Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟକ ସ୍ନାନ କରୁଥିବା ମହିଳା ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ମହିଳାଙ୍କୁ ଏହି ଗୋଟିଏ ଜିନିଷ ସମ୍ପୂର୍ଣ୍ଣ କାଢ଼ିବା ଉଚିତ ନୁହେଁ।କୌଣସି ବି ପୁରୁଷ ଏହି ଭୁଲ କରିବେ ନାହିଁ ନଚେତ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ ଏବଂ ହୋଇପାରନ୍ତି ବର୍ବାଦ। ଏହା ସହିତ ଜାଣିବା ମହିଳାଙ୍କୁ ସ୍ନାନ ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ।

ମହିଳାଙ୍କର ଏହି ଖାସ ଜିନସ ପୁରୁଷ କେବେବି କାଢ଼ିବା ଉଚିତ ନୁହେଁ ନଚେତ ବର୍ବାଦ ହୋଇଯିବେ। ମହିଳାଙ୍କର ଏହି ଜିନିଷ କାଢ଼ିବା ବହୁତ ଲଜ୍ୟାର କଥା ଅଟେ। ଆମର ହିନ୍ଦୁସ୍ଥାନରେ ଝିଅ ମାନଙ୍କୁ ଦେବୀର ସ୍ଥାନ ଦିଆଯାଇଛି ଏବଂ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ।

ମହିଳା କୌଣସି ଘରର ଖୁସିକୁ ଆଣିବା ପାଇଁ ବଡ଼ କାରଣ ଅଟନ୍ତି। ମହିଳାମାନେ କୌଣସି ଘରକୁ ସ୍ୱର୍ଗ କିମ୍ବା ନର୍କ ବି କରିପାରନ୍ତି କିନ୍ତୁ ମହିଳାଙ୍କର ଏହି ଗୋଟିଏ ଜିନିଷ ପୁରୁଷଙ୍କୁ କେବେବି କାଢ଼ିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ। ନଚେତ ଖରାପ ସମୟ ଆସିଯିବ।

ଯେଉଁ ଘରେ ମହିଳା ଅଧିକ ଡେରି ପର୍ଯ୍ୟନ୍ତ ଶୋଇଥାଆନ୍ତି ସେହି ଘରକୁ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ଯେଉଁ ମହିଳା ସକାଳୁ ଜଲଦି ଉଠି ସଫା ସୁତରା କରିଥାଏ ଏପରି ଘରକୁ ନକରାତ୍ମକ କେବେବି ପ୍ରବେଶ କରେ ନାହିଁ। ଏମିତି ଘରେ ସର୍ବଦା ଦେବୀ ଦେବତାଙ୍କର ବାସ ହୋଇଥାଏ। ଅଧିକ ଡେରି ପର୍ଯ୍ୟନ୍ତ ଶୋଇଲେ ଶୁଭ ମାନାଯାଏ ନାହିଁ। ଅଧିକ ସମୟ ପର୍ଯ୍ୟନ୍ତ ଶୋଇଲେ ବ୍ୟକ୍ତି ଆଳସୁଆ ହୋଇଯାନ୍ତି।

ମହିଳାଙ୍କୁ ନିଜ କେଶ କେବେବି ଅପରିଷ୍କାର କରି ରଖିବା ଉଚିତ ନୁହେଁ। ଏହାକୁ ସର୍ବଦା ସଫା କରି ରଖିବା ଉଚିତ। ଯେଉଁ ସ୍ତ୍ରୀ ସଫା ପରିଷ୍କାର ହୋଇ ରହିଥାଏ ତାଙ୍କ ଭିତରେ ସର୍ବଦା ମା ଲକ୍ଷ୍ମୀ ବାସ କରିଥାନ୍ତି।

ମହିଳାଙ୍କୁ ନିଜର ପାଦକୁ ବି ସର୍ବଦା ପରିଷ୍କାର କରି ରଖିବା ଉଚିତ। ସୁନ୍ଦର କେଶ ଏବଂ ପରିଷ୍କାର ପାଦ ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ। ଅପରିଷ୍କାର କେଶ ଏବଂ ଅପରିଷ୍କାର ପାଦ ଘରକୁ ଦରିଦ୍ରତା ଆଣିଥାଏ। ଏମିତି ସ୍ତ୍ରୀ ସର୍ବଦା ଧନର ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି।

ହିନ୍ଦୁ ଧର୍ମ ଶାସ୍ତ୍ରରେ ସ୍ନାନକୁ ନେଇ କିଛି ବିଶେଷ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି। ଯାହାର ପାଳନ କରିବା ଉଚିତ। ଯାହା ହେଉଛି ସ୍ନାନ କରିବାର ଠିକ ସମୟ

ସକାଳ ୮ଟା ପରେ ସ୍ନାନ କରିବାକୁ ଆମର ଶାସ୍ତ୍ରରେ ବର୍ଜିତ ମାନାଯାଇଛି। ଏହି ସମୟରେ ବାତାବରଣରେ ଦିବ୍ୟ ଶକ୍ତି ବହୁତ କମ ହୋଇଯାଇଥାଏ। ଏଥିପାଇଁ ମନୁଷ୍ୟର ଉତ୍ସାହର ଉର୍ଜା କମ ଦେଖାଯାଏ। ଯେଉଁଥି ପାଇଁ ସେ ଦିନସାରା ଆଳସ୍ୟ ଅନୁଭବ କରେ। ପୁରା ଦିନ ଶୋଇରହେ ଏବଂ କୌଣସି କାମରେ ମନ ଲାଗେ ନାହିଁ। ଏଥିପାଇଁ ସକାଳ ୮ ଟା ପରେ କେବେ ସ୍ନାନ କରିବା ଉଚିତ ନୁହେଁ। ଯେଉଁ ମହିଳା ସକାଳ ୮ ଟା ପରେ ସ୍ନାନ କରନ୍ତି ତାଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ବନିରହେ ଏବଂ ଘରେ ସୁଖ ସମୃଦ୍ଧି ଚାଲିଯାଏ।

ଦାନବ ସ୍ନାନ। ଦିପ୍ରହରର ୧୨ ଟା ପରେ କରାଯାଉଥିବା ସ୍ନାନକୁ ଦାନବ ସ୍ନାନ କୁହାଯାଏ। ସୂର୍ଯ୍ୟ ଉଦୟ ହେବାର ବହୁତ ସମୟ ପରେ ମଧ୍ୟ ଯେଉଁ ଲୋକ ସ୍ନାନ କରନ୍ତି ନାହିଁ ତାଙ୍କ ମନରେ ଦିନସାରା କ୍ରୋଧ ରାଗ କ୍ଳେଶ ନକାରାତ୍ମକତା କମଜୁରୀ ଏବଂ ଚିଡିଚିଡାପଣ ବନିରହେ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ଦେବ ସ୍ନାନ,ଋଷି ସ୍ନାନ କିମ୍ବା ମାନବ ସ୍ନାନ କରିବା ଉଚିତ।

ପ୍ରତିଦିନ ଏହି ପବିତ୍ର ସମୟରେ ସ୍ନାନ କରିକି ଈଶ୍ୱରଙ୍କୁ ପୁରା ଶ୍ରଦ୍ଧାରେ ଆରୋଧନା ପ୍ରାର୍ଥନା ଏବଂ ପୂଜା ପାଠ କରି ତଥା ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇ ଆମର ଶରୀର ସହିତ ମନ ବି ପବିତ୍ର ହୋଇଯାଏ ଏବଂ ଆମର ବହୁତ ସମସ୍ୟାର ସମାଧାନ ମଧ୍ୟ ହୋଇଯାଏ।

ମହିଳାମାନେ ନିଜର ସ୍ନାନ ପାଣିରେ ଅଳ୍ପ ଲୁଣ ପକେଇ ସ୍ନାନ କରିବା ଉଚିତ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ। ଏମିତି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ଏହା ଭଲ ହୋଇଥାଏ।

ପ୍ରତିଦିନ ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଗୋଟିଏ ରୋଟି ପ୍ରଥମେ କାଢି ଦିଅନ୍ତୁ ଏବଂ ତାହାକୁ ଗାଈକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଘରର ଉନ୍ନତି ହେବ ଏବଂ ଅନ୍ନ ଏବଂ ଧନର କମି ହେବ ନାହିଁ।

ପ୍ରତ୍ୟକ ଦିନ ନିଜ ଘରର ମନ୍ଦିରରେ ପୂଜା କରିବା ଉଚିତ ଏବଂ ଧୂପ ଦୀପ ଜଳାଇବା ଉଚିତ। ଯାହାର ଧୂଆଁରେ ବାତାବରଣ ଶୁଦ୍ଧ ହେବ ଏବଂ ନକରାତ୍ମକ ଉର୍ଜା ଘରୁ ବାହାରକୁ ବହାରିଯିବ।

ସକାଳେ ଦିବ୍ୟ ଶକ୍ତିର ସଂଚାର ହୋଇଥାଏ। ଏଥିପାଇଁ ସର୍ବଦା ସକାଳ ସମୟରେ ସଫା ବା ଝାଡୁ ପୋଛା କରିବା ଉଚିତ। ଏହା ଦ୍ବାରା ସୁଖ ଶାନ୍ତିର ପ୍ରାପ୍ତ ହୋଇଥାଏ। ଧନର ଆଗମନ ହୋଇଥାଏ।

କେବେବି ଦିପ୍ରହର ସମୟରେ ସଫା ବା ଝାଡୁ ପୋଛା କରିବେ ନାହିଁ। ଏହା ଦ୍ବାରା ସୁଖ ଶାନ୍ତିର କମି ହୋଇଥାଏ।

ଦିପ୍ରହର ସମୟରେ ଖାସ କରି ମହିଳାମାନେ କୌଣସି ସୁନସାନ ଜାଗାକୁ ଯିବା ଉଚିତ ନୁହେଁ। ଏହି ସମୟରେ ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ଦ୍ବାରା ଆପଣ ନକରାତ୍ମକତାର ଶିକାର ହୋଇପାରନ୍ତି।

କୁହାଯାଏ ମହିଳାଙ୍କ ନାଭିର ମା ଦୁର୍ଗା ବାସ କରିଥାନ୍ତି। ନାଭିକୁ ଶକ୍ତିର ସ୍ୱରୂପ ବି ମାନାଯାଏ। ଏଥିପାଇଁ ନାଭିକୁ କେବେବି ଅପରିଷ୍କାର ରଖିବା ଉଚିତ ନୁହେଁ। ନଚେତ ମା ପାର୍ବତୀ କ୍ରୋଧିତ ହୋଇଯିବେ ଏବଂ ଏମିତି ମହିଳାଙ୍କୁ ବିପଦର ସାମ୍ନା କରିବାକୁ ପଡିଥାଏ। ଗୃହ କ୍ଳେଶ ବଢିଯାଇଥାଏ। ବିବାହରେ ବାଧା ସୃଷ୍ଟି ହୋଇଥାଏ। ଜୀବନ ବର୍ବାଦ ହୋଇଯାଏ। ଏଥିପାଇଁ ନାଭିକୁ ସର୍ବଦା ସଫା ରଖନ୍ତୁ।

ଆସନ୍ତୁ ଜାଣିବା ମହିଳାଙ୍କର କେଉଁ ଜିନିଷ ପୁରୁଷ କେବେବି କାଢ଼ିବା ଉଚିତ ନୁହେଁ।

ଯେଉଁ ଜାଗାରେ ମହିଳାଙ୍କ ଅପମାନ ହୋଇଥାଏ ସେହି ଜାଗାରେ ଭଗବାନ ନିଜର ସ୍ଥାନ ଛାଡିଦିଅନ୍ତି। କୌଣସି ବି ମହିଳାଙ୍କୁ ଅନ୍ୟ ସାମ୍ନାରେ ଗାଳି ଦେବା ଉଚିତ ନୁହେଁ କି ଅପମାନିତ କରିବା ଉଚିତ ନୁହେଁ। ଏହା ଦ୍ୱାରା ଦେବୀଙ୍କର ଅପମାନ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଜାଗାରେ ମହିଳାଙ୍କର ସମ୍ମାନ ହୁଏ ନାହିଁ ସେହି ଜାଗାରେ ଦେବୀ ଦେବତା ନିବାସ କରନ୍ତି ନାହିଁ। ଯଦି ଜୀବନରେ ଆଗକୁ ବଢିବାକୁ ଚାହାନ୍ତି ତେବେ ମହିଳାମାନଙ୍କୁ ସମ୍ମାନ କରିବା ଉଚିତ। ଯେଉଁ ଲୋକ ମହିଳାଙ୍କର ସମ୍ମାନ କରିଥାଏ ସେ ସଫଳତା ନିଶ୍ଚୟ ପ୍ରାପ୍ତ କରିଥାଏ। ଯେଉଁ ଲୋକ ନାରୀରର ଇଜତ ବାହାରେ ପକାଇ ଥାଏ ସେ କେବେବି ସଫଳତା ପ୍ରାପ୍ତ କରିପାରି ନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *