Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସର କୌଣସି ବି ଦିନରେ ୭ଟି ଲାଲି ଲଙ୍କାରେ କରନ୍ତୁ ଏହି କାମ। କରଜ ନାଶ ହେବ ଦୁଃଖ ନାଶ ହେବ ଶତ୍ରୁ ନାଶ ହେବେ ନଜର ଦୋଷରୁ ମୁକ୍ତି ମିଳିଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସର କୌଣସି ବି ଦିନରେ ୭ଟି ଲାଲି ଲଙ୍କାରେ କରନ୍ତୁ ଏହି କାମ। କରଜ ନାଶ ହେବ ଦୁଃଖ ନାଶ ହେବ ଶତ୍ରୁ ନାଶ ହେବେ ନଜର ଦୋଷରୁ ମୁକ୍ତି ମିଳିଯିବ।

ଜୀବନରେ ସର୍ବଦା ସୁଖ ଦୁଃଖ ଲାଗି ରହିଥାଏ। ସମସ୍ତେ ଚାହିଁଥାନ୍ତି ଜୀବନରେ ସୁଖ କମ ମିଳୁ କିନ୍ତୁ କଷ୍ଟ ନମିଳୁ। ଦୁଃଖ ନଆସୁ ଶତ୍ରୁ ହଇରାଣ ନକରନ୍ତୁ କିନ୍ତୁ କେବେ କେବେ ବିପରୀତ ହୋଇଯାଏ। କିଛି କରିବାକୁ ଚାହିଁଥିବେ କିନ୍ତୁ ଅନ୍ୟ କିଛି ହେଉଥିବ ତ ସେତେବେଳେ ଫସି ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ ୭ ଟି ମହା ଉପାୟ ଜଣେଇବୁ। ଏଥି ମଧ୍ୟରୁ କୌଣସି ବି ଗୋଟିଏ ଉପାୟ ନିଜର ସୁବିଧା ଅନୁସାରେ କରିପାରିବେ।

କେବେ କେବେ ଶତ୍ରୁ ଏତେ ହଇରାଣ କରିଥାନ୍ତି କି ବଞ୍ଚିବାର ରାସ୍ତା ନଥାଏ ଚିନ୍ତାରେ ରହିଥାନ୍ତି ତ ଏମିତି ସ୍ଥିତିରେ ଏହି ଉପାୟ କରନ୍ତୁ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ। ଏଥିପାଇଁ ଶୁଖିଲା ଲଙ୍କାର ନେବାକୁ ପଡିବ। ଏହା କରଜରୁ ମୁକ୍ତି ଦେବ। ଆଜି ଆମେ ଏହି ଲଙ୍କାକୁ ନେଇ ୫ ଟି ଉପାୟ ଜଣେଇବୁ। ଯାହା ଜୀବନରେ ଥିବା ବହୁତ ସାରା ସମସ୍ୟାରୁ ଦୂର କରିଦେବ।

ଅନେକ ଥର ବହୁତ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିନଥାଏ ସମସ୍ୟା ଅଧିକ ଥିଲେ ଏମିତି ସ୍ଥିତିରେ ଶନିବାର ଦିନ ରାତିରେ ଶୋଇବା ପୂର୍ବରୁ ଲାଲି ଲଙ୍କାର ୨୧ ଟି ଦାନା ନେଇ ଜଳରେ ପକେଇ ଦିଅନ୍ତୁ ଏବଂ ନିଜର ମୁଣ୍ଡ ପାଖରେ ଏହାକୁ ରଖି ଶୋଇଯାଆନ୍ତୁ। ସକାଳୁ ଉଠି ଏହି ଜଳ ପାତ୍ରକୁ ନିଜ ମୁଣ୍ଡ ଉପରେ ୭ ଥର ବାମ ହାତରେ ନେଇ ଓଲଟା ବୁଲାଇ ସେହି ପାଣିକୁ ଘର ଠାରୁ ବାହାରେ ଦୂରରେ ପକେଇ ଦିଅନ୍ତୁ ଏବଂ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏମିତି କଲେ ଜୀବନରେ ସମସ୍ୟା ବାଧା ଦୂର ହୋଇଯିବ।

ଏମିତି ଅନେକ ଥର ହୋଇଥାଏ ଶତ୍ରୁ ବିରୋଧୀ ଅନେକ ସମସ୍ୟା କରିଥାନ୍ତି ତ ଶନିବାର ଦିନ ସନ୍ଧ୍ୟାରେ ୫ ଟି ଲାଲି ଲଙ୍କା ଅଳ୍ପ ହଳଦିଆ ସୋରିଷ ଅଳ୍ପ ଲୁଣ ନେଇ ଶତ୍ରୁର ନାମ ନେଇ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ଏହାକୁ ଘରୁ ବାହାରି ଯାଇ ବାହାରେ ପକେଇ ଦିଅନ୍ତୁ।

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସଫଳତାରେ କେହି ଆପଣଙ୍କ ଉପରେ ଇର୍ଷା କରୁଛି ଆପଣଙ୍କର ଖରାପ ଚାହୁଁଛି ଯାହାର ନକରାତ୍ମକତା କାରଣରୁ ଆପଣଙ୍କୁ କ୍ଷତି ହେଉଥାଏ ତ ଏମିତିରେ ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ଆପଣଙ୍କ ୫ଟି ଶୁଖିଲା ଲଙ୍କାକୁ ନେଇ ନିଜ ଘରଠୁ ବହାରକୁ ଯାଆନ୍ତୁ କୌଣସି ଶୁନସାନ ଜାଗାକୁ ଯାଇ ଭୂମିରେ ଗୋଟେ ଗାତ ଖୋଳି ଦିଅନ୍ତୁ।

ଲାଲି ଲଙ୍କାକୁ ନିଜ ମୁଣ୍ଡ ଉପରେ ୫ ଥର ବୁଲାଇ ନିଜର ଶତ୍ରୁର ନାମ କୁହନ୍ତୁ କିମ୍ବା ଅଜଣା ଶତ୍ରୁ ବୋଲି କୁହନ୍ତୁ ଏବଂ ବୁଲାଇବା ପରେ ଗାତରେ ପୋତି ଦିଅନ୍ତୁ ଏବଂ ସେହି ସ୍ଥାନରେ ଛିଡା ହୋଇ ଇଷ୍ଟଦେବଙ୍କୁ ସ୍ମରଣ କରି ପ୍ରାର୍ଥନା କରନ୍ତୁ ଆପଣଙ୍କ ଯିଏ ବି ଶତ୍ରୁ ଥିବେ ସେମାନେ ଶାନ୍ତ ହୋଇଯିବେ। ପ୍ରାର୍ଥନା କରିବା ପରେ ପଛକୁ ନବୁଲି ସିଧା ଘରକୁ ଫେରି ଆସନ୍ତୁ। ଶତ୍ରୁ ଯିଏ ବି ଥିବେ ଶେଷ ହୋଇଯିବେ।

କରଜରେ ଚିନ୍ତିତ ଥିଲେ କିମ୍ବା ଆପଣଙ୍କ ଟଙ୍କା କେହି ନେଇଥିବେ କିନ୍ତୁ ଫେରସ୍ତ କରୁନାହାନ୍ତି ସେହି ଧନକୁ ଫେରସ୍ତ ପାଇବା ପାଇଁ ଏହି ଉପାୟ କରନ୍ତୁ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିବା ଘଟିରେ ଲାଲି ଲଙ୍କାର ୨୧ ଟି ଦାନା କିମ୍ବା ଏକ ଚୁଟକି ଉଠେଇ ଏବଂ ଚୁଟକିରେ ଯାହାବି ଆସିବ ତାହାକୁ ଗଣିବେ ନାହିଁ। ଏବଂ ତାହାକୁ ଜଳରେ ପକେଇ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଅର୍ଘ୍ୟ ଦେବା ସମୟରେ ଭଗବାନଙ୍କୁ ବାଧାକୁ ଦୂର କରିବାକୁ ପ୍ରାର୍ଥନା କରନ୍ତୁ।

ବ୍ୟବସାୟ ଭଲ ଚାଲୁ ନଥିଲେ ୩ ଟି ଦୀପ ନେଇ ନିଅନ୍ତୁ। ଅଲଗା ଅଲଗା ଦୀପରେ ଗୋଟେ ଦୀପରେ ଅଳ୍ପ ସୋରିଷ ଅନ୍ୟ ଦୀପରେ କଳା ତିଳ ଏବଂ ଅନ୍ୟ ଦୀପରେ ଲୁଣ ରଖିବେ ଏବଂ ଧନିଆ ରଖିବେ ଏବଂ ସମସ୍ତ ଦୀପରେ ଗୋଟେ ଗୋଟେ ଲାଲି ଲଙ୍କା ରଖିଦେବେ। ଅର୍ଥାତ ୩ ଟି ଦୀପରେ ଅଳ୍ପ ଅଳ୍ପ କରି ଏହିସବୁ ଜିନିଷ ନେବେ ଏବଂ ନିଜର ବ୍ୟବସାୟ ସ୍ଥଳରେ ରଖିଦିଅନ୍ତୁ। ସେମିତି ହିଁ ସେହିଠାରେ ପଡି ରହିବାକୁ ଦିଅନ୍ତୁ। କାର୍ଯ୍ୟରେ ଯେଉଁ ସମସ୍ୟା ବାଧା ଥିବ ତାହା ଦୂର ହୋଇଯିବ।

ଯଦି କୌଣସି ଛୋଟ ପିଲା କିମ୍ବା ବଡ଼ ଲୋକଙ୍କୁ ନଜର ଲାଗିଯାଇଛି ତେବେ କଣ କରିବେ ନାଁ ବିନା କାରଣରେ ଲୋକେ ବୀମାର ହୋଇଯିବେ ଏହାର କାରଣ ଲୋକେ ବୁଝିପାରନ୍ତି ନାହିଁ ମେଡ଼ିସିନ ବି କାମ କରିବ ନାହିଁ ମନ ଅଶାନ୍ତ ରହିବ ସବୁକିଛି ଗଡ଼ବଡ଼ ହୋଇଯିବ ସମ୍ପର୍କରେ ଦୂରତା ଆସିଯିବ ସେତେବେଳେ ଆପଣ ବୁଝିନିଅନ୍ତୁ କି ଆପଣଙ୍କ ଉପରେ ନଜର ଲାଗିଛି। ଏମିତି ହେଉଥିଲେ ୭ ଟି ଲାଲି ଲଙ୍କା ସେହି ପୀଡିତ ବ୍ୟକ୍ତିଙ୍କ ଉପରେ ୭ ଥର ବୁଲାଇ ନିଅନ୍ତୁ। ବୁଲାଇବା ପରେ ଏହିସବୁ ଜିନିଷକୁ କୌଣସି ପାତ୍ରରେ ରଖି ଜଳେଇ ଦିଅନ୍ତୁ।

ହଠାତ ଧନ ଆଗମନର ରାସ୍ତା ବନ୍ଦ ହୋଇଯାଇଥାଏ କୌଣସି କାମରେ ସଫଳତା ମିଳିନଥାଏ ତେବେ ଏହି ଉପାୟ କରନ୍ତୁ। ଏହି ଉପାୟ କରିବା ପାଇଁ ୭ ଟି ଦାଣ୍ଠି ଥିବା ଲାଲି ଲଙ୍କା ଅଳ୍ପ କଳା ତିଳ ୭ ଟି ଯାଇ ଫଳ ଛୋଟ ଛୋଟ ୭ ଟି ଫିଟିକିରିର ଖଣ୍ଡ ନିଅନ୍ତୁ ଏବଂ ଗୋଟେ ଛୋଟ ଲାଲ କପଡ଼ାରେ ନେଇ ବାନ୍ଧି ପୋଟଳି କରି ନିଜର ଘରେ ରଖିଦିଅନ୍ତୁ ଶନିବାର ରାତିରେ ଏବଂ ପର ଦିନ ସକାଳେ ଘରୁ ବାହାରିବା ସମୟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ହେ ପ୍ରଭୁ ଆମର କଷ୍ଟକୁ ଦୂର କରନ୍ତୁ। ସୁଖ ସମୃଦ୍ଧି ଦିଅନ୍ତୁ ଏବଂ ପୋଟଳିକୁ କୌଣସି କୌଣସି ଅସ୍ତ ଗଛ ମୂଳରେ ପୋତି ଦେବେ। ପଛକୁ ନବୁଲି ଘରକୁ ଫେରି ଆସିବେ। ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ବ୍ୟବସାୟ ଭଲ ଚାଲୁ ନଥିଲେ ୭ ଟି କଞ୍ଚା ଲଙ୍କା ନେବେ ୧ ଟି ଲେମ୍ବୁ ନେବେ ଏବଂ ଏହାକୁ କଳା ସୂତା ସାହାର୍ଯ୍ୟରେ ଗୁନ୍ଥି ନିଅନ୍ତୁ ଏବଂ ନିଜର ବ୍ୟବସାୟ ସ୍ଥଳରେ କିମ୍ବା ଘରର ଦ୍ୱାର ସାମ୍ନାରେ ଟାଙ୍ଗି ଦିଅନ୍ତୁ। ପ୍ରତ୍ୟକ ଶନିବାର ଦିନ ବଦଳାଇ ଦେବେ। ଏମିତି କରିଲେ କୌଣସି ସମସ୍ୟା ଆସିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *