Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଶରୀରରେ ଏହି ଅଙ୍ଗରେ ବାନ୍ଧନ୍ତୁ କଳା ସୂତା। ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଶରୀରରେ ଏହି ଅଙ୍ଗରେ ବାନ୍ଧନ୍ତୁ କଳା ସୂତା। ହୋଇଯିବେ କୋଟିପତି।

ବନ୍ଧୁଗଣ ଆଜି ଆମେ ଯେଉଁ ସମାଜରେ ବଢ଼ୁଅଛୁ ସେଥିରେ ଛଳନା କପଟ ଲାଳସା କ୍ରୋଧ ଏବଂ ହିଂସା ଯେପରି ଭାବନା ଲୋକଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ। ଏପରି ଆମର ଗୁରୁଜନଙ୍କ ଦ୍ୱାରା କୁହାଯାଇ ଯାଇଥିବା କିଛି କଥା ହିଁ ଆମର କାମରେ ଆସିଥାଏ। ଏହି ଜିନିଷକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ କଳା ସୂତା ସହିତ ଜଡ଼ିତ କିଛି ଏପରି ଉପାୟ ଯେଉଁଥିରେ ଆପଣଙ୍କର ନାକାରାତ୍ମକତା ଦୂର ହୋଇଯିବ।

ଏହା ଦେଖାଯାଏ କି ସନ୍ତାନ ଘରେ ଜନ୍ମ ନେଲା ପରେ ଘରେ ବଡ଼ମାନେ ତାଙ୍କୁ କଳା ଟୀକା ବା କଳା ସୂତା କିମ୍ବା ନଜର ବାହାର କରିବା ପାଇଁ ଏପରି କିଛି କାର୍ଯ୍ୟ ଅବଶ୍ୟ କରିଥାନ୍ତି। ଆଜିର ସମୟରେ ବହୁତ ଲୋକଙ୍କୁ ଏହି ବିଷୟରେ ଜଣା ହିଁ ନାହିଁ ଯେଉଁ କାରଣରୁ ଛୋଟ ଛୋଟ କଥା ବି ବଡ଼ ସମସ୍ୟା ବନି ଯାଇଥାଏ। ଆମେ ଯଦି ନଜର ଦୋଷ ବିଷୟରେ କଥା ହେବା ତ ପ୍ରଥମେ ତ ନଜର ଦୋଷରୁ ମୁକ୍ତି ପାଇବା ପାଇଁ ଆମର ବଡ଼ ହିଁ ଘରେ ନଜର ଉତାରି ଦେଉଥିଲେ କିନ୍ତୁ ଏବେ ନଜର ଲାଗିବା ପରେ ବୁଝି ହେଉନାହିଁ କି ଏଥିରୁ ମୁକ୍ତି କେମିତି ମିଳିବ।

ଏହା ବି ଜଣା ନଥାଏ କି ଆମକୁ କାହାର ନଜର ଲାଗିଯାଇଛି। ବାସ କେବଳ କିଛି ଓଲଟା ପାଲଟା ହୋଇଥାଏ ଆଉ ଆମେ ଆମର ଭାଗ୍ୟକୁ ହିଁ ଗାଳି ଦେଇଥାଉ। ପୁରୁଣା ରୀତିନୀତି ଧର୍ମ କାର୍ଯ୍ୟ ଏବଂ ମାନ୍ୟତାକୁ ଲୋକେ ଭୁଲି ଯାଉଛନ୍ତି ଯାହାର ପ୍ରଭାବ ଆମର ସଂସ୍କୃତି ଉପରେ ଦେଖିବାକୁ ମିଳୁଛି। ଯଦି ଆପଣଙ୍କର ଜୀବନରେ ବି ଆପଣ ଏହା ଅନୁଭବ କରୁଛନ୍ତି କୌଣସି ଖରାପ ନଜର ଆପଣଙ୍କର ରାସ୍ତା ଅଟକାଉଛି କିମ୍ବା ଆପଣଙ୍କର ପରିବାରକୁ ଆପଣଙ୍କର ଘରର ସୁଖ ଶାନ୍ତିକୁ କାହାର ନଜର ଲାଗିଯାଇଛି ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ଏବଂ ଏହି ଉପାୟକୁ ନିଶ୍ଚୟ ଆପଣାନ୍ତୁ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ କଳା ସୂତା ସହିତ ଜଡ଼ିତ କିଛି ଉପାୟ ବିଷୟରେ।

ସର୍ବପ୍ରଥମେ ଆପଣଙ୍କୁ କହିଦେଉଛୁ କି କଳା ରଙ୍ଗ ନାକାରାତ୍ମକ ଉର୍ଜାକୁ କମ କରିଥାଏ। ଏଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ଟୀକା କଳା କପଡା ଏବଂ କଳା ରଙ୍ଗର ଜିନିଷର ବ୍ୟବହାର କରାଯାଇଥାଏ। ସେଥି ମଧ୍ୟରୁ କଳା ସୂତା ଅଧିକ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କର ଘରେ କ୍ଳେଶ ବଢୁଛି ଅକାରଣରେ ଝଗଡା ଏବଂ ଆପଣଙ୍କର ଭିତରେ ମତଭେଦ ହେଉଥାଏ ତେବେ ଏହାକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଏହା କରିବାକୁ ହେବ ଯେ ଶନିବାର ଦିନ ଶନି ମହାରାଜାଙ୍କ ମନ୍ଦିରକୁ ଯାଇ ଏକ ମିଟର କଳା ସୂତା ନେଇ ତାହା ଉପରେ ୧୦୮ ଗଣ୍ଠି ବାନ୍ଧିଦିଅନ୍ତୁ ଏବଂ ପ୍ରତ୍ୟକ ଗଣ୍ଠି ବାନ୍ଧିବା ବେଳେ ଓଁ ଶନିଶ୍ଚରାୟ ନମଃ ଜପ କରନ୍ତୁ ଏବଂ ସେହି ସୂତାକୁ ଆପଣଙ୍କ ଦ୍ଵାରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ। ଏମିତିରେ ଘରକୁ ଖରାପ ନଜର ଏବଂ ନାକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ।

ପାଦରେ ଆଙ୍ଗୁଳିରେ ଯଦି କଳା ସୂତା ପିନ୍ଧିବେ ତ କଳା ଯାଦୁର ପ୍ରଭାବ କମ ହୋଇଥାଏ।

କଳା ସୂତା ମନ୍ଦିରର ପୁଜାରୀ ଠାରୁ କିମ୍ବା ନିଜେ କିଣିକି ହିଁ ପିନ୍ଧିବା ଉଚିତ। ଅନ୍ୟ କାହାଠାରୁ ଦିଆଯାଇଥିବା କଳା ସୂତା ପିନ୍ଧିବା ଉଚିତ ନୁହେଁ।

ଯଦି କେହି ଆପଣଙ୍କ ଉପରେ କିମ୍ବା ଘରର କୌଣସି ବ୍ୟକ୍ତିଙ୍କ ଉପରେ କଳା ଯାଦୁ କରିଥାଏ ତେବେ ତାଙ୍କର ପାଦରେ ନିଶ୍ଚୟ କଳା ସୂତା ବାନ୍ଧିଦିଅନ୍ତୁ।

ଯଦି ଆପଣଙ୍କ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଏବଂ ତାଙ୍କୁ ବାରମ୍ବାର କୌଣସି ନାଁ କୌଣସି ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଥାଏ ତେବେ ଏଥିପାଇଁ କଳା ସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗେଇ ରଖିଦିଅନ୍ତୁ ଏବଂ ପରଦିନ ସକାଳୁ ସ୍ୱଚ୍ଛ ହୋଇ ଏହି ସୂତାକୁ ରୋଗରେ ପୀଡିତ ଥିବା ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ। ଏହା ଦ୍ୱାରା ତାଙ୍କର ଆଖପାଖର ନାକାରାତ୍ମକ ଉର୍ଜା ଦୂରେଇ ରହିବ ଏବଂ କାହାର ଖରାପ ନଜର ଛୁଇଁ ପାରିବ ନାହିଁ।

ଗର୍ଭବତୀ ମହିଳାଙ୍କୁ ସବୁବେଳେ ଜଲଦି ନଜର ଲାଗିଯାଏ। କେତେଥର ତାଙ୍କର ଆସିବାକୁ ଥିବା ପିଲା ଦେହରେ ଖରାପ ପ୍ରଭାବ କିମ୍ଵା ଖରାପ ନଜର ପଡିଯାଇଥାଏ। କଳା ସୂତାକୁ ଗର୍ଭବତୀ ମହିଳାଙ୍କୁ ଯେତିକି ସେତିକି ମାପିକି ନେଇଯିବେ ଆପଣ ସେହି ସୂତାକୁ ୩ ଥର ତାଙ୍କର ଚାରିପଟେ ବୁଲେଇ ନେଇ ସେହି ସୂତାକୁ କୌଣସି ଅସ୍ତ ଗଛରେ ବାନ୍ଧି ଦିଅନ୍ତୁ କିମ୍ବା କୌଣସି ନଦୀରେ ଭସେଇ ଦିଅନ୍ତୁ। ଏହା ଦ୍ୱାରା ଗର୍ଭବତୀ ମହିଳାଙ୍କର ଆଖପାଖରେ କୌଣସି ଖରାପ ନଜର ଆସିପାରିବ ନାହିଁ। ଏହି ଉପାୟ ଶନିବାର ଦିନ କରିଲେ ବହୁତ ଭଲ ହେବ।

ବାସ୍ତୁଶାସ୍ତ୍ରରେ ଲୁଣର ବି ବହୁତ ମହତ୍ୱ ଅଛି। ଏହା ମାନ୍ୟତା ଅଛି ଯେ ଲୁଣର ଉପାୟ ଘରର ସୁଖ ସମୃଦ୍ଧିକୁ ବୃଦ୍ଧି କରିଥାଏ। ଲୁଣର କିଛି ବାସ୍ତୁ ନିୟମ ଅଛି ଯାହାକୁ କଲେ ଘରେ ଅନେକ ସମସ୍ୟା ଦୂର ହୋଇଯାଇଥାଏ। ଘରର ବାସ୍ତୁକୁ ଠିକ କରିବା ପାଇଁ ବି ଲୁଣର ବ୍ୟବହାର କରାଯାଏ। ଏହାର ଉପାୟରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଶେଷ ହେବାକୁ ବି ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଲୁଣର ସହଜ ଉପାୟ ବିଷୟରେ।

ଲୁଣ ଆମକୁ ଖରାପ ନଜରରୁ ବଞ୍ଚାଇ ଥାଏ। ଯଦି କୌଣସି ବ୍ୟକ୍ତିକୁ ଖରାପ ନଜର ଲାଗିଯାଇ ଥାଏ ତେବେ ଏକ ଚୁଟକି ଲୁଣ ନେଇ ୩ ଥର ସେହି ବ୍ୟକ୍ତି ଉପରେ ବୁଲେଇ ଦିଅନ୍ତୁ ଏହା ପରେ ସେହି ଲୁଣକୁ ଘରୁ ବାହାରକୁ ଫୋପାଡ଼ି ଦିଅନ୍ତୁ। ମାନ୍ୟତା ଅଛି ଯେ ଏମିତି କଲେ ସବୁ ଦୋଷ ଦୂର ହୋଇଥାଏ।

ରାତିରେ ଶୋଇବା ପୂର୍ବରୁ ଲୁଣ ମିଶ୍ରିତ ପାଣିରେ ହାତ ଗୋଡ଼ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଥକାପଣ ଦୂର ହୋଇଯିବ ଏବଂ ଭଲ ନିଦ ଆସିବ

ଯଦି ଘରେ କେହି ଲମ୍ବା ସମୟରୁ ବିମାରରେ ପଡିଛି ତେବେ ତାର ବିଛଣା ପାଖରେ କାଚର ଡ଼ବାରେ ଲୁଣ ଭର୍ତି କରି ରଖନ୍ତୁ ଆଉ ପ୍ରତି ସପ୍ତାହରେ ତାହାକୁ ବଦଳାଇ ଦିଅନ୍ତୁ।

ଲୁଣକୁ କେବେବି କୌଣସି ବ୍ୟକ୍ତିଙ୍କୁ ସିଧା ହାତରେ ଦେବା ଉଚିତ ନୁହେଁ। ମାନ୍ୟତା ଅଛି ସିଧା ହାତରେ ଲୁଣ ଦେଲେ ସେହି ବ୍ୟକ୍ତି ସହିତ ଲଢେଇ ହୋଇଥାଏ।

ଘରର ନକରାତ୍ମକ ଉର୍ଜା ସମାପ୍ତ କରିବା ପାଇଁ ପୋଛା ପାଣିରେ ଲୁଣ ପକେଇ ପୋଛା କରନ୍ତୁ।

ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଘରର ରୋଷେଇ ଘରେ କାଚ ପାତ୍ରରେ ଲୁଣ ଭର୍ତି କରି ରଖନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ରୋଷେଇ ଘରର ସାମ୍ନାରେ ବାଥରୁମର କବାଟ ଥିବ ତେବେ ଏହା ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ ଏହି ଦୋଷରୁ ବଞ୍ଚିବା ପାଇଁ ବାଥରୁମ ଏବଂ ରୋଷେଇ ଘର ମଧ୍ୟରେ ଗୋଟେ କପଡା ଲଗେଇ ଦିଅନ୍ତୁ ଯାହା ଦ୍ୱାରା ରୋଷେଇ ଘରୁ ବାଥରୁମ ଦେଖାଯିବ ନାହିଁ। ବାଥରୁମରେ ନିଶ୍ଚୟ ଲୁଣ ରଖନ୍ତୁ। ମାନ୍ୟତା ଅଛି ଏମିତି କଲେ ବାସ୍ତୁଦୋଷ ଦୂର ହୋଇଥାଏ।

ଘରେ ବାସ୍ତୁଦୋଷ ଥିଲେ ସମସ୍ତ ଘରର ରୁମର କୋଣରେ କର୍ପୁର ବି ରଖି ପାରିବେ। ଏହା ବି ଘରର ବାସ୍ତୁଦୋଷ ଦୂର କରିଥାଏ।

ପ୍ରତିଦିନ ସକାଳେ କର୍ପୂରକୁ ଦେଶୀ ଘିଅରେ ବୁଡ଼େଇ ଜଳେଇ ଦିଅନ୍ତୁ ଏବଂ ଏହାକୁ ଚତୁର୍ପାର୍ଶ୍ଵରେ ବୁଲାଇ ଦିଅନ୍ତୁ। ଏହା ଦ୍ବାରା ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ସହିତ ଘରେ ସୁଖ ଶାନ୍ତି ବନି ରହିଥାଏ।

ରୋଷେଇ ଘରେ କାମ ସରିବା ପରେ ସଫା ସୁତରା ପରେ ଲବଙ୍ଗ ଏବଂ କର୍ପୁର ଜଳେଇବାକୁ ଲାଭକାରୀ ମାନାଯାଏ। ଏହା ସହିତ ଘର ପରିବାରରେ ଉନ୍ନତି ହେବା ସହିତ ଧନର ଭଣ୍ଡାର ସର୍ବଦା ବନି ରହିବ।

ନିଜର ପୂଜା ଘରେ ଭଗବାନଙ୍କର ଫୋଟ ସାମ୍ନା ସାମ୍ନି କେବେବି ରଖିବା ଉଚିତ ନୁହେଁ। ଏହା ଦ୍ବାରା ବି ଘରେ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ଏହା ବ୍ୟତୀତ ପ୍ରତିଦିନ ଘରେ ଘିଅର ଦୀପ ଜଳାନ୍ତୁ ଏବଂ ୩ ଥର ଶଙ୍ଖ ବଜାନ୍ତୁ। ଶଙ୍ଖର ଧ୍ଵନିରୁ ଘରୁ ନକରାତ୍ମକତା ବାହାରକୁ ବାହାରି ଥାଏ। ଘରେ ବାସ୍ତୁଦୋଷ ଥିଲେ ଏହା ଦ୍ବାରା ଦୂର ହୋଇଥାଏ।

ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲ ଏବଂ ଫୁଲ ମାଳାକୁ ପରବର୍ତ୍ତୀ ଦିନ ଧ୍ୟାନର ସହିତ କାଢି ନୂତନ ଫୁଲ ମାଳା ଅର୍ପଣ କରନ୍ତୁ।

ଘରର ଉତ୍ତର-ପୂର୍ବ ଦିଗରେ କେବେବ ଅପରିଷ୍କାର ଜିନିଷ ରଖନ୍ତୁ ନାହିଁ। ଏହା ଘରର ବାସ୍ତୁଦୋଷର କାରଣ ବନିଥାଏ।

କିଛି ଲୋକ ନିଜର ବେଡ଼ରୁମରେ ପୂଜା ଘର ନିର୍ମାଣ କରିଥାନ୍ତି ବାସ୍ତୁଦୋଷ ଅନୁସାରେ ବେଡ଼ରୁମରେ ପୂଜା ଘର କେବେବି ନିର୍ମାଣ କରିବା ଉଚିତ ନୁହେଁ। ଏହା ବାସ୍ତୁଦୋଷ ଉତ୍ପନ କରିଥାଏ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗରେ ଥିଲେ ସେହି ଦ୍ୱାର ସାମ୍ନାରେ ଭଗବାନ ହନୁମାନଙ୍କ ଫୋଟ ଲଗେଇବା ଉଚିତ। ଏହା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *