Excuse Me Odisha

ଯାହା କହିବୁ ସତ କହିବୁ

୧୫୬ ବର୍ଷ ପରେ ବନିଲା ଦୁର୍ଲଭ ମହାସଂଯୋଗ। ଶ୍ରାବଣ ମାସର ତୃତୀୟ ସୋମବାର ଦିନ ଚୁପଚାପ ରଖିଦିଅନ୍ତୁ ଏହି ଠାରେ ସବୁଜ ଚୁଡ଼ି ରାତାରାତି ବଦଳି ଯିବ ଆପଣଙ୍କ ଭାଗ୍ୟ। ମିଳିବ ସମସ୍ୟା ଏବଂ କଷ୍ଟରୁ ମୁକ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୫୬ ବର୍ଷ ପରେ ବନିଲା ଦୁର୍ଲଭ ମହାସଂଯୋଗ। ଶ୍ରାବଣ ମାସର ତୃତୀୟ ସୋମବାର ଦିନ ଚୁପଚାପ ରଖିଦିଅନ୍ତୁ ଏହି ଠାରେ ସବୁଜ ଚୁଡ଼ି ରାତାରାତି ବଦଳି ଯିବ ଆପଣଙ୍କ ଭାଗ୍ୟ। ମିଳିବ ସମସ୍ୟା ଏବଂ କଷ୍ଟରୁ ମୁକ୍ତି।

ଶ୍ରାବଣ ମାସରେ ଭଗବାନ ଶିବ ତାଙ୍କର ପୁରା ପରିବାର ସହିତ ଶିବାଳୟରେ ରୁହନ୍ତି। ଶ୍ରାବଣ ମାସକୁ ପୁରା ବର୍ଷ ଲୋକେ ଅପେକ୍ଷା କରି ରହିଥାନ୍ତି। ଏହି ସମୟରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରାଯାଏ। ଆସନ୍ତୁ ଜାଣିବା ଭଗବାନ ଶିବଙ୍କର ପୂଜା କେମିତି କରିବେ କେମିତି ତାଙ୍କୁ ପ୍ରସନ୍ନ କରିବେ।

ଭଗବାନ ଶିବଙ୍କୁ ସବୁଠାରୁ ଅଧିକ ଅରଖ ଫୁଲ ପ୍ରିୟ ଅଟେ। ଭଗବାନ ଶିବଙ୍କୁ ଯଦି ଧଳା ଅରଖ ଫୁଲରେ ପୂଜା କରିବେ ତେବେ ମୋକ୍ଷ ପ୍ରାପ୍ତି ହୋଇଥାଏ

ଚମେଲି ଫୁଲ ଅର୍ପଣ କଲେ ବାହନ ସୁଖ ପ୍ରାପ୍ତି ହୋଇଥାଏ।

ଯଦି ବେଲା ଫୁଲ ଅର୍ପଣ କରିବେ ତ ଗୁଣାବାନ ସ୍ତ୍ରୀ ମିଳିଥାଏ।

ସମୀ ଫୁଲ କିମ୍ବା ପତ୍ର ଅର୍ପଣ କରିଲେ ଶନିଦୋଷରୁ ମୁକ୍ତି ମିଳିଥାଏ।

ଭଗବାନ ଶିବଙ୍କୁ ହଳଦିଆ କନିୟର ଫୁଲ ଅର୍ପଣ କରିଲେ ଅନ୍ନ ବସ୍ତ୍ରର ଅଭାବ ହେବ ନାହିଁ।

ଧୁତୁରା ଫୁଲ ଅର୍ପଣ କରିଲେ ପୁତ୍ର ସନ୍ତାନର ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କ ପୂଜାରେ ଦୁବ ବ୍ୟବହାର କରିଲେ ଲମ୍ବା ଆୟୁଷ ପ୍ରାପ୍ତ ହୋଇଥାଏ।

ଲାଲ ମନ୍ଦାର ଫୁଲ ଅର୍ପଣ କରିଲେ ଶତ୍ରୁ ବିରୋଧୀ ଶାନ୍ତ ହୋଇଥାନ୍ତି।

ଅପରାଜିତା ଫୁଲ ଅର୍ପଣ କରିଲେ ଆପଣଙ୍କର ଜୟ ଜୟ କାର ହୋଇଥାଏ।

ଗେଣ୍ଡୁ ଫୁଲ ଅର୍ପଣ କରିଲେ ଶୁକ୍ର ମଜବୁତ ହୋଇଥାଏ।

ପଦ୍ମ ଫୁଲ ଅର୍ପଣ କରିଲେ ଆଉ କିଛି ଅର୍ପଣ କରିବାର ଆବଶ୍ୟକତା ନାହିଁ।

ଅତର ଅର୍ପଣ କରିଲେ ଶୁକ୍ର ମଜବୁତ ହୋଇଥାଏ ଏବଂ ସୁଖର ପ୍ରାପ୍ତି ହୋଇଥାଏ।

କେଶର ଅର୍ପଣ କରିଲେ ବୈବାହିକ ଜୀବନ ସୁଖଦ ହୋଇଥାଏ। ଜୀବନରେ ଭୌତିକ ସୁଖ ସାଧନ ବୃଦ୍ଧି ହୋଇଥାଏ।

ଯେତେବେଳେ ଭଗବାନ ଶିବଙ୍କୁ ପୂଜା କରିବେ ତ ମା ପାର୍ବତୀଙ୍କୁ ପୂଜା କରିବେ। ମା ପାର୍ବତୀଙ୍କୁ ପୂଜା କଲେ ତାଙ୍କୁ ସିନ୍ଦୁର ନିଶ୍ଚୟ ଲଗାନ୍ତୁ। ଯେଉଁ ଆଙ୍ଗୁଳିରେ ସିନ୍ଦୁର ଲଗାଇଥିବେ ସେହି ଆଙ୍ଗୁଳିରେ ଯେଉଁ ସିନ୍ଦୁର ଥିବ ନିଜ ମଥାରେ ଲଗାନ୍ତୁ। ବିବାହିତ ମହିଳା ନିଜ ଶିନ୍ତିରେ ଲଗାଇବେ ଯଦି କୁଆଁରୀ କନ୍ୟା ତେବେ ନିଜ ଲଲାଟରେ ଲଗାଇବେ। ଏବଂ ସବୁଜ ଚୁଡ଼ି ଯେମିତିକି ୬ ଟି ୮ ଟି ଅର୍ପଣ କରନ୍ତୁ ଏବଂ ନିଜେ ମଧ୍ୟ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *