Excuse Me Odisha

ଯାହା କହିବୁ ସତ କହିବୁ

ପତି ଓ ପତ୍ନୀଙ୍କର ଏହି ଭୁଲ କାର୍ଯ୍ୟ ପାଇଁ ଜନ୍ମ ହୋଇଥାନ୍ତି ଯାଆଁଳା ସନ୍ତାନ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ସ୍ବାମୀ ଓ ସ୍ତ୍ରୀ କେଉଁ ଭୁଲ କାର୍ଯ୍ୟ କରିବା ଦ୍ୱାରା ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି। ଆଜିର ଯୁଗରେ ସାଧାରଣତଃ ଯାଆଁଳା ପିଲା ଜନ୍ମ ହେବା ସ୍ଵାଭାବିକ ହୋଇ ଗଲାଣି। କିନ୍ତୁ ଏହି ଯାଆଁଳା ପିଲା କେତେକ କ୍ଷେତ୍ରରେ ଦେଖିବାକୁ ଏକାଭଳି ହୋଇଥାନ୍ତି, ତ ଆଉକିଛି କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାନ୍ତି।

କିନ୍ତୁ କଣ ଆପଣ ଜାଣିଛନ୍ତି, କେଉଁ କାରଣ ଯୋଗୁଁ ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳା ମାନେ ଗର୍ଭ ଧାରଣ ପୂର୍ବରୁ ଅଥବା ଗର୍ଭ ଧାରଣ ସମୟରେ ଏଭଳି କେଉଁ ଭୁଲ କରିଥାନ୍ତି ଯାହାଦ୍ଵାରା ତାଙ୍କ ଗର୍ଭରେ ଯାଆଁଳା ସନ୍ତାନ ରହିଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ସାଧାରଣତଃ କହିବାକୁ ଗଲେ, ଗ୍ରାମାଞ୍ଚଳରେ ଏହି ମାନ୍ୟତା ରହିଛି ଯେ ଗର୍ଭବତୀ ମହିଳା ମାନେ ଯଦି ଗର୍ଭ ଧାରଣ ସମୟରେ ଯାଆଁଳା ଫଳ ଖାଇ ଥାଆନ୍ତି, ତାହେଲେ ସେମାନଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ। କିନ୍ତୁ ବୈଜ୍ଞାନିକ ମାନେ ଗବେଷଣା କରି ଏହାର ଅନେକ କାରଣ ବାହାର କରିଛନ୍ତି। କଣ ପାଇଁ ଗୋଟିଏ ଶୁକ୍ରାଣୁ ଦୁଇ ଭାଗ ହୋଇ ଦୁଇଟି ଭ୍ରୁଣର ରୂପ ନେଇଥାଏ। ଏହାପରେ ଯାଆଁଳା ସନ୍ତାନର ଉତ୍ପତ୍ତି ହୋଇଥାଏ।

୨/ ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବାଟିକା ସେବନ କରିଥାନ୍ତି ଅଥବା ଗର୍ଭପାତ ମଧ୍ୟ କରାଇ ଥାନ୍ତି, ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ। ଗର୍ଭ ନିରୋଧକ ବାଟିକା ସେବନ କରିବା ଦ୍ୱାରା ମହିଳାଙ୍କ ଶରୀରରେ ହଲିକାଲ ସିମୋଲାଈଟିଂ ହରମୋନର ମାତ୍ରା କମି ଯାଇଥାଏ। ଯାହାଦ୍ଵାରା ଶୂକ୍ରାଣୁର ଦୁଇଟି ଅଣ୍ଡକୋଷ ତିଆରି ହୋଇଥାଏ ଏବଂ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ।

୩/ ଯେଉଁ ମହିଳା ମାନଙ୍କ ପରିବାରରେ ଅର୍ଥାତ୍ ପୂର୍ବପୁରୁଷଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ, ତାହେଲେ ସେହି ମହିଳାଙ୍କର ମଧ୍ୟ ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ।

୪/ ଯେଉଁ ମହିଳା ମାନେ ଅଧିକ ଆମିଷ ସେବନ କରିଥାନ୍ତି ଏବଂ ମେଦବହୁଳତାର ଶିକାର ହୋଇଥାନ୍ତି, ସେହି ମହିଳାଙ୍କର ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ। କାରଣ ଏମାନଙ୍କ ଶରୀରର ହରମୋନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

୫/ ଯେଉଁ ମହିଳା ମାନେ ପୂର୍ବରୁ ୨ଟି ଅଥବା ୩ଟି ସନ୍ତାନ ଜନ୍ମ କରି ସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *