Excuse Me Odisha

ଯାହା କହିବୁ ସତ କହିବୁ

୨୪ ଜୁଲାଇ ଶ୍ରାବଣ ଏକାଦଶୀ ବନିଲା ଦୁର୍ଲଭ ଦିବ୍ୟ ସଂଯୋଗ। ମହା ଏକାଦଶୀ। ବାସ ଅଳ୍ପ ଧନିଆ ଚୁପଚାପ ରଖିଦିଅନ୍ତୁ। ସମସ୍ତ କାମ ହେବାକୁ ଲାଗିବ। ମିଳିବ ସବୁ କଷ୍ଟରୁ ମୁକ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୪ ଜୁଲାଇ ଶ୍ରାବଣ ଏକାଦଶୀ ବନିଲା ଦୁର୍ଲଭ ଦିବ୍ୟ ସଂଯୋଗ। ମହା ଏକାଦଶୀ। ବାସ ଅଳ୍ପ ଧନିଆ ଚୁପଚାପ ରଖିଦିଅନ୍ତୁ। ସମସ୍ତ କାମ ହେବାକୁ ଲାଗିବ। ମିଳିବ ସବୁ କଷ୍ଟରୁ ମୁକ୍ତି।

କାମିକା ଏକାଦଶୀରେ କରନ୍ତୁ ଧନିଆର ସହଜ ଉପାୟ। ଗରିବୀ ଦରିଦ୍ରତା ଦୂର ହୋଇଯିବ। ଶ୍ରାବଣ ମାସରେ ଶୁକ୍ଳପକ୍ଷରେ ଆସୁଥିବା ଏକାଦଶୀକୁ କାମିକା ଏକାଦଶୀ କୁହାଯାଏ। ଏହି ଦିନ ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ବର୍ଷ କାମିକା ଏକାଦଶୀ ରବିବାର ଦିନ ପଡୁଅଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ବିଧି ଅଛି।

ମାନ୍ୟତା ଅନୁସାରେ ଯେଉଁ ଭକ୍ତ ଏହି ଏକାଦଶୀ ବ୍ରତ ରଖି ଭଗବାନ ବିଷ୍ଣୁଙ୍କ ସହିତ ଭଗବାନ ଶିବଙ୍କର ଆରୋଧନା କରିଥାଏ ସେ ଜନ୍ମ ମୃତ୍ୟର ଚକ୍ରରୁ ମୁକ୍ତି ପାଇଯାଏ। ତାକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଏହି ଏକାଦଶୀ ତିଥିର ଆରମ୍ଭ ୨୩ ଜୁଲାଇ ଶନିବାର ଦିନ ସକାଳ ୧୧:୨୭ ମିନିଟରେ ହେବ ଏବଂ ତିଥିର ଶେଷ ୨୪ ଜୁଲାଇ ଦିପ୍ରହର ୧:୪୫ ମିନିଟରେ ହେବ। ଉଦୟ ତିଥି ଅନୁସାରେ ଏକାଦଶୀ ବ୍ରତ ୨୪ ଜୁଲାଇରେ ହେବ।

ଏହି ଏକାଦଶୀର ପାଳନର ଅଧିକ ମହତ୍ୱ ଅଛି। ଏହି ବ୍ରତ ରଖୁଥିବା ବ୍ରତର ପାଳନ୨୫ ଜୁଲାଇ ସକାଳ ୫:୩୮ ରୁ ସକାଳ ୮:୨୨ ମିନିଟ ମଧ୍ୟରେ ପାଳନ କରିନେବେ। ପାଳନ କରିବା ପୂର୍ବରୁ ଭଜନରେ ତୁଳସୀ ପତ୍ର ପକେଇ ଭଗବାନ ବିଷ୍ଣୁଙ୍କୁ ଭୋଗ ଅବଶ୍ୟ ଅର୍ପଣ କରିବେ ଏବଂ ଏହି ଭୋଗକୁ ସେବନ କରି ପାଳନ କରିବେ।

ଏହି ସମୟରେ ବହୁ ମୂଲ୍ୟ ଜିନିଷର କ୍ରୟ କରିପାରିବେ। ପୂଜାପାଠ କରିଲେ ଅନେକ ଗୁଣା ଶୁଭ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଏହି ଏକାଦଶୀରେ ଧନିଆର ମହା ପ୍ରୟୋଗ ଯାହା ଆନନ୍ଦ ଦେବ। ଏହି ଧନିଆ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିପାରିବ। ଆଜି ଆମେ ଆପଣଙ୍କୁ ଜଣେଇବୁ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଧନିଆ ର ମହା ପ୍ରୟୋଗ ବିଷୟରେ।

ଧନିଆ ମା ଲକ୍ଷ୍ମୀଙ୍କୁ ଆକର୍ଷଣ କରିଥାଏ। ଧନିଆର ଛୋଟ ଉପାୟ କରିଲେ ଜୀବନରେ ସମସ୍ତ ସୁଖକୁ ପ୍ରାପ୍ତ କରିନେବେ। ଜୀବନକୁ ସୁଖମୟ କରିଥାଏ। ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଧନିଆର ଛୋଟ ଉପାୟ କରନ୍ତୁ।

ଧନର ଅଭାବରେ ଯଦି ବହୁତ ଚିନ୍ତିତ ଥିବେ ତେବେ କୌଣସି ବି ଶୁଭ ଦିନରେ ମଙ୍ଗଳବାର ଦିନ ହେଉ ବୁଧବାର ଦିନ ହେଉ ଗୁରୁବାର ଦିନ ହେଉ କିମ୍ବା ଶୁକ୍ରବାର ଦିନ ଏହି ଉପାୟ କରନ୍ତୁ। ଘରେ ମାଟିର ଯେକୌଣସି ପାତ୍ରରେ ଅଳ୍ପ ଧନିଆ ରଖିଦିଅନ୍ତୁ ଏଥିରେ ୧ ଟଙ୍କାର ଗୋଟେ କଏନ ରଖିଦିଅନ୍ତୁ ଏବଂ ଏଥିରେ ଅଳ୍ପ ପାଣି ଦେଇ ଲାଲ କପଡ଼ାରେ ଏହାକୁ ଢାଙ୍କି କରି ନିଜର ଘରର ପୂର୍ବ-ଉତ୍ତର ଦିଗରେ ରଖିଦିଅନ୍ତୁ। ସେହି କପଡ଼ାରେ ୨ ଦିନ ପରେ ତାହାକୁ କାଢ଼ନ୍ତୁ। ଏହି ଧନିଆକୁ ଗମ୍ବଲାରେ ବୁଣି ଦିଅନ୍ତୁ ଏବଂ କଏନଟିକୁ ସେହି ଲାଲ କପଡ଼ାରେ ବାନ୍ଧି କରି ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ।

କେବେ କେବେ ଜୀବନରେ ଏମିତି ଜିନିଷ ହଜିଯାଏ ଯାହା ମିଳିନଥାଏ। ଯେମିତିକି ପ୍ରେମ ସମ୍ପର୍କ କିମ୍ବା ନିଜ ଲୋକ ବି ପର ଭଳି ଲାଗନ୍ତି ତେବେ ଏହି ଛୋଟ ଉପାୟ କରନ୍ତୁ। ଏହି ଉପାୟ କୌଣସି ବି ଦିନରେ କରିପାରିବେ। ଲାଲ ରଙ୍ଗର ଛୋଟ କପଡା ନେଇ ସେଥିରେ ଅଳ୍ପ ଧନିଆ ନେଇ ବାନ୍ଧି କରି ଭଗବାନ ହନୁମାନଙ୍କ ଚରଣରେ ରଖିଦିଅନ୍ତୁ। ଏବଂ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ ଆପଣଙ୍କର ସମସ୍ତ ହଜି ଯାଇଥିବା ଜିନିଷ ମିଳିଯାଉ।

ବହୁତ ଦିନରୁ ଯଦି କେହି ଆପଣଙ୍କର ଟଙ୍କା ନେଇ ଥିବେ ଫେରସ୍ତ କରୁନଥିବେ ତେବେ ଏହି ଛୋଟ କାମ କରନ୍ତୁ। ଏହାକୁ କୌଣସି ଶନିବାର ରବିବାର କିମ୍ବା ମଙ୍ଗଳବାର ଦିନ କରିବେ। ଏକ ସାଧା କାଗଜ ନେଇ ସେଥିରେ ଅଳ୍ପ ଧନିଆ ରଖି କାଗଜ ଉପରେ କଳା ପେନରେ କିମ୍ବା କଳା କାଜଲରେ ସେହି ବ୍ୟକ୍ତିର ନାମ ଲେଖନ୍ତୁ ଯିଏ ଆପଣଙ୍କ ପାଖରୁ ଟଙ୍କା ନେଇଥିବ ଏବଂ ଏହାପରେ ଏହି କାଗଜକୁ ଧନିଆ ସହିତ ଜଳେଇ ଦିଅନ୍ତୁ। ଏହାକୁ ଛାତ କିମ୍ବା ବାଲକୁନିରେ ମଧ୍ୟ କରିପାରିବେ। ଏହି ପାଉଁଶକୁ କୌଣସି ମାଟିରେ ପୋତି ଦେବେ। ଏମିତି କଲେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବାର ସମ୍ଭାବନା ରହିଥାଏ।

ଘରେ ସର୍ବଦା ଲଢେଇ ଝଗଡା ଲାଗି ରହୁଥିଲେ ଘରର ସୁଖ ଶାନ୍ତି ପାଇଁ ଏହି ଉପାୟ କରନ୍ତୁ। ଏକ ଛୋଟ ମାଟିର ପାତ୍ରରେ ଅଳ୍ପ ଶୁଖିଲା ଧନିଆ ନେଇ ଘରର ପୂର୍ବ ଦିଗରେ ରଖିଦିଅନ୍ତୁ। ଏମିତି କଲେ ଘରେ ସୁଖ ଶାନ୍ତି ବନି ରହିଥାଏ।

କେବେକେବେ ଆର୍ଥିକ ସ୍ଥିତି ଏତେ ଚିନ୍ତିତ କରିଥାଏ ତ ଏହି ଉପାୟ କରନ୍ତୁ। କୌଣସି ବି ଦିନରେ ଏହି ଉପାୟ କରନ୍ତୁ କିନ୍ତୁ ବୁଧବାର ଦିନ କଲେ ବହୁତ ଭଲ ହୋଇଥାଏ। ଅଳ୍ପ ସବୁଜ ଧନିଆ ନେଇ ଗାଈକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଯେତେବେଳେ ଗାଈକୁ ଖୁଆଇବେ ତେବେ ସେତେବେଳେ ଗାଈକୁ ଛୁଇଁ ନିଜର ମନର କଥା କହିବେ।

ଅଧିକ କରଜର ସମସ୍ୟା ଥିଲେ ପରିଶୋଧ କରି ପାରୁନଥିଲେ ଏହି ଉପାୟ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଅକ୍ପ ଶୁଖିଲା ଧନିଆ ନେଇ ଶୋଇଯାଆନ୍ତୁ। ପର ଦିନ ସକାଳେ ସେହି ଧନିଆକୁ କୌଣସି ଅସ୍ତ ଗଛ ମୂଳରେ ପୋତି ଦିଅନ୍ତୁ। କରଜରୁ ମୁକ୍ତି ମିଳିଯିବ।

ନଜରଦୋଷରୁ ମୁକ୍ତି ପାଇବା ପାଇଁ ଅକ୍ପ ଶୁଖିଲା ଧନିଆ ନିଜର ବାମ ହାତରେ ନେଇ ଯେଉଁ ବ୍ୟକ୍ତି ନଜର ଦୋଷରେ ପୀଡିତ ଥିବେ ତାଙ୍କ ଉପରେ ୭ ଥର ଓଲଟା ବୁଲାଇ ଘରୁ ବାହାରକୁ ଯାଇ କୌଣସି ସ୍ଥାନରେ ଫୋପାଡ଼ି ଦିଅନ୍ତୁ ଏମିତି କରିଲେ ନଜରଦୋଷରୁ ମୁକ୍ତି ମିଳିଯାଏ। ଏହି ଧନିଆକୁ ଜଳେଇ ବି ପାରିବେ।

ବୈବାହିକ ଜୀବନରେ କେବେ କେବେ ଖୁସି ଚାଲି ଯାଇଥାଏ। ସ୍ୱାମୀଙ୍କ ମନ ଅନ୍ୟ ସ୍ତ୍ରୀ ଠାରେ କିମ୍ବା ସ୍ତ୍ରୀଙ୍କ ମନ ଅନ୍ୟ ପୁରୁଷଙ୍କ ଠାରେ ତ ଏମିତିରେ ଏହି ଉପାୟ କରନ୍ତୁ। କୌଣସି ଗୁରୁବାର ଦିନ ଭଗବାନ ସତ୍ୟନାରାୟଣଙ୍କୁ ଧନିଆର ପଞ୍ଜିରି ବନେଇ ଭୋଗ ଲଗାନ୍ତୁ। ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ପ୍ରାର୍ଥନା କରନ୍ତୁ। ସମସ୍ୟା ଦୂର ହୋଇଯିବ।

ଧନର ଆଗମନ ପାଇଁ ଶନିବାର ଦିନ ଅଳ୍ପ ଶୁଖିଲା ଧନିଆ ନେଇ ଅସ୍ତ ଗଛ ମୂଳରେ ମାଟିରେ ପୋତି ଦିଅନ୍ତୁ ଏବଂ ସେଠାରେ ଏକ ଘଟି ଜଳ ଅର୍ପଣ କରିଦିଅନ୍ତୁ। ଶନିଦୋଷରୁ ମୁକ୍ତି ମିଳିବ ଏବଂ ଚାକିରୀ ରୋଜଗାରର ବି ଉନ୍ନତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *