Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କର ଏହି କାମରେ ସ୍ୱାମୀ ହେବ ଧନୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନଙ୍କର ଏହି କାମରେ ସ୍ୱାମୀ ହେବେ ଧନୀ।

ରାତି ସମୟରେ ସ୍ତ୍ରୀଙ୍କ ସହିତ କରନ୍ତୁ ଏହି କାମ ସଫଳତା ନିଶ୍ଚୟ ମିଳିବ। ଆପଣଙ୍କୁ ମାଲାମାଲ ହେବାରୁ କେହିବି ଅଟକାଇ ପାରିବେ ନାହିଁ। ଏହା ସହିତ ଜାଣିବା ରାତିରେ ୫ ଟି କାମ ଭୁଲରେ ବି କରିବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ କେବେବି ଘରକୁ ପ୍ରବେଶ କରନ୍ତି ନାହିଁ।

ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ। ଘରେ ରହୁଥିବା ଲୋକଙ୍କର ଉନ୍ନତି ହୋଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମହିଳାଙ୍କୁ ରାତିରେ ଏମିତି କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ ନଚେତ ଘରକୁ ଗରିବୀ ଆସିଥାଏ। ଏହା ଦ୍ବାରା ଜନ୍ମ ଜନ୍ମ ଧରି ଗରିବିର ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ନିଜ ଘରେ ଏହିସବୁ ଭୁଲ କରିବା ବନ୍ଦ କରିଦିଅନ୍ତୁ। ଖାସ କରି ସୁହାଗିନୀ ମହିଳା ଏହା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ନଚେତ ପୁରା ଘର ହେବ ବର୍ବାଦ ଏବଂ ସ୍ୱାମୀ ହୋଇଯିବେ କାଙ୍ଗାଳ।

ବନ୍ଧୁଗଣ ଘରର ଝିଅ ବହୁ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଏମିତି ମାନ୍ୟତା ଅଛି ଯେ ଯଦି କେଉଁ ସ୍ତ୍ରୀ ଚାହିଁବେ ତ ଘରକୁ ସ୍ୱର୍ଗ ବନେଇ ପାରିବ ଆଉ ଚାହିଁଲେ କୌଣସି ଘରକୁ ନର୍କ ବି ବନେଇ ପାରିବ। କିନ୍ତୁ କଣ ଜାଣିଛନ୍ତି ମହିଳାଙ୍କୁ ଏହି ୫ ଟି କାମ କେବେବି କରିବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି କାମ। ଏହା ସହିତ ଜାଣିବା କଣ ସେହି ଗୁପ୍ତ କାମ ଯାହା ରାତିରେ ସ୍ତ୍ରୀ ସହିତ ସ୍ୱାମୀଙ୍କୁ ନିଶ୍ଚୟ କରିବା ଉଚିତ।

ରାତିରେ କପଡା ଧୋଇବା ଉଚିତ ନୁହେଁ। ଏହା ଦ୍ବାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ଯଦି ରାତିରେ କପଡା ସଫା କରୁଥାନ୍ତି ତେବେ ନକାରାତ୍ମକ ଶକ୍ତି କପଡାରେ ପ୍ରବେଶ କରେ। ଏହାକୁ ଆମେ ସକାଳେ ପିନ୍ଧିବା ଦ୍ୱାରା ଏହି ଉର୍ଜାର ପ୍ରଭାବ ଆମ ଶରୀର ଉପରେ ପଡେ। ଯାହା ଶରୀର ପାଇଁ କ୍ଷତିକାରକ ଅଟେ।

ରାତିରେ ଅଇଁଠା ବାସନ ରଖି ଶୋଇବା ଉଚିତ ନୁହେଁ। ଏମିତି କଲେ ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାନ୍ତି। ଏହା ଦ୍ବାରା ଘରକୁ ଦରିଦ୍ରତା ଆସିଥାଏ। ସେଥିପାଇଁ ରାତିରେ ଅଇଁଠା ବାସନ ଧୋଇ କରି ସୁଅନ୍ତୁ।

ରାତିରେ ଜୂତା ଚପଲକୁ ପାଖରେ ରଖି ଶୋଇବେ ନାହିଁ। ଏହା ଦ୍ବାରା ଘରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ଧାର ରୁମରେ କେବେବି ଶୋଇବା ଉଚିତ ନୁହେଁ। ହାଲକା ଆଲୋକିତ ନିଶ୍ଚୟ କରନ୍ତୁ।

ଶୋଇବା ପୂର୍ବରୁ ଗୋଡ଼ ହାତ ମୁହଁ ଧୋଇ ଶୋଇବା ଉଚିତ। ଯଦି ଏମିତି ନକରନ୍ତି ତେବେ ନକରାତ୍ମକ ଉର୍ଜାର ବାସ ହୋଇଥାଏ।

ଶାସ୍ତ୍ର ଅନୁସାରେ ଡେରି ରାତିରେ ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ସେଥିପାଇଁ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବା ଉଚିତ

ରାତିରେ ପୂଜା ଘରର ମୂର୍ତି ସାମ୍ନାରେ କୌଣସି କପଡା ଢାଙ୍କି ଦିଅନ୍ତୁ।

ରାତିରେ ଶୋଇବା ସମୟରେ ଗୋଡ଼ କବାଟ ସାଇଟକୁ ରଖନ୍ତୁ ନାହିଁ। ଏହା ଦ୍ବାରା ମୃତ୍ୟୁର ଭୟ ଥାଏ।

ଘରର ସ୍ତ୍ରୀ ମାନେ ଝାଡୁକୁ କେବେବି ଲାତ ମାରିବା ଉଚିତ ନୁହେଁ। ଯେଉଁ ଘରର ମହିଳା ମାନେ ଝାଡୁକୁ ଗୋଡ଼ରେ ଲଗେଇଥାନ୍ତି କିମ୍ବା ଗୋଡ଼ରେ ଗୋଇଁଠା ମାରିଥାନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଯଦି କୌଣସି ସ୍ତ୍ରୀ ଏମିତି କରିଥାଏ ତ ସେହି ଘରେ ଦାରିଦ୍ର୍ୟତା ଛାଇ ରହିଥାଏ ସେ ଘର କେବେବି ଆର୍ଥିକ ରୂପରେ ସମ୍ପୂର୍ଣ୍ଣ ହୋଇପାରିନଥାଏ। ଏଥିପାଇଁ ଏହି କଥାର ଧ୍ୟାନ ରଖନ୍ତୁ ଘରର ମହିଳାଙ୍କୁ ଏହି କାମ କରିବା ଉଚିତ ନୁହେଁ।

ପ୍ରତ୍ୟକ ଲୋକଙ୍କ ଘରେ କ୍ଷୀର ଦହି ଘିଅ ମହୁ ଏହି ୪ ଟି ଜିନିଷ ନିଶ୍ଚୟ ରହିବା ଉଚିତ। ଯେଉଁ ଘରେ ଏହିସବୁ ଜିନିଷ ଥାଏ ସେହି ଘରେ କେବେବି ଦୁଃଖ ଦାରିଦ୍ର୍ୟତା ଆସିନଥାଏ। ଏହିସବୁ ଜିନିଷକୁ ସବୁଠାରୁ ଅଧିକ ପବିତ୍ର ମାନାଯାଏ।

ସନ୍ଧ୍ୟା ସମୟରେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହି ସମୟରେ ଘରର ମୁଖ୍ୟ ଦ୍ୱାର ଏବଂ ଝରକା ଖୋଲା ରହିବା ଦରକାର। ପ୍ରତି ଦିନ ସନ୍ଧ୍ୟାରେ ଆପଣ ଘରର ମୁଖ୍ୟ ଦ୍ୱାରରେ ଗୋଟେ ଘିଅର ଦୀପ ଜାଳିବା ଉଚିତ। ସେହି ଦୀପ ତଳେ ଅଳ୍ପ ଅକ୍ଷତ ବା ଚାଉଳ ନିଶ୍ଚୟ ରଖିବା ଉଚିତ। ସନ୍ଧ୍ୟା ସମୟରେ ଘରର ଅଗଣାରେ ପାଣି ଛିଞ୍ଚି ରଙ୍ଗଲି ବନାନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହେବେ। ଏମିତି ଘରକୁ ମା ନିଶ୍ଚୟ ପ୍ରବେଶ କରିବେ।

ପିଲାଙ୍କୁ ଯଦି ବାରମ୍ବାର ନଜର ଲାଗୁଥାଏ ତ ତାଙ୍କ ସ୍ନାନ ପାଣିରେ ଲୁଣ ପକାଇ ସ୍ନାନ କରାନ୍ତୁ ଏହା ଦ୍ବାରା ଆରାମ ମିଳିଥାଏ। ଲୁଣର ଉପାୟରେ ଆପଣ ନିଜର ସମସ୍ତ ନକରାତ୍ମକତାକୁ ଦୂର କରିପାରିବେ ଆଉ ଘରକୁ ସୁଖ ଶାନ୍ତି ଆଣି ପାରିବେ।

ରାତିରେ କେବେବି ବାହାର ଲୋକଙ୍କୁ ଲୁଣ ଦିଅନ୍ତୁ ନାହିଁ। ଲୁଣ କେବେବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ ବରଂ ତାଙ୍କ ଥାଳିରେ ପକେଇ ଦିଅନ୍ତୁ। ନହେଲେ ବାଦ ବିବାଦ ହୋଇପାରେ। ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଉଚିତ ନୁହେଁ। ଲୁହା ଶନିଙ୍କ ଧାତୁ ଅଟେ ଆଉ ଲୁଣ ଶୁକ୍ରଙ୍କର ପ୍ରଭାବ ଥାଏ ଏବଂ ଦୁଇଜଣଙ୍କର ମିଳନ ଶୁଭ ହୋଇନଥାଏ। ଲୁଣକୁ ଲୁହାର ରଖିଲେ ଦୁଃଖ କ୍ଳେଶ ବଢିଥାଏ ଦାରିଦ୍ର୍ୟତା ଆସିଥାଏ ଏଥିପାଇଁ ଏମିତି କରନ୍ତୁ ନାହିଁ।

ଘରେ ଭଙ୍ଗା ଜିନିଷରେ କେବେବି ବ୍ୟବହାର କରିବା ଉଚିତ ନୁହେଁ। ଭଙ୍ଗା ପାନିଆରେ କେବେବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ଜଳ ଅର୍ପଣ କରିବେ ନାହିଁ କି ଛୁଇଁବେ ନାହିଁ।

ସୂର୍ଯ୍ୟାସ୍ତ ପରେ କେବେବି କେଶ କାଟନ୍ତୁ ନାହିଁ ନଖ କାଟନ୍ତୁ ନାହିଁ। ଏହା ଦ୍ବାରା ଧନ ହାନି ହୋଇଥାଏ।

ଏମିତି କିଛି କାମ ଅଛି ଯାହାକୁ ସ୍ୱାମୀ ସ୍ତ୍ରୀ ସହିତ ରାତିରେ କରିବା ଦ୍ୱାରା ସ୍ୱାମୀଙ୍କୁ ସଫଳତା ମିଳିଥାଏ।

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଯଦି ଆପଣ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି କାମ ରାତିରେ ନିଶ୍ଚୟ କରିନିଅନ୍ତୁ। ରାତିରେ ଏହି କାମ କରିଲେ କେବେବି କାହାରିକୁ କିଛି କହିବେ ନାହିଁ।

ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ରାତିରେ ଶୋଇବା ସମୟରେ ସ୍ୱାମୀଙ୍କୁ ସ୍ତ୍ରୀ ସହିତ ମନ ଖୋଲି ପ୍ରେମ କରିବା ଉଚିତ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଦୂରତା ରଖିବା ଉଚିତ ନୁହେଁ। ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ରାତିରେ ପରସ୍ପରକୁ ପ୍ରେମ କରିଥାନ୍ତି ସେହି ଘରେ ସୁଖ ଶାନ୍ତି ବନି ରହିଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ବି କଥା ଅନ୍ୟ କାହାରିକୁ କହିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *