ଶ୍ରାବଣ ମାସରେ ସ୍ତ୍ରୀ ମାନେ ଏହି ୮ଟି ଜିନିଷର ଦାନ କଲେ,କେବେ ବି ବିଧବା ହୁଅନ୍ତି ନାହିଁ ! ଜାଣନ୍ତୁ କଣ କଣ ସେହି ୮ଟି ଜିନିଷ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ସ୍ତ୍ରୀ ୮ ଟି ଜିନିଷର ଦାନ କରିଲେ ସେହି ନାରୀ କେବେବି ବିଧବା ହୁଅନ୍ତି ନାହିଁ।
ବନ୍ଧୁଗଣ ଶ୍ରାବଣର ଏହି ପବିତ୍ର ମାସରେ ଯେଉଁ ସ୍ତ୍ରୀ ଏହି ୮ ଜିନିଷର ଦାନ କରିଥାଏ ସେ ନାରୀ କେବେବି ବିଧବା ହୁଅନ୍ତି ନାହିଁ। ଏମାନଙ୍କ ଉପରେ ସର୍ବଦା ଭଗବାନ ଶିବ ଏବଂ ମା ପାର୍ବତୀଙ୍କ କୃପା ବନି ରହିଥାଏ। ଶ୍ରାବଣ ମାସରେ ଏହି ଜିନିଷ ଦାନ କଲେ ଭାଗ୍ୟ ଚମକି ଉଠିଥାଏ। ଦାନ କରିବା ଆବଶ୍ୟକ ଅଟେ। ଦାନ ନକରିଲେ ଆପଣଙ୍କର ଭଲ ହେବ ନାହିଁ କି ଭୋକିଲା ପ୍ରାଣୀର ବି ଭଲ ହେବ ନାହିଁ।
ଦାନ କରିବା ଜୀବନରେ ସେତିକି ଆବଶ୍ୟକ ଯେତିକି କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ଅନୁସାରେ ଜୀବନରେ ୨ ଥର ଗୁପ୍ତ ଦାନ କରିବା ଉଚିତ। ଏହା ଦ୍ବାରା ନର୍କକୁ ଯିବାକୁ ପଡିନଥାଏ। ଦାନ କରିବା ସର୍ବଶ୍ରେଷ୍ଠ ମଙ୍ଗଳକାରୀ ଏବଂ ଏହା ଆପଣଙ୍କ ପାଇଁ ବହୁତ ଶୁଭ ମାନାଯାଏ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଭଗବାନ ଶିବ କହୁଛନ୍ତି ଏମିତି ୬ ଟି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ ଏବଂ ଏହା ସହିତ ଜାଣିବା ଜାଣିବା ଶିବ ପୁରାଣ ଅନୁସାରେ ଏମିତି କେଉଁ ଜିନିଷ ଅଛି ଯାହାର ଦାନ ଯଦି ବ୍ୟକ୍ତି କରିଥାଏ ତାର ଯେମିତି ବି ଦୁର୍ଭାଗ୍ୟ ଥାଉ ସମସ୍ୟା ଥାଉ ନିଶ୍ଚୟ ଦୂର ହୋଇଯାଇଥାଏ।
କେବେ କେବେ ଏମିତି ହୋଇଥାଏ ବ୍ୟକ୍ତିଙ୍କ ଜୀବନରେ ଏତେ ସମସ୍ୟା ଆସିଥାଏ ଯେ ସେ କାହାକୁ କହି ପାରିନଥାଏ ତ ଏମିତିରେ ଭଗବାନ ଶିବଙ୍କର ପୂଜା କରିବା ଉଚିତ। ଏମିତି କଲେ ସବୁ କଷ୍ଟ ସମସ୍ୟା ଦୂର ହୋଇଯାଇଥାଏ। ସୋମବାର ଦିନ ଠାରୁ ଆରମ୍ଭ କରନ୍ତୁ ଭଗବାନ ଶିବଲିଙ୍ଗ ସାମ୍ନାରେ ବସି ଆପଣ ନିଜର କଷ୍ଟକୁ ଜଣେଇବା ପାଇଁ। ଏମିତି କଲେ ଆପଣଙ୍କ ଯେଉଁ କଷ୍ଟ ଅଛି ତାହା ଦୂର ହୋଇଯିବ।
ଲୁଣର ଦାନ। ସୋମବାର ଦିନ ଲୁଣର ଦାନ କରିଲେ ଜୀବନରେ ଦୁର୍ଭାଗ୍ୟ ଗରିବୀ ଏବଂ ଯାହାବି ସମସ୍ୟା ଥାଏ ତାହା ଦୂର ହୋଇଯାଇଥାଏ। ଲୁଣ ଦାନ କରିଲେ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ। ଲୁଣର ଦାନ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ ଯେ ମୋଟା ଲୁଣର ଦାନ କରିବେ ଏବଂ ପକେଟ ଲୁଣ ବି ଦାନ କରିପାରିବେ।
ଗୁଡ଼ର ଦାନ। ଏହାର ଦାନ କରିଲେ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ। ଏହି ସମ୍ପର୍କ କାହା ସହିତ ବି ହୋଇପାରେ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥାଏ ବାଦ ବିବାଦ ହେଉଥାଏ ଏବଂ ଯଦି ପରିସ୍ଥିତି ତଲାକ ପର୍ଯ୍ୟନ୍ତ ପହଁଚି ଯାଇଥାଏ ତେବେ ଆପଣ ଭଗବାନ ଶିବଙ୍କ ଶରଣକୁ ଯାଆନ୍ତୁ। ସେ ଆପଣଙ୍କର ସମସ୍ତ ସଙ୍କଟକୁ ଦୂର କରିଥାନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ଦୂର ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ ଅବଶ୍ୟ କରନ୍ତୁ। ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇଲେ ବି ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ମା ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ।
ତିଳ। ଶିବ ମହାପୁରାଣରେ ଉଲ୍ଲେଖ ଅଛି ତିଳର ଦାନ କରିଲେ ବ୍ୟକ୍ତିର ଆତ୍ମବିଶ୍ବାସ ବିଚଳିତ ହେଉଥିଲେ ତାହା ଠିକ ହୋଇଯିବ। କେବେ କେବେ ଦେଖିଥିବେ ବ୍ୟକ୍ତି ବହୁତ ଜ୍ଞାନୀ ହେବା ପରେ ମଧ୍ୟ ତାର ଆତ୍ମବିଶ୍ବାସ ତାର ସାଥ ଦେଇନଥାଏ କେବେ କେବେ ପିଲାମାନେ ଭଲ ପାଠ ପଢିବା ସତେ ମଧ୍ୟ ଯେବେ ଇଣ୍ଟରଭ୍ୟୁରେ ଯାଇଥାନ୍ତି ତାଙ୍କର ଆତ୍ମବିଶ୍ବାସ ତାଙ୍କର ସାଥ ଦେଇନଥାଏ। ଜାଣିବା ପରେ ବି ସେଠାରୁ ସେମାନେ ଫେରି ଆସିଥାନ୍ତି ତ ଏପରି ସ୍ଥିତିରେ ସୋମବାର ଦିନ ତିଳର ଦାନ କରନ୍ତୁ।
ଅନ୍ନର ଦାନ। ଏହାର ଦାନ କରିଲେ ମା ଲକ୍ଷ୍ମୀ କେବେବି ଆପଣଙ୍କ ଭଣ୍ଡାର ଖାଲି ରଖିନଥାନ୍ତି। ଧନ ସମ୍ପତ୍ତି ଭରି ରହିବ। ଗାଈକୁ ରୋଟି ସହିତ ଗୁଡ଼ ଖୁଆଇଲେ ଅନେକ ହଜାର ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ।
ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ କୌଣସି ଗରିବଙ୍କୁ ୧୦୦ କିଲୋ ଗୁଡ଼ର ଦାନ କରିବା ଉତମ ମାନାଯାଏ।
ମଙ୍ଗଳବାର ଦିନ ମାଙ୍କଡକୁ ଚଣା ଖୁଆଇଲେ କିମ୍ବା ଦାନ କରିଲେ ଭଲ ମାନାଯାଏ। ମଙ୍ଗଳ ଶୁଭ ପରିଣାମ ଦେଇଥାନ୍ତି।
ବୁଧବାର ଦିନ ସବୁଜ ରଙ୍ଗର ମୁଗ ଡାଲିର ଦାନ କରିଲେ କ୍ୟାରିୟରରେ ଉନ୍ନତି ହୋଇଥାଏ।
ଗୁରୁବାର ଦିନ ହଳଦିଆ ରଙ୍ଗର ଵସ୍ତୁ ଦାନ କରିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।
ଶୁକ୍ରବାର ଦିନ ଅଭାବୀ ଲୋକଙ୍କୁ ଧଳା ଜିନିଷର ଦାନ କରିବା ଭଲ ମାନାଯାଏ। ଏହା ଦ୍ବାରା ଜୀବନରେ ଧନର ଅଭାବ ହୋଇନଥାଏ।
ଶନିବାର ଦିନ କଳା ତିଳ ଶନିଦେବଙ୍କୁ ଅର୍ପଣ କରିଲେ ଶନିଦେବଙ୍କ ପୀଡ଼ାରୁ ମୁକ୍ତି ମିଳିଥାଏ। ଏହି ଦିନ ଗରିବଙ୍କ ଚାଉଳ ଦାନ କରିବାକୁ ସର୍ବଶ୍ରେଷ୍ଠ ମାନାଯାଏ।
ଯେଉଁ ବ୍ୟକ୍ତି କୌଣସି ଗରିବଙ୍କ କପଡା ଦାନ କରିଥାଏ ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହା ଦ୍ବାରା ବ୍ୟକ୍ତିର ସବୁ ମାର୍ଗ ଖୋଲିଯାଏ। ଗରିବୀ ଜୀବନରେ କେବେବି ଆସିନଥାଏ।
ଆସନ୍ତୁ ଜାଣିବା କଣ ଦାନ କରିବା ଉଚିତ ନୁହେଁ।
ଫଟା କପଡା ଛିଣ୍ଡା ଜୂତା ଚପଲ ଦାନ କରନ୍ତୁ ନାହିଁ।
ପଚା ସଢା ଖାଦ୍ୟ ବାସୀ ଖାଦ୍ୟ କାହାରିକୁ ଦାନ କରନ୍ତୁ ନାହିଁ।
ଘରର ଝାଡୁକୁ କାହାରିକୁ ଦାନ କରନ୍ତୁ ନାହିଁ।
ଘରର ବାସନ ବି କାହାରିକୁ ଦାନ କରନ୍ତୁ ନାହିଁ।
ଘରେ ବ୍ୟବହାର କରୁଥିବା ତେଲ ବି କେବେବି କାହାରିକୁ ଦାନ କରନ୍ତୁ ନାହିଁ।
ଧାରୁଆ ଜିନିଷର ବି ଦାନ କରନ୍ତୁ ନାହିଁ।