Excuse Me Odisha

ଯାହା କହିବୁ ସତ କହିବୁ

୧୧ ଅଗଷ୍ଟ ୨୦୨୨। ଏହି ବର୍ଷ ରାକ୍ଷୀ ବନ୍ଧନ ଦିନ ଭୁଲରେ ବି ଏହି ସମୟରେ ରାକ୍ଷୀ ବାନ୍ଧିବେ ନାହିଁ। ନଚେତ ଜୀବନସାରା ରହିବେ ଗରିବୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୧ ଅଗଷ୍ଟ ୨୦୨୨। ଏହି ବର୍ଷ ରାକ୍ଷୀ ବନ୍ଧନ ଦିନ ଭୁଲରେ ବି ଏହି ସମୟରେ ରାକ୍ଷୀ ବାନ୍ଧିବେ ନାହିଁ। ନଚେତ ଜୀବନସାରା ରହିବେ ଗରିବୀ।

ରାକ୍ଷୀ ବନ୍ଧନ ପ୍ରତ୍ୟକ ବର୍ଷ ଶ୍ରାବଣ ମାସରେ ପୂର୍ଣ୍ଣିମା ତିଥିକୁ ପାଳନ କରାଯାଏ। ଶାସ୍ତ୍ର ଅନୁସାରେ ରାକ୍ଷୀ ବନ୍ଧନ ପର୍ବ ଭଦ୍ରା କାଳରେ ଭୁଲରେ ବି ପାଳନ କରିବେ ନାହିଁ। ଭଦ୍ରା କାଳରେ ରକ୍ଷା ସୂତ୍ର ବାନ୍ଧିବା କିମ୍ବା ରାକ୍ଷୀ ବାନ୍ଧିବାକୁ ବହୁତ ଅଶୁଭ ବୋଲି ମାନାଯାଏ। ଶାସ୍ତ୍ର ଅନୁସାରେ ଏହି ସମୟ ପରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରିବା ଉଚିତ। ଏହି ବର୍ଷ ପୂର୍ଣ୍ଣିମା ତିଥି ଦୁଇ ଦିନ ପଡୁଅଛି। ଏହି ବର୍ଷ ରାକ୍ଷୀ ବନ୍ଧନ ୧୧ ଅଗଷ୍ଟରେ ପାଳନ କରିବା ଉଚିତ। ଭଦ୍ରା ସମୟ କେବେ ଏବଂ ଏହା ସହିତ ଜାଣିବା ରାକ୍ଷୀ ବନ୍ଧନ ପର୍ବର ଶୁଭ ମୁହୂର୍ତ୍ତ କେବେ ଅଟେ।

ଏହି ପର୍ବ ଭାଇ ଭଉଣିଙ୍କର ଭଲପାଇବାର ପ୍ରତୀକ ଅଟେ। ଏହିଦିନ ଭଉଣୀ ଭାଇକୁ ରାକ୍ଷୀ କିମ୍ବା ରକ୍ଷା ସୂତ୍ର ବାନ୍ଧିଥାଏ ଏବଂ ତାଙ୍କର ଲମ୍ବା ଆୟୁଷ ଏବଂ ସ୍ବାସ୍ଥ୍ୟର କାମନା କରିଥାନ୍ତି। ଭାଇ ନିଜ ଭଉଣୀକୁ ରକ୍ଷା କରିବାର କଥା ଦେଇଥାନ୍ତି। ଶାସ୍ତ୍ର ଅନୁସାରେ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ମାନାଯାଏ। ଏଥିପାଇଁ କେବେବି ଭୁଲରେ ବି ଭଦ୍ରା ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ କିଛି କାର୍ଯ୍ୟକୁ ଭଦ୍ରାରେ ବର୍ଜିତ ମାନାଯାଇଛି।

ଗୃହଆରମ୍ଭ ବିବାହ ସଂସ୍କାର ଗୃହ ପ୍ରବେଶ ରାକ୍ଷୀ ବନ୍ଧନ ଶୁଭ ଯାତ୍ରା ନୂତନ ବ୍ୟବସାୟ ଆରମ୍ଭ କରିବା ଏବଂ ସବୁ ପ୍ରକାରର ଶୁଭ କାର୍ଯ୍ୟ ଭଦ୍ରାରେ ବର୍ଜିତ ମାନାଯାଇଛି। ଏଥିପାଇଁ ଭଦ୍ରା ସମୟରେ ଭଉଣୀକୁ ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। ଏହି ସମୟରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ମାନାଯାଏ। ଏହା ଦ୍ବାରା ଭାଇ କିମ୍ବା ଭଉଣୀ ଉପରେ କିଛି ସଙ୍କଟ ଆସିପାରେ।

ଭଦ୍ରା ସମୟ ହେଉଛି ୧୧ ଅଗଷ୍ଟ ଯେମିତି ପୂର୍ଣ୍ଣିମା ତିଥି ଆରମ୍ଭ ହେବ ସେମିତି ଭଦ୍ରା ସମୟ ଆରମ୍ଭ ହେବ ରାତି ୮:୫୨ ମିନିଟ ପର୍ଯ୍ୟନ୍ତ ରହିବ। ଗୁରୁବାର ଦିନ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇଯିବ। ପୁରା ଦିନରେ ରାକ୍ଷୀ ବାନ୍ଧିବେ ନାହିଁ। କେବଳ ରାତି ୮:୫୨ ମିନିଟ ପରେ ରାକ୍ଷୀ ବାନ୍ଧିବେ ନଚେତ ଘର ପରିବାରରେ କୌଣସି ଅନିଷ୍ଟ ହୋଇପାରେ। ଭାଇ ଭଉଣୀଙ୍କ ମଧ୍ୟରେ ସଙ୍କଟ ଆସିପାରେ। ପରିବାରରେ କୌଣସି ପ୍ରକାରର ଘଟଣା କିମ୍ବା ଦୁର୍ଘଟଣା ଘଟିପାରେ। ଏଥିପାଇଁ ଏହା ପ୍ରତି ସତର୍କ ରହିବେ।

ଯଦି ଆପଣ ସ୍ନାନ ଦାନର ପୂର୍ଣ୍ଣିମା ତିଥି ପାଳନ କରିବାକୁ ଚାହୁଁଛନ୍ତି ତେବେ ୧୧ ଅଗଷ୍ଟ ଗୁରୁବାର ଦିନ କରିବେ ନଚେତ ୧୨ ଅଗଷ୍ଟରେ ବି କରିପାରିବେ। ପୂର୍ଣ୍ଣିମା ବ୍ରତ ୧୧ ଅଗଷ୍ଟରେ ହିଁ କରିବେ। ଭାଇ ପାଇଁ ଭଜନ ମିଠା ପ୍ରସ୍ତୁତ କରନ୍ତୁ ଏବଂ ଡେରି ସନ୍ଧ୍ୟାରେ ୮:୫୨ ମିନିଟରେ ଭଦ୍ରା ସମୟର ଶେଷ ପରେ ଘରେ ଏହି ପର୍ବ ପାଳନ କରନ୍ତୁ।

ଭାଇକୁ ଭୁଲରେ ବି କଳା ରାକ୍ଷୀ ବାନ୍ଧିବେ ନାହିଁ। ଶୁଭ ମାନାଯାଏ ନାହିଁ। ଭାଇ ହାତରେ ସର୍ବଦା ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ।

ଏହି ପର୍ବରେ କେବେବି ଭାଇ ଭଉଣୀକୁ ଚାକୁ ଛୁରୀ ଭଳି ଧାରୁଆ ଜିନିଷର ଉପହାର ଦେବେ ନାହିଁ। ଏହା ଦ୍ବାରା ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

ଧଳା କପଡା ମଧ୍ୟ ଉପହାରରେ ଦେବେ ନାହିଁ। କୌଣସି ଜୂତା ଚପଲ ମଧ୍ୟ ଦେବେ ନାହିଁ।

ଉପହାର ସୁନ୍ଦର ବସ୍ତ୍ର ଗହଣା ଟଙ୍କା ଆଦି ଦେଇପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *