Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଯାହାର ନିଦ ସକାଳ ୩ ରୁ ୫ ଟା ଭିତରେ ଭାଙ୍ଗି ଥାଏ ତାକୁ ମିଳିଥାଏ ଏହି ସଂକେତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଯାହାର ନିଦ ସକାଳ ୩ ରୁ ୫ ଟା ଭିତରେ ଭାଙ୍ଗି ଥାଏ ତାକୁ ମିଳିଥାଏ ଏହି ସଂକେତ।

ନିଦ ଆମ ଜୀବନରେ ଅଭିଭାଯା ଅଙ୍ଗ ଅଟେ। ନିଦ ମାମସିକ ସ୍ବାସ୍ଥ୍ୟକୁ ବି ମଜବୁତ କରିଥାଏ। ଭଲ ଜାଗରଣ ଚେତନାର ବିକାଶ ଏବଂ ଜୀବନରେ ସଫଳତା ପାଇଁ ଆବଶ୍ୟକ ଅଟେ। କୁହାଯାଏ ରାତିରେ ପ୍ରଥମ ପ୍ରହରରେ ଶୋଇ ଯିବା ଉଚିତ ଏବଂ ବ୍ରହ୍ମ ମୁହୂର୍ତ୍ତରେ ଉଠି ଯିବା ଉଚିତ। କିନ୍ତୁ ଆଧୁନିକ ଜୀବନଶୈଳୀରେ ଏମିତି ସମ୍ଭବ ନୁହେଁ। ଡେରି ରାତିରେ ଶୋଇଲେ ଏବଂ ଅଚାନକ ନିଦ ଖୋଲି ଗଲେ ବ୍ୟକ୍ତି ଚିନ୍ତିତ ହୋଇଯାଏ।

ବିଜ୍ଞାନ ଅନୁସାରେ ରାତିର ତୃତୀୟ ପ୍ରହରରେ ନିଦ ଭାଙ୍ଗି ଗଲେ ନିଦ ଗୋଟେ ଚରଣରୁ ଅନ୍ୟ ଚରଣକୁ ପ୍ରବେଶ କରିଥାଏ। ଏଥିପାଇଁ କିଛି ଲୋକ ଜାଗ୍ରତ ହୋଇଯାନ୍ତି। ନିଦ ପୁରା ନହେଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ବି ହୋଇପାରେ। ଯଦି ନିଦ ସବୁଦିନ ଏକ ବିଶେଷ ସମୟରେ ଖୋଲି ଯାଏ ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହା କୌଣସି ସାଧାରଣ କଥା ନୁହେଁ।

ନିଦ ଭାଙ୍ଗିବା ଆପଣଙ୍କ ଜୀବନରେ ପରିବର୍ତ୍ତନର ସଂକେତ ଦେଇଥାଏ। ଏହାକୁ ହାଲକା ନେବା ଜୀବନରେ ଭାରି ପଡିପାରେ।

ଯଦି ଆପଣ ଶୀଘ୍ର ଶୋଇବାକୁ ଚାହାନ୍ତି କିନ୍ତୁ ଆପଣଙ୍କୁ ୯ ରୁ ୧୧ଟା ସମୟ ମଧ୍ୟରେ ନିଦ ଆସେ ନାହିଁ ତେବେ ହୋଇପାରେ ଆପଣଙ୍କୁ କୌଣସି ଚିନ୍ତା ବ୍ୟଥିତ କରୁଛି। ଆପଣ ମାନସିକ ଚିନ୍ତାରେ ଅଛନ୍ତି। ଆପଣ ଚୁନ୍ତା6ମୁକ୍ତ ଥିଲେ ନିଦ ଭଲ ହୋଇଥାଏ। ଏଥିପାଇଁ ଚେତନାକୁ ଏକାଗ୍ର କରିବାକୁ ହେବ। ଭଗବାନଙ୍କ ମନ୍ତ୍ରକୁ ଜପ କରିବାକୁ ହେବ। ଖୁସିର ମୁହୂର୍ତ୍ତକୁ ମନେ ପକାନ୍ତୁ। ଏହା ମାନସିକ ଶାନ୍ତି ଦେବ ଏବଂ ଭଲ ନିଦ ଆସିବ।

ଯଦି ଆପଣଙ୍କୁ ରାତିର ୧୧ ରୁ ୧ଟା ମଧ୍ୟରେ ଅଚାନକ ଶୋଇ ଉଠିଯାନ୍ତି ତେବେ ମଧ୍ୟ ଆପଣ କୌଣସି କଥାକୁ ନେଇ ବହୁତ ଚିନ୍ତିତ ଅଛନ୍ତି। ନିଜକୁ ଭରସା ଦିଅନ୍ତୁ ଯାହା ହେବ ତାହା ତ ନିଶ୍ଚୟ ହେବ। ଚିନ୍ତାରେ ରହିଲେ କିଛି ବି ହେବ ନାହିଁ। ମନରୁ ଚିନ୍ତା ବାହାର କରି ଶୋଇ ସକାଳୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ।

ଯଦି ରାତିର ୧୨ ଟା ସମୟରେ ନିଦ ଭାଙ୍ଗି ଥାଏ ତେବେ କୌଣସି ଅଜଣା ଶକ୍ତି ଆପଣଙ୍କ ଆଖପାଖରେ ରହି ଆପଣଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରୁଛି। ଯାହା ଆପଣଙ୍କୁ ଜୀବନରେ ଉଦେଶ୍ୟ ପ୍ରତି ଜାଗ୍ରତ କରୁଛି। ଏହା ଆପଣଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଥାଇପାରେ।

ରାତିର ୧ ରୁ ୩ ଟା ମଧ୍ୟରେ ଯେଉଁ ସମୟ ହୋଇଥାଏ ସେହି ସମୟ ସବୁଠାରୁ ଗମ୍ଭୀର ନିଦର ସମୟ ହୋଇଥାଏ। ଯଦି ଏହି ସମୟରେ ଅଚାନକ ଉଠି ଯାଆନ୍ତି ତେବେ ଏହାର ସଂକେତ ହୋଇଥାଏ କି ଆପଣଙ୍କ ଲିଭର ଠିକରେ କାମ କରିନଥାଏ। କୌଣସି ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ନିଶ୍ଚୟ ଅଛି। ଏହା ବିରକ୍ତକର ଭାବନାକୁ ବି ଦର୍ଶାଇ ଥାଏ। ବହୁତ ଚିନ୍ତାରେ ଥିବେ ସମସ୍ୟାରେ ଥିବେ ସେଥିପାଇଁ ଥଣ୍ଡା ପାଣି ପିଅନ୍ତୁ। ଭଗବାନଙ୍କ ନାମ ସ୍ମରଣ କରନ୍ତୁ। ଭରସା ରଖନ୍ତୁ ଜୀବନରେ ଖୁସି ପୁଣି ଫେରି ଆସିବ।

କୁହାଯାଏ ଯଦି ରାତିର ୧୨ ରୁ ୧ଟା ମଧ୍ୟରେ ସ୍ୱପ୍ନ ଦେଖନ୍ତି ତେବେ ସେହି ସ୍ୱପ୍ନ ଆଗକୁ ଆସୁଥିବା ୩ ବର୍ଷ ଭିତରେ ସତ ହୋଇଥାଏ ଏବଂ ୧ ରୁ ୨ ଟା ମଧ୍ୟରେ ଦେଖାଯାଉଥିବା ସ୍ୱପ୍ନ ୧ ବର୍ଷରେ ସତ ହୋଇପାରେ।

ଯଦି ଆପଣଙ୍କ ନିଦ ରାତି ସର୍ବଦା ୩ ଟା ସମୟରେ ଖୋଲି ଥାଏ ତେବେ ଏହାର ଅର୍ଥ ସୃଷ୍ଟିର ଦିବ୍ୟ ଶକ୍ତି ସବୁ ଚାହାନ୍ତି କି ଆପଣ ଶୀଘ୍ର ଉଠି ତାଙ୍କର ଆରୋଧନା କରନ୍ତୁ। କାରଣ ବହୁତ ଶକ୍ତି ଆପଣଙ୍କୁ ସାକ୍ଷତ କରିବା ପାଇଁ ଆପଣଙ୍କ ଭିତରେ ରହିବାକୁ ତତ୍ପର ଅଛନ୍ତି।

ଯଦି ଆପଣଙ୍କ ନିଦ ରାତ ୩ ରୁ ୫ ଟା ମଧ୍ୟରେ ଖୋଲିଥାଏ ତେବେ ଅଳ୍ପ ଟିକେ ସାବଧାନ ହୋଇଯାନ୍ତୁ।

ସକାଳର ଏହି ସମୟକୁ ଅମୃତ ସମୟ କୁହାଯାଏ। ଏହି ସମୟରେ ଅନେକ ଅଲୌକିକ ଶକ୍ତିର ପ୍ରଭାବ ବି ମଧ୍ୟ ରହିଥାଏ। ଏହାର ଅର୍ଥ କୌଣସି ଅଲୌକିକ ଶକ୍ତି ଆପଣଙ୍କୁ ସାକ୍ଷତ କରିବା ପାଇଁ ଚେଷ୍ଟା କରୁଛି। ଯାହା ଆପଣଙ୍କ ଜୀବନ ପ୍ରତି ଜାଗୃତ ଅଛି। ଏହି ଅଜଣା ଶକ୍ତି ଆପଣଙ୍କୁ ସର୍ବଦା ସଜାଗ ରହିବାକୁ ଚେଷ୍ଟା କରିଥାନ୍ତି। ସେଥିପାଇଁ ସତର୍କ ରହିବା ଉଚିତ।

ରାତି ୩ ରୁ ୫ ଟା ମଧ୍ୟରେ ନିଦ ଭାଙ୍ଗିବାର ଅର୍ଥ ଘରେ ଧନ ସମ୍ପତ୍ତିର ବୃଦ୍ଧି ହେବାକୁ ଯାଉଛି। ସକାଳ ଜଲଦି ଉଠିବା ମନ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ। ଏହି ସମୟରେ ନିଦ ଭାଙ୍ଗିଲେ ଜୋର ନିଶ୍ବାସ ନିଅନ୍ତୁ। ମନରେ ସକରାତ୍ମକ ଚିନ୍ତା ଆଣନ୍ତୁ। ବଜରଙ୍ଗୀ ବାଲୀଙ୍କ ସାମ୍ନାରେ ଏକ ସୋରିଷ ତେଲର ଦୀପ ଜଳାନ୍ତୁ।

ଯଦି ଆପଣଙ୍କ ନିଦ ୫ ରୁ ୭ ଟା ମଧ୍ୟରେ ଅଚାନକ ଭୟରେ ଖୋଲି ଥାଏ ଏହାର ଅର୍ଥ ଆପଣ ହୃଦୟରୁ ବହୁତ ଦୁଃଖିତ ଅଛନ୍ତି। ଏହି ସମୟରେ ଉଠିବା ବହୁତ ଭଲ କଥା। ଏହାର ଅର୍ଥ ଆପଣ ବହୁତ ଉର୍ଜାବାନ ଅଟନ୍ତି। ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ସକାଳ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଯିବା ଉଚିତ। ଏବଂ ସ୍ନାନ ସାରି ଭଗବାନଙ୍କର ଆରୋଧନା କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *