Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥିବା ବେଲପତ୍ର ଖାଇଲେ କଣ ହୋଇଥାଏ ! ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥିବା ବେଲପତ୍ର ଖାଇଲେ କଣ ହୋଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପ୍ରିୟ ଅଟେ। ମାନ୍ୟତା ଅନୁସାରେ ବେଲପତ୍ରର ପ୍ରୟୋଗରେ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଭଗବାନ ଶିବଙ୍କ କୃପା ପାଇବା ପାଇଁ କୌଣସି ସମସ୍ୟା ନହେଉ ସେଥିପାଇଁ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରାଯାଏ। ଯଦି ଆପଣ ନିଜ ଜୀବନରେ ସମସ୍ୟା ସମାପ୍ତ କରିବାକୁ ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କୁ ବେଲପତ୍ର ନିଶ୍ଚୟ ଅର୍ପଣ କରନ୍ତୁ।

ଯେତେବେଳେ ଆପଣ ଭଗବାନ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରୁଛନ୍ତି ତ ଜୀବନରେ ବହୁତ ସାରା ସମସ୍ୟା ସମାପ୍ତ ହୋଇଯାଏ କିନ୍ତୁ ବେଲପତ୍ର ଅର୍ପଣ କରିବାରେ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ କାରଣ ଭୁଲ ଉପାୟରେ ବେଲପତ୍ର ଅର୍ପଣ କରିଲେ ପୂଜାର ଫଳ ମିଳିନଥାଏ ଏହା ସହିତ ଆସନ୍ତୁ ଜାଣିବା ବେଲପତ୍ର ଖାଇଲେ କଣ ହୋଇଥାଏ।

୧ ବେଲପତ୍ରରେ ୩ଟି ପତ୍ର ନିଶ୍ଚୟ ହେବା ଉଚିତ। ୪ ୫ଟି ବେଲପତ୍ର ଥିଲେ ଆହୁରୁ ଭଲ କଥା। ଯଦି ଆପଣଙ୍କ ୪ କିମ୍ବା ୫ ଟି ପତ୍ର ଥିବା ବେଲପତ୍ର ମିଳିଯାଏ ତ ଭଗବାନ ଶିବଙ୍କୁ ଅର୍ପଣ କରି ତାକୁ ସମ୍ଭାଳି କରି ରଖିଦିଅନ୍ତୁ କାରଣ ଜୀବନରେ ସମସ୍ୟା ଦୂର ହୋଇଯିବ। ଧ୍ୟାନ ରଖିବେ ବେଲପତ୍ର ଛିଣ୍ଡା କଣା ହୋଇନଥିବ କିମ୍ବା ଦାଗ ମଧ୍ୟ ହୋଇନଥିବ।

ଯେତେବେଳେ ବି ବେଲପତ୍ର ଅର୍ପଣ କରିବେ ତ ବେଲପତ୍ରର ଦାଣ୍ଠିକୁ ବାହାର କରିଦେବେ ଏବଂ ଯେତେବେଳେ ବେଲପତ୍ର ଅର୍ପଣ କରିବେ ତ ଓଲଟା ଅର୍ପଣ କରନ୍ତୁ ଅର୍ଥାତ ବେଲପତ୍ରର ଚିକଣ ସାଇଟ ଭଗବାନ ଶିବଲିଙ୍ଗ ଆଡ଼କୁ ରହିବ। ବେଲପତ୍ର ଅର୍ପଣ କରିବା ପରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଆପଣ ଏକ ହିଁ ବେଲପତ୍ରକୁ ଅର୍ପଣ କରି ତାକୁ ଉଠାଇ ଆଣି ଆଉ ଥରେ ଜଳରେ ଧୋଇ ଅର୍ପଣ କରିପାରିବେ। ବେଲପତ୍ରକୁ ବିନା ଜଳରେ ଅର୍ପଣ କରିବେ ନାହିଁ।

ଯଦି ବିବାହରେ ସମସ୍ୟା ଆସୁଥାଏ ତ ୧୦୮ ଟି ବେଲପତ୍ର ଉପରେ ଚନ୍ଦନରେ ଆପଣଙ୍କୁ ରାମ ଲେଖିବାକୁ ହେବ ଏବଂ ଗୋଟେ ଗୋଟେ କରି ନମଃ ଶିବାୟ ଜପ କରି ଭଗବାନ ଶିବଲିଙ୍ଗ ଉପରେ ଅର୍ପଣ କରିଦେବେ। ଶୀଘ୍ର ବିବାହର ପ୍ରାର୍ଥନା କରନ୍ତୁ।

ଯଦି ଆପଣ ରୋଗରେ ପୀଡିତ ଅଛନ୍ତି ତ ୧୦୮ ବେଲପତ୍ର ନିଅନ୍ତୁ ଏକ ପାତ୍ରରେ ଚନ୍ଦନର ଅତର ନେଇନିଅନ୍ତୁ। ବେଲପତ୍ରଲୁ ଗୋଟେ ଗୋଟେ କରି ଚନ୍ଦନରେ ସ୍ପର୍ଶ କରି ଭଗବାନ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ କୁହନ୍ତୁ ଓଁ ହୁଙ୍ଗ ଯଂ ସ୍ୱାହା ଏବଂ ଶେଷରେ ଜଳ ଅର୍ପଣ କରନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ।

ମାନ୍ୟତା ଅନୁସାରେ ବେଲପତ୍ର ରସ ଆଖିରେ ପକାଇଲେ ଜ୍ୟୋତି ବଢିଥାଏ। ଯଦି ବେଲପତ୍ରର କାଢା ବନେଇ ପିଇବେ ତ କାଶରୁ ଶାନ୍ତି ମିଳିଥାଏ। ଯଦି ବେଲପତ୍ର ରସକୁ ପ୍ରତିଦିନ ସକାଳେ ପିଇବେ ତ ମୁଣ୍ଡବିନ୍ଧା ଦୂର ହୋଇଯାଇଥାଏ।

ଯଦି ଭଗବାନ ଶିବଲିଙ୍ଗ ଉପରେ କ୍ଷୀରରେ ବେଲପତ୍ର ପକାଇ ଶିବଲିଙ୍ଗ ଉପରେ ଅର୍ପଣ କରିବେ ୧୦୮ ଟି ବେଲପତ୍ର ନିଅନ୍ତୁ ଏବଂ କୌଣସି ଏକ ପାତ୍ରରେ କ୍ଷୀର ନେଇନିଅନ୍ତୁ ଏବଂ ଗୋଟେ ଗୋଟେ କରି ବେଲପତ୍ରକୁ ନିଅନ୍ତୁ ଏବଂ କ୍ଷୀରରେ ବୁଡାଇ ଭଗବାନ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ ଜପ କରନ୍ତୁ ଓଁ ନମଃ ଭଗବତେ ମହାଦେବାୟ ତ ଏମିତି ପ୍ରାର୍ଥନା କରିଲେ ସନ୍ତାନ ପ୍ରାପ୍ତ ହୋଇଥାଏ।

ଭଗବାନ ଶିବଲିଙ୍ଗ ଉପରେ ଅର୍ପଣ କରାଯାଇଥିବା ବେଲପତ୍ର ଖାଇଲେ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ରହିନଥାଏ। ଏହା ଦ୍ବାରା ବଡ଼ ସମସ୍ୟା ଶେଷ ହୋଇଯାଇଥାଏ।

ଭଗବାନ ଶିବଲିଙ୍ଗ ଉପରେ ଅର୍ପଣ କରାଯାଇଥିବା ବେଲପତ୍ର ଖାଇଲେ ଜୀବନରେ ଯେଉଁ ବି ସମସ୍ୟା ବାଧା ଥାଏ ତାହା ଶେଷ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *