Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳା ମାନଙ୍କର ଏହି ଜାଗାରେ ଚୁଟି ଅଛି ତ ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ଜଣେଇବୁ ପୁରୁଷର ଛାତିରେ ଚୁଟି ଥିଲେ ଏହା ଶୁଭ ନାଁ ଅଶୁଭ। ଏହା ସହିତ ଜାଣିବା କି ମହିଳାଙ୍କ କେଉଁ ଅଙ୍ଗରେ ଚୁଟି ଥିଲେ କଣ ହୁଏ।

ସମୁଦ୍ର ଶାସ୍ତ୍ରରେ ପୁରୁଷଙ୍କର ଛାତିକୁ ଅଲଗା ଅଲଗା ପ୍ରକାରର କୁହାଯାଇଛି। ଏହି କଥାକୁ ଦେଖି କୌଣସି ଲୋକ ତାଙ୍କର ଗମ୍ଭୀର କଥାକୁ ବି ଜାଣି ପାରିବେ। ଆସନ୍ତୁ ଜାଣିବା ପୁରୁଷ ମାନଙ୍କର ଛାତିକୁ ଦେଖି ତାଙ୍କର ସ୍ଵଭାଵ କେମିତି।

ସମୁଦ୍ର ଶାସ୍ତ୍ରରେ ସ୍ତ୍ରୀ ମାନଙ୍କ ସହିତ ପୁରୁଷ ମାନଙ୍କର ସ୍ୱାଭବ ବିଷୟରେ ମଧ୍ୟ କୁହାଯାଇଛି। ପୁରୁଷ ମାନଙ୍କର ଛାତିକୁ ଦେଖିଲେ ତାଙ୍କର ବିଷୟରେ ଜାଣି ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ଯେଉଁ ପୁରୁଷ ମାନଙ୍କର ଛାତି ସମାନ୍ତର ହୋଇଥାଏ ଏମିତି ଲୋକ ଧନର ଅଧିକ ସମ୍ପର୍ଣ୍ଣ ହୋଇଥାନ୍ତି କିନ୍ତୁ ଏମାନେ ସ୍ୱଭାବରୁ ସାମାଜିକ ନହୋଇ ବ୍ୟବହାରିକ ହୋଇଥାନ୍ତି। ଏମିତି ଲୋକଙ୍କ ଠାରେ ମୌଳିକର ଅଭାବ ଥାଏ। ଏମାନେ ପରିବାର ଠାରୁ ଅଧିକ ନିଜ କାମରେ ଧ୍ୟାନ ଦେଇଥାନ୍ତି। ଯାହା ଦ୍ୱାରା ସେମାନଙ୍କର ସ୍ତ୍ରୀଙ୍କ ସହିତ ଝଗଡା ମଧ୍ୟ ହୋଇଥାଏ। ଏମିତି ପୁରୁଷ ନିଜ ପରିବାର ପାଇଁ ସବୁ ସୁଖ ସୁବିଧା ଦେବା ପାଇଁ ପୁରା ପ୍ରୟାସ କରିଥାନ୍ତି।

ଯେଉଁ ପୁରୁଷଙ୍କ ଛାତି ଅଧିକ ଫୁଲି ଉଠି ଥାଏ ଏମିତି ପୁରୁଷଙ୍କୁ ସବୁ ପ୍ରକାରର ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ଏମିତି ପୁରୁଷ ସାହସୀ ଏବଂ ପରାକ୍ରମୀ ମଧ୍ୟ ହୋଇଥାନ୍ତି। ଏମାନେ ଅଧିକ ପରିଶ୍ରମି ମଧ୍ୟ ହୋଇଥାନ୍ତି। ଏହି ପୁରୁଷମାନେ ଅଧିକ ଭାବୁକ ମଧ୍ୟ ହୋଇଥାନ୍ତି କିନ୍ତୁ ଏମାନେ ନିଜର ଭାବନାକୁ କାହାରି ସାମ୍ନାରେ ବ୍ୟକ୍ତ କରନ୍ତି ନାହିଁ। ଏମାନଙ୍କୁ ତାଙ୍କ ଜୀବନସାଥୀ ଅଧିକ ପ୍ରେମ ମଧ୍ୟ କରିଥାନ୍ତି କିନ୍ତୁ ଏମିତି ଲୋକ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି।

ପୁରୁଷର ଛାତିରେ ଅଧିକ ବାଳ ରହିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହାକୁ ଶୁଭ ଲକ୍ଷଣ ମାନାଯାଇଥାଏ। ଏମିତି ପୁରୁଷ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ପୁରୁଷଙ୍କୁ ଜୀବନରେ ଅଧିକ ପରିଶ୍ରମ କରିବାକୁ ପଡିନଥାଏ। ଏହି ଲୋକଙ୍କୁ ଜୀବନରେ ସହଜରେ ସମସ୍ତ ପ୍ରକାରର ସୁଖ ସୁବିଧା ମିଳିଥାଏ। ଏମାନେ ବହୁତ ଦୟାଳୁ ସ୍ୱଭାବର ହୋଇଥାନ୍ତି। ବିନା କାରଣରେ କାହା ସହିତ ଲଢେଇ ଝଗଡା କରନ୍ତି ନାହିଁ।

ଯେଉଁ ପୁରୁଷଙ୍କ ଛାତିରେ ଗୋଟେ ବି ଚୁଟି ନଥାଏ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମାନେ ବିଶ୍ୱାସର ଯୋଗ୍ୟ ହୋଇନଥାନ୍ତି। ଏହି ପ୍ରକାରର ପୁରୁଷ ସ୍ୱାର୍ଥୀ ସ୍ୱାଭାବର ହୋଇଥାନ୍ତି। ଏମିତି ପୁରୁଷଙ୍କ ଠାରେ ବ୍ୟବହାର ଏବଂ କୁଶଳତାର କମି ଅଧିକ ଥାଏ। ଏହି ଗୁଣ କାରଣରୁ ଏହି ଲୋକଙ୍କୁ ବହୁତ ଲୋକ କମ ପସନ୍ଦ କରନ୍ତି। ଏମିତି ପୁରୁଷ ସାଧାରଣ ଜୀବନ ବିତାଇଥାନ୍ତି। ଉନ୍ନତି କରିପାରନ୍ତି ନାହିଁ। ଏହାକୁ ଅଶୁଭ ଲକ୍ଷଣ ମାନାଯାଏ।

ଚଉଡା ଥିବା ପୁରୁଷଙ୍କୁ ଅଧିକ ସାହସୀ ମାନାଯାଏ। ଏମାନେ ଅଧିକ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ଏମିତି ପୁରୁଷ ନିଜ ଦମରେ ହିଁ ସଫଳତା ପ୍ରାପ୍ତ କରିଥାନ୍ତି। ଏମାନଙ୍କର ଅଧିକ ବୁଦ୍ଧି ଥାଏ ଯେଉଁ କାରଣରୁ ଏମାନେ ପରାକ୍ରମ ଏବଂ ବୁଦ୍ଧିକୁ ଠିକ ଭାବରେ ପ୍ରୟୋଗ କରି ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି।

କଠୋର ଛାତି ଥିବା ଲୋକ ଜୀବନରେ ସୁଖ ଭୋଗ କରିଥାନ୍ତି କିନ୍ତୁ ଏହି ଲୋକଙ୍କ ଠାରେ ଅଧିକ ଅଂହକାର ଭାବନା ଥାଏ। ଏମିତି ଲୋକ ନିଜ ସାମ୍ନାରେ ଅନ୍ୟକୁ ତୁଚ୍ଛ ମାନିଥାନ୍ତି। ଏମିତି ଲୋକଙ୍କ ଠାରେ ଟଙ୍କାର କମି ରହିନଥାଏ। ଜୀବନରେ ସବୁ ସୁଖରେ ପରିପୂର୍ଣ୍ଣ ରହିଥାନ୍ତି। ଏମାନେ ନିଜର ଅଂହକାର ଭାବନା ଯୋଗୁ ନିଜ ସ୍ତ୍ରୀକୁ ବି ତୁଚ୍ଛ ମାନିଥାନ୍ତି। ଏମାନଙ୍କର ଏହି ଖରାପ ଗୁଣ କାରଣରୁ ଲୋକେ ଏମାନଙ୍କୁ ପସନ୍ଦ କରନ୍ତି ନାହିଁ।

ଉଚ୍ଚ ଛାତି ଥିବା ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ। କୌଣସି ଜିନିଷ ଅତି ସହଜରେ ମିଳିନଥାଏ। ଏମିତି ଲୋକଙ୍କର ଆର୍ଥିକ ସ୍ଥିତି ବି ଠିକ ରହିନଥାଏ। ସମାଜରେ ଏମାନଙ୍କୁ ହୀନ ଭାବରେ ଲୋକେ ଦେଖିଥାନ୍ତି। ଏମିତି ଲୋକଙ୍କ ପୁରା ଜୀବନ ସଂଘର୍ଷରେ ହିଁ ବ୍ୟତୀତ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ମହିଳା ମାନଙ୍କର ଏହି ଜାଗାରେ ଚୁଟି ଥିଲେ କଣ ହୁଏ।

ମହିଳା ମାନଙ୍କର ଏହି ଅଙ୍ଗରେ ଚୁଟି ଥିଲେ ବହୁତ ଶୁଭ ହୋଇଥାଏ। କେବେବି କେହିବି ଗରିବ ହେବାକୁ ଚାହିଁନଥାଏ। ଏମିତିକି ଧନୀ ବ୍ୟକ୍ତି ମାନେ ମଧ୍ୟ ଆହୁରି ଅଧିକ ଟଙ୍କା ରୋଜଗାର କରିବାକୁ ଚାହିଁଥାନ୍ତି। କେବେ କେବେ ଏମିତି ହୋଇଥାଏ ଗରିବ ଧନୀ ହୋଇଯାଇଥାଏ ଏବଂ ଧନୀ ଗରିବ ହୋଇଯାଇଥାଏ। ଏହା ସବୁ ଆପଣଙ୍କ ଘରର ପଜିଟିଭ ଏବଂ ନେଗେଟିଭ ଏନର୍ଜୀ କାରଣରୁ ହିଁ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ଯେଉଁଠି ଅଧିକ ନେଗେଟିଭିଟି ଥାଏ ସେଠାରେ ଅଧିକ ଟଙ୍କା ବେସି ଦିନ ଯାଏଁ ରହିନଥାଏ। ଏମିତି ଘରେ କିଛି ନାଁ କିଛି ହାନି ହୋଇଥାଏ। ଏହି ଘରର ସଦସ୍ୟଙ୍କ ଭାଗ୍ୟ ବି ଖରାପ ହେବାକୁ ଲାଗିଥାଏ ଏବଂ ଏହି ଲୋକମାନେ ଯେଉଁ କାମରେ ହାତ ଦିଅନ୍ତି ତାହା ଖରାପ ହୋଇଯାଏ।

ସମସ୍ତେ ଜାଣିବାକୁ ଚାହିଁଥାନ୍ତି କି ତାଙ୍କର ରାଜଯୋଗ ଅଛି ନାଁ ନାହିଁ। ଏହା ହାତର ରେଖାକୁ ବି ଦେଖି ଜାଣିହେବ। ଏହି ହାତ ରେଖା ଅନେକ ପ୍ରକାରର ସଂକେତ ଦେଇଥାଏ। କିନ୍ତୁ ହାତ ରେଖାରେ ବି ଜାଣି ହୋଇନଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଯାହା ଆମେ ସେହି ସଂକେତ ବିଷୟରେ ଜଣେଇବୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ କେଶ ଲମ୍ବା ଏବଂ ଘନ ହୋଇଥାଏ ସେମାନଙ୍କୁ ସଫଳତା ସହଜରେ ପ୍ରାପ୍ତ ହୋଇଥାଏ। ଏମିତି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁମାନେ ଏମିତି ମହିଳାଙ୍କୁ ବିବାହ କରିଥାନ୍ତି ସେମାନେ ବି ବହୁତ ଭାଗ୍ୟଶାଳୀ ହୋଇଯାନ୍ତି।

ଅନେକ ମହିଳାଙ୍କର ମଥାରେ ବି ଚୁଟି ଦେଖିବାକୁ ମିଳିଥାଏ। ଏମିତି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଏମିତି ମହିଳା ବହୁତ ଜିଦି ସ୍ୱଭାବର ହୋଇଥାନ୍ତି। ଏମିତି ମହିଳା ପ୍ରତ୍ୟକ କାର୍ଯ୍ୟରେ ସଫଳ ହୋଇଥାନ୍ତି। ଏମାନେ କମ ସମୟରେ ହିଁ ସମସ୍ତ କାର୍ଯ୍ୟ କରିନେଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *