Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଖୁସି ତୁରନ୍ତ ଆସିବ ; ଲାଲ କପଡ଼ାରେ ୫ ଟି ପତ୍ରକୁ ବାନ୍ଧି ଚୁପଚାପ ଏହି ଜାଗାରେ ରଖିଦିଅନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଖୁସି ତୁରନ୍ତ ଆସିବ ଲାଲ କପଡ଼ାରେ ୫ ଟି ପତ୍ରକୁ ବାନ୍ଧି ଚୁପଚାପ ଏହି ଜାଗାରେ ରଖିଦିଅନ୍ତୁ।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଯଦି କୌଣସି ବ୍ୟକ୍ତି ପବିତ୍ର ମନରେ ଭଗବାନ ଶିବଙ୍କୁ ଆରୋଧନା କରେ କିମ୍ବା କୌଣସି ବି ସାଧନା କରେ ତାର ସମସ୍ତ ଇଛା ପୂରଣ ହେବା ସହିତ ଭଗବାନ ଶିବଙ୍କ ଆଶୀର୍ବାଦରୁ ସମସ୍ତ ନବ ଗ୍ରହ ତା ସହିତ ଚାଲନ୍ତି। ଏମିତି ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ଆସିନଥାଏ। ଆଜି ଆମେ ଖାସ ଉପାୟ ବିଷୟରେ ଜଣେଇବୁ ଯାହା କେବଳ ଶ୍ରାବଣ ମାସରେ କରାଯାଏ। ଯଦି କୌଣସି ଭକ୍ତ ଏହି ମାସରେ ଏହି ଉପାୟ କରିନିଅନ୍ତି ତାର ଜୀବନରେ ଦୁର୍ଭାଗ୍ୟ ସମାପ୍ତ ହୋଇଯାଏ। ସେ ଆଗକୁ ବଢିଯାଏ। ଆଜି ଆମେ ଧନିଆକୁ ନେଇ ଉପାୟ ବିଷୟରେ ଜଣେଇବୁ।

ଧନିଆ ଧନକୁ ଆକର୍ଷଣ କରିଥାଏ ବୋଲି ମାନାଯାଏ। ଏହାର ଉପାୟ ଧନ ପ୍ରାପ୍ତି ପାଇଁ ବହୁତ ସଫଳ ବୋଲି ମାନାଯାଏ। ଘରେ ସୁଖ ଶାନ୍ତି ଧନ ସମ୍ପତ୍ତି ଏବଂ ସମୃଦ୍ଧତା ଆଣିବା ପାଇଁ ଧନିଆ ବହୁତ ସାହାର୍ଯ୍ୟକାରୀ ସାବ୍ୟସ୍ତ ହୋଇଥାଏ।

ଯଦି ଆପଣ ଧନକୁ ନେଇ ଚିନ୍ତିତ ଅଛନ୍ତି ପର୍ଯ୍ୟାପ୍ତ ଧନ ନଥାଏ ତେବେ କୌଣସି ଶୁକ୍ଳପକ୍ଷର ମଙ୍ଗଳବାର କିମ୍ବା ଗୁରୁବାର ଦିନ ଏହି ଉପାୟ କରନ୍ତୁ। କୌଣସି ମାଟିର ପାତ୍ରରେ ଅଳ୍ପ ଶୁଖିଲା ଧନିଆ ନିଅନ୍ତୁ ସେଥିରେ ୧ ଟଙ୍କାର ୨୧ ଟି କଏନ ପକେଇ ଦିଅନ୍ତୁ। ଅଳ୍ପ ମାଟି ଏବଂ ଅଳ୍ପ ପାଣି ସେଥିରେ ଦେଇ ମିଶେଇ ଦିଅନ୍ତୁ। ଏହାପରେ ସେହି ପାତ୍ରେକୁ ଉତ୍ତର ଦିଗରେ ରଖିଦିଅନ୍ତୁ।

ଯେତେବେଳେ ଧନିଆରୁ ଗଛ ହେବ ତ ସେଥିରୁ କିଛି ସବୁଜ ଧନିଆ କୌଣସି ଗାଈକୁ ଖୁଆଇ ଦିଅନ୍ତୁ ଏବଂ ଅନ୍ୟ କିଛି ଧନିଆକୁ ଘରେ ବ୍ୟବହାର କରନ୍ତୁ। କଏନକୁ ବାହାର କରି ଲାଲ କପଡ଼ାରେ ରଖି ପୋଟଳି ବନେଇ ଘରର ଆଲମାରୀରେ ରଖିଦିଅନ୍ତୁ। କିଛି କଏନର ପୋଟଳି ବନେଇ ନିଜର କାର୍ଯ୍ୟ ସ୍ଥଳରେ ଟାଙ୍ଗି ଦିଅନ୍ତୁ। ଧନକୁ ଆକର୍ଷଣ କରୁଥିବା ବହୁତ ଭଲ ଉପାୟ ଅଟେ ଏହା। ଏହି ଉପାୟକୁ କରିଲେ ଆପଣଙ୍କ ଧନ ଭରି ରହିବ। ଧନର ଆଗମନ ଲାଗିରହିବ। ବ୍ୟାପାର ବ୍ୟବସାୟରେ ଭଲ ଆମଦାନୀ ହେବ। ଆର୍ଥିକ ସ୍ଥିତି ଉତ୍ତମ ହୋଇଯିବ।

କୌଣସି ଗୁରୁପୁସ୍ୟ ଦିନ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ତାଙ୍କର ସାମ୍ନାରେ ବସି ସଙ୍କଟ ନାସନ ଗଣେଶ ସ୍ତତ୍ରର ୧୧ ଥର ପାଠ କରନ୍ତୁ। ଏହାପରେ ସବୁଜ କପଡ଼ାରେ ୧୦ ଗ୍ରାମ ଭଲ ଧନିଆ ୭ ଟି ମୁଗ ଦାନା ଏକ ପଞ୍ଚମୁଖୀ ରୁଦ୍ରାକ୍ଷ ଏକ ଚାନ୍ଦିର କଏନ କିମ୍ବା ୨ ଟି ସୁପାରି ଏବଂ ୨ ଟି ହଳଦୀ ଖଣ୍ଡ ଏହିସବୁକୁ ଭଗବାନ ଗଣେଶଙ୍କ ଚରଣରେ ରଖିଦିଅନ୍ତୁ। ଭଗବାନ ଗଣେଶଙ୍କୁ ଶୁଦ୍ଧ ଘିଅର ମଦକର ଭୋଗ ଅର୍ପଣ କରନ୍ତୁ। ଭଗବାନ ଗଣେଶଙ୍କୁ ଧନ ପ୍ରାପ୍ତିର ପ୍ରାର୍ଥନା କରନ୍ତୁ। ଏହାପରେ ଏହି ପୋଟଳିକୁ ଘରର ଆଲମାରିରେ ରଖିଦିଅନ୍ତୁ। ଏକ ବର୍ଷ ପରେ ଏହାକୁ ଚେଞ୍ଚ କରିଦିଅନ୍ତୁ। ଆପଣଙ୍କୁ ଆର୍ଥିକ ସମସ୍ୟା କେବେବି ଚିନ୍ତିତ କରିବ ନାହିଁ।

ଯଦି ଆପଣଙ୍କ ଟଙ୍କା କେଉଁଠି ଅଟକି ଯାଇଛି କିମ୍ବା କେହି କରଜ ନେଇ ଫେରସ୍ତ କରୁନାହାନ୍ତି ତେବେ କୌଣସି ଶୁକ୍ରବାର ଦିନ ଭଲ ଧନିଆ ନେଇ ତାର ପୁଡ଼ିଆ ବନେଇ ଦିଅନ୍ତୁ ସେହି ପୁଡ଼ିଆ ଉପରେ ସେହି ବ୍ୟକ୍ତିଙ୍କ ନାମ ଲେଖିଦିଅନ୍ତୁ ଏବଂ ତାହାକୁ ଜଳେଇ ଦିଅନ୍ତୁ। ଏହାକୁ କୌଣସି ଶୁନ ସାନ ଜାଗାରେ କରିବେ ଯେମିତି ଆପଣଙ୍କୁ କେହି ବାଧା ଦେବେ ନାହିଁ। ଏହା ଦ୍ବାରା ଶୀଘ୍ର ଆପଣଙ୍କୁ ଆପଣଙ୍କର ଧନ ମିଳିଯିବ।

ଯଦି ଆପଣଙ୍କ ଘରେ ଲଢେଇ ଝଗଡା ବାଦ ବିବାଦ ହେଉଥାଏ ଘରେ ସୁଖ ଶାନ୍ତି ନଥାଏ ତେବେ ନିଜ ଘରର ପୂର୍ବ ଦିଗରେ ଅଳ୍ପ ଶୁଖିଲା ଧନିଆ ରଖନ୍ତୁ। ଏମିତି କରିଲେ ଆପଣଙ୍କ ଘରକୁ ସୁଖ ଶାନ୍ତି ଆସିବ।

ଧନ ଅଧିକ ଖର୍ଚ୍ଚ ହେଉଥିବ ଆର୍ଥିକ ଅବସ୍ଥା ଖରାପ ଚାଲିଥିବା ତେବେ ଆପଣ ବୁଧବାର ଦିନ ନିଜ ହାତରେ ଗାଈକୁ ସବୁଜ ଧନିଆ ଖୁଆନ୍ତୁ। ଏହା ଦ୍ବାରା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆସିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ଅଧିକ କରଜରେ ବୁଡି ରହିଥିଲେ କିମ୍ବା କରଜ ପରିଶୋଧ କରି ପାରୁନଥିଲେ ରାତିରେ ଶୋଇବା ସମୟରେ ଶୁଖିଲା ଧନିଆ ନିଜ ମୁଣ୍ଡ ପାଖରେ ରଖି ସୋଇଯାନ୍ତୁ। ସକାଳେ ସେହି ଧନିଆକୁ କୌଣସି ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ। ଶୀଘ୍ର ହିଁ କରଜର ବୋଝ ସମାପ୍ତ ହୋଇଯିବ।

ଦାମ୍ଫତ୍ୟ ଜୀବନରେ ଯଦି ସମସ୍ୟା ଥାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଥାଏ ତେବେ ଗୁରୁବାର ଦିନ ଭଗବାନ ସତ୍ୟନାରାୟଣଙ୍କୁ ଧନିଆର ପଞ୍ଜିରିର ଭୋଗ ଅର୍ପଣ କରନ୍ତୁ। ତାଙ୍କୁ ନିଜର ବୈବାହିକ ଜୀବନରେ ସୁଖ ପାଇଁ ପ୍ରାର୍ଥନା କରନ୍ତୁ।

ଯଦି ଗ୍ରହ ଦୋଷାରେ ପୀଡିତ ଅଛନ୍ତି ତେବେ ଶନିବାର ଦିନ ଅଳ୍ପ ଶୁଖିଲା ଧନିଆ ଅସ୍ତ ଗଛରେ ଅର୍ପଣ କରିଦିଅନ୍ତୁ। ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚି ପାରିବେ।

ଘରେ ମା ଲକ୍ଷ୍ମୀଙ୍କର ବାସ ପାଇଁ ନିଜ ଘରର ଆଲମାରୀରେ ଅଳ୍ପ ଶୁଖିଲା ଧନିଆ ରଖିଦିଅନ୍ତୁ। ଏହା ଦ୍ବାରା ଆର୍ଥିକ ସ୍ଥିତି ଭଲ ରହିଥାଏ।

କୌଣସି ବି ପୂର୍ଣ୍ଣିମା ଦିନ ଅଳ୍ପ ଧନିଆ ଲୁଣ ହଳଦୀର ୫ ଟି ଖଣ୍ଡ ଏବଂ ପଦ୍ମ ଫୁଲର ୧୧ ଟି ମଞ୍ଜି ନିଅନ୍ତୁ ଏହାକୁ ଛୋଟ ପ୍ଲାଷ୍ଟିକ ଡ଼ବାରେ ଅଲଗା ଅଲଗା ପୁରାଇ ବନ୍ଦ କରିଦିଅନ୍ତୁ। ଏହିସବୁକୁ ପୁଣି ବାହାର କରି କୌଣସି ଗୋଟେ ବଡ଼ ଡ଼ବାରେ ପୁରାଇ ଘରର ଉତ୍ତର-ପୂର୍ବ କୋଣରେ କୌଣସି ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ। ପ୍ରତ୍ୟକ ମାସରେ ଏହିସବୁ ଜିନିଷକୁ ଚେକ କରିନିଅନ୍ତୁ। ଯଦି ସେଥିରେ କୌଣସି ଜିନିଷ ଖରାପ ହୋଇଯାଇଥାଏ ତେବେ ତାହାକୁ ବଦଳାଇ ଦିଅନ୍ତୁ ପୁରୁଣା ଜିନିଷକୁ ଜଳରେ ଭସେଇ ଦିଅନ୍ତୁ। ଏହା ଦ୍ବାରା ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *