Excuse Me Odisha

ଯାହା କହିବୁ ସତ କହିବୁ

ହରୀୟାଲୀ ତିଜରେ ମା ଙ୍କୁ କେବେବି ଏହି ୩ ଟି ଜିନିଷ ଅର୍ପଣ କରନ୍ତୁ ନାହିଁ,ନଚେତ ସ୍ୱାମୀଙ୍କର ହୋଇପାରେ ମୃତ୍ୟୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହରୀୟଲୀ ତିଜରେ କେବେବି ଏହି ୩ ଟି ଜିନିଷ ଅର୍ପଣ କରନ୍ତୁ ନାହିଁ ସ୍ୱାମୀ ମରିଯିବେ। ୩୧ ଜୁଲାଇ ଶୁଭ ମୁହୂର୍ତ୍ତ।

ହରୀୟଲୀ ତିଜରେ ତିଜ ମାଙ୍କୁ କେବେବି ଏହି ୩ ଟି ଜିନିଷ ଅର୍ପଣ କରନ୍ତୁ। ନଚେତ ବ୍ରତ ଭାଙ୍ଗି ଯାଇପାରେ। ମା କ୍ରୋଧିତ ହୋଇପାରନ୍ତି। ଏହି ୩ ଟି ଜିନିଷ ତିଜରେ ଘରକୁ ଆଣିବା ଅଶୁଭ ମାନାଯାଏ। ଘର ପରିବାର ବର୍ବାଦ ହୋଇଯାଏ। ଖାସ କରି ସୁହାଗିନୀ ମହିଳା ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ। ଏହା ସହିତ ଆସନ୍ତୁ ଜାଣିବା ହରୀୟଲୀ ତିଜର ଶୁଭ ମୁହୂର୍ତ୍ତ।

ହିନ୍ଦୁଧର୍ମରେ ହରୀୟଲୀ ତିଜର ବିଶେଷ ମହତ୍ୱ ରହିଛି। ଏହି ପର୍ବ ସବୁ ବର୍ଷ ଶ୍ରାବଣ ମାସର ଶୁକ୍ଳପକ୍ଷର ତୃତୀୟା ତିଥିରେ ପାଳନ କରାଯାଏ। ଏହି ପର୍ବକୁ ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହି ପର୍ବ ସ୍ୱାମୀ ସ୍ତ୍ରୀଙ୍କ ଜୀବନକୁ ସୁଗମ ବନେଇଥାଏ। ଏହି ସମୟରେ ଚତୁର୍ଦିଗ ସବୁଜମୟ ଦେଖା ଯାଏ। ବାତାବରଣର ମାହଲ ବହୁତ ପବିତ୍ର ଏବଂ ସୁଖମୟ ହୋଇଯାଏ। ଶ୍ରାବଣ ମାସରେ ସୁହାଗିନ ମହିଳା ଏବଂ କୁଆଁରୀ କନ୍ୟାମାନେ ଦୋଳି ଖେଳିଥାନ୍ତି ଏବଂ ହାତରେ ସୁନ୍ଦର ସୁନ୍ଦର ଚୁଡ଼ି ପିନ୍ଧିଥାନ୍ତି।

ମାନ୍ୟତା ଅଛି ଶ୍ରାବଣ ମାସରେ ସ୍ୱାମୀ ସ୍ତ୍ରୀଙ୍କୁ ଗୋଟେ ଥର ପାଇଁ ଦୋଳି ନିଶ୍ଚୟ ଖେଳିବା ଉଚିତ। ଏମିତି କଲେ ସ୍ୱାମୀ ସ୍ତ୍ରୀଙ୍କ ପ୍ରେମ ଅମର ହୋଇଯାଏ। ଏହି ମାସ ବହୁତ ପବିତ୍ର ହୋଇଥାଏ। ସୁହାଗିନୀ ମହିଳା ମାନେ ସୌଭାଗ୍ୟ ବୃଦ୍ଧି ପାଇଁ ବ୍ରତ ରଖିଥାନ୍ତି। ଏହି ବ୍ରତ ରଖିଲେ ମା ପାର୍ବତୀ ଏବଂ ଭଗବାନ ଶିବଙ୍କ ଆରୋଧନା କରାଯାଏ। ଏହି ବ୍ରତ କୁଆଁରୀ କନ୍ୟାମାନେ ଭଲ ବର ପ୍ରାପ୍ତି ପାଇଁ ରଖିଥାନ୍ତି। ଏହି ଶ୍ରାବଣ ମାସର ବ୍ରତ ଯେଉଁମାନେ କରିବେ ତାଙ୍କର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ। ଏହି ବ୍ରତ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ପୂର୍ଣମିଳନ ପାଇଁ କରାଯାଏ। ଏହି ବ୍ରତକୁ ନୀତିନିୟମର ସହିତ କରିଲେ ସ୍ତ୍ରୀଙ୍କୁ ସ୍ୱାମୀଙ୍କର ସାଥ ମିଳିଥାଏ।

କିଛି ନିୟମ ଅଛି ଯାହାର ପାଳନ କରିବା ଆବଶ୍ୟକ। ଏମିତି କିଛି ଜିନିଷ ଅଛି ଯାହା ହରୀୟଲୀ ତିଜରେ ମାଙ୍କୁ ଅର୍ପଣ କରିବା ଉଚିତ ନୁହେଁ। ନଚେତ ବ୍ରତ ଭାଙ୍ଗି ଯାଇପାରେ। ଘୋର ଅନର୍ଥ ହୋଇପାରେ। ମା କ୍ରୋଧିତ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଏହି ବ୍ରତର ନିୟମ ବିଷୟରେ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସର ତୃତୀୟା ତିଥିର ଆରମ୍ଭ ୩୧ ଜୁଲାଇ ସକାଳ ୨:୨୯ ମିନିଟରେ ହେବ ତିଥିର ସମାପ୍ତ ୧ ଅଗଷ୍ଟ ୪:୧୮ ମିନିଟରେ ହେବ। ଏହି ବ୍ରତ ୩୧ ଜୁଲାଇରେ ପାଳନ କରାଯିବ। ଏହି ଦିନ ରବି ଯୋଗ ବନୁଅଛି। ଯାହା ଅମଙ୍ଗଳକୁ ଦୂରେଇ ଶୁଭ ଫଳ ଦେଇଥାଏ। ଏହି ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ।

ଏହି ବ୍ରତ ରଖୁଥିବା ସ୍ତ୍ରୀର ଯଦି ବ୍ରତ ସମୟରେ ମାସିକ ଧର୍ମ ହୋଇଯାଏ ତେବେ ବ୍ରତ ଭାଙ୍ଗିବେ ନାହିଁ କିଛି ସାବଧାନତା ଅବଲମ୍ବନ କରି ବ୍ରତ ପୂରଣ କରିପାରିବେ। ଆପଣ ମେହେନ୍ଦୀ ସିଙ୍ଗାର ଆଦି ଅବଶ୍ୟ କରନ୍ତୁ। ଭଗବାନଙ୍କ ମୂର୍ତି ଏବଂ ପୂଜା ଜିନିଷକୁ ଛୁଇଁବେ ନାହିଁ। ପୂଜା ଅନ୍ୟ କାହା ଦ୍ୱାରା କରିନିଅନ୍ତୁ। ପୂଜା ସ୍ଥାନରୁ ଦୂରରେ ବସି ବ୍ରତ କଥା ଶୁଣନ୍ତୁ। ପବିତ୍ର ମନରେ ବ୍ରତ ପାଳନ କରିଲେ ଜୀବନସାଥୀଙ୍କ ସାଥ ୭ ଜନ୍ମ ପାଇଁ ମିଳିଥାଏ। ଏମିତି ପ୍ରେମୀ ଯୁଗଳଙ୍କୁ ସ୍ଵର୍ଗରେ ସ୍ଥାନ ମିଳିଥାଏ।

ଏହି ବ୍ରତକୁ ନିର୍ଜଳା ଉପବାସ କରି ରଖାଯାଏ। ବ୍ରତ ପୁରା ନହେବା ପର୍ଯ୍ୟନ୍ତ କିଛିବି ଅନ୍ନ ଜଳ ସେବନ କରିବେ ନାହିଁ। ଅନ୍ନ ପ୍ରତି ଯେମିତି ଲୋଭ ନଆସିବ। ନଚେତ ଆପଣଙ୍କ ବ୍ରତ ଭଙ୍ଗ ହୋଇଯାଇପାରେ। ଗର୍ଭବତୀ ମହିଳା ଏବଂ ରୋଗୀଙ୍କ ମାନେ ସ୍ନାନ ପରେ ବ୍ରତର ସଂକଳ୍ପ ନେଇ ଫଳର ସେବନ କରିପାରିବେ।

ବ୍ରତ ପୂର୍ବରୁ ଘରକୁ ସଫା ସୁତରା କରିଦିଅନ୍ତୁ। ସ୍ୱଚ୍ଛ ବସ୍ତ୍ର ସ୍ୱଚ୍ଛ ଆସନ ଏବଂ ସ୍ୱଚ୍ଛ ବାସନର ହିଁ ବ୍ୟବହାର କରନ୍ତୁ। ବ୍ରତ ସମୟରେ ଅପରିଷ୍କାର ଆସନରେ ବସିବେ ନାହିଁ।

ଏହି ବ୍ରତ ରଖୁଥିବା ମହିଳାଙ୍କୁ ତାମସିକ ଭଜନ ଗ୍ରହଣ କରିବା ଉଚିତ ନୁହେଁ। ଏହି ଦିନ ଭଲ ବ୍ୟବହାର କରନ୍ତୁ।

ବାଦ ବିବାଦ କରନ୍ତୁ ନାହିଁ। ସ୍ୱାମୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ତାଙ୍କର ସମ୍ମାନ କରନ୍ତୁ। ତାଙ୍କ ପ୍ରତି ଘୃଣା ଭାବନା ରଖନ୍ତୁ ନାହିଁ। କ୍ରୋଧ କରନ୍ତୁ ନାହିଁ।

ଏହି ବ୍ରତ ସମୟରେ କଳା ଏବଂ ଧଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ। ସବୁଜ ଏବଂ ଶୁଭ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହି ଦିନ କାହା ପାଖରୁ ମାଗି ବସ୍ତ୍ର ପରିଧାନ କରନ୍ତୁ ନାହିଁ। ଏହି ଦିନ ବାପ ଘର ବସ୍ତ୍ର ନୂଆ ବସ୍ତ୍ର କିମ୍ବା ବିବାହ ସମୟରେ ବସ୍ତ୍ର ପରିଧାନ କରିବା ଉଚିତ।

ଏହି ବ୍ରତରେ ଅନ୍ୟ ସ୍ତ୍ରୀଙ୍କ ଠାରୁ ଶ୍ରୀଙ୍ଗାର ଜିନିଷ ମାଗି ବ୍ୟବହାର କରନ୍ତୁ ନାହିଁ। ଏହାକୁ ଅଶୁଭ କାରୀ ମାନାଯାଏ। ଏହା ଦ୍ବାରା ସମ୍ପର୍କରେ କ୍ଳେଶ ଆସିପାରେ। ଏହି ସମୟରେ ସବୁଜ ଏବଂ ଲାଲ ରଙ୍ଗର ଚୁଡ଼ି ପିନ୍ଧିବାକୁ ବହୁତ ମଙ୍ଗଳକାରୀ ମାନାଯାଏ।

ଏହି ଦିନ ମଥାରେ ସିନ୍ଦୁରକୁ ଲମ୍ବା କରି ପିନ୍ଧିବେ ଏବଂ ଅଧିକ ସିନ୍ଦୁର ପିନ୍ଧିବେ।

ଏହି ଦିନ ସୁହାଗିନ ମହିଳାଙ୍କୁ ଷୋହଳ ସିଙ୍ଗାର କରିବା ଉଚିତ।

ଏହି ଦିନ ସ୍ୱାମୀ ସ୍ତ୍ରୀ ଦୂରତା ବନେଇ ରଖିବେ।

ଆସନ୍ତୁ ଜାଣିବା ଏହି ବ୍ରତରେ ମାଙ୍କୁ କେଉଁ ୩ ଟି ଜିନିଷ ଅର୍ପଣ କରିବା ଉଚିତ ନୁହେଁ।

ଏହି ଦିନ ମା ପାର୍ବତୀଙ୍କୁ ସିଙ୍ଗାର ଅର୍ପଣ କରିଲେ ମା ପ୍ରସନ୍ନ ହୋଇଥାନ୍ତି କିନ୍ତୁ ଭଙ୍ଗା ସିଙ୍ଗାର ଜିନିଷ ଅର୍ପଣ କରିବେ ନାହିଁ। ଧ୍ୟାନରେ ଦେଖି ଅର୍ପଣ କରନ୍ତୁ।

ଏହି ଦିନ ମାଙ୍କୁ ଧଳା ରଙ୍ଗର ଫୁଲ ଅର୍ପଣ କରିବେ ନାହିଁ। ମା ପାର୍ବତୀଙ୍କୁ ଗୋଲାପ ଫୁଲ ଅତ୍ୟନ୍ତ ପସନ୍ଦ ଅଟେ। ସେଥିପାଇଁ ଏହି ଦିନ ମା ପାର୍ବତୀଙ୍କ ଗୋଲାପ ଫୁଲ କରନ୍ତୁ ମା ବହୁତ ପ୍ରସନ୍ନ ହୋଇଯିବେ।

ଏହି ଦିନ ମାଙ୍କ ଚୌକିକୁ ଲାଲ କିମ୍ବା ହଳଦିଆ ରଙ୍ଗର କପଡ଼ାରେ ପକେଇବେ। ଫଟା କପଡା ବିଚାଇବେ ନାହିଁ।

ଏହି ଦିନ ଚାକୁ ଛୁରୀ କିମ୍ବା ଧାରୁଆ ଜିନିଷ ଘରକୁ ଆଣିବେ ନାହିଁ।

ଯେଉଁ କନ୍ୟାଙ୍କର ବିବାହ ଡେରି ହେଉଛି ତେବେ ସେହି କନ୍ୟା ମାନେ ଏହି ବ୍ରତ ରଖି ମାଙ୍କୁ ଷୋହଳ ସିଙ୍ଗାର ଅର୍ପଣ କରନ୍ତୁ ଏବଂ ମାଙ୍କୁ ୧୧ ଟି ହଳଦୀ ଗଣ୍ଠି ଅର୍ପଣ କରନ୍ତୁ ଏମିତି କରିଲେ ଯୋଗ୍ୟ ବର ପାତ୍ର ପ୍ରାପ୍ତ ହୋଇଥାଏ। ବିବାହରେ ଆସୁଥିବା ବାଧା ଦୂର ହୋଇଯିବ।

ଏହି ଦିନ ଘରକୁ ଗୋଟେ ମୟୁରପୁଙ୍ଖ ନିଶ୍ଚୟ ଆଣନ୍ତୁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧୁର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *