Excuse Me Odisha

ଯାହା କହିବୁ ସତ କହିବୁ

ଚମକିବ ଆପଣଙ୍କ ଭାଗ୍ୟ ; ଚୁପଚାପ ବାନ୍ଧିଦିଅନ୍ତୁ ଏହିଠାରେ କଳା ସୂତା,ଆଉ ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ପ୍ରଭାବ…..

ସେୟାର୍ କରନ୍ତୁ

ଆପଣଙ୍କ ଭାଗ୍ୟ ଚମକି ଉଠିବ। ଚୁପଚାପ ବାନ୍ଧିଦିଅନ୍ତୁ ଏହିଠାରେ କଳା ସୂତା। ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ପ୍ରଭାବ।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଚୁପଚାପ ବାନ୍ଧିଦିଅନ୍ତୁ ଏହିଠାରେ କଳା ସୂତା। ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ପ୍ରଭାବ।

ବନ୍ଧୁଗଣ କଳା ସୂତା ବାନ୍ଧିବାର ପ୍ରଥା ଆଜିର ନୁହେଁ ଅନେକ ଯୁଗରୁ ଚାଲିଆସୁଛି। ଏହାକୁ ଅନେକ ବର୍ଷରୁ ହାତ ଗୋଡ଼ ଗଳାରେ ବାନ୍ଧି ଥାନ୍ତି। ଏହାକୁ ନଜରଦୋଷରୁ ବଞ୍ଚିବା ପାଇଁ ବନ୍ଧାଯାଏ। ଆମର ଶରୀର ପଞ୍ଚତତ୍ୱରେ ବନିଥାଏ। ଏହି ପଞ୍ଚତତ୍ୱ ଅଟେ ପୃଥିବୀ ବାୟୁ ଅଗ୍ନି ଜଳ ଏବଂ ଆକାଶ। ଏଥିରୁ ମିଳୁଥିବା ଉର୍ଜା ଆମର ଶରୀରରେ ସଞ୍ଚାଳନ କରିଥାଏ। ଯେବେବି କୌଣସି ଖରାପ ନଜର ଲାଗିଥାଏ ତେବେ ପଞ୍ଚତତ୍ୱରୁ ମିଳୁଥିବା ସମ୍ବଦ୍ଧିତ ସକାରାତ୍ମକ ଉର୍ଜା ଆମ ପର୍ଯ୍ୟନ୍ତ ପହଁଚି ପାରିଥାଏ। ଏଥିପାଇଁ ଶରୀରରେ କଳା ସୂତା ବନ୍ଧାଯାଏ।

କଳା ରଙ୍ଗ ନଜର ଲାଗୁଥିବା ଉର୍ଜାକୁ ନଷ୍ଟ କରିଦେଇଥାଏ। ଏହି କାରଣରୁ ନକରାତ୍ମକ ଉର୍ଜା ପ୍ରଭାବିତ କରିପାରିନଥାଏ। କଳା ରଙ୍ଗ ନାକାରାତ୍ମକ ଉର୍ଜାକୁ କମ କରିଥାଏ। ଏଥିପାଇଁ ଘରର ବଡ଼ ମାନେ ଯେବେ ଘରେ କୌଣସି ଛୋଟ ପିଲା ଜନ୍ମ ହୋଇଥାଏ ତ ତାକୁ କାହାର ନଜର ନଲାଗିବା ପାଇଁ କଳା ଟୀକା ଲଗାଇଥାନ୍ତି। ଏହି କଳା ରଙ୍ଗ ସର୍ବଦା ଖରାପ ଶକ୍ତିରୁ ରକ୍ଷା କରିଥାଏ।

କଳା ସୂତା ନେଇ କୌଣସି ଶନି ମନ୍ଦିର କିମ୍ବା ହନୁମାନଙ୍କ ମନ୍ଦିରକୁ ଯିବାକୁ ପଡ଼ିବ। ଯଦି ଆପଣ ଶନି ମନ୍ଦିର ଯିବେ ତେବେ ଶନି ଦେବଙ୍କୁ ଯେଉଁ ସୋରିଷ ତେଲ ଅର୍ପଣ କରାଯାଏ ସେହି ତେଲରେ କଳା ସୂତାକୁ ବୁଡାଇ ଦିଅନ୍ତୁ କିମ୍ବା କଳା ସୂତାରେ ସେହି ତେଲକୁ ଅଳ୍ପ ଟିକେ ଲଗେଇ ଦେବେ। ଯଦି ହନୁମାନ ମନ୍ଦିରକୁ ଯିବେ ତେବେ ହନୁମାନଙ୍କ ଚରଣରେ ଥିବା ସିନ୍ଦୁରକୁ ଏହି ସୂତାରେ ବାନ୍ଧିବାକୁ ହେବ। ଏହା ସହିତ ସୂତାରେ ୭ ଟି ଗଣ୍ଠି ପକେଇବାକୁ ପଡିବ। ପ୍ରତ୍ୟକ ଗଣ୍ଠି ପକେଇବା ସମୟରେ ସମସ୍ୟାର ନିବାରଣ ପାଇଁ ପ୍ରାର୍ଥନା କରିବା ଉଚିତ। ଏମିତି ୭ ଟି ଗଣ୍ଠି ପକେଇବା ପରେ ଭଗବାନଙ୍କ ଚରଣରେ ରଖିଦିଅନ୍ତୁ ଏବଂ ୨୧ ଥର ଏହି ମନ୍ତ୍ରର ଉଚାରଣ କରନ୍ତୁ ଓଁ ଶନି ଶନିଶ୍ଚରାୟ ନମଃ।

ଯଦି ହନୁମାନ ମନ୍ଦିରକୁ ଯାଉଛନ୍ତି ତେବେ ୧ ଥର ହନୁମାନ ଚାଳିସାର ପାଠ କରିବା ଉଚିତ ଏବଂ ଏହା ପରେ ଯେଉଁ ସୂତାରେ ଗଣ୍ଠି ପକେଇ ଥିବେ ସେହି ସୂତାକୁ ଦୀପ ଉପରେ ୭ ଥର ବୁଲାଇ ଦିଅନ୍ତୁ। ବୁଲାଇବା ସମୟରେ ଓଁ ଶନି ଶନିଶ୍ଚରାୟ ନମଃ କିମ୍ବା ଓଁ ହନୁମତେ ନମଃ ୭ ଥର ଜପ କରିବାକୁ ହେବ। ଏହି ଉପାୟ କରିବା ସମୟରେ କାହାରି ସହିତ କଥା ହେବେ ନାହିଁ। ଚୁପଚାପ ଘରକୁ ଫେରି ଆସିବେ। ଗୋଟେ ରାତି ପାଇଁ ସେହି ସୂତାକୁ ନିଜ ଘରର ମନ୍ଦିରରେ ରଖିଦେବେ। ପର ଦିନ ସେହି ସୂତାକୁ ନିଜେ କିମ୍ବା ଅନ୍ୟ କାହା ପାଇଁ କରୁଥିଲେ ତାଙ୍କ ବାହୁରେ ବାନ୍ଧିଦେବେ। ଯଦି ବଡ଼ ସୂତା ନେଇଥିବେ ତେବେ ଏହି ସୂତାକୁ ଘରର ସମସ୍ତ ସଦସ୍ୟଙ୍କ ବାହୁରେ ବାନ୍ଧି ପାରିବେ। ଏହି କଥାର ଧ୍ୟାନ ରଖିବେ କି ସୂତାକୁ କାଟିବା ସମୟରେ କୌଣସି ଗଣ୍ଠିରେ କାଟିବେ ନାହିଁ। ଏମିତି କରିଲେ ଆପଣଙ୍କ ଜୀବନରେ ବଡ଼ ସମସ୍ୟା ଦୂର ହୋଇଯିବ।

ଶନିଦୋଷାରୁ ବଞ୍ଚିବା ପାଇଁ ବ୍ୟକ୍ତିଙ୍କୁ କଳା ସୂତା ବାନ୍ଧିବା ଉଚିତ। ଏହି ସୂତାକୁ ନିଜର ଘରର ମୁଖ୍ୟ ଦ୍ୱାରରେ ବି ବାନ୍ଧି ପାରିବେ। ଏହା ଦ୍ବାରା ଘରକୁ କୌଣସି ବି ନକରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ। ଆଖପାଖରେ ଥିବା ଖରାପ ଶକ୍ତି ଦୂରକୁ ଚାଲିଯିବ।

ଦାମ୍ଫତ୍ୟ ଜୀବନରେ ସୁଖ ନଥିଲେ ୧୦୦ ମିଟର କଳା ସୂତାକୁ ଏମିତି ଅଭିମନ୍ତ୍ରିତ କରି ନିଜର ଶୋଇବା ବିଛଣା ତଳେ ରଖିବାକୁ ହେବ। ଏହି ସୂତାକୁ ରଖିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥାଏ। ପ୍ରେମ ବଢିଥାଏ।

ଘରର କୌଣସି ସଦସ୍ୟଙ୍କ ଉପରେ ଖରାପ ନଜର ଲାଗିଥିଲେ କଳା ସୂତାକୁ ତାଙ୍କ ବାହୁରେ ବାନ୍ଧିଦିଅନ୍ତୁ। ଯଦି ଏହାର ପ୍ରଭାବ କମ ହେଉଥାଏ ତେବେ କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ଏହି ସୂତାକୁ ଆଉ ଥରେ ଅଭିମନ୍ତ୍ରିତ କରି ଆଣି ବାନ୍ଧିଦିଅନ୍ତୁ।

ଗ୍ରହ ଦୋଷ ବାସ୍ତୁ ପୀଡା ଖରାପ ନଜର ସବୁ ପ୍ରକାରର ସମସ୍ୟା ଦୂର ହୋଇ ଘରେ ସୁଖ ଶାନ୍ତି ବନି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *