Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟ ନୀତି : ଟଙ୍କା ରୋଜଗାର କରିବା ପାଇଁ ଚାହୁଁଥିଲେ କେବେବି କାହାରିକିକୁ କୁହନ୍ତୁ ନାହିଁ ନିଜର ଏହି ଗୋଟିଏ କଥା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଟଙ୍କା ରୋଜଗାର କରିବା ପାଇଁ ଚାହୁଁଥିଲେ କେବେବି କାହାରିକିକୁ କୁହନ୍ତୁ ନାହିଁ ନିଜର ଏହି ୧ କଥା।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ।

ମାନ୍ୟତା ରହିଛି କି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ନୀତିରେ ଯେଉଁ ମନୁଷ୍ୟ ଚାଲିଥାଏ ତାକୁ କୌଣସି ବି ସମସ୍ୟା ଆସିନଥାଏ। ଆଜି ଆମେ ଜାଣିବା ଧନର ସୁରକ୍ଷାକୁ ନେଇ ଆଚାର୍ଯ୍ୟ ଚାଣକ୍ୟ କଣ କଥା କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କୁ ଏକ କୁଶଳ ଅର୍ଦ୍ଧଶାସ୍ତ୍ରୀ ମାନାଯାଏ। ତାଙ୍କର ନୀତି ମନୁଷ୍ୟଙ୍କ ଜୀବନକୁ ସୁଗମ ବନେଇବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ।

ଆଚାର୍ଯ୍ୟ ଚାଣକ୍ୟ ଧର୍ମ ସଂସ୍କୃତି ନ୍ୟାୟ ଏବଂ ରାଜନୀତି ଉପରେ ନିଜର ବିଚାର ରଖିଛନ୍ତି। ଏହି ବିଚାର ତାଙ୍କର ନୀତିରେ ସମାହିତ ଅଛି। ତାଙ୍କ ନୀତିରେ ସମସ୍ତ ସମସ୍ୟାର ସମାଧାନ ମିଳିଥାଏ। ତାଙ୍କର ନୀତିରେ ଚାଲିଥିବା ମନୁଷ୍ୟ ସମସ୍ତ ଚ୍ୟାଲେଞ୍ଜରେ ସହଜରେ ବିଜୟୀ ପ୍ରାପ୍ତ କରିପାରି ପାରିଥାଏ। ଆଚାର୍ଯ୍ୟ ଚାଣକ୍ୟ ଧନ ଏବଂ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଏବଂ ଠିକ ଭାବରେ ଉପଯୋଗ କରିବାକୁ ଅନେକ କଥା କହିଛନ୍ତି। ଆସନ୍ତୁ ଜାଣିବା କେଉଁ କଥା କହିଛନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଧନର ସୁରକ୍ଷା କରିବା ବହୁତ ଜରୁରୀ ଅଟେମ ଯେଉଁ ବ୍ୟକ୍ତି ଖରାପ ସମୟ ପାଇଁ ଟଙ୍କା ସଞ୍ଚୟ କରି ରଖିଥାଏ ତାକୁ ବୁଦ୍ଧିମାନ କୁହାଯାଏ। ତାକୁ ସଙ୍କଟ ସମୟରେ ଟଙ୍କାର ସମସ୍ୟାର ସାମ୍ନା କରିବାକୁ ପଡିନଥାଏ। ଯେଉଁମାନେ ଭୋଗ ବିଳାସ ପାଇଁ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଥାଏ ସେ ଖରାପ ସମୟରେ ହାତ ପତେଇ ଥାଏ। ଧନ ତଥା ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଏ। ଏମିତି ବି ଏକ ସମୟ ଆସିଥାଏ ଯାହା ଏକତ୍ରିତ ରଖାଯାଇଥିବା ଟଙ୍କାବି ନଷ୍ଟ ହୋଇଯାଏ।

ଟଙ୍କା ମନୁଷ୍ୟଙ୍କ ଜୀବନକୁ ସନ୍ତୁଳିତ ବନେଇଥାଏ। ଏଥିପାଇଁ ଏହାର ବ୍ୟବହାର ସାଧନା ରୂପରେ କରିବା ଉଚିତ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ଧନ ପାଇଁ ଶତ୍ରୁଙ୍କ ଆଗପଛରେ ଘୁରି ବୁଲିବାକୁ ପଡିବ ସେହି ଘର ପ୍ରତି କେବେବି ମୋହ ରଖିବା ଉଚିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟଙ୍କଅନୁସାରେ ଲୋକଙ୍କୁ ଏମିତି ସ୍ଥାନ ଉପରେ ବିଲକୁଲ ବି ରହିବା ଉଚିତ ନୁହେଁ ଯେଉଁଠାରେ ତାଙ୍କର ସମ୍ମାନ କରାଯାଏ ନାହିଁ। ଅନାଦର ସହିତ ଜୀବନ ବ୍ୟତୀତ କରିବା ଅର୍ଥ ମରିବା ସହିତ ସମାନ ଅଟେ। ଯେଉଁ ସ୍ଥାନରେ ବ୍ୟକ୍ତିର ଜୀବିକା ଏବଂ ସାଧନା ହୁଏ ନାହିଁ ସେହି ସ୍ଥାନକୁ ଛାଡି ଦେବା ଉଚିତ। ଏହା ବ୍ୟତୀତ ଯେଉଁଠାରେ ମିତ୍ର ସାଙ୍ଗ ସାଥି ନଥିବେ ଶିକ୍ଷା ବ୍ୟବସ୍ଥା ନଥିବ ସେହି ସ୍ଥାନକୁ ଆପଣଙ୍କୁ ଛାଡି ଦେବା ଉଚିତ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଧନ ଅର୍ଜନ କରିବା ପାଇଁ ମନୁଷ୍ୟଙ୍କ ଲକ୍ଷ ନିର୍ଦ୍ଧନିତ ହେବା ବହୁତ ଆବଶ୍ୟକ ଅଟେ। ଲକ୍ଷ ନିର୍ଧାରିତ ନହଲେ ସଫଳତା ଦୂରେଇ ରହିଥାଏ। ଏଥିପାଇଁ ନିଜର ଯୋଜନା ବିଷୟରେ ଚର୍ଚ୍ଚା କାହା ସହିତ କରନ୍ତୁ ନାହିଁ।

ଆଚାର୍ଯ୍ୟ ଚାଣକ୍ୟ ଧନକୁ ସଞ୍ଚୟ କରିବାକୁ ସବୁଠାରୁ ବଡ଼ ଉପାୟ ଖର୍ଚ୍ଚକୁ କୁହାଯାଇଛି। ବିନିଯୋଗ ନକଲେ ଧନ ଆସିନଥାଏ। ଏଥିପାଇଁ ଧନର ନିବେଶ ଦାନ ନିଶ୍ଚୟ କରିବା ଉଚିତ।

ମନୁଷ୍ୟଙ୍କ ୪ ଟି ଭୋକ କେବେବି ସମାପ୍ତ ହୁଏନାହିଁ।

ଧନ ଜୀବନ ବାସନା ଏବଂ ଭଜନ। ଏହିସବୁ ଜିନିଷ ପାଇଁ ମନୁଷ୍ୟ ସବୁବେଳେ ଭୋକରେ ଥାଏ। ଏହି ଜିନିଷ ତାକୁ ଯେତେବି ମାତ୍ରାରେ ମିଳିଯାଉ କିନ୍ତୁ ଏହାର ଲୋଭ କେବେବି ଶେଷ ହୁଏନାହିଁ। ଜୀବନରେ ଚାଲୁଥିବା ସମୟରେ ଏହା ଭାବିବା ଉଚିତ କି କେବେବି ଜୀବନରେ ସମସ୍ୟା ଆସିପାରେ ସେଥିପାଇଁ କିଛି ଅଳ୍ପ ଧନ ସଞ୍ଚୟ କରି ରଖିବା ଉଚିତ। ଯେବେବି ମନୁଷ୍ୟ ଉପରେ ଖରାପ ସମୟ ଆସିଥାଏ ତ ତାର ନିଜ ଲୋକବି ପର ହୋଇଯାନ୍ତି। ଯଦି ତା ପାଖରେ ଧନ ଥାଏ ତ ସେ ସେହି ସମୟର ମୁକାବିଲା କରିପାରିବ।

ଭଲ ଲୋକଙ୍କର ଭଲ ସମୟ ବେସି ସମୟ ରହେ ନାହିଁ କାରଣ ସମସ୍ତ ଭଲ ଏବଂ ସରଳ ଲୋକଙ୍କୁ ଲୋକେ ଦବେଇ ଦେଇଥାନ୍ତି। ତାଙ୍କର ସରଳତା ଏବଂ ନିରିହ ପଣକୁ ଲୋକେ ପାଗଳାମି ବୋଲି ଭାବିଥାନ୍ତି। ତ ସେଥିପାଇଁ ଏତେବି ସରଳ ହୁଅନ୍ତୁ ନାହିଁ ଯାହା ଦ୍ୱାରା ଲୋକେ ଲୁଟି କରି ହିଁ ଖାଇଯିବେ। ଏହି ସାରା ଦୁନିଆ ବିପଦରେ ଘେରି ହୋଇ ରହିଛି। ଏଥିପାଇଁ ଜୀବନରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଅବଶ୍ୟ ଚିନ୍ତା କରିବା ଉଚିତ। କାମ ଅଳ୍ପ କରନ୍ତୁ କିନ୍ତୁ ମନ ଲଗେଇ କରନ୍ତୁ। ସମୟ ଅନୁସାରେ ନିଜର କାମ କରିବା ଉଚିତ ଅଟେ। ଠିକ ସମୟରେ ଉଠିବା ଶୋଇବା ଖାଇବା କୌଣସି ବି କାମ କରିବା ଉଚିତ ଅଟେ। ସମୟ ସମୟରେ ସଂଘର୍ଷ କରିବା ଅନ୍ୟ ଉପରେ ବିଶ୍ୱାସ ନକରିବା ଉଚିତ।

ବହୁତ ଭୁକରେ ବି ସନ୍ତୋଷ ରହିବା ଗମ୍ଭୀର ନିଦରେ ଶୋଇବି ଜାଗ୍ରତ ରହିବା ପାଣିର ଠିକ ଉପଯୋଗ କରିବା ମଧ୍ୟ ଉଚିତ। ଯଦି ଧନର ନାଶ ହୋଇଯାଏ ମନର ଶାନ୍ତି ଭଙ୍ଗ ହୋଇଯାଏ ତ ଏହିସବୁ କଥାକୁ ବୁଦ୍ଧିମାନ ଲୋକ ଅନ୍ୟକୁ କୁହନ୍ତି ନାହିଁ। ଯେଉଁ ଲୋକ ଅନ୍ୟକୁ କହିବାର ଭୁଲ କରିଥାନ୍ତି ଲୋକ ସେମାନଙ୍କର ମଜାକ ହିଁ ବନେଇଥାଆନ୍ତି। ନିଜ ହାତରେ କରାଯାଉଥିବା କାମ ସବୁଠାରୁ ସର୍ବଶ୍ରେଷ୍ଠ ହୋଇଥାଏ।

ଏଥିପାଇଁ ମନୁଷ୍ୟଙ୍କୁ ନିଜ କାମ ନିଜ ହାତରେ କରିବା ଉଚିତ। ଯେଉଁ ଲୋକ ନିଜର ଆୟ ଅପେକ୍ଷା ଅଧିକ ଖର୍ଚ୍ଚ କରିଥାଏ ଏବଂ ଅନ୍ୟ ଲୋକ ସହିତ ଝଗଡା କରିଥାଏ ଏମିତି ଲୋକ କେବେବି ସୁଖୀ ରହିପାରନ୍ତି ନାହିଁ। ଗୁରୁଙ୍କ ସେବା କଲେ ବିଦ୍ୟା ପ୍ରାପ୍ତ ହୋଇଥାଏ। ଏହି କଥା ସର୍ବଦା ମନେରଖିବେ ଯେ ଗୁରୁଙ୍କ ସେବା କରିବା ବିନା ମନୁଷ୍ୟ କେବେବି ଉଚିତ ଶିକ୍ଷା ପ୍ରାପ୍ତ କରିପାରି ନଥାଏ।

ଯେଉଁ ନାରୀ ନିଜ ସ୍ୱାମୀର କଥା ମାନେ ନାହିଁ ଏବଂ ବ୍ରତ ରଖିଥାନ୍ତି ଏମିତି ନାରୀ ନିଜ ସ୍ୱାମୀର ଆୟୁଷ କମ କରିଥାନ୍ତି। ଏମିତି ନାରୀଙ୍କ ଏହା ବୁଝିବା ଉଚିତ ଯେ ସ୍ୱାମୀଙ୍କ ଆଜ୍ଞା ବିନା ଚାଲିବା ତାଙ୍କ ପାଇଁ କେବେବି ଲାଭଦାୟକ ସିଦ୍ଧ ହୋଇନଥାଏ। ତାଙ୍କ ପାଇଁ କେବଳ ସ୍ୱର୍ଗର ପ୍ରାପ୍ତି ସ୍ୱାମୀଙ୍କ ସେବା କରିବା ଦ୍ୱାରା ହିଁ ସମ୍ଭବ ଅଟେ। ଜୀବନର ଅର୍ଥ ଏହା ଅଟେ କି ସବୁବେଳେ ଭଲ କାମ କରିବା।

ଭଲ ଜ୍ଞାନରେ ପୁରୁଷ ମହାନ ବନିଥାଏ ଏହା କେବେବି ଭୁଲନ୍ତୁ ନାହିଁ କି ଜୀବନ ଅସ୍ଥାୟୀ ଅଟେ। ଏଥିପାଇଁ ଜୀବନରେ ସବୁ ସମୟର ଉପଯୋଗ କୌଣସି ଭଲ କାମ ପାଇଁ କରାଯିବା ଉଚିତ। ଯେତେ ପର୍ଯ୍ୟନ୍ତ ଜୀବନ ଅଛି ସେତେ ପର୍ଯ୍ୟନ୍ତ ସବୁ ଜିନିଷର ଆନନ୍ଦ ଅଛି କିନ୍ତୁ ଯେତେବେଳେ ମୃତ୍ୟୁ ଆସି ଜୀବନକୁ ଅନ୍ତ କରିଦେବ ଏହା ସହିତ ସବୁ ଜିନିଷର ଅନ୍ତ ହୋଇଯାଇଥାଏ। ପୁରୁଷ ଆଦି କାଳରୁ ହିଁ ଚଞ୍ଚଳ ଅଟନ୍ତି। ଏହି ସଂସାରରେ ଭଗବାନଙ୍କୁ ଛାଡି ପ୍ରତ୍ୟକ ଜିନିଷ ଅସ୍ଥାୟୀ ଅଟେ। ଲକ୍ଷ୍ମୀତ ରୋମଣି ଅଟେ ସର୍ବଦା ନୃତ୍ୟୁ କରିଥାନ୍ତି। ଏହି ଧନ ସମ୍ପର୍କ ଘର ଦ୍ୱାର ସବୁ ଅସ୍ଥାୟୀ ଅଟେ।

ଏହି ଭିତରୁ କେହି କାହାରି ସାଥ ଦେଇନଥାନ୍ତି। କିନ୍ତୁ କେବଳ ଧର୍ମ ଅଟେ ଯାହା ଅଟଳ ସତ୍ୟ ଅଟେ। ଏହା ଜ୍ଞାନର ଭଣ୍ଡାର ଅଟେ। ଅନ୍ୟର ଭଲ ଚାହୁଁଥିବା ଲୋକ ହିଁ ଆତ୍ମିକ ଶାନ୍ତି ପ୍ରାପ୍ତ କରିଥାନ୍ତି। ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଏବଂ ଜୀବ ଉପରେ ଦୟା କରିବାରେ ହିଁ ମୁକ୍ତି ମିଳିଥାଏ। କର୍ମ ରୁ ହିଁ ମନୁଷ୍ୟ ଛୋଟ ବଡ଼ ବନିଥାଏ। ଏଥିପାଇଁ ସର୍ବଦା ଭଲ କର୍ମ କରନ୍ତୁ ଏବଂ ଖରାପ ଠାରୁ ଦୂରେଇ ରୁହନ୍ତୁ। ଭଲ କର୍ମ କରିବା ଦ୍ୱାରା ହିଁ ଜୀବନରେ ଶାନ୍ତି ଏବଂ ସୁଖର ପ୍ରାପ୍ତ ହୋଇଥାଏ। ମାନବ ଶରୀରରେ ଆତ୍ମାର ନିବାସ ହୋଇଥାଏ କୌଣସି ଆତ୍ମାକୁ ତାର ଶରୀରରୁ ବାହାର କରି ତାକୁ ଚିନ୍ହି ପାରିବା ନାହିଁ କେବଳ ନିଜର ବିଚାରରୁ ହିଁ ତାର ପରଖ କରିପାରିବା।

ଦେବତା ମାଟିର ମୂର୍ତି ଫୋଟରେ ବିଦ୍ୟମାନ ରହିନଥାନ୍ତି ଦେବତା ତ କେବଳ ଆମର ଆତ୍ମାରେ ଆମର ଭାବନାରେ ରହିଥାନ୍ତି। ଆପଣଙ୍କର ଭାବନା ଯେମିତି ସେମିତି ଦେବତାଙ୍କର ରୂପ ହେବ। ଭାବନା ମନୁଷ୍ୟ ଜୀବନରେ ସବୁ ସମୟରେ ପ୍ରଭାବ ପଡିଥାଏ। ଯେମିତି ମନୁଷ୍ୟଙ୍କ ଭାବନା ହେବ ସେମିତି ହିଁ ଫଳ ମିଳିବ। ଏଥିପାଇଁ ଭଲ ଫଳ ପାଇବା ପାଇଁ ନିଜର ଭାବନାକୁ ଶୁଦ୍ଧ ରଖନ୍ତୁ। ଜଙ୍ଗଲରେ ରହି ଫଳ ଆହାର କରି ଯେଉଁ ଜ୍ଞାନି ବାସ କରେ ସେହି ହିଁ ପ୍ରକୃତରେ ମହାପୁରୁଷ ବ୍ରାହ୍ମଣ ହୋଇଥାଏ। ଖରାପ ମନୁଷ୍ୟ ଏବଂ ସାପ ଭିତରେ କିଏ ଭଲ ଅଟେ ଏହି ପ୍ରଶ୍ନର ଉତ୍ତର ଏହା ଅଟେ ସାପ ତ କେବଳ ସମୟ ଆସିଲେ କାଟିଥାଏ କିନ୍ତୁ ଖରାପ ଲୋକ ସବୁବେଳେ ଖରାପ କରିଥାନ୍ତି। କେବଳ ମହାପୁରୁଷ ସଚୋଟ ସାଧୁ କେବେବି ନିଜର ସୀମା ଭୁଲନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *