Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଅଳ୍ପ ଟିକେ ହଳଦୀ ଘରର ଏହି ଦିଗରେ ରଖିଦିଅନ୍ତୁ। ୨୮ ଜୁଲାଇ ବଡ଼ ଗୁରୁବାର। ରୋଡ଼ପତି ବି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଅଳ୍ପ ଟିକେ ହଳଦୀ ଘରର ଏହି ଦିଗରେ ରଖିଦିଅନ୍ତୁ। ୨୮ ଜୁଲାଇ ବଡ଼ ଗୁରୁବାର। ରୋଡ଼ପତି ବି ହୋଇଯିବେ କୋଟିପତି

ଗୁରୁବାର ଦେବଗୁରୁ ବୃହସ୍ପତି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ଏହି ଦିନ ଦେବଗୁରୁ ବୃହସ୍ପତିଙ୍କୁ ମନେଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରାଯାଏ। ଆଜି ଆମେ ଆପଣଙ୍କୁ ହଳଦୀର ପ୍ରୟୋଗ ବିଷୟରେ ଜଣେଇବୁ ଯାହା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିଥାଏ। ହଳଦୀର ସମ୍ବଦ୍ଧ ଦେବଗୁରୁ ବୃହସ୍ପତିଙ୍କ ସହିତ ଅଟେ। ଗୁରୁବାର ଦିନ ଯଦି ହଳଦୀରେ ଏହି ପ୍ରୟୋଗ କରିବେ ତ ଆପଣଙ୍କ ଗୁରୁ ବି ମଜବୁତ ହୋଇଥାଏ।

ଆଜି ଆମେ ଆପଣ ମା
ନଙ୍କୁ ହଳଦିର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯଦି ଗୁରୁବାର ଦିନ ପ୍ରୟୋଗ କରାଯାଏ ତେବେ ଏହାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ କିନ୍ତୁ କିଛି ଖାସ ପ୍ରୟୋଗ ହଳଦିର ଗୁରୁବାର ଦିନ କରିଲେ ଜୀବନରେ ଧନ ସନ୍ତାନ ସୁଖ ଶାନ୍ତି ଲାଭ ହୋଥାଏ। ଏଥିରେ ଦୈବୀ ଶକ୍ତି ଥାଏ।

ପୂଜା ସମୟରେ ହଳଦି ଟୀକା ଲଗାଇବା ଦ୍ଵାରା ଦେବଗୁରୁ ବୃହସ୍ପତି ମଜବୁତ ହୋଇଥାନ୍ତି ଏବଂ ବାଣୀରେ ମଧୁରତା ଆସିଥାଏ।

ହଳଦୀର ଦାନ କରିଲେ ବି ଶୁଭ ମାନାଯାଏ। ଏହା ଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ଅନ୍ତ ହୋଇଥାଏ। ଗୁରୁ ଗ୍ରହରେ ଅନୁକୂଳତା ଆସିଥାଏ।

ଘରର ବାହାର କାନ୍ଥରେ ଯଦି ହଳଦୀ ରେଖା ଟାଣି ଦେବେ ତ ଘର ଭିତରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ।

ସ୍ନାନ ସମୟରେ ପାଣିରେ ଏକ ଚୁଟକି ହଳଦୀ ପକେଇ ସ୍ନାନ କରିଲେ ଶାରିରୀକ ଏବଂ ମାନସିକ ଶାନ୍ତି ଦେଇଥାଏ। ଚାକିରୀରେ କ୍ଷେତ୍ର ସଫଳତା ପ୍ରାପ୍ତ ପାଇଁ ହଳଦିର ଏହି ପ୍ରୟୋଗ କରାଯାଏ।

ସୂର୍ଯ୍ୟ ଭଗବାନଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିଲେ ମନ ପସନ୍ଦର ବର ପ୍ରାପ୍ତି ହୋଇଥାଏ।

ବୈବାହିକ ଜୀବନରେ ସୁଖ ସନ୍ତାନର ସୁଖ ଅପାର ଧନ ଲାଭ ମଧ୍ୟ ବୃହସ୍ପତି ଦେବ ଦେଇଥାନ୍ତି। ବୃହସ୍ପତି ଦେବ ସୁଖର କାରକ ଅଟନ୍ତି।

ଯଦି ଆପଣଙ୍କ ବିଦ୍ୟାରେ ବାଧା ଆସୁଥାଏ ଜ୍ଞାନ ପ୍ରାପ୍ତିରେ ବାଧା ଆସୁଥାଏ ତ ବୃହସ୍ପତି ଗ୍ରହଙ୍କୁ ମଜବୁତ କରିବା ଦରକାର। ଏଥିପାଇଁ ହଳଦୀର ଛୋଟ ଛୋଟ ଉପାୟରେ କରିବାକୁ ହେବ। ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଏହି ହଳଦୀର ଉପାୟରେ। ତେବେ ଆସନ୍ତୁ ଜାଣିବା ଏକ ଚୁଟକି ହଳଦୀରେ କେମିତି ଆପଣ ନିଜ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିପାରିବେ।

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ ପେସା ହୋଇଥିବା ହଳଦୀର ଦାନ କରନ୍ତୁ। ଏହାକୁ ଦାନ କରିଲେ ଆପଣଙ୍କର ଯେଉଁ ରୋଗ ଥାଏ ତାହା ଧୀରେ ଧୀରେ ସମାପ୍ତ ହୋଇଯିବ। ନିଜର ମଥାରେ ବି ପ୍ରତିଦିନ ହଳଦୀ ଟୀକା ଲଗାନ୍ତୁ। ସକାରାତ୍ମକ ଉର୍ଜାର ସଂଚାର ହେବ।

ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ କମଜୋର ଅଟନ୍ତି ତେବେ ହଳଦୀ ଗଣ୍ଠି ନିଅନ୍ତୁ ହଳଦିଆ କପଡା ନେଇ ହଳଦିଆ ସୂତାରେ ବାନ୍ଧି ନିଜ ବାହୁରେ କିମ୍ବା ନିଜର ଗଳାରେ ଧାରଣ କରନ୍ତୁ। ଏମିତି କରିଲେ ବୃହସ୍ପତି ଗ୍ରହ ସମ୍ବଦ୍ଧିୟ ସମସ୍ୟା ଦୂର ହେବ। ଚାକିରୀ ବ୍ୟବସାୟରେ ଉନ୍ନତି ହେବ।

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଆଖପାଖରେ ନେଗେଟିଭ ଏନର୍ଜୀର ବାସ ଅଛି ତେବେ ସ୍ନାନ ପାଣିରେ ଏକ ଚୁଟକି ହଳଦୀ ମିଶାଇ ସ୍ନାନ କରନ୍ତୁ ଯେତେବି ନକରାତ୍ମକ ଉର୍ଜା ଥିବ ତାହା ଦୂର ହୋଇଯିବ।

କ୍ୟାରିୟର ସମ୍ବଦ୍ଧିତ ସମସ୍ୟା ଥିଲେ ପ୍ରତିଦିନ ହଳଦୀ ଟୀକା ନିଜ ମଥାରେ ଲଗାନ୍ତୁ। ଏହା ଦ୍ବାରା ସମସ୍ତ କାମରେ ସଫଳତା ମିଳିଥାଏ।

ଘରେ ନକରାତ୍ମକ ଉର୍ଜା ଥିଲେ ଘରର ମୁଖ୍ୟ ଗେଟ ପାଖରେ ଅଳ୍ପ ହଳଦୀ ଗେଟ ପାଖରେ ପକେଇ ଦିଅନ୍ତୁ କିମ୍ବା ରେଖା ଟାଣି ଦିଅନ୍ତୁ। ଏମିତି ପ୍ରତିଦିନ କରିଲେ ନକରାତ୍ମକ ଉର୍ଜାର ବାସ ହୋଇନଥାଏ। ଘରେ ପ୍ରତିଦିନ ମେନ ଗେଟ ପାଖରେ ସକାଳୁ ସକାଳୁ ହଳଦୀ ପାଣି ଛିଞ୍ଚି ଦିଅନ୍ତୁ।

ଯଦି ଆପଣଙ୍କ ଘରେ ଝିଅ କିମ୍ବା ପୁଅ ଅଛନ୍ତି ତାଙ୍କର ବିବାହ ହୋଇପାରୁନାହିଁ। ବୈବାହିତ ଜୀବନରେ ସମସ୍ୟା ଆସୁଛି ତ ସ୍ନାନ ପାଣିରେ ଏକ ଚୁଟକି ହଳଦୀ ପକେଇ ସ୍ନାନ କରନ୍ତୁ ଏହା ଦ୍ୱାରା ବୃହସ୍ପତିଙ୍କ ସ୍ଥିତି ମଜବୁତ ହୋଇଥାଏ। ଏମିତି କଲେ ଚାକିରୀ ବ୍ୟବସାୟରେ ଉନ୍ନତି ହୋଇଥାଏ। ଏହା ସହିତ ଯଦି ସମ୍ଭବ ହେବ ତ ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଚୁଟକି ହଳଦୀ ପକେଇ ଜଳ ଅର୍ପଣ କରନ୍ତୁ ଯେଉଁ ଘଟିରେ ଜଳ ଅର୍ପଣ କରିଥିବେ ସେଥିରେ ଲାଗିଥିବା ହଳଦୀକୁ ନିଜ ମଥାରେ ଲଗେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଗୁରୁ ମଜବୁତ ହୋଇଥାଏ ଏବଂ ଆପଣଙ୍କ ଜୀବନ ସୁଖରେ ବ୍ୟତୀତ ହୋଇଥାଏ।

ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ। କିନ୍ତୁ ଗୁରୁବାର ଦିନ ଝାଡୁ ଲଗାଇବା ପରେ ପାଣିରେ ଏକ ଚୁଟକି ହଳଦୀ ଏବଂ ଚାହିଁଲେ ଅଳ୍ପ ଗଙ୍ଗା ଜଳ ପକେଇ ସେହି ପାଣିକୁ ଘର ସାରା ଛିଞ୍ଚନ କରନ୍ତୁ। ଏମିତି କଲେ ପୁରା ଘର ଶୁଦ୍ଧ ହୋଇଯାଏ। ଅବଶିଷ୍ଟ ପାଣି ଗଛ ମୂଳରେ ଢାଳି ଦେବେ। ଏମିତି କରିଲେ ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ସକରାତ୍ମକ ଉର୍ଜା ଆସିଥାଏ ଏବଂ ଆପଣଙ୍କ ଘରକୁ ଖୁସି ଆସିବାକୁ ଲାଗିଥାଏ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଗୁରୁବାର ଦିନ ଧଳା କାଗଜରେ ହଳଦୀରେ ଗଙ୍ଗାଜଳ ବା ଗୋଲାପ ଜଳ ମିଶାଇ ନିଜର ଅନାମିକା ଆଙ୍ଗୁଳିରେ ଶ୍ରୀ ଲେଖିବେ ଏହାକୁ ପୂଜା କରି ଧନ ରଖୁଥିବା ଜାଗାରେ ବା ପର୍ସରେ ରଖିବେ। ଏହା ଦ୍ଵାରା ଧନ ଜନିତ ସମସ୍ଯା ରହିବ ନାହିଁ। ବୃହସ୍ପତି ଗ୍ରହଙ୍କୁ ମଜବୁତ କରିବା ପାଇଁ ଗୁରୁବାର ଦିନ ଗାଈକୁ ଚଣା ଖାଇବାକୁ ଦେଲେ ସନ୍ତାନ ସମସ୍ଯା ସମସ୍ତ ସମସ୍ୟା ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *