Excuse Me Odisha

ଯାହା କହିବୁ ସତ କହିବୁ

୪ ଅଗଷ୍ଟ ବଡ଼ ଗୁରୁବାର : ତୁଳସୀ ଗଛରେ ବାନ୍ଧିଦିଅନ୍ତୁ ଏହି ଗୋଟିଏ ଜିନିଷ,ହୋଇଯିବେ ମାଲାମାଲ !

ସେୟାର୍ କରନ୍ତୁ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ବାନ୍ଧି ଦେଲେ ମିଳିଥାଏ ଆଶୀର୍ବାଦ। ସବୁ ଖୁସି ଆପଣଙ୍କୁ ମିଳିଥାଏ।ତୁଳସୀ ଗଛ ପ୍ରତ୍ୟକ ହିନ୍ଦୁ ଘରେ ଥାଏ। ଆମ ହିନ୍ଦୁ ଧର୍ମରେ ତୁଳସୀ ପୂଜାର ବିଶେଷ ମହତ୍ୱ କୁହାଯାଇଅଛି। କାହିଁକିନା ତୁଳସୀର ଗଛକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ମାନି ନିଆଯାଇଥାଏ।

ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ହରା ଭରା ରହିଥାଏ ସେହି ଘରେ ସୁଖ ଶାନ୍ତି ସମୃଦ୍ଧି ବନି ରହିଥାଏ। ଭଗବାନ ବିଷ୍ଣୁଙ୍କର ପୂଜାରେ ତୁଳସୀ ପତ୍ର ପକେଇବା ସବୁଠାରୁ ଅଧିକ ଶୁଭ ମାନାଯାଏ। କାହିଁକା ତୁଳସୀ ବିନା ପୂଜା ଅପୂର୍ଣ ମାନାଯାଏ। ଏହି କାରଣରୁ ସବୁ ହିନ୍ଦୁ ପରିବାରରେ ତୁଳସୀ ଗଛ ନିଶ୍ଚୟ ରହିଥାଏ।

ତୁଳସୀ ଗଛରେ ସୁଖ ସମୃଦ୍ଧି ପାଇଁ ଲାଲ ଚୁନେରୀ ଅବଶ୍ୟ ଅର୍ପଣ କରିବା ଉଚିତ। ଜଣା ଅଜାଣତରେ ଲୋକେ ଅନେକ ଭୁଲ କରି ଦେଇଥାନ୍ତି। ଅନେକ ଲୋକ ତୁଳସୀ ଗଛ ତ ଲଗେଇଥାନ୍ତି କିନ୍ତୁ ମା ଲକ୍ଷ୍ମୀଙ୍କୁ ଚୁନେରୀ ଦେଇନଥାନ୍ତି। ଯେଉଁ କାରଣରୁ ତାଙ୍କୁ ଫଳର ପ୍ରାପ୍ତ ହୋଇନଥାଏ। ଧ୍ୟାନ ରଖିବେ ସବୁବେଳେ ମା ତୁଳସୀଙ୍କୁ ଚୁନେରୀ ଅବଶ୍ୟ ଅର୍ପଣ କରିବା ଉଚିତ। ତୁଳସୀ ଆମର ମା।

ବହୁତ ଲୋକ ଏହି ଭୁଲ କରିଥାନ୍ତି ତୁଳସୀର ଚୁନେରୀ ବହୁତ ପୁରୁଣା ହୋଇଯାଇଥାଏ ବା ଫାଟି ଯାଇଥାଏ ଏକାଦଶୀ କିମ୍ବା କୌଣସି ଶୁଭ ଦିନରେ ଚୁନେରୀ ବଦଳି ଦେଇଥାନ୍ତି। ଏହି ଦିନ ଅପେକ୍ଷା ଅନ୍ୟ ଦିନରେ ବି ସଫା ଚୁନେରୀ ମାଙ୍କୁ ପିନ୍ଧେଇ ପାରିବେ। ବିନା ଚୁନେରୀରେ ମା କ୍ରୋଧିତ ହୋଇଯାନ୍ତି। ତୁଳସୀରେ ଅନେକ ଦିବ୍ୟ ଶକ୍ତି ଅଛି। ଯେଉଁମାନେ ତୁଳସୀ ବିବାହ କରାଇଥାନ୍ତି ତାଙ୍କୁ କେବେବି କଷ୍ଟ ହୋଇନଥାଏ। ତାଙ୍କୁ ହୋଇଥାଏ ସ୍ୱର୍ଗର ପ୍ରାପ୍ତି।

ତୁଳସୀ ଗଛ ଯେଉଁଠାରେ ଥାଏ ସେଠାରେ ଅପଶବ୍ଦ କହିବା ଉଚିତ ନୁହେଁ। ଏହାର ଆଖପାଖରେ ଜୂତା ଛତା ଝାଡୁ ରଖିବା ଉଚିତ ନୁହେଁ। ନଖରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ଏହାକୁ ପାପ ମାନାଯାଏ। ତୁଳସୀ ଆଖପାଖରେ ଛେପ ପକେଇଲେ ଘୋର ଅନର୍ଥ ହୋଇଥାଏ। ତୁଳସୀ ଗଛ ପାଖରେ ଶିବ ଲିଙ୍ଗ କିମ୍ବା ଭଗବାନ ଗଣେଶଙ୍କର ଫୋଟ ରଖିବା ଉଚିତ ନୁହେଁ। ତୁଳସୀ ଗଛ ପାଖରେ ଅନ୍ୟ ଗଛ ଲଗେଇବା ଉଚିତ ନୁହେଁ।

ତୁଳସୀ ଗଛ ପାଖରେ ସବୁବେଳେ ସଫା ପରିଷ୍କାର ରଖିବା ଉଚିତ।

ତୁଳସୀ ଗଛ ପାଖରେ କପଡା ଶୁଖେଇବା ଉଚିତ ନୁହେଁ।

ତୁଳସୀ ପତ୍ର ଶୁଖି ତଳେ ପଡ଼ିଯାଏ ତ ତାକୁ ପାଣିରେ କିମ୍ବା ମାଟିରେ ପୋତି ଦେବା ଉଚିତ।

ତୁଳସୀ ପତ୍ର ରବିବାର ଦିନ ତୋଳିବା ଉଚିତ ନୁହେଁ। ଆଉ ରବିବାର ଦିନ ତୁଳସୀର ପୂଜା କରିବା ଉଚିତ ନୁହେଁ।

ତୁଳସୀକୁ ସକାଳେ ସନ୍ଧ୍ୟାରେ ପୂଜା କରିବା ଉଚିତ। ସନ୍ଧ୍ୟା ସମୟରେ ଦୀପ ଜଳେଇବା ଉଚିତ।

କେବେବି ଅପରିଷ୍କାର ମାଟିରେ ତୁଳସୀ ଗଛ ଲଗେଇବେ ନାହିଁ ନଚେତ ଘରେ ଅଶାନ୍ତି ହୋଇଥାଏ। ଏହା ଦ୍ୱାରା ନକରାତ୍ମକ ଉର୍ଜାର ସାୟା ପ୍ରବେଶ କରିଥାଏ ଏବଂ ମା ତୁଳସୀ କ୍ରୋଧିତ ହୋଇଥାନ୍ତି।

ଘରେ ଶୁଖିଲା ତୁଳସୀ ରଖିବେ ନାହିଁ। ଏହା ଅକାଳ ମୃତ୍ୟୁର ଆଶଙ୍କା ଥାଏ। ଘରେ ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଇଥାଏ। ଘରେ ତୁଳସୀ ଶୁଖି ଯିବାର ଅର୍ଥ ଘରକୁ ଆସୁଥିବା ସମୟ ବହୁତ ଖରାପ ହୋଇଥାଏ। ଘରେ ତୁଳସୀ ଶୁଖିଗଲେ ତାହାକୁ କୌଣସି ପ୍ରବାହିତ ପାଣିରେ ଭସେଇ ଦେବା ଉଚିତ।

ତୁଳସୀ ପତ୍ରକୁ ନଖରେ ତୋଳିଲେ ଘରେ ବିମାରୀର ବାସ ହୋଇଥାଏ।

ତୁଳସୀର ଗଛ ଘରର ମଝିରେ ଲଗେଇବା ଉଚିତ। ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ।

ଲୋଭ କରି କେବେବି ତୁଳସୀ ଗଛ ଲଗେଇବେ ନାହିଁ। ଏହା ଦ୍ବାରା ମା କ୍ରୋଧିତ ହୋଇଯାନ୍ତି।

ଯଦି ଆପଣଙ୍କ ଘରେ ୧ ରୁ ଅଧିକ ତୁଳସୀ ଗଛ ଉଠି ଯାଇଛି ତେବେ ପୋଡ଼ଶୀଙ୍କୁ ଦାନ କରିପାରିବେ। ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଅଧିକ ଉଠିଲେ ଏହାକୁ ଶୁଭ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ଆସିବାର ସଂକେତ ହୋଇଥାଏ।

ମାସିକ ଧର୍ମ ସମୟରେ ମହିଳାଙ୍କୁ ତୁଳସୀ ଗଛ ପାଖକୁ ଯିବା ଉଚିତ ନୁହେଁ।

ଯଦି ଆପଣ ମାଛ ମାଂସ ମଦର ସେବନ କରିଛନ୍ତି ତେବେ ତୁଳସୀ ପାଖକୁ ଯିବେ ନାହିଁ। ଏହା ଦ୍ବାରା ବହୁତ ପାପ ଲାଗିଥାଏ।

ଯଦି ଆପଣ ଶାରୀରିକ ସମ୍ବଦ୍ଧ ବନେଇଛନ୍ତି ତେବେ ତୁଳସୀ ପାଖକୁ ଯିବେ ନାହିଁ। ଏହା ଦ୍ବାରା ତୁଳସୀ ଗଛ ଅପବିତ୍ର ହୋଇଯାଇଥାଏ। ଆଉ ଘରେ ଭୟଙ୍କର ଗରିବୀ ବାସ କରିଥାଏ।

ନିୟମିତ ତୁଳସୀରେ ଦୀପ ଜାକିଲେ ବହୁତ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଆଉ ବ୍ୟକ୍ତି ସ୍ୱର୍ଗକୁ ଯାଇଥାଏ।

ତୁଳସୀ ଗଛ ପାଖରେ ନାଗଫେଣି ଗଛ ରହିବା ଅଶୁଭ ହୋଇଥାଏ। ଏହି ଗଛ ନକରାତ୍ମକ ଉର୍ଜାକୁ ସଂଚାର କରିଥାଏ। ଶାସ୍ତ୍ର ଅନୁସାରେ କଣ୍ଟା ଜାତୀୟ ଗଛ ଘରେ ରହିବା ଅଶୁଭ ହୋଇଥାଏ।

ଯଦି କୌଣସି ବ୍ୟକ୍ତି ମା ତୁଳସୀଙ୍କ ସହିତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥିବେ ତେବେ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗେଇବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର କୃପାବି ମିଳିଥାଏ।

ତୁଳସୀ ଗଛ ପାଖରେ ଶାଳଗ୍ରାମ ନିଶ୍ଚୟ ରଖିବା ଉଚିତ। ଏହା ନଥିଲେ ଘରକୁ ଆସିଥାଏ ଗରିବୀ। ଆଉ ଖରାପ ସମୟ ଆପଣଙ୍କୁ ଘେରି ପାରେ। ଭଗବାନ ବିଷ୍ଣୁଙ୍କର ପୂଜା ବି ଏହି ତୁଳସୀ ପତ୍ରରେ ହୋଇଥାଏ। ଯାହାକୁ ଶାଳଗ୍ରାମ କୁହାଯାଏ। ଏହି ଶାଳଗ୍ରାମର ପଥର ଭଗବାନ ବିଷ୍ଣୁଙ୍କର ପ୍ରତୀକ ମାନାଯାଏ। ଯେଉଁ ଘରେ ତୁଳସୀ ସହିତ ଶାଳଗ୍ରାମର ପଥର ରଖାଯାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ବି କୃପା ବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *