Excuse Me Odisha

ଯାହା କହିବୁ ସତ କହିବୁ

୬ ଟି ରାଶି ଅଗଷ୍ଟ ମାସରେ ହେବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୬ ଟି ରାଶି ଅଗଷ୍ଟ ମାସରେ ହେବେ କୋଟିପତି।

ଅଗଷ୍ଟ ମାସରେ ଗ୍ରହଙ୍କର ରାଶି ପରିବର୍ତ୍ତନ କାରଣରୁ ଭାଗ୍ୟ ବଦଳିଯିବ। ୬ ଟି ରାଶି ହେବେ କୋଟିପତି। ଗରିବୀ ଦୂର ହୋଇଯିବ। ଅଗଷ୍ଟ ୨୦୨୨ର ଅଗଷ୍ଟ ମାସରେ ପ୍ରତ୍ୟକ ସପ୍ତାହରେ ଗ୍ରହଙ୍କର ସ୍ଥିତି ବଦଳିବ। ଏହାର କାରଣରୁ ଆପଣଙ୍କ ଜୀବନରେ ଶୁଭ ହେବ। ଗ୍ରହଙ୍କର ରାଶି ପରିବର୍ତ୍ତନ କିଛି ରାଶି ମାନଙ୍କ ଜୀବନରେ ଖୁସି ନେଇ ଆସିବ। ଭାଗ୍ୟ ଉଜ୍ଵଳ ହେବ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।

ମେଷ ରାଶି। ଏହି ରାଶିର ଜାତକଙ୍କ ପାଇଁ ଅଗଷ୍ଟ ମାସର ଆରମ୍ଭ ବହୁତ ଭଲ ରହିବ। ଏହି ମାସରେ ପ୍ରତ୍ୟକ ସପ୍ତାହରେ କିଛି ଖୁସି ଖବର ମିଳିବ। ପରିଶ୍ରମର ଫଳ ଏହି ସମୟରେ ଆପଣଙ୍କୁ ମିଳିଯିବ। ରୋଜଗାର ଦୃଷ୍ଟିରୁ ବହୁତ ଲାଭଦାୟକ ଅଟେ। ଆପଣଙ୍କୁ ମନ ବାଞ୍ଚିତ ସଫଳତା ମିଳିବ। ଚାକିରୀ ବ୍ୟବସାୟ କରୁଥିବା ଜାତକଙ୍କ ଉପରେ ସହକର୍ମୀଙ୍କ ସହଯୋଗ ରହିବ। ଘରକୁ ଧନ ଆଗମନର ନୂତନ ସ୍ରତ ବନିବ।

ଧନ ସଞ୍ଚୟ ହେବାକୁ ଲାଗିବ। ବ୍ୟବସାୟୀ ମାନଙ୍କୁ ମନ ଚାହୁଁଥିବା ଲାଭ ମିଳିବ। ବଜାରରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆମଦାନୀରେ ଭରପୁର ବୃଦ୍ଧି ହେବ। ଆପଣ ନିଶ୍ଚୟ କୋଟିପତି ହେବାକୁ ଯାଉଛନ୍ତି। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ। ପ୍ରେମ ସମ୍ବଦ୍ଧ ମାମଲାରେ ଆପଣ ଭାଗ୍ୟବାନ ରହିବେ। ଦାମ୍ଫତ୍ୟ ଜୀବନରେ ସୁଖଦ ବନି ରହିବ।

ମିଥୁନ ରାଶି ରାଶିର ଜାତକଙ୍କ ପାଇଁ ଏହି ଅଗଷ୍ଟ ମାସ ବହୁତ ଖୁସି ନେଇ ଆସୁଛି। ଅତ୍ୟନ୍ତ ଖୁସି ସମୟ ଲାଭଦାୟକ ସମୟ ଆପଣଙ୍କୁ ପ୍ରାପ୍ତ ହେଉଛି। ମାସର ଆରମ୍ଭରୁ ହିଁ ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ପୁରା ମାସ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ନୂତନ ପଦ ଏବଂ ବଡ଼ ଦାୟିତ୍ବ ମିଳିବ।

ମାସର ଦ୍ୱିତୀୟ ସପ୍ତାହରେ କୌଣସି ମାଙ୍ଗଳିକ ଏବଂ ଶୁଭ କାର୍ଯ୍ୟରେ ଅଂଶ ନେବେ ଯାହାକି ଘର ପରିବାରରେ ମାହଲ ସୁଖଦ ରହିବ। ଏହି ମାସ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆମଦାନୀର ସ୍ରତ ବଢିବ। ଧନର ପ୍ରାପ୍ତି ହେବ। କୌଣସି ସମସ୍ୟା ଆସିପାରେ କିନ୍ତୁ ଏହା ସମୟ ସହିତ ଠିକ ହୋଇଯିବ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ନିବେଶ କରିବା ସମୟରେ ସତର୍କ ରୁହନ୍ତୁ। ପ୍ରେମ ସମ୍ବଦ୍ଧରେ ଭାବନାର ଇଜତ କରନ୍ତୁ।

ତୁଳା ରାଶି। ଏହି ରାଶିଙ୍କ ପାଇଁ ଅଗଷ୍ଟ ମାସର ଆରମ୍ଭର ପରିସ୍ଥିତି ଅନୁକୂଳ ରହିବ। କିଛି ସମୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ କିନ୍ତୁ ଠିକ ହୋଇଯିବ। ଏହି ମାସ ଲାଭ ଦେବାର ରହିବ। ଚାକିରୀ ବ୍ୟବସାୟରେ ମନ ପସନ୍ଦର ଉନ୍ନତି ମିଳିବ। ଧନ ଅର୍ଜନ କରିବା ପାଇଁ ସାହାସର ସହିତ କାମ କରନ୍ତୁ ଧର୍ଯ୍ୟ ହରା ହୁଅନ୍ତୁ ନାହିଁ। ଧନର ଭଣ୍ଡାର ଭରିଯିବ। କାର୍ଯ୍ୟ ପାଇଁ ଯାତ୍ରା ହୋଇପାରେ ଯାହା ଲାଭକାରୀ ସାବ୍ୟସ୍ତ ହେବ।

ଆପଣଙ୍କୁ ଆପଣଙ୍କର ପରିଶ୍ରମର ପୁରା ଫଳ ମିଳିବ। ନୂତନ ମିତ୍ର ହେବେ। ଧର୍ମ କର୍ମ କାର୍ଯ୍ୟରେ ମନ ଲାଗିବ। ପ୍ରେମ ସମ୍ବଦ୍ଧ ଭଲ ରହିବ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ଛୋଟ ମୋଟ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଆଳସୁଆକୁ ତ୍ୟାଗ କରନ୍ତୁ। ଅଜଣା ଲୋକଙ୍କୁ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ।

ଧନୁ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ଅଗଷ୍ଟ ମାସ ଅପାର ସଫଳତା ଏବଂ ସମୃଦ୍ଧି ନେଇ ଆସିବ। ଚାକିରୀ ବ୍ୟବସାୟରେ କୌଣସି ନୂତନ ଶୁଭ ପରିଣାମ ମିଳିବ। ବହୁତ ଲାଭକାରୀ ସାବ୍ୟସ୍ତ ହେବ। ବିଦେଶରେ କୌଣସି କାରବାର କରିବାକୁ ଚାହୁଁଥିଲେ ତାହା ନିଶ୍ଚୟ ସଫଳ ହେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଭୂମି ଭବନର କ୍ରୟ ବିକ୍ରୟରେ ଲାଭ ମିଳିପାରେ।

ଭାଗ୍ୟର ସହଯୋଗ ମିଳିବା କାରଣରୁ ଧନ ଭରପୁର ମିଳିବ କିନ୍ତୁ ଭବିଷ୍ୟତକୁ ନଜରରେ ରଖି ନିବେଶକୁ ବୁଝି ବିଚାରି କରନ୍ତୁ ଭଲ ହେବ ନଚେତ ଖର୍ଚ୍ଚ ଅଧିକ ହୋଇପାରେ। କାରବାର କରିବା ସମୟରେ ବି ସତର୍କ ରୁହନ୍ତୁ। ସମସ୍ତ କାର୍ଯ୍ୟ ସମୟ ଭିତରେ କରିନିଅନ୍ତୁ ନଚେତ କ୍ଷତି ହୋଇପାରେ। ଜୀବନରେ କୌଣସି ସମସ୍ୟା ଦୂର ହେବା କାରଣରୁ ଆପଣଙ୍କୁ ଶାନ୍ତି ମିଳିବ। ପ୍ରେମ ସମ୍ବଦ୍ଧରେ କୌଣସି ମତଭେଦ ଥିଲେ ତାହା ଦୂର ହୋଇଯିବ।

ମକର ରାଶି। ଏହି ରାଶିର ଜାତକଙ୍କ ପାଇଁ ଅଗଷ୍ଟ ମାସର ଆରମ୍ଭ ଏତେ ଭଲ ନହୋଇ ପାରେ କିନ୍ତୁ ପରେ ଏହା ଭଲ ହୋଇଯିବ। ଏହି ସମୟରେ କିଛି ବଡ଼ ଖର୍ଚ୍ଚ ହୋଇପାରେ କିନ୍ତୁ ସବୁ ହିସାବ କିତାବ ଠିକ ହୋଇଯିବ। ଆପଣଙ୍କର ଭାଗ୍ୟ ଉଦୟ ହୋଇଯିବ। କାରବାରରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଲିଯିବ ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇଯିବ। ଆର୍ଥିକ ଅବସ୍ଥା ମଜବୁତ ହେବ। ଧନରେ ମାଲାମାଲ ବନିଯିବେ। କୌଣସି ଜାଗାରେ ଧନ ନିବେଶ କରିବା ସମୟରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ଏହା ଆପଣଙ୍କ ପାଇଁ ଭଲ ରହିବ। ଭୂମି କିମ୍ବା ସମ୍ପତିରେ ଚାଲିଥିବା ସମସ୍ୟା ଦୂର ହେବ। ବୈବାହିକ ଜୀବନ ସୁଖଦ ରହିବ।

ମୀନ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ଅଗଷ୍ଟ ମାସ ଉନ୍ନତି ନେଇ ଆସିଛି। ଭାଗ୍ୟର ସହଯୋଗ ମିଳିବ। ଆପଣଙ୍କ ଜୀବନ ସୁଗମ ହେବ। ଚାକିରୀରେ ପଦ ଉନ୍ନତି ହେବ। ଏହି ମାସ ଆପଣଙ୍କ ଜୀବନରେ ଆଗକୁ ବଢ଼ିବା ଏବଂ ଉନ୍ନତି କରିବା ପାଇଁ ନୂତନ ଅବସର ନେଇ ଆସୁଛି। ବିରୋଧୀ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି କିନ୍ତୁ ଆପଣଙ୍କ ଶୁଭ ଚିନ୍ତକଙ୍କ ସାହାର୍ଯ୍ୟରେ କୌଣସି ଅସୁବିଧା ହେବନାହିଁ।

ଆପଣଙ୍କର ଅନେକ କାର୍ଯ୍ୟ ଭାଗ୍ୟର ସହଯୋଗରେ ହୋଇପାରିବ। ବ୍ୟବସାୟରେ ଉନ୍ନତି ହେବ। ସମସ୍ତ ବିରୋଧୀ ପରାଜୟ ହେବେ। ରୋଜଗାର ପାଇଁ ଏଠି ସେଠି ବୁଲୁଥିବା ଲୋକଙ୍କର ଇଛା ପୂରଣ ହୋଇଯିବ। କ୍ୟାରିୟର ଏବଂ କାରବାର ପାଇଁ ଏହି ସମୟ ବହୁତ ଭଲ ଅଟେ। ଅପାର ଧନ ପ୍ରାପ୍ତି ସମ୍ଭବ ଅଟେ। ସନ୍ତାନଙ୍କ ଯୋଗୁ ଆପଣଙ୍କୁ ସମାଜରେ ସମ୍ମାନ ମିଳିବ। ବୈବାହିକ ଜୀବନ ହସ ଖୁସିରେ ବିତାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *