Excuse Me Odisha

ଯାହା କହିବୁ ସତ କହିବୁ

ଯେତେ ବି ଖରାପ ସମୟ ଚାଲିଥାଉ ନ କାହିଁକି , ଏହି ୫ଟି ଜିନିଷକୁ ନିଶ୍ଚିତ ଭାବରେ ଦାନ କରନ୍ତୁ,ଦେଖିବେ ସବୁ ଦୁର୍ଭାଗ୍ୟ ସମାପ୍ତ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଜିନିଷର ଦାନ କରିଲେ ହୋଇଯିବେ କୋଟିପତି। ରୋଡ଼ପତି ବି ହୋଇଯିବେ କୋଟିପତି।

ଶିବ ମହାପୁରଣାରେ ସ୍ଵୟଂ ଭଗବାନ ଶିବ କହିଛନ୍ତି ମନୁଷ୍ୟଙ୍କୁ ଏହି ୬ ଟି ଜିନିଷର ଦାନ ଅବଶ୍ୟ କରିବା ଉଚିତ। ଏହା ଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ। ଆପଣଙ୍କର ସବୁ ଖରାପ କାମ ଠିକ ହୋଇଯିବ। ଏହି ଜିନିଷର ଦାନ କରିଲେ ରୋଡ଼ପତି ବି ହୋଇଯିବେ କୋଟିପତି। ଦାନ କରିବା ଆବଶ୍ୟକ ଅଟେ। ଦାନ ନକରିଲେ ଆପଣଙ୍କର ଭଲ ହେବ ନାହିଁ କି ଭୋକିଲା ପ୍ରାଣୀର ବି ଭଲ ହେବ ନାହିଁ।

ଦାନ କରିବା ଜୀବନରେ ସେତିକି ଆବଶ୍ୟକ ଯେତିକି ଅନ୍ୟ କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ଅନୁସାରେ ମନୁଷ୍ୟଙ୍କୁ ଜୀବନ କାଳ ସମୟରେ ୨ ଥର ଗୁପ୍ତ ଦାନ କରିବା ଉଚିତ। ଏହା ଦ୍ବାରା ନର୍କକୁ ଯିବାକୁ ପଡିନଥାଏ। ଦାନ କରିବା ଅତ୍ୟନ୍ତ ଶୁଭକାରୀ ମଙ୍ଗଳକାରୀ ମାନାଯାଏ। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଭଗବାନ ଶିବ କହୁଛନ୍ତି ଏମିତି ୬ ଟି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ।

ଏହା ସହିତ ଜାଣିବା ଶିବ ମହାପୁରାଣ ଅନୁସାରେ କେଉଁ ୬ ଟି ଜିନିଷର ଦାନ କରିବା ଉଚିତ। ଯାହା ଦ୍ୱାରା ଯେତେ ବଡ଼ ସମସ୍ୟା ଥାଉ ଯେତେବେଳେ ଦୁର୍ଭାଗ୍ୟ ଥାଉ ତାହା ଦୂର ହୋଇଥାଏ।

ଲୁଣର ଦାନ। ସୋମବାର ଦିନ ଲୁଣର ଦାନ କରିଲେ ଜୀବନରେ ଦୁର୍ଭାଗ୍ୟ ଗରିବୀ ଏବଂ ଯାହାବି ସମସ୍ୟା ଅଛି ତାହା ସବୁ ଦୂର ହୋଇଯାଇଥାଏ। ଲୁଣ ଦାନ କରିଲେ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ।

ଗୁଡ଼ର ଦାନ। ଏହାର ଦାନ କରିଲେ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ଦୂର ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ ଅବଶ୍ୟ କରନ୍ତୁ। ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇଲେ ବି ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ମା ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ।

ତିଳ। ଶିବ ମହାପୁରାଣରେ ଉଲ୍ଲେଖ ଅଛି ତିଳର ଦାନ କରିଲେ ବ୍ୟକ୍ତିର ଆତ୍ମବିଶ୍ବାସ ବିଚଳିତ ହେଉଥିଲେ ତାହା ଠିକ ହୋଇଯିବ। କେବେ କେବେ ଦେଖିଥିବେ ବ୍ୟକ୍ତି ବହୁତ ଜ୍ଞାନୀ ହେବା ପରେ ମଧ୍ୟ ତାର ଆତ୍ମବିଶ୍ବାସ ତାର ସାଥ ଦେଇନଥାଏ କେବେ କେବେ ପିଲାମାନେ ଭଲ ପାଠ ପଢିବା ସତେ ମଧ୍ୟ ଯେବେ ଇଣ୍ଟରଭ୍ୟୁରେ ଯାଇଥାନ୍ତି ତାଙ୍କର ଆତ୍ମବିଶ୍ବାସ ତାଙ୍କର ସାଥ ଦେଇନଥାଏ। ଜାଣିବା ପରେ ବି ସେଠାରୁ ସେମାନେ ଫେରି ଆସିଥାନ୍ତି ତ ଏପରି ସ୍ଥିତିରେ ସୋମବାର ଦିନ ତିଳର ଦାନ କରନ୍ତୁ।

ଅନ୍ନର ଦାନ। ଏହାର ଦାନ କରିଲେ ମା ଲକ୍ଷ୍ମୀ କେବେବି ଆପଣଙ୍କ ଭଣ୍ଡାର ଖାଲି ରଖିନଥାନ୍ତି। ଧନ ସମ୍ପତ୍ତି ଭରି ରହିବ। ଗାଈକୁ ରୋଟି ସହିତ ଗୁଡ଼ ଖୁଆଇଲେ ଅନେକ ହଜାର ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ।

ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ କୌଣସି ଗରିବଙ୍କୁ ୧୦୦ କିଲୋ ଗୁଡ଼ର ଦାନ କରିବା ଉତମ ମାନାଯାଏ।

ମଙ୍ଗଳବାର ଦିନ ମାଙ୍କଡକୁ ଚଣା ଖୁଆଇଲେ କିମ୍ବା ଦାନ କରିଲେ ଭଲ ମାନାଯାଏ। ମଙ୍ଗଳ ଶୁଭ ପରିଣାମ ଦେଇଥାନ୍ତି।

ବୁଧବାର ଦିନ ସବୁଜ ରଙ୍ଗର ମୁଗ ଡାଲିର ଦାନ କରିଲେ କ୍ୟାରିୟରରେ ଉନ୍ନତି ହୋଇଥାଏ।

ଗୁରୁବାର ଦିନ ହଳଦିଆ ରଙ୍ଗର ଵସ୍ତୁ ଦାନ କରିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।

ଶୁକ୍ରବାର ଦିନ ଅଭାବୀ ଲୋକଙ୍କୁ ଧଳା ଜିନିଷର ଦାନ କରିବା ଭଲ ମାନାଯାଏ। ଏହା ଦ୍ବାରା ଜୀବନରେ ଧନର ଅଭାବ ହୋଇନଥାଏ।

ଶନିବାର ଦିନ କଳା ତିଳ ଶନିଦେବଙ୍କୁ ଅର୍ପଣ କରିଲେ ଶନିଦେବଙ୍କ ପୀଡ଼ାରୁ ମୁକ୍ତି ମିଳିଥାଏ। ଏହି ଦିନ ଗରିବଙ୍କ ଚାଉଳ ଦାନ କରିବାକୁ ସର୍ବଶ୍ରେଷ୍ଠ ମାନାଯାଏ।

ଯେଉଁ ବ୍ୟକ୍ତି କୌଣସି ଗରିବଙ୍କ କପଡା ଦାନ କରିଥାଏ ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହା ଦ୍ବାରା ବ୍ୟକ୍ତିର ସବୁ ମାର୍ଗ ଖୋଲିଯାଏ। ଗରିବୀ ଜୀବନରେ କେବେବି ଆସିନଥାଏ।

ଆସନ୍ତୁ ଜାଣିବା କଣ ଦାନ କରିବା ଉଚିତ ନୁହେଁ।

ଫଟା କପଡା ଛିଣ୍ଡା ଜୂତା ଚପଲ ଦାନ କରନ୍ତୁ ନାହିଁ।

ପଚା ସଢା ଖାଦ୍ୟ ବାସୀ ଖାଦ୍ୟ କାହାରିକୁ ଦାନ କରନ୍ତୁ ନାହିଁ।

ଘରର ଝାଡୁକୁ କାହାରିକୁ ଦାନ କରନ୍ତୁ ନାହିଁ।

ଘରର ବାସନ ବି କାହାରିକୁ ଦାନ କରନ୍ତୁ ନାହିଁ।

ଘରେ ବ୍ୟବହାର କରୁଥିବା ତେଲ ବି କେବେବି କାହାରିକୁ ଦାନ କରନ୍ତୁ ନାହିଁ।

ଧାରୁଆ ଜିନିଷର ବି ଦାନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published.