୱାମୀ ଉପରେ ୭ ଥର ବୁଲାଇ ବହି ଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ। ଏହି ପ୍ରୟୋଗ ଆପଣ ଶନିବାର ଦିନ କରିବେ। ୮ ଟି ଶନିବାର କରନ୍ତୁ। ଯଦି ବହି ଯାଉଥିବା ପାଣି ନଥିବ ତେବେ କୌଣସି ବି ମନ୍ଦିରର ସିଡ଼ି ପାଖରେ ରଖିଦିଅନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ମତଭେଦ ଦୂର ହୋଇଯିବ।

ଯଦି ଆପଣଙ୍କ ଘରେ ଝିଅ କିମ୍ବା ପୁଅ ଅଛନ୍ତି ତାଙ୍କର ବିବାହ ହୋଇପାରୁନାହିଁ। ଯେଉଁ ଝିଅ ଥିବେ ତାଙ୍କର ଗଳାରେ ହଳଦୀର ଖଣ୍ଡ ଧାରଣ କରିବେ କିମ୍ବା ନିଜ ପର୍ସରେ ବି ରଖିପାରିବେ। ଯଦି ସମ୍ଭବ ହେବ ତ ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଚୁଟକି ହଳଦୀ ପକେଇ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ବିବାହ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ।

କ୍ଷୀରରେ ଏକ ଚୁଟକିରୁ କମ ହଳଦୀ ପକେଇ ଦିଅନ୍ତୁ ତ ଖୁସି ବଢିଯାଏ ଘରେ। ଅଳ୍ପ କ୍ଷୀରରେ ପକେଇ ନିଜେ ବି ପିଇ ପାରିବେ ପିଲାଙ୍କୁ ବି ପିଇବାକୁ ଦେଇପାରିବେ। ଏଥିରେ ଅଳ୍ପ ଦେବେ ଅଧିକ ହଳଦୀ ବିଷ ହୋଇପାରେ।

ହଲଦୀକୁ ରୋଷେଇ ଘରେ ଯେଉଁ ରଖୁଛନ୍ତି କାଚ ପାତ୍ରରେ ରଖନ୍ତୁ। ହଳଦୀ ଗୁରୁଙ୍କ କାରକ ଅଟେ ଏବଂ କାଚ ଚନ୍ଦ୍ରମାଙ୍କ କାରକ ଅଟେ। ତ ଯେବେ ଚନ୍ଦ୍ର ଏବଂ ଗୁରୁ ମିଶିବେ ତ ରାଜଯୋଗ ବନିଯିବ। ଆପଣଙ୍କ ଘରେ ଉନ୍ନତି ହେବା ଆରମ୍ଭ ହୋଇଯିବ।

ପ୍ରତିଦିନ ଏକ ପାତ୍ରରେ ପାଣି ନେଇ ସେଥିରେ ଏକ ଚୁଟକି ହଳଦୀ ପକେଇ ପୁରା ଘରର ସାରା ଛିଞ୍ଚନ କରିବେ ଆଉ ଅବଶିଷ୍ଟ ପାଣି ଗଛ ମୂଳରେ ଢାଳି ଦେବେ। ଏମିତି କରିଲେ ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। ଆପଣଙ୍କ ଘରକୁ ଖୁସି ଆସିବାକୁ ଲାଗିଥାଏ।

ଯଦି ଆପଣଙ୍କର ଗୁରୁ କମଜୋର ଅଟେ ତ ହଳଦୀଗୁଣ୍ଡକୁ ହଳଦିଆ କପଡ଼ାରେ ବାନ୍ଧି କରି ଶୁକ୍ଳପକ୍ଷରେ ବାହୁରେ କିମ୍ବା ଗୋଳାରେ ବାନ୍ଧି ଦିଅନ୍ତୁ। କୌଣସି ମାସର ଶୁକ୍ଳପକ୍ଷର ଗୁରୁବାର ଦିନ ସକାଳେ ଧାରଣ କରିନେବେ। ଆଉ ୬ ମାସ ପରେ ଆପଣ ଏହାକୁ କାଢ଼ି ମାଟିରେ ପୋତି ଦେବେ ଆଉ ଥରେ ସେହି ନିୟମ ଅନୁସାରେ କରି ବନେଇ ପିନ୍ଧି ନିଅନ୍ତୁ। ଏହା ଗୁରୁଙ୍କୁ ମଜବୁତ କରିଥାଏ।

ଯଦି ପେଟ ସମସ୍ୟା ଅଛି ତ ହଳଦୀ ଦାନ କରନ୍ତୁ। ଏହା ଦ୍ବାରା ସମସ୍ୟା ଦୂର ହୋଇଥାଏ। ମା ପାର୍ବତୀଙ୍କ ମନ୍ଦିରରେ ଦାନ କରିବେ।

ଏବେ ଆସନ୍ତୁ ଜାଣିବା ହଳଦୀ ଡ଼ବାରେ କଣ ରଖିବେ।

କୌଣସି ବି ଗୁରୁବାର ଦିନ କୌଣସି ଡ଼ବାରେ ଅଳ୍ପ ହଳଦୀ ନିଅନ୍ତୁ ଆଉ ଆପଣଙ୍କ ଘରେ ଯେଉଁ ସୁନା ଜିନିଷ ଥିବ ଭଙ୍ଗା ହେଲେ ବି ଚଳିବ ଗୋଟେ ଖଣ୍ଡ ନିଅନ୍ତୁ ଆଉ ତାକୁ ସେହି ହଳଦୀ ଡ଼ବାରେ ପକେଇ ତାକୁ ସମ୍ଭାଳି କରି ପୂଜା ସ୍ଥାନରେ ରଖିଦିଅନ୍ତୁ। ଧନ ବୃଦ୍ଧି ହୋଇଥାଏ। କାରଣ ସୁନା ମା ଲକ୍ଷ୍ମୀ ଏବଂ ହଳଦୀ ଦେବଗୁରୁ ବୃହସ୍ପତି ଏହି ଦୁଇଜଣଙ୍କର ଯେବେ ମିଳନ ହେବ ତେବେ ଚିନ୍ତା କରିନିଅନ୍ତୁ କି କେତେ ଖୁସି ଆସିବ।

ଡ଼ବାରେ ଏକ ଖଣ୍ଡ ସୁନା ପକେଇ ନିଜ ଆଲମାରୀରେ ଲୁଚେଇ ରଖନ୍ତୁ ଦେଖିବେ କେମିତି ଧନ ବୃଦ୍ଧି ହେବ।

ଯଦି ଆପଣ ହଳଦୀ ଡ଼ବାରେ ଛୋଟ ଛୋଟ ୫ ଟି କିମ୍ବା ୭ ଟି ଶୁଖିଲା ଲାଲି ଲଙ୍କା ନେଇ ନିଜର ମନର ଇଚ୍ଛାକୁ କହି ସେଥିରେ ରଖିଦିଅନ୍ତୁ ଯେବେ ଇଛା ପୂରଣ ହୋଇଯିବ ତେବେ ସେହି ଲଙ୍କାକୁ କାଢି ନିଅନ୍ତୁ ଏହା ପରେ ଆପଣ ଚାହିଁଲେ ତରକାରୀରେ ପକେଇ ପାରିବେ କିମ୍ବା ମାଟିରେ ବି ପୋତି ଦେଇପାରିବେ। ଏହା ଦ୍ବାରା ନକରାତ୍ମକ ଉର୍ଜାରୁ ବି ବଞ୍ଚି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *