Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ୩ଟି ଜିନିଷ ଯେତେ ଜଲଦି ସମ୍ଭବ,ଘରୁ ବାହାର କରି ଦିଅନ୍ତୁ,ନହେଲେ ଆପଣ କାଙ୍ଗାଳ ହୋଇଯିବେ ! ଭଗବାନ ଶିବ ବହୁତ କ୍ରୋଧିତ ହେବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଏହି ଜିନିଷ ଘରେ ରଖିଲେ ପୁରା ଘର କାଙ୍ଗାଳ ହୋଇଯିବ। ଭଗବାନ ଶିବ ହେବେ କ୍ରୋଧିତ।

ଶ୍ରାବଣ ମାସରେ ଏହିସବୁ ଜିନିଷ ଘରୁ ବାହାର କରିଦିଅନ୍ତୁ ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ ଏବଂ ଏମିତି ଘରକୁ କେବେବି ଭଗବାନ ଶିବ ଆସିବେ ନାହିଁ। ଶ୍ରାବଣ ମାସ ୧୪ ଜୁଲାଇ ରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ରହିବ। ଭଗବାନ ଶିବଙ୍କର କୃପା ପାଇବା ପାଇଁ ଚାହୁଁଥିଲେ ଘରୁ ବାହାର କରିଦିଅନ୍ତୁ ଏହିସବୁ ଜିନିଷ ନଚେତ ଫଳର ପ୍ରାପ୍ତି ହେବନାହିଁ।

ଭଗବାନ ଶିବ ଏହି ମାସରେ ଘରକୁ ଆସିଥାନ୍ତି। ସେଥିପାଇଁ ଘରକୁ ସଫା ରଖନ୍ତୁ। ଘରକୁ କେବେବି ଅପରିଷ୍କାର କରି ରଖନ୍ତୁ ନାହିଁ। ଆଜି ଆମେ ସେହି ଭୁଲ ଗୁଡିକ ବିଷୟରେ ଜଣେଇବୁ ଯାହା ଯଦି ଘରେ ଥାଏ ତ ମା ଲକ୍ଷ୍ମୀ କେବେବି ଏମିତି ଘରକୁ ପ୍ରବେଶ କରନ୍ତି ନାହିଁ। ଯେତେବେଳେ ପୂଜା ପାଠ କଲେ ମଧ୍ୟ ଏମିତି ଘରକୁ କୌଣସି ବି ଦେବାଦେବୀ ଆସନ୍ତି ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକରାତ୍ମକ ଉର୍ଜା ବୃଦ୍ଧି କରିବା ପାଇଁ ଅନେକ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି। ବାସ୍ତୁ ଅନୁସାରେ ଘରେ ଥିବା ସମସ୍ତ ଵସ୍ତୁ ନକରାତ୍ମକ ଏବଂ ସକରାତ୍ମକ ଉର୍ଜାର ସଂଚାର କରିଥାଏ। ଯଦି ସେସବୁକୁ ଠିକ ଜାଗାରେ ରଖାଯାଏ ନାହିଁ ତ ଏହା ସବୁ ଘରେ ନକରାତ୍ମକ ସଂଚାର କରିଥାଏ। ଯେଉଁ କାରଣରୁ ଏହାର ପ୍ରଭାବ ଘରର ଆର୍ଥିକ ସ୍ଥିତି ଉପରେ ପଡିଥାଏ ଏବଂ ଘରେ କ୍ଳେଶ ବଢିଥାଏ ଏବଂ ଯଦି ତାହାକୁ ଠିକ ଜାଗାରେ ଠିକ ଦିଗରେ ରଖାଯାଏ ତ ଏହା ଘରେ ସକରାତ୍ମକ ଉର୍ଜା ସଂଚାର କରିଥାଏ ଏବଂ ଘରେ ସୁଖ ଶାନ୍ତି ବନିରହିଥାଏ।

ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ଦ୍ଵାରକୁ ଅଧିକ ମହତ୍ୱ ଦିଆଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏମିତି କିଛି ଜିନିଷ ଅଛି ଯାହା କେବେବି ରହିବା ଉଚିତ ନୁହେଁ। ଏହିସବୁ ଜିନିଷ ଅଶୁଭ ହେବା ସହିତ ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ କରିଥାଏ। ଏହାର ପ୍ରଭାବ ପରିବାରର ମହିଳାଙ୍କ ଉପରେ ବଡ଼ ଲୋକଙ୍କ ଉପରେ ଘରର ପିଲାଙ୍କ ଉପରେ ଏବଂ ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ସ୍ୱାସ୍ଥ୍ୟ ସମସ୍ୟା ସହିତ ଆର୍ଥିକ ସମସ୍ୟାର ବି ସାମ୍ନା କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାର ସାମ୍ନାରେ କେଉଁ ଜିନିଷ ରହିବା ଅଶୁଭ ମାନାଯାଏ।

ଘର ସାମ୍ନାରେ ଅପରିଷ୍କାର ପାଣି ଜମା ରହିବା ବାସ୍ତୁଶାସ୍ତ୍ର ଅନୁସାରେ ବହୁତ ଅଶୁଭ ହୋଇଥାଏ। ଏହା ସହିତ ଏହା ଦ୍ବାରା ଅନେକ ବ୍ୟାକ୍ଟେରିୟା ଉତ୍ପନ୍ନ ହୋଇଥାଏ ଯାହା ପରିବାରର ସଦସ୍ୟଙ୍କୁ ବୀମାର କରିଦେଇଥାଏ। ରାହୁ ଦୋଷ ଉତ୍ପନ ହୋଇଥାଏ। ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଶନିଦେବ କ୍ରୋଧିତ ହୋଇଯାନ୍ତି। ସେଥିପାଇଁ ଘର ସାମ୍ନାରେ ଯଦି ଅପରିଷ୍କାର ପାଣି ଅଛି ତେବେ ତାହାକୁ ତୁରନ୍ତ ବାହାର କରିଦେବା ଉଚିତ।

କଣ୍ଟାଯୁକ୍ତ ଗଛ। ଏହାକୁ ଅନେକ ଲୋକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲଗାଇଥାନ୍ତି ଯାହାକୁ ବହୁତ ଅଶୁଭ ମାନାଯାଏ। କଣ୍ଟା ଯୁକ୍ତ ଗଛକୁ ଅଶୁଭ ବୋଲି ମାନାଯାଏ। ଏହି ଗଛ ଯଦି ଘରର ସାମ୍ନାରେ ଥାଏ ତ ତାହା ଘରର ବର୍ବାଦିର କାମ କରିଥାଏ। ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏହି ଗଛ ନକରାତ୍ମକତାର କାରଣ ବନିଥାଏ। ଘର ସାମ୍ନାରେ କିମ୍ବା ଘରର ପାଖରେ ଏହି ଗଛ ଲଗାଇବା ଉଚିତ ନୁହେଁ। ମା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ। ରାହୁ କେତୁ ଘରକୁ ପ୍ରବେଶ କରନ୍ତି। ଏହା ଦ୍ବାରା ଘରେ କ୍ଳେଶ ବଢିଥାଏ। ଏଥିପାଇଁ ଏହି କଣ୍ଟାଯୁକ୍ତ ଗଛକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ।

ଘରର ସାମ୍ନାରେ ସୁଗନ୍ଧିତ ଗଛ ତୁଳସୀ ଗଛ ଲଗାଇବା ଉଚିତ।

ଅପରିଷ୍କାର ଜିନିଷ। ଡ଼ଷ୍ଟପିନରେ ଅପରିଷ୍କାର ଜିନିଷ ଫୋପାଡ଼ିବା ପାଇଁ ସହଜ ହେବ ବୋଲି କିଛି ଲୋକ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଡ଼ଷ୍ଟପିନକୁ ରଖିଦେଇଥାନ୍ତି କିନ୍ତୁ ଏହା ବାସ୍ତୁ ଅନୁସାରେ କଷ୍ଟଦାୟକ ହୋଇଥାଏ ଏବଂ ଧନ ହାନିର ସଂକେତ ମାନାଯାଇଛି। ଡ଼ଷ୍ଟପିନକୁ ଉତ୍ତର ଦିଗରେ ହିଁ ରଖିବା ଉଚିତ। ଏହାକୁ ମା ଲକ୍ଷ୍ମୀଙ୍କ ଦିଗ ବୋଲି ମାନାଯାଏ। ଏହା ସହିତ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଝାଡୁ ପୋଛା ଆଦି ରଖିବା ଉଚିତ ନୁହେଁ। ବହୁତ ଅଶୁଭ ମାନାଯାଏ

ବିଦ୍ୟୁତ ଖୁଣ୍ଟ। ଅନେକ ଲୋକଙ୍କ ସାମ୍ନାରେ ବିଦ୍ୟୁତ ଖୁଣ୍ଟ ଥାଏ କିନ୍ତୁ ବାସ୍ତୁ ଅନୁସାରେ ଏହା ପରିବାରର ସଦସ୍ୟଙ୍କ ଉନ୍ନତିର ବାଧା ସୃଷ୍ଟି କରିଥାଏ। ମୁଖ୍ୟ ଦ୍ୱାର ସାମ୍ନାରେ ଖୁଣ୍ଟ ରହିବା ବହୁତ ଅଶୁଭ ହୋଇଥାଏ। ଏଥିପାଇଁ ମୁଖ୍ୟ ଦ୍ୱାର ନିର୍ମାଣ କରିବା ସମୟରେ ଏହି କଥାର ଧ୍ୟାନ ଦେବେ।

ଗଛଲତା। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଗହଳିଆ ଗଛ ରହିବା ଉଚିତ ନୁହେଁ। ଏଥିରେ ବାସ୍ତୁଦୋଷ ଉତ୍ପନ ହୋଇଥାଏ ଏହା ସହିତ ସୁର୍ଯ୍ୟ କିରଣ ଘରକୁ ପ୍ରବେଶ କରିପାରି ନଥାଏ। ପ୍ରାତଃ ସମୟରେ ସୁର୍ଯ୍ୟ କିରଣ ଘରକୁ ପ୍ରବେଶ କରିବା ଉଚିତ। ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ହୋଇଥାଏ ଏହା ଘରେ ସୁଖ ଶାନ୍ତି ସମୃଦ୍ଧି ବନିରହିଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ଗଛ ରହିବା ଶୁଭ ମାନାଯାଏ ନାହିଁ।

ଏରୁଣ୍ଡି ବନ୍ଧ। ବାସ୍ତୁ ଅନୁସାରେ ଘରର ଏରୁଣ୍ଡି ବଦ୍ଧ ଉଚ୍ଚ ହେବା କଷ୍ଟଦାୟକ ହୋଇଥାଏ।

ବାସ୍ତୁ ଅନୁସାରେ ଘରର ସାମ୍ନାରେ ଯେଉଁ ଗଛରେ କ୍ଷୀର ବହରୁଥିବ ସେପରି ଗଛ ଲଗାଇବା ଉଚିତ ନୁହେଁ।

ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ପ୍ରକାରର କାଦ ବା ଅପରିଷ୍କାର ଜିନିଷ ରହିବା ଶୁଭ ମାନାଯାଏ ନାହିଁ। ଏହା ଶୋକ କାରକ ହୋଇଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ହେବା ଉଚିତ ନୁହେଁ। ଯଦି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ଥାଏ ତ ଏହା ଦ୍ବାରା ସମସ୍ୟା ଏବଂ ସଙ୍କଟରେ ଘେରି ହୋଇରହିଥାନ୍ତି

ମୁଖ୍ୟ ଦ୍ୱାର ସାମ୍ନାରେ ସିଡ଼ି ବନେଇବା ଉଚିତ ନୁହେଁ। ଏହା ଦ୍ବାରା ଉନ୍ନତିରେ ବାଧା ନିର୍ମାଣ ହୋଇଥାଏ। ପିଲା ମାନଙ୍କୁ ପାଠ ପଢ଼ାରେ ସଫଳତା ମିଳିନଥାଏ

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅନ୍ୟ ଦ୍ୱାର ହେବା ବି କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ଘରର ନାଶ ହୋଇଥାଏ।

ଘର ଉପରେ ପଡୁଥିବା ଛାୟା ବି ଛାୟାବିଦ ହୋଇଥାଏ। ତ ଏଥିପାଇଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ପ୍ରକାରର ଗଛ ରହିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *