Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ କୌଣସି ବି ଦିନରେ ଚୁପଚାପ ନନ୍ଦି ମହାରାଜ ଙ୍କ କାନରେ କହିଦିଅନ୍ତୁ ଏହି ୨ ଟି ଶବ୍ଦ ସମସ୍ତ ଇଛା ହେବ ପୁରା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ କୌଣସି ବି ଦିନରେ ଚୁପଚାପ ନନ୍ଦି ମହାରାଜ ଙ୍କ କାନରେ କହିଦିଅନ୍ତୁ ଏହି ୨ ଟି ଶବ୍ଦ ସମସ୍ତ ଇଛା ହେବ ପୁରା।

ଭଗବାନ ଶିବଙ୍କୁ ଏହି ଶ୍ରାବଣ ମାସ ବହୁତ ପ୍ରିୟ ଅଟେ। ଏହି ମାସକୁ ଶିବ ଭକ୍ତ ଅପେକ୍ଷା କରିଥାନ୍ତି। ଶ୍ରାବଣ ମାସ ଆରମ୍ଭ ହେଲେ ଶିବ ଭକ୍ତ ବିଶେଷ ଭାବରେ ପୂଜା ଆରୋଧନା କରିଥାନ୍ତି ଶିବ ମନ୍ତ୍ର ଜପ କରିଥାନ୍ତି। ଯାହା ଦ୍ୱାରା ଭଗବାନ ଶିବଙ୍କ କୃପା ପ୍ରାପ୍ତ ହେବ ଏବଂ ମନସ୍କାମନା ପୂରଣ ହୋଇଥାଏ। ଯେଉଁ ଭକ୍ତ ଶ୍ରଦ୍ଧାର ସହିତ ତାଙ୍କର ଆରୋଧନା କରିଥାନ୍ତି ଭଗବାନ ଶିବଙ୍କ କୃପା ନିଜ ଭକ୍ତଙ୍କ ଉପରେ ବର୍ଷା ହୋଇଥାଏ। ବହୁତ ଶୀଘ୍ର ତାଙ୍କର କୃପା ପ୍ରାପ୍ତ ହୋଇଯାଇଥାଏ।

ଏହି ମାସରେ କିଛି ବିଶେଷ ନିୟମର ପାଳନ କରିବା ଉଚିତ। ବିଶେଷ ମନସ୍କାମନା ପାଇଁ ବିଶେଷ ମିୟମର ପାଳନ କରିବା ଉଚିତ।

ଯେକୌଣସି ମନସ୍କାମନା ପୂରଣ ପାଇଁ ଭଗବାନ ଶିବଙ୍କର ଆରୋଧନା କରନ୍ତୁ। ଶ୍ରାବଣ ମାସ ପୁରା ହେବା ପୂର୍ବରୁ ମନସ୍କାମନା ପୁରଣ ହୋଇଯିବ। ଭଗବାନ ଶିବ ଏକ ଘଟି ଜଳରେ ବି ପ୍ରସନ୍ନ ହୋଇଯିବେ।

ଏହି ମାସରେ ପ୍ରତିଦିନ ଏହି ମିୟମର ପାଳନ କରିବା ଉଚିତ।

ପ୍ରତିଦିନ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ଦୁଇ ହାତରେ ଘଟି ଧରି ଶ୍ରଦ୍ଧା ମନରେ ଭଗବାନ ଶିବ ଲିଙ୍ଗରେ ଯେଉଁ ବି ଦ୍ରବ୍ୟ ହାତରେ ଥିବ ତାହାକୁ ଅଭିଷେକ କରନ୍ତୁ। କ୍ଷୀର ହେଉ ଅନାର ରସ ହେଉ ଯାହାବି ଥିବ ସେଥିରେ ଅଭିଷେକ କରନ୍ତୁ।

ଯେବେବି ଅଭିଷେକ କରିବେ ଆପଣଙ୍କ ମୁଖ ଉତ୍ତର ଦିଗକୁ ହେବା ଉଚିତ ଏବଂ ପତଳା ଧାରରେ ଜଳ ଅର୍ପଣ କରିବେ। ଜଳ ଅଭିଷେକ କରିବା ସମୟରେ ଭଗବାନ ଶିବଙ୍କର କୌଣସି ବି ମନ୍ତ୍ରର ଜପ କରିବେ। ଏହା କରିବା ଦ୍ୱାରା ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଅଭିଷେକ ପୁରା ମାସ ସାରା କରନ୍ତୁ। ମନସ୍କାମନା ନିଶ୍ଚୟ ପୂରଣ ହେବ।

ସନ୍ଧ୍ୟା ସମୟରେ ଦୀପ ଦାନ ନିଶ୍ଚୟ କରିବା ଉଚିତ। ସୂର୍ଯ୍ୟାସ୍ତ ସମୟରେ ଭଗବାନ ଶିବ ମନ୍ଦିରରେ ଭଗବାନ ଶିବଙ୍କ ସାମ୍ନାରେ ଦୀପ ଦାନ ନିଶ୍ଚୟ କରିବା ଉଚିତ। ଅଳ୍ପ ସମୟ ବସି ଓଁ ନମଃ ଶିବାୟ ମନ୍ତ୍ରର ଜପ କରିବା ଉଚିତ। ଶ୍ରାବଣ ମାସ ସାରା ଦୀପ ଦାନ କରନ୍ତୁ। ପ୍ରତିଦିନ ନୂଆ ଦୀପ ନେଇ ଜଳେଇବେ

ଭଗବାନ ଶିବଙ୍କୁ ବେଲ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ଯଦି କୌଣସି ବିଶେଷ କାମନା ଥାଏ ତ ତେବେ ୨୧ ଟି ବେଲ ପତ୍ର ପ୍ରତିଦିନ ନେଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏହି ବେଲ ପତ୍ର ଖଣ୍ଡିତ ହେବା ଉଚିତ ନୁହେଁ। ବିଲକୁଲ ସଫା ଏବଂ ଭଲ ହେବା ଉଚିତ। ପ୍ରତିଟି ବେଲ ପତ୍ର ଉପରେ ଧଳା ଚନ୍ଦନରେ ଓଁ ନମଃ ଶିବାୟ ଲେଖିବେ ଏବଂ ଏହି ସମସ୍ତ ବେଲ ପତ୍ରକୁ ଧଳା ସୂତାରେ ମାଳା ବନେଇ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିଦିଅନ୍ତୁ। ଏମିତି ପୁରା ଶ୍ରାବଣ ମାସ ସାରା କରନ୍ତୁ। ଯାହାବି ମନସ୍କାମନା ଥିବ ଭଗବାନ ଶିବଙ୍କୁ କୁହନ୍ତୁ। ବହୁତ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।

ଧଳା ଅରଖ ଫୁଲ ୧୦୮ ଟି ନେଇ ମାଳା ବନେଇ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିଦିଅନ୍ତୁ। ଏହାକୁ ପୁରା ମାସ କରନ୍ତୁ। ଯଦି ୧୦୮ ଟି ଫୁଲ ନମିଳେ ତେବେ ୨୧ ଟି ଫୁଲ ନେଇ ମାଳା ବନେଇ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ। ଏହା ଦ୍ବାରା ମନରେ ଥିବା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯେକୌଣସି ସମସ୍ୟା ଥିଲେ ଦୂର ହୋଇଥାଏ।

ଯେବେବି ଆପଣ ଭଗବାନ ଶିବଙ୍କ ପୂଜା କରିବେ ତ ଏହା ପରେ ନନ୍ଦିଙ୍କ କାନରେ କହିବା ଉଚିତ। ପ୍ରଥମେ ନନ୍ଦିଙ୍କୁ ୩୧ ଟି ସବୁଜ ରଙ୍ଗର ମୁଗ ଦାନ କରନ୍ତୁ। ଏହା ବ୍ୟତିତ ଫୁଲ ମିଠା ଯାହାବି ଆପଣ ନେଇ ଥିବେ ତାହା ଅର୍ପଣ କରିବେ ଏହାପରେ ନନ୍ଦିଙ୍କ କାନରେ ଯେଉଁ ମନସ୍କାମନା କହିବେ ତ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କର କୁହା ହୋଇଥିବା କଥା ଆଉ କେହି ଯେମିତି ନ ଶୁଣି ପାରିବେ ଧୀରେ ଧୀରେ ନନ୍ଦିଙ୍କ କାନରେ କହିବେ।

ନନ୍ଦିଙ୍କ କାନରେ କହିବା ସମୟରେ ନିଜ ଓଠକୁ ଦୁଇଟି ହାତରେ ଢାଙ୍କି ଦିଅନ୍ତୁ ଯେମିତି ଅନ୍ୟ ବ୍ୟକ୍ତି ସେହି କଥାକୁ କହିବା ସମୟରେ ନଶୁଣି ପାରିବେ। ନନ୍ଦିଙ୍କ କାନରେ କେବେବି କାହାରି ଖରାପ କହିବେ ନାହିଁ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ। ଆପଣ ଯାହାବି କହିବେ ନିଜ ପାଇଁ କୁହନ୍ତୁ। ନନ୍ଦିଙ୍କ କାନରେ କହିବା ପୂର୍ବରୁ ପୂଜା ପ୍ରଥମେ କରିନେବା ଉଚିତ। ଫଳ ପୁଷ୍ପ ବେଲ ମିଠା ଆଦି ଅର୍ପଣ କରିବେ।

ନନ୍ଦିଙ୍କ କୌଣସି କାନରେ ନିଜର ମନସ୍କାମନା କହିପାରିବେ। ବାମ କାନରେ କହିବାର ଅଧିକ ମହତ୍ୱ ଥାଏ। ନନ୍ଦି ମହାରାଜ ଆପଣଙ୍କ ସମସ୍ତ ମନସ୍କାମନା ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଂଚାଇ ଥାନ୍ତି ଆଉ ସେହି ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *