Excuse Me Odisha

ଯାହା କହିବୁ ସତ କହିବୁ

କଦଳୀ ଗଛରେ ଟାଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ। ମା ଲକ୍ଷ୍ମୀ ଦୌଡ଼ି ଆସିବେ ଆପଣଙ୍କ ଘରକୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କଦଳୀ ଗଛରେ ଟାଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ। ମା ଲକ୍ଷ୍ମୀ ଦୌଡ଼ି ଆସିବେ ଆପଣଙ୍କ ଘରକୁ।

ଆମର ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନର ଅଲଗା ଅଲଗା ମହତ୍ୱ ରହିଛି କିନ୍ତୁ ଗୁରୁବାର ଦିନ ବିଶେଷ ମହତ୍ୱ ରହିଛି। କାରଣ ଏହି ଦିନକୁ ଧର୍ମର ଦିନ ମାନାଯାଏ ଏବଂ ଗୁରୁ ଗ୍ରହ ଆମର କୁଣ୍ଡଳୀରେ ସର୍ବାଧିକ ଶୁଭ ଗ୍ରହ ମାନାଯାଏ। ଏଥିପାଇଁ ଏହି ଦିନକୁ ଶୁଭ ବୋଲି ମାନାଯାଏ। ଗୁରୁବାର ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହେଁ।

ଗୁରୁବାର ଦିନ ହେଉଛି ଦେବଗୁରୁ ବୃହସ୍ପତିଙ୍କ ଦିନ ଅଟେ। ଭଗବାନ ବିଷ୍ଣୁଙ୍କର ପୂଜା ଏହି ଦିନ କରାଯାଏ। ଆମର କୁଣ୍ଡଳୀରେ ଗୁରୁ ମଜବୁତ ଥିଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ କୌଣସି ଅସୁବିଧା ହୋଇନଥାଏ। ଗୁରୁ ମଜବୁତ ଥିଲେ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ। ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ଗୁରୁ ଶୁଭ ଥିଲେ ସମସ୍ତ ପ୍ରକାରର କାର୍ଯ୍ୟରେ ଭଲ ପରିଣାମ ମିଳିଥାଏ।

କୁହାଯାଏ ଯଦି କୁଣ୍ଡଳୀରେ ଗୁରୁ ବିଗିଡି ଯାଏ ତ ବ୍ୟକ୍ତିଙ୍କ ଜୀବନରେ କିଛି ବି ରହିନଥାଏ ନାଁ ସନ୍ତାନ ନାଁ ସୁଖ ନାଁ ଦାମ୍ପତ୍ୟ ଜୀବନରେ ଶାନ୍ତି ନାଁ ଐଶ୍ୱର୍ଯ୍ୟ ନା ହିଁ ସମ୍ମାନ। ଜୀବନରେ ଧନ ସନ୍ତାନ ସୁଖ ସମୃଦ୍ଧି ପାଇଁ ଦେବଗୁରୁ ବୃହସ୍ପତିଙ୍କର କୃପା ହେବା ବହୁତ ଆବଶ୍ୟକ ଅଟେ। ସେଥିପାଇଁ ଗୁରୁବାର ଦିନ କିଛି ବିଶେଷ କାର୍ଯ୍ୟ କରନ୍ତୁ ନାହିଁ ଏବଂ କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ୱାରା ଗୁରୁ ମଜବୁତ ହେବେ। ଏବଂ ଗୁରୁଙ୍କର ଶୁଭ ଫଳ ପ୍ରାପ୍ତି ହେବ।

ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ନଚେତ ଏହା ଦ୍ବାରା ଆପଣଙ୍କ ସ୍ୱାମୀ ଏବଂ ସନ୍ତାନ ପ୍ରତି ଖରାପ ପ୍ରଭାବ ପକାଇଥାଏ।

ଗୁରୁବାର ଦିନ ମହିଳାଙ୍କୁ କେଶ ଧୋଇବା ଉଚିତ ନୁହେଁ କି କେଶକୁ କାଟିବା ଉଚିତ ନୁହେଁ। ଏହା ଦ୍ବାରା ବୃହସ୍ପତି କମଜୋର ହୋଇଥାଏ। ଏହା ଦ୍ବାରା ସ୍ୱାମୀ ଏବଂ ସନ୍ତାନଙ୍କର ଉନ୍ନତି ଅଟକି ଯାଇଥାଏ।

ଏହି ଦିନ ନଖ ଏବଂ ଶେଭିଂ ହୁଅନ୍ତୁ ନାହିଁ

ଗୁରୁବାର ପୋଛା ମାରିବା ଉଚିତ ନୁହେଁ କି ସଫା କରିବା ଉଚିତ ନୁହେଁ। ନଚେତ ଛୋଟ ପିଲାଙ୍କ ଶିକ୍ଷା ପ୍ରତି ନକରାତ୍ମକ ପ୍ରଭାବ ପଡିଥାଏ। ଘରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଇଥାଏ।

ଏହି ଦିନ କପଡା ଧୋଇବା ଉଚିତ ନୁହେଁ ଖାସ କରି ବିଛଣାରେ ପଡିଥିବା ବେଡ଼ସିଟକୁ ମଧ୍ୟ କାଢି ଧୋଇବା ଉଚିତ ନୁହେଁ

ଗୁରୁବାର ଅପରିଷ୍କାର ଜିନିଷ ଘରୁ ବାହାର କରି ବାହାରକୁ ଫୋପାଡିବା ପୋଛା ମାରିବା ଆଦି ବର୍ଜିତ ଅଟେ।

ଏହି ଦିନ କୌଣସି ପ୍ରକାରର ଧନର କାରବାର କରିବା ଉଚିତ ନୁହେଁ।

ଗୁରୁବାର ଦିନ ଖେଚିଡି ପ୍ରସ୍ତୁତ କରନ୍ତୁ ନାହିଁ କି ଖେଚିଡି ଖାଆନ୍ତୁ ନାହିଁ। ଏହା ଦ୍ବାରା ଧନର ହାନି ହୋଇଥାଏ। ଘରେ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଇଥାଏ

ଯଦି ଆପଣ ଚାହାଁନ୍ତି ଜୀବନରେ ଧନର କମି ନହେଉ ତ ନିଜର ଘରର ମୁଖ୍ୟ ଦ୍ୱାରରେ ସବୁ ଗୁରୁବାର ଦିନ ହଳଦୀରେ ସ୍ବାସ୍ତିକ ବନାନ୍ତୁ ତ ଘରେ ସକାରତ୍ମକ ଉର୍ଜା ଆସିବ।

ଏହି ଦିନ ମା ବାପା ସାଧୁ ସନ୍ଥ ମାନଙ୍କର ଅପମାନ କରିବା ଉଚିତ ନୁହେଁ କି କୌଣସି ଦିନରେ ବି ଏମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏହା ଦ୍ବାରା ଗୁରୁ କମଜୋର ହୋଇଯାନ୍ତି। ତାଙ୍କର ସମ୍ମାନ କରନ୍ତୁ।

ଆସନ୍ତୁ ଜାଣିବା ଗୁରୁବାର ଦିନ କଣ କରିବା ଉଚିତ।

ଗୁରୁବାର ଦିନ ପ୍ରାତଃ ସମୟରେ ଶୀଘ୍ର ଉଠି ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ। କଦଳୀ ଗଛର ପୂଜା କରନ୍ତୁ। କଦଳୀ ଗଛରେ ଜଳରେ ଅଳ୍ପ ହଳଦୀ ମିଶାଇ ଅର୍ପଣ କରନ୍ତୁ। ଏହା ଦ୍ବାରା ବୃହସ୍ପତି ସମ୍ବଦ୍ଧିତ ଯାହାବି ସମସ୍ୟା ଆସୁଥିବ ତାହା ଦୂର ହୋଇଯିବ। ସନ୍ଧ୍ୟା ସମୟରେ କଦଳୀ ଗଛ ମୂଳରେ ଘିଅର ଦୀପ ଜଳେଇବା ଉଚିତ। ଏହା ଦ୍ବାରା ଗୁରୁ ବୃହସ୍ପତି ଶୁଭ ଫଳ ଦେଇଥାନ୍ତି।

ଗୁରୁବାର ଦିନ ବିଷ୍ଣୁସହସ୍ର ସ୍ତୋତ୍ରର ପାଠ କରିବା ଉଚିତ। ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ପାଠ କରିବା ଉଚିତ ଏବଂ ଓଁ ଗୁରୁ ଗୁରୁବେ ନମଃର ଯଥା ସମ୍ଭବ ଅଧିକ ପାଠ କରିବା ଉଚିତ।

ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମାଲକ୍ଷ୍ମୀଙ୍କର ପୂଜା କରିଲେ ଦୁଇ ଜଣଙ୍କର ହିଁ ସ୍ଥାୟୀ ବାସ ହୋଇଥାଏ। ଜୀବନରେ ସୁଖ ଶାନ୍ତି ଧନ ସମ୍ପତ୍ତି ଚାହୁଁଥିଲେ ଗୁରୁବାର ଦିନ ଲକ୍ଷ୍ମୀନାରାୟଣଙ୍କର ଯୋଡ଼ା ଫୋଟକୁ ପୂଜା କରନ୍ତୁ।

ଗୁରୁବାର ଦିନ ହଳଦିଆ ରଙ୍ଗର ଜିନିଷ ଦାନ କରିବା ଉଚିତ। ଯେମିତିକି କଦଳୀ ବେଶନ କିମ୍ବା ହଳଦିଆ ଜିନିଷର ଦାନ କରିବା ଉଚିତ। ଏହା ଦ୍ବାରା ବୃହସ୍ପତି ଗ୍ରହ ଶୁଭ ଫଳ ଦେଇଥାନ୍ତି।

ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ। ମଥାରେ ହଳଦୀର ତିଳକ ଲଗାନ୍ତୁ କେଶରର ତିଳକ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କ ବୃହସ୍ପତି ମଜବୁତ ହୋଇଥାଏ। ଯାହାବି ସମସ୍ୟା ସବୁ ଶେଷ ହୋଇଯିବ। ଯଦି ବିବାହରେ ସନ୍ତାନ ପ୍ରାପ୍ତିରେ କୌଣସି ବାଧା ହେଉଛି ତେବେ ତାହା ଦୂର ହୋଇଥାଏ। ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଲେ ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ। ଧନର ଆଗମନ ହୋଇଥାଏ। ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଦାମ୍ଫତ୍ୟ ଜୀବନ ସୁଖମୟ ରହିଥାଏ। ସନ୍ତାନ ସୁଖର ପ୍ରାପ୍ତି ହୋଇଥାଏ।

ଆସନ୍ତୁ ଜାଣିବା କଦଳୀ ଗଛରେ କଣ ବାନ୍ଧିବା ଉଚିତ।

ଗୁରୁବାର ଦିନ ସ୍ୱାତିକ ଭଜନ ଗ୍ରହଣ କରିବେ। ଗୁରୁବାର ଦିନ ଭୁଜା ବା ମୁଢି କିମ୍ବା ଚୁଡାର ସନ୍ତୁଳା ଏହିସବୁ ଜିନିଷ ଖାଇବା ଉଚିତ ନୁହେଁ।

କଦଳୀ ଗଛରେ ଲାଲ ସୂତା ସାହାର୍ଯ୍ୟରେ ସମସ୍ତ ଖଣ୍ଡକୁ ବାନ୍ଧି ନିଅନ୍ତୁ ଏବଂ କଦଳୀ ଗଛ ପାଖକୁ ଯାଇ ଏକ ଘଟି ଜଳ ଅର୍ପଣ କରନ୍ତୁ ସମ୍ଭବ ହେବ ତ ମୁଗ ଏବଂ ଗୁଡ଼ର ଭୋଗ ଅର୍ପଣ କରନ୍ତୁ। ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ୯ ଟି ଖଣ୍ଡରେ ପ୍ରତ୍ୟକ ସୂତା ସାହାର୍ଯ୍ୟରେ କଦଳୀ ଗଛରେ ବାନ୍ଧି ଦିଅନ୍ତୁ। ଆପଣ ପତ୍ର ସାହାର୍ଯ୍ୟରେ ବି ବାନ୍ଧି ପାରିବେ ଦାଣ୍ଠିରେ ବି ବାନ୍ଧି ପାରିବେ ଏବଂ ନିଜର ମନସ୍କାମନା କୁହନ୍ତୁ ଜୀବନରେ ସମସ୍ତ କଷ୍ଟ ଦୂର ହେବ। ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *