Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ୩ ପ୍ରକାରର ଭଜନ ସେବନ କଲେ କମ ବୟସରେ ମୃତ୍ୟୁ ହୋଇଯାଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ୩ ପ୍ରକାରର ଭଜନ ସେବନ କଲେ କମ ବୟସରେ ମୃତ୍ୟୁ ହୋଇଯାଇଥାଏ

ଭଗବାନ ଶ୍ରୀକୃଷ୍ଣ ଏମିତି ୩ ପ୍ରକାରର ଭଜନ ବିଷୟରେ କହିଛନ୍ତି ଯାହାର ସେବନ ମନୁଷ୍ୟଙ୍କୁ କେବେବି କରିବା ଉଚିତ ନୁହେଁ। ଏମିତି ଭଜନ ମନୁଷ୍ୟଙ୍କ ଜୀବନରେ ଦୁଃଖ ଦରିଦ୍ରତା ନେଇ ଆସିଥାଏ। ହିନ୍ଦୁ ଧର୍ମରେ ପ୍ରାଚୀନ ଗ୍ରନ୍ଥରେ ଆମେ ଆମର ଜୀବନକୁ ସୁଖୀ ତଥା ସମୃଦ୍ଧ ବନେଇବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି।

ଆମର ପୁରାଣରେ ଏମିତି ଅନେକ ରହସ୍ୟମୟ କଥା ଲେଖା ଅଛି ଯାହା ମନୁଷ୍ୟଙ୍କୁ ଦୀର୍ଘାୟୁ ଜୀବନ ବଞ୍ଚିବା ପାଇଁ ଉପଯୋଗୀ ଅଟେ। ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ପ୍ରାଚୀନ ଅଠର ମହାପୁରାଣ ମଧ୍ୟରୁ ଏକ ଅଟେ। ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଏବଂ ଗରୁଡ଼ଙ୍କ ବିଷୟରେ ଜଣା ଯାଇଛି। ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଜୀବନ ଏବଂ ମୃତ୍ୟୁ ସମ୍ବଦ୍ଧରେ ବହୁତ ମହତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି। ଯାହା ସମସ୍ତଙ୍କୁ ଜଣାହେବା ଉଚିତ।

ଗରୁଡ଼ ପୁରାଣରେ ଆଚାର ବିଚାର ପୁରୁଷ ତଥା ସ୍ତ୍ରୀଙ୍କ କର୍ତ୍ତବ୍ୟର ବର୍ଣ୍ଣନା କରାଯାଇଛି। ଏହା ସହିତ ମରିବା ପୂର୍ବରୁ ସଂକେତ ବିଷୟରେ ଏବଂ ମୃତ୍ୟୁ ପରେ କରାଯାଉଥିବା ଶ୍ରାଦ୍ଧ କର୍ମ ତଥା ମୃତ୍ୟୁ ପରେ ଆତ୍ମାର ପରଲୋକକୁ ଯାତ୍ରାର ବି ବର୍ଣ୍ଣନା ମଧ୍ୟ କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ଭଜନ ବିଷୟରେ ବହୁତ କିଛି ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ବିଷୟରେ ବର୍ଣ୍ଣନା କରିଛନ୍ତି। କେଉଁ ପ୍ରକାରର ଭଜନ ଅଶୁଦ୍ଧ ହୋଇଥାଏ ଏବଂ କେଉଁ ପ୍ରକାରର ଭଜନ ମନୁଷ୍ୟଙ୍କୁ ଦୀର୍ଘାୟୁ ପ୍ରଦାନ କରିଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ନିଜର ଶରୀରକୁ ସୁସ୍ଥ ରଖିବା ପାଇଁ ଭଜନ କରିବା ଅନିର୍ବାଯ୍ୟ ଅଟେ। ଭଜନ ବିନା ଶରୀରକୁ ଉର୍ଜା ମିଳିନଥାଏ। ଭଜନ ଦ୍ୱାରା ହିଁ ତାର ଶରୀରର ଅଙ୍ଗକୁ ଶକ୍ତି ମିଳିଥାଏ। ଶାସ୍ତ୍ର ଅନୁସାରେ ଭଜନ କରିବାର ନିୟମକୁ ବି ପାଳନ କରିବା ଉଚିତ। ଶାସ୍ତ୍ରରେ କୁହାଯାଇଥିବା ନିୟମ ଅନୁସାରେ ଭଜନ କରିବା ଦ୍ୱାରା ମନୁଷ୍ୟ ଦୀର୍ଘାୟୁ ହୋଇଥାଏ ଏବଂ ଏହା ସହିତ ସୌନ୍ଦର୍ଯ୍ୟ ପ୍ରାପ୍ତି ହୋଇଥାଏ। ନିୟମ ଅନୁସାରେ ଭଜନ କଲେ ସମସ୍ତ ଦେବୀ ଦେବତା ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏବଂ ଏହା ସହିତ ମା ଅନ୍ନପୂର୍ଣ୍ଣାଙ୍କ କୃପା ବି ବର୍ଷା ହୋଇଥାଏ।

ଯେଉଁଥି ପାଇଁ ତାକୁ କେବେବି ଧନ ସମ୍ପତ୍ତିର ଅଭାବ ହୋଇନଥାଏ। ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଏମିତି ୩ ପ୍ରକାରର ଭଜନ ବିଷୟରେ ଜଣେଇ ଛନ୍ତି ଯାହା ମନୁଷ୍ୟଙ୍କୁ କେବେବି ସେବନ କରିବା ଉଚିତ ନୁହେଁ। ଏମିତି ଭଜନ ମନୁଷ୍ୟଙ୍କ ଶରୀରରେ ରୋଗ ଉତ୍ପନ୍ନ କରିଥାଏ। ତାର ଶ୍ରୀରରକୁ କମଜୋର ବନେଇଥାଏ। ଏମିତି ବ୍ୟକ୍ତି ଯୁବ ଅବସ୍ଥାରେ ବୁଢା ବୃଦ୍ଧ ଦେଖାଯାନ୍ତି। ଏମିତି ଭଜନ ଅଭିଶାପ ସହିତ ସମାନ ହୋଇଥାଏ ଯାହା ଗ୍ରହଣ କରିବା ଦ୍ୱାରା ମନୁଷ୍ୟଙ୍କୁ ଶାରୀରିକ ତଥା ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଏମିତି ଭଜନ କେବଳ ପ୍ରେତଙ୍କ ପାଇଁ ହୋଇଥାଏ। ଯଦି ଏମିତି ଭଜନ ମନୁଷ୍ୟ ଭୁଲରେ କରିଦିଏ ତେବେ ମୃତ୍ୟୁକୁ ପ୍ରାପ୍ତ କରିଥାଏ। ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ କେଉଁ ପ୍ରକାରର ଭଜନ କରିବା ଉଚିତ ନୁହେଁ ଏବଂ ଭଜନ କରିବା ସମୟରେ କେଉଁ ମହତ୍ତ୍ୱପୂର୍ଣ୍ଣ କଥା ବିଷୟରେ ଧ୍ୟାନ ଦେବା ଆବଶ୍ୟକ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟଙ୍କୁ ସର୍ବଦା ଭଜନ କରିବା ସମୟରେ ନିଜର ୫ ଟି ଅଙ୍ଗକୁ ଭଲ ଭାବରେ ଧୋଇ ହିଁ ଭଜନ କରିବା ଉଚିତ। ଦୁଇଟି ହାତ ଦୁଇଟି ଗୋଡ଼କୁ ଏବଂ ନିଜର ମୁଖକୁ ଜଳରେ ଭଲ ଭାବରେ ସ୍ୱଚ୍ଛ କରି ହିଁ ଭଜନ କରିବା ଉଚିତ ହୋଇଥାଏ। ଏହା ଦ୍ବାରା ମନୁଷ୍ୟ ଶରୀରରେ ରୋଗ ଦୂର ହୋଇଥାଏ ଏବଂ ମନୁଷ୍ୟ ଦୀର୍ଘାୟୁ ହୋଇଥାଏ। ଭଜନ କରିବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଜଣେଇବା ଉଚିତ ଏବଂ ସଂସାରର ସମସ୍ତ ପ୍ରାଣୀଙ୍କୁ ଭଜନ ପ୍ରଦାନ କରିବାର ପ୍ରାର୍ଥନା କରିବା ଉଚିତ। ଏହି ପ୍ରକାରର ଅନ୍ନଦେବତାଙ୍କୁ ପ୍ରଣାମ କରିବା ଦ୍ୱାରା ମନୁଷ୍ୟଙ୍କୁ କୌଣସି ପାପ ଲାଗିନଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଭଜନ କରିବା ସମୟରେ ମନୁଷ୍ୟଙ୍କୁ ବାର୍ତାଳାପ କରିବା ଉଚିତ ନୁହେଁ। ଯେତେବେଳେ ମନୁଷ୍ୟ କ୍ରୋଧିତ ଥିବ ସେତେବେଳେ ଭଜନ କରିବା ଉଚିତ ନୁହେଁ। କାନ୍ଦି କାନ୍ଦି କିମ୍ବା ହସି ହସି ବି ଭଜନ କରିବା ଉଚିତ ନୁହେଁ।

ଭଜନ କରିବା ସମୟରେ ଏହି ନିୟମ ପାଳନ କରିବା ଉଚିତ।

ଭୂମି ଉପରେ ବସି ଭଜନ କରିବା ହିଁ ସର୍ବଶ୍ରେଷ୍ଠ ହୋଇଥାଏ। ଏହା ଦ୍ବାରା ଭଜନ ଭଲ ଭାବରେ ପଚି ଯାଇଥାଏ।

ବିଛଣା ଉପରେ ବସି ଭଜନ କରିଲେ ଶରୀରରେ ରୋଗ ଉତ୍ପନ ହୋଇଥାଏ ଏବଂ ତାର ଆୟୁଷ କମ ହୋଇଥାଏ।

ଏରୁଣ୍ଡି ବଂଦ୍ଧ ଉପରେ ବସି ବି ଭଜନ କରିବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ପୋଡି ଯାଇଥିବା ଭଜନକୁ ସେବନ କରିଲେ ମନୁଷ୍ୟଙ୍କ ଜୀବନରେ ଦରିଦ୍ରତା ଆସିଥାଏ ଏବଂ ତାର ଧନର ନାଶ ହୋଇଥାଏ।

ଆସନ୍ତୁ ଜାଣିବା ମନୁଷ୍ୟଙ୍କୁ କେଉଁ ପ୍ରକାରର ଭଜନ କରିବା ଉଚିତ ନୁହେଁ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମନୁଷ୍ୟ ଯେଉଁ ଭଜନ ଉପରେ ପାଦ ବଜେଇ ଚାଲିଯାଏ ସେହି ଭଜନ ସେବନ କରିବା ଉଚିତ ନୁହେଁ। ଏମିତି ଭଜନ ଅଶୁଦ୍ଧ ହୋଇଯାଏ। ଏମିତି ଭଜନ ପଶୁଙ୍କୁ ଖୁଆଇଦେବା ଉଚିତ। ଏହା ଦ୍ବାରା ମନୁଷ୍ୟଙ୍କ ଆୟୁଷ କମ ହୋଇଯାଏ। ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ।

ଗରୁଡ଼ ପୁରାଣ ଅନୁସାରେ ଯେଉଁ ଭଜନରେ ବାଳ ବାହାରିଥାଏ ସେହି ପ୍ରକାରର ଭଜନ ସେବନ କରିବା ଉଚିତ ନୁହେଁ। ଏହା ଅଶୁଦ୍ଧ ହୋଇଥାଏ। ଏହି ପ୍ରକାରର ଭଜନକୁ କେବେବି ଭଗବାନଙ୍କୁ ସମର୍ପଣ କରିବା ଉଚିତ ନୁହେଁ କି ନିଜେ ମଧ୍ୟ ସେବନ କରିବା ଉଚିତ ନୁହେଁ। ଏମିତି ଭଜନ ପ୍ରେତଙ୍କୁ ପ୍ରାପ୍ତ ହୋଇଥାଏ।

ଅନ୍ୟଙ୍କୁ ପରସା ହୋଇଥିବା ଭଜନ କେବେବି ସେବନ କରିବା ଉଚିତ ନୁହେଁ। ଏହା ଦ୍ବାରା ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାନ୍ତି। ଭଜନ ସମସ୍ତଙ୍କୁ ବାଣ୍ଟି କରି ଖାଇବା ଉଚିତ। ଅନ୍ୟର ଭାଗ ଅଂଶ ଥିବା ଭଜନକୁ ସେବନ କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *