Excuse Me Odisha

ଯାହା କହିବୁ ସତ କହିବୁ

୨୦ ଜୁଲାଇ ଶ୍ରାବଣ ସପ୍ତମୀ : ଜଳ ଚଢ଼ାଇବା ପରେ ଏହି ଗୋଟିଏ କାମ ଅବଶ୍ୟ କରନ୍ତୁ,ଘରକୁ ପାଣି ପରି ପଇସା ବହି ଆସିବ,ସବୁ ଇଛା ପୂର୍ଣ୍ଣହେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୯ ଜୁଲାଇକୁ ଶ୍ରାବଣ ମାସର ସପ୍ତମୀ ଜଳ ଅର୍ପଣ କରିବା ପରେ ଗୋଟିଏ କାମ ଅବଶ୍ୟ କରନ୍ତୁ। ଟଙ୍କା ପାଣି ଭଳି ଆସିବ। ଇଛା ହେବ ତୁରନ୍ତ ପୁରା।

ଏହି ଶ୍ରାବଣ ମାସ ବହୁତ ପବିତ୍ର ଏବଂ ମନସ୍କାମନା ପୂରଣ କରିବାର ମାସ ହୋଇଥାଏ। ଏହି ମାସ ଭଗବାନ ଶିବଙ୍କୁ ସମର୍ପଣ ଅଟେ। ଶାସ୍ତ୍ର ଅନୁସାରେ ଏହି ମାସରେ ଭଗବାନ ଶିବ ମା ପାର୍ବତୀଙ୍କ ସହିତ ପୃଥିବୀ ଭ୍ରମଣ କରିଥାନ୍ତି। ଭକ୍ତଙ୍କ କଷ୍ଟର ନିବାରଣ କରିଥାନ୍ତି। ଅନ୍ୟ ଦିନ ଅପେକ୍ଷା ଏହି ମାସରେ ଭଗବାନ ଶିବଙ୍କର ପୂଜା ଆରୋଧନା କରିଲେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଭଗବାନ ଶିବଙ୍କର ଆରୋଧନା କରିଲେ ବିଭିନ୍ନ ଫଳ ପ୍ରାପ୍ତି ହୋଇଥାଏ। ଭଗବାନ ଶିବ ତାଙ୍କ ଭକ୍ତଙ୍କୁ କେବେବି ନିରାଶା କରନ୍ତି ନାହିଁ। ଯଦି ପବିତ୍ର ମନରେ ତାଙ୍କର ପୂଜା କରାଯାଏ ତେବେ ସେ ସହଜରେ ପ୍ରସନ୍ନ ହୋଇଯାନ୍ତି। ସେ ନିଜ ଭକ୍ତଙ୍କର ଖୁସିର ଭଣ୍ଡାର ନେଇ ଆସିଥାନ୍ତି। ସେ ନିର୍ଦ୍ଧନକୁ ସାହାରା ଦେଇଥାନ୍ତି ସେ ନିସନ୍ତାନକୁ ସନ୍ତାନର ପ୍ରାପ୍ତି କରିଦିଅନ୍ତି।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପୂଜାରେ ବେଲ ପତ୍ର ଗଙ୍ଗା ଜଳ ଧଳା କନିୟର ଫୁଲ ଭାଙ୍ଗ ଏବଂ ଧୁତୁରା ନିଶ୍ଚୟ ଅର୍ପଣ କରିବା ଉଚିତ।

ଏହି ମାସରେ ଭଗବାନ ଶିବଙ୍କର ଅଭିଷେକ କରିବା ବହୁତ ପୂଣ୍ୟକାରୀ ମାନାଯାଏ। ଭଗବାନ ଶିବଙ୍କୁ ଅଲଗା ଅଲଗା ଜିନିଷର ଅଭିଷେକ କରିଲେ ଅଲଗା ଅଲଗା ଇଛାର ପୂରଣ ହୋଇଥାଏ। ବିଶେଷ ମନସ୍କାମନା ପାଇଁ ଭଗବାନ ଶିବଙ୍କର ଅଭିଷେକ ସେହି ଅନୁସାରେ କରନ୍ତୁ।

ଭଗବାନ ଶିବଙ୍କର କୃପା ପ୍ରାପ୍ତି ପାଇଁ ଏହି ମାସରେ ପ୍ରତିଦିନ ଶୀଘ୍ର ଉଠି ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ଅଭିଷେକ କରିବା ପାଇଁ ଗୋଟେ ଘଟିରେ ଶୁଦ୍ଧ ଜଳ ନିଅନ୍ତୁ। ସନ୍ତାନ ସମ୍ବଦ୍ଧିତ କିମ୍ବା ଅନ୍ୟ କୌଣସି ବିଶେଷ ମନସ୍କାମନା ପାଇଁ ଏହି ଜଳରେ ଅଳ୍ପ କଞ୍ଚା କ୍ଷୀର ମିଶେଇ ଦିଅନ୍ତୁ ଯେମିତି ସେହି ଜଳ ଧଳା ରଙ୍ଗର ହୋଇଯିବ ଏହାପରେ ସେହି ଜଳକୁ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ।

ପ୍ରତିଦିନ ଭଗବାନ ଶିବଙ୍କୁ ଜଳରେ ଅଭିଷେକ କରିଲେ ମନକୁ ଶାନ୍ତି ମିଳିଥାଏ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଆପଣ ଏବଂ ଆପଣଙ୍କ ସନ୍ତାନ ଉପରେ ଭଗବାନ ଶିବଙ୍କର କୃପା ବନି ରହିଥାଏ। ଆପଣଙ୍କ ସନ୍ତାନ ଉନ୍ନତି କରିଥାଏ।

ଦହିରେ ଭଗବାନ ଶିବଙ୍କର ଅଭିଷେକ କରିଲେ ବି ସନ୍ତାନ ସୁଖର ପ୍ରାପ୍ତି ହୋଇଥାଏ ଏବଂ ରୁଦ୍ରଭିଷେକ କରିଲେ ଘର ବାହନ ପ୍ରାପ୍ତି ହୋଇଥାଏ।

ଯଦି କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଆସୁଥାଏ ତେବେ ଜଳରେ ଅଳ୍ପ ଦହି ମିଶାଇ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ଏମିତି କରିଲେ କାର୍ଯ୍ୟରେ ସଫଳତା ମିଳିବା ଆରମ୍ଭ ହୋଇଯିବ। ଉନ୍ନତିର ମାର୍ଗ ସହଜ ହୋଇଯାଇଥାଏ।

ଆପଣ କିମ୍ବା ଆପଣଙ୍କର ଘରର କୌଣସି ସଦସ୍ୟ ରୋଗରେ ପୀଡିତ ଥିବେ ଔଷଧ କାମ କରୁନଥିବ ତେବେ ମହୁରେ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ଏହା ଦ୍ବାରା ରୋଗ ଦୂର ହୋଇଥାଏ ଧନ ହାନି ବି ଅଟକି ଯାଇଥାଏ। ଧନର ଆଗମନ ମଧ୍ୟ ହୋଇଥାଏ।

ଆପଣଙ୍କ କ୍ରୋଧ ଯୋଗୁ ଲୋକଙ୍କ ଠାରୁ ଆପଣଙ୍କର ଦୂରତା ହୋଇଯାଇଛି ବାଦବିବାଦ ଲାଗି ରହିଥାଏ ଏହି କାରଣରୁ ଆପଣଙ୍କୁ ମାନ ସମ୍ମାନ ମିଳୁ ନଥାଏ ତେବେ ଜଳରେ ଅଳ୍ପ ମହୁ ମିଶାଇ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ଏହା ଦ୍ବାରା ସ୍ୱାଭାବରେ ନମ୍ରତା ଆସିଥାଏ ଏବଂ ଆପଣଙ୍କୁ ମାନ ସମ୍ମାନ ମିଳିଥାଏ। ସମ୍ପର୍କରେ ମଧୁରତା ଆସିଥାଏ।

ଧନ ସମ୍ପତି ଐଶ୍ୱର୍ଯ୍ୟ ଏବଂ ରୋଗ ମୁକ୍ତି ପାଇଁ ଆଖୁ ରସରେ ଭଗବାନ ଶିବଙ୍କର ଅଭିଷେକ କରାଯାଏ। ଏହା ସହିତ ବ୍ୟବସାୟରେ ଆସୁଥିବା ସମସ୍ୟା ଦୂର ହୋଇଥାଏ। ଯଦି ଆଖୁ ରସ ନମିଳେ ତେବେ ଜଳରେ ଅଧିକ ଟିକେ ଚିନି ମିଶେଇ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ।

ଯଦି ଦାମ୍ଫତ୍ୟ ଜୀବନରେ କ୍ଳେଶ ଥାଏ ତେବେ ଭଗବାନ ଶିବଙ୍କୁ ଅତର ମିଶା ଜଳରେ ଅଭିଷେକ କରନ୍ତୁ ଏବଂ ଓଁ ଉମା ମହେଶ୍ୱରାୟ ନମଃର ମନ୍ତ୍ର ଉଚାରଣ କରି ଜଳ ଅର୍ପଣ କରନ୍ତୁ। ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଯିବ। ଶାନ୍ତି ଅନୁଭବ କରିବେ।

ଏହି ମାସରେ ଭଗବାନ ଶିବଙ୍କୁ ଜଳରେ ଦେଶୀ ଘିଅ ମିଶାଇ ଅଭିଷେକ କରିଲେ ଘର ପରିବାରରେ ଉନ୍ନତି ହୋଇଥାଏ। ରୋଗ ଦୂର ହେବା ସହିତ ବି ବଂଶ ବୃଦ୍ଧି ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ।

ଯଦି ଆପଣଙ୍କୁ ଭାଗ୍ୟର ସାଥ ମିଳୁନଥାଏ ପିତୃଦୋଷ ଯୋଗୁ ଚିନ୍ତିତ ଅଛନ୍ତି ତେବେ ଜଳରେ ଅଳ୍ପ କଳା ତିଳ ମିଶାଇ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ଏହା ଦ୍ବାରା ସମସ୍ତ ପାପର ନାଶ ହୋଇଥାଏ। ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ। ଭଗବାନ ଶିବଙ୍କ କୃପାରୁ ପିତୃଦୋଷରୁ ମୁକ୍ତି ମିଳିଥାଏ।

ମୋକ୍ଷ ପ୍ରାପ୍ତି ପାଇଁ ଜଳରେ ଅଳ୍ପ ଗଙ୍ଗା ଜଳ ମିଶାଇ ଭଗବାନ ଶିବଙ୍କର ଅଭିଷେକ କରିଲେ ଅନେକ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ। ମନକୁ ଶାନ୍ତି ମିଳିଥାଏ କ୍ଳେଶ ଦୂର ହୋଇଥାଏ।

ଭୌତିକ ସୁଖ ପାଇଁ ଜଳରେ ଅଳ୍ପ କ୍ଷୀର ମିଶାଇ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *