Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ କାଳ ସ୍ୱର୍ପ ଯୋଗ। ୫ ଟି ରାଶିରେ ଲଟେରୀ ଲାଗିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ କାଳ ସ୍ୱର୍ପ ଯୋଗ। ୫ ଟି ରାଶିରେ ଲଟେରୀ ଲାଗିବ।

ଶ୍ରାବଣ ମାସରେ ଏହି ୮ ଗୋଟି ରାଶି ଉପରେ ବର୍ଷିବ ଭଗବାନ ଶିବଙ୍କର କୃପା। ଏହି ମାସଟି ଭଗବାନ ଶିବଙ୍କର ଅଟେ। ଏହି ମାସଟି ଭଗବାନ ଶିବଙ୍କୁ ସମର୍ପଣ ଅଟେ। ଏହି ବର୍ଷ ଶ୍ରାବଣ ମାସ ବହୁତ ଶୁଭ ଯୋଗ ନେଇ ଆସୁଛି। ଗ୍ରହ ମାନଙ୍କର ଚଳନରେ କିଛି ପରିବର୍ତ୍ତନ ଯୋଗୁ ସମସ୍ତ ବ୍ୟକ୍ତିଙ୍କ ଉପରେ କିଛି ନାଁ କିଛି ପରିଵର୍ତନ ସର୍ବଦା ହିଁ ଆସିଥାଏ। ଯେଉଁ ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କର ସ୍ଥିତି ଠିକ ରହିଥାଏ ବା ଅନୁକୂଳ ରହିଥାଏ

ତାଙ୍କର ଜୀବନ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ କିନ୍ତୁ ଯେବେବି କୌଣସି ରାଶି ବିଶେଷଙ୍କ ଉପରେ ଗ୍ରହ ମାନଙ୍କର ସ୍ଥିତି ପ୍ରତିକୂଳ ରହିଥାଏ ତେବେ ବ୍ୟକ୍ତି ମାନଙ୍କୁ ବହୁତ ପ୍ରକାରର ସମସ୍ୟା ମାନଙ୍କରେ ସମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନ ଉପରେ ରାଶି ଏବଂ ନକ୍ଷତ୍ର ମାନଙ୍କର ବହୁତ ହିଁ ମହତ୍ୱ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁଯାୟୀ ଶ୍ରାବଣ ମାସ ଯାହାକି ସବୁଠାରୁ ପବିତ୍ର ମାସ ବିଚାର କରାଯାଏ

ତେବେ ଏହି ମାସରେ ଗ୍ରହ ମାନଙ୍କର ସ୍ଥିତି ଏପରି ବନୁଅଛି କି ଏହି ଶ୍ରାବଣ ମାସରେ ୮ ଗୋଟି ରାଶିଙ୍କ ପାଇଁ ବନୁଅଛି ମହାସଂଯୋଗ। ଏମାନଙ୍କୁ ଭଗବାନ ଶିବଙ୍କର ଅପାର କୃପା ମିଳିବାର ଅଛି ଯେଉଁଥି ପାଇଁ ଏହି ୮ ଗୋଟି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଏମାନଙ୍କୁ ଅଧିକରୁ ଅଧିକ ଧନ ପ୍ରାପ୍ତି ହେବ। ଧନ ଉପାର୍ଜନର ନୂଆ ନୂଆ ଅବସର ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତିମାନେ ଅଧିକ ଉର୍ଜାମାନ ରହିବେ। ସମସ୍ତ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ।

ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ଭଗବାନ ଶିବଙ୍କର କୃପା କାରଣରୁ କଣ ସବୁ ପ୍ରଭାବ ରହିବାର ଅଛି। ଏହି ରାଶିର ଲୋକମାନଙ୍କର ଭୋଳାନାଥଙ୍କ କୃପା କାରଣରୁ ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ବ୍ୟାପାରି ମାନେ ଅଧିକ ଧନ ଲାଭ କରିବେ। ନୂଆ ନୂଆ ସୁଯୋଗ ଆପଣଙ୍କ ପାଖକୁ ଆସିବ। ନିଜର ବୁଦ୍ଧିମତା କାରଣରୁ ଅଧିକରୁ ଅଧିକ ଧନ ରୋଜଗାର କରିପାରିବେ। ବ୍ୟବସାୟ ପରିବହନ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟକ୍ତି ତା ସହିତ ବାଲି ଗୋଡି ଏବଂ ସିମେଣ୍ଟର ବ୍ୟବସାୟୀ ମାନଙ୍କୁ କିମ୍ଵା ଲୁହା ଜନିତ ବ୍ୟାପାରି ମାନଙ୍କୁ ଏହି ମାସରେ ସବୁଠାରୁ ଅଧିକ ଧନ ଲାଭ ହେବ

ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶିବଙ୍କ କୃପାରୁ ଉନ୍ନତିର ନୂଆ ନୂଆ ଅଵସର ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ। ଶତ୍ରୁ ପରାଜିତ ହେବେ। ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସୁଖରେ ଜୀବନଯାପନ କରିବେ ଏବଂ ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିବେ। ଆପଣ ଯେଉଁବି କର୍ମକ୍ଷେତ୍ରରେ ଥାନ୍ତୁ ନାଁ କାହିଁକି ସଫଳତା ଲାଭ ହେବ। ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି। ମାନ ସମ୍ମାନରେ ବୃଦ୍ଧି ପାଇବ। ବନ୍ଧୁ ମାନଙ୍କର ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। କୌଣସି ବନ୍ଧୁଙ୍କ ତରଫରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ।

କୌଣସି ବନ୍ଧୁଙ୍କ ସହଯୋଗ କାରଣରୁ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ କିଛି ଉନ୍ନତି ପ୍ରାପ୍ତି ହେବ। ସମ୍ପତି ସମ୍ବଦ୍ଧିୟ ସମସ୍ତ ବାଦ ବିବାଦ ଦୁରୀଭୂତ ହେବ। ନୂତନ ଅର୍ଥ ଲାଭର ସୁଯୋଗ ଆସିବ। ନୂତନ ପଦାର୍ଥ କ୍ରୟ କରିବେ। ପାରିବାରିକ ଶାନ୍ତି ବଜାୟ ରହିବ। ସାଥୀଙ୍କର ସହଯୋଗ ପାଇବେ। ଅଧୁରା କାମ ପୁରା ହେବ। ସାମାଜିକ କାର୍ଯ୍ୟରେ ସଫଳତା ହାସଲ କରିବେ। ସରକାରୀ କାର୍ଯ୍ୟରେ ସାହାର୍ଯ୍ୟ ପ୍ରାପ୍ତି ହେବ। ଉନ୍ନତିର ନୂଆ ରାସ୍ତା ଖୋଲିବ। ପଭୁଙ୍କ ପ୍ରତି ଆସ୍ଥା ବଢିବ। ବ୍ୟାପାରର ଲାଭ ପାଇଁ ସୁଯୋଗ ପ୍ରାପ୍ତ କରିବେ। ଧର୍ମ କାର୍ଯ୍ୟରେ ଅଧିକ ଆଗ୍ରହୀ ହେବେ। ମନ ପବିତ୍ର ଧର୍ମରେ ରହିବ।

ଦୁଃଖ କଷ୍ଟରେ ରହୁଥିବା ଲୋକଙ୍କୁ କିଛି ସାହାର୍ଯ୍ୟ ସହଯୋଗ କରିବେ। ଆସୁଥିବା କୌଣସି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହି ଶ୍ରାବଣ ମାସଟି ଆପଣଙ୍କ ମାନଙ୍କ ପାଇଁ ବହୁତ ହିଁ ଭଲ ରହିବାର ଅଛି କିନ୍ତୁ ସ୍ବାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ ନିଜ ପ୍ରତି ଅବହେଳା କରନ୍ତୁ ନାହିଁ। ଏହି ମାସଟି ୮ ଗୋଟି ରାଶିଙ୍କ ପାଇଁ ବହୁତ ହିଁ ନୂଆ ପରିବର୍ତ୍ତନ ନେଇ ଆସୁଛି।

ଆପଣଙ୍କ ଜୀବନରେ ଏପରି କିଛି ଘଟିବ ଯାହା ଆପଣ ଜୀବନରେ କେବେବି ଚିନ୍ତା କରିନଥିବେ। ତେବେ ଆସନ୍ତୁ ଜାଣିବା ସେହିସବୁ ରାଶି ମାନଙ୍କ ବିଷୟରେ। ଯେଉଁମାନଙ୍କ ପାଇଁ ଏହି ଶ୍ରାବଣ ମାସଟି ବହୁତ ହିଁ ଅନୁକୂଳ ଏବଂ ଶୁଭ ସାବ୍ୟସ୍ତ ରହିବ। ସେହି ରାଶି ଗୁଡିକ ହେଉଛନ୍ତି ମେଷ ରାଶି ବୃଷ ରାଶି କର୍କଟ ରାଶି ସିଂହ ରାଶି କନ୍ୟା ରାଶି ବିଛା ରାଶି ମକର ରାଶି ଏବଂ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *