Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ୧୦୮ ଟି ମୁଗ ଦାନାରେ ରାମବାଣ ଉପାୟ। କରିବା ମାତ୍ରେ ଶ୍ରାବଣ ମାସରେ ହେବ ମନସ୍କାମନା ପୂରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ୧୦୮ ଟି ମୁଗ ଦାନାରେ ରାମବାଣ ଉପାୟ। କରିବା ମାତ୍ରେ ଶ୍ରାବଣ ମାସରେ ହେବ ମନସ୍କାମନା ପୂରଣ।

ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅଭିଷେକ କରିବା ବହୁତ ଶୁଭ ଫଳଦାୟୀ ଅଟେ। ଯଦି ଭଗବାନ ଶିବଙ୍କୁ ତାଙ୍କୁ ପ୍ରିୟ ଵସ୍ତୁ ଅର୍ପଣ କରି ଦିଆଯିବ ତ ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଏହି ମାସକୁ ମନସ୍କାମନା ପୂରଣ କରିବାର ମାସ କୁହାଯାଏ। ଏହି ମାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ। ଯେଉଁ ଭକ୍ତ ଭଗବାନ ଶିବଙ୍କୁ ଏହି ମାସରେ ବିଧି ବିଧାନରେ ପୂଜା କରିଥାଏ ତାଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ବର୍ଷା ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କର ଅଭିଷେକ କରିବା ଜୀବନରେ କଷ୍ଟ କମ ହୋଇଥାଏ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବେଲ ପତ୍ର ଧୁତୁରା ଜଳ ଅର୍ପଣ କରୁଥିବେ। ଯଦି ବେଲ ପତ୍ର ନମିଳେ ତେବେ କଣ କରିବେ। ମାନ୍ୟତା ଅନୁସାରେ ଏମିତି କିଛି ଜିନିଷ ଅଛି ଯାହା ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ। ଅଲଗା ଅଲଗା ଜିନିଷ ଅର୍ପଣ କରିଲେ ଯାହା ସୁଖ ଶାନ୍ତି ଧନ ସମ୍ପତ୍ତି ଏବଂ ମନ ଚାହୁଁଥିବା ଫଳର ପ୍ରାପ୍ତି ହୋଇଥାଏ।

ସେଥି ମଧ୍ୟରୁ ବୁଟ ଡାଲି ଅନ୍ୟତମ। ଏହାର ଗଛର ପତ୍ରକୁ ବି ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ବୁଟ ଡାଲି କିମ୍ବା ଏହାର ଗଛର ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରିଲେ ତନ ମନ ଧନ ସହିତ ଜଡିତ ସମସ୍ତ ସୁଖ ଆସିଥାଏ ଏବଂ ଦୁଃଖ ଦୂର ହୋଇଥାଏ। ବେଲ ପତ୍ର କିମ୍ବା ବେଲ ପତ୍ର ବଦଳରେ ବୁଟ ଡାଲି ଭଗବାନ ଶିବଙ୍କ ଉପରେ ଅର୍ପଣ କରନ୍ତୁ ଏବଂ ନମଃ ଶିବାୟର ଜପ କରନ୍ତୁ। ଏହା ଦ୍ବାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହେବେ ଏବଂ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବ।

ଚଣା ଡାଲି। କୁହାଯାଏ ବେଲ ପତ୍ର ଅର୍ପଣ କରିଲେ ସୁଖ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ସମସ୍ତ ପାପର ନାଶ ହୋଇଥାଏ ଏବଂ ବେଲ ପତ୍ର ଅର୍ପଣ କରିବା ସମୟରେ ଏହା ଧ୍ୟାନ ଦେବା ଆବଶ୍ୟକ ଅଟେ ଯେ ବେଲ ପତ୍ର କଟା ଫଟା ନହେବା ଉଚିତ କିମ୍ବା ଖଣ୍ଡିତ ହେବା ଉଚିତ ନୁହେଁ। ପୂଜା ସମୟରେ ଯଦି ଚଣା ଡାଲି ଅର୍ପଣ କରିବେ ତ ଭଗବାନ ଶିବ ହୋଇଥାନ୍ତି ପ୍ରସନ୍ନ। ଖାସ କରି କୁଆଁରୀ ଝିଅମାନେ ଭଲ ଜୀବନସାଥୀ ପାଇବା ପାଇଁ ଏହି ଡାଲି ଅର୍ପଣ କରିଲେ ଭଲ ଜୀବନସାଥୀ ପାଇଥାନ୍ତି।

ବିରି ଡାଲି। ଶନି ଦୋଷା ଯୋଗୁ ଚିନ୍ତିତ ଥିଲେ ତେବେ ଶ୍ରାବଣ ମାସରେ କୌଣସି ଦିନରେ କିମ୍ବା ସୋମବାର ଦିନ ବିରି ଡାଲି ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିଲେ ଶନି ଦୋଷାରୁ ମୁକ୍ତି ମିଳିଥାଏ। ଏମିତି କଲେ ଭଗବାନ ଶିବ ଏବଂ ଶନିଦେବ ଉଭୟଙ୍କ କୃପା ବର୍ଷା ହୋଇଥାଏ।

ଅକ୍ଷତ ଅର୍ପଣ କରିଲେ କଳହ କ୍ଳେଶରୁ ମୁକ୍ତି ମିଳିଥାଏ। ମନକୁ ଶାନ୍ତି ମିଳିଥାଏ। ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। ଧନର ଆଗମନ ହୋଇଥାଏ। ଧ୍ୟାନ ଦେବେ କି ଖଣ୍ଡିତ ଚାଉଳ ଅର୍ପଣ କରିବେ ନାହିଁ। ଅର୍ପଣ କରିବା ସମୟରେ ଭଗବାନ ଶିବଙ୍କର ମନ୍ତ୍ର ଉଚାରଣ କରୁଥିବେ।

ତିଳ। ଶ୍ରାବଣ ମାସରେ କଳା ତିଳ ଅର୍ପଣ କରିବାର ବିଧାନ ଅଛି। ଜଳରେ ତିଳ ମିଶାଇ ମଧ୍ୟ ଅର୍ପଣ କରି ପାରିବେ।

ପୂଜା କରିବା ସମୟରେ ଭଗବାନ ଶିବ ଲିଙ୍ଗ ଉପରେ ବେଲ ପତ୍ର ପୁଷ୍ପ ଏବଂ କଳା ତିଳ ଅର୍ପଣ କରନ୍ତୁ। ଜୀବନରେ ସମସ୍ତ କଳହ କ୍ଳେଶ ଦୂର ହୋଇଯିବ। ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମନସ୍କାମନା ପୂରଣ ଅନୁସାରେ ବିଭିନ୍ନ ପ୍ରକାରର ଵସ୍ତୁ ଅର୍ପଣ କରିପାରିବେ।

ସବୁଜ ମୁଗ। ଭଗବାନ ଶିବଙ୍କୁ ମୁଗ ଡାଲି ବହୁତ ପ୍ରିୟ ଅଟେ। ଏହାକୁ ଅର୍ପଣ କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଧ୍ୟାନ ରଖିବେ କି ଏହାକୁ ୧୦୮ ଟି ଅର୍ପଣ କରିବେ ଏବଂ ଓଁ ନମଃ ଶିବାୟର ମନ୍ତ୍ର ଜପ କରୁଥିବେ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *