Excuse Me Odisha

ଯାହା କହିବୁ ସତ କହିବୁ

୨୯ ଜୁଲାଇ ଶ୍ରାବଣ ଶୁକ୍ର ପୁଷ୍ୟଯୋଗ :ଆଜି ୧୧ଟି ବେଲ ପତ୍ର ଏବଂ ଗୋଟିଏ ଗୋଲମରିଚ ଚୁପଚାପ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ,ଦେଖିବେ କାଙ୍ଗାଳ ବି ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୯ ଜୁଲାଇ ଶ୍ରାବଣ ଶୁକ୍ର ପୁଷ୍ୟ ନକ୍ଷତ୍ର ୧୧ ଟି ବେଲ ପତ୍ର ଏବଂ ୧ ଗୋଲମରିଚ ଚୁପଚାପ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ କାଙ୍ଗାଳ ବି ହୋଇଯିବେ କୋଟିପତି।

ଏହି ଶ୍ରାବଣ ମାସଟି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ। ଏହି ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରାଯାଏ। ଆଜି ଆମେ ଆପଣଙ୍କୁ ଏକ ମହା ଉପାୟ ଜଣେଇବୁ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଗୋଲମରିଚ ଅର୍ପଣ କରାଯାଏ ଭଗବାନ ଶିବ ଲିଙ୍ଗ ଉପରେ। ଏହାକୁ ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି। ଏହାକୁ ଅର୍ପଣ କରିବାର ବି ନିୟମ ଅଛି। ଆଜି ଆମେ ୨ ଟି ମହା ଉପାୟ ଜଣେଇବୁ। ସୁଖ ସମୃଦ୍ଧି ଏବଂ ଧନ ଲକ୍ଷ୍ମୀଙ୍କର ଆଗମନ ପାଇଁ ଏବଂ ଅନ୍ୟଟି ଶତ୍ରୁ ବିରୋଧୀଙ୍କ ଠାରୁ ମୁକ୍ତି ପାଇବା ପାଇଁ।

ଶ୍ରାବଣ ମାସରେ ଲଗାତାର ଏହି ଉପାୟକୁ ଲଗାତାର ୩ ଦିନ କରିବେ କୌଣସି ବି ଦିନରେ ଆରମ୍ଭ କରିପାରିବେ।

ଯଦି ଶତ୍ରୁ ଅଧିକ ହଇରାଣ କରିବେ ଯଦି ଜୀବନରେ ଅଧିକ ସମସ୍ୟା ହୁଏ କେବେକେବେ ନିଜ ଲୋକବି ଶତ୍ରୁ ହୋଇଯାନ୍ତି ଏମିତି ବିଭିନ୍ନ ପ୍ରକାରର ଶତ୍ରୁ ଥାନ୍ତି ଏଥିପାଇଁ ଆପଣ ଏହି ଛୋଟ ଉପାୟ କରନ୍ତୁ। ୧୧ ଟି ଦାନା ଗୋଲମରିଚକୁ କୁଟି ଦିଅନ୍ତୁ କିନ୍ତୁ ପାଉଡର କରିବେ ନାହିଁ କେବଳ କୁଟି ଦେବେ।

ଅଧା ଚାମଚ ଗାଈ ଘିଅ ନେଇ ସେହି ଗୋଲମରିଚରେ ଢାଳି ଦିଅନ୍ତୁ ଏବଂ ୧ ଘଟି ଜଳ ଏବଂ ଏହାକୁ ନେଇ ପାଖରେ ଥିବା କୌଣସି ବି ଭଗବାନ ଶିବଙ୍କ ମନ୍ଦିରରେ ଯାଇ ଏହି ଘିଅ ଏବଂ ଗୋଲମରିଚକୁ ଅର୍ପଣ କରିଦିଅନ୍ତୁ। ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ ଶତ୍ରୁ ବିରୋଧୀ ଶାନ୍ତ ରୁହନ୍ତୁ ଏବଂ ଏହାପରେ ଜଳ ଅର୍ପଣ କରିଦିଅନ୍ତୁ।

ସୁଖ ଶାନ୍ତି ଉନ୍ନତି ଚାକିରୀ ବ୍ୟବସାୟରେ ଉନ୍ନତି ଘରକୁ ଖୁସିର ଆଗମନ ପ୍ରେମର ଭାବନା ପାଇଁ ଏକ ମହା ପ୍ରୟୋଗ କରନ୍ତୁ। କୌଣସି ବି ଦିନରେ କରିପାରିବେ। ୧୧ ଟି ବେଲ ପତ୍ର ନିଅନ୍ତୁ ଏବଂ ୧ ଟି ଗୋଲମରିଚ ଏବଂ ଏକ ଘଟି ଜଳ ନେଇ ଭଗବାନ ଶିବ ମନ୍ଦିରକୁ ଯାଇ

ପ୍ରଥମେ ଭଗବାନ ଶିବ ଲିଙ୍ଗରେ ପ୍ରଥମେ ୧ ଟି ଗୋଲମରିଚ ରଖନ୍ତୁ ଏହାପରେ ୧୧ ଟି ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖିପାରିବେ ରାମ ଲେଖିପାରିବେ ସମସ୍ତ ବେଲ ପତ୍ରକୁ ଏକ ଏକ କରି ଭଗବାନ ଶିବ ଲିଙ୍ଗ ଉପରେ ଅର୍ପଣ କରିପାରିବେ ନଚେତ ୧୧ ଟି ବେଲ ପତ୍ରକୁ ବି ଏକା ଥରେ ଅର୍ପଣ କରିପାରିବେ ଏହା ପରେ ଏକ ଘଟି ଜଳ ଅର୍ପଣ କରିଦିଅନ୍ତୁ। ଏମିତି କଲେ ଭଗବାନ ଶିବ ଖୁସି ଭରି ଦେବେ।

ଘରେ ଯଶ ବୃଦ୍ଧି ପାଇଁ ସନ୍ତାନ ପ୍ରାପ୍ତି ପାଇଁ ଜୀବନରେ ସମସ୍ୟା କମ ହେବା ପାଇଁ ସନ୍ତାନ ବହୁତ ଉନ୍ନତି କରୁ ଏଥିପାଇଁ ଏହି ଉପାୟ କରନ୍ତୁ। ୫ ଟି ଦାନା ଗୋଲମରିଚକୁ ଗାଈର କଞ୍ଚା କ୍ଷୀରରେ ପକେଇ ଦିଅନ୍ତୁ ଏବଂ ଏକ ଘଟି ଜଳ ନେଇ ପାଖ ମନ୍ଦିରକୁ ଚାଲିଯିବେ।

ଏହି ଗୋଲମରିଚ ଏବଂ କଞ୍ଚା କ୍ଷୀରକୁ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିବେ ଏବଂ ଓଁ ନମଃ ଶିବାୟର ଜପ କରିବେ ଏବଂ ଏହାପରେ ଏକ ଘଟି ଜଳ ଅର୍ପଣ କରିଦେବେ। ଏମିତି କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *