Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହି ପବିତ୍ର ଶ୍ରାବଣ ମାସରେ ଏହି ୪ ଟି ଭୁଲ ଜମାରୁ ବି କରନ୍ତୁ ନାହିଁ,ନହେଲେ ସବୁ କିଛି ଅନର୍ଥ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ଶ୍ରାବଣ ମାସରେ ଏହି ୪ ଟି ଭୁଲ କରନ୍ତୁ ନାହିଁ।

ଶ୍ରାବଣ ମାସରେ ଏହି ୪ ଟି ଭୁଲ କରନ୍ତୁ ନାହିଁ ନଚେତ ଭଗବାନ ଶିବଙ୍କର କୃପା ପ୍ରାପ୍ତି ହେବନାହିଁ। ଏହି ମାସରେ କିଛି ନିୟମର ପାଳନ କରି ଭଗବାନଙ୍କର କୃପା ପ୍ରାପ୍ତି କରିପାରିବେ। ଏହି ମାସରେ ଭକ୍ତିର ମାହଲ ହୋଇଥାଏ। ଭଗବାନ ଶିବ ଲିଙ୍ଗରେ ଜଳ ଅର୍ପଣ କରିବା ପାଇଁ ବଡ଼ ବଡ଼ ଜାଗାକୁ ଯାଇଥାନ୍ତି। ଛୋଟ ମନ୍ଦିର ହେଉ କିମ୍ବା ବଡ଼ ମନ୍ଦିରରେ ଶିବ ଭକ୍ତମାନେ କୌଣସି ବି ଗୋଟିଏ ଦିନ ଛାଡ଼ନ୍ତି ନାହିଁ ଭଗବାନ ଶିବ ଲିଙ୍ଗରେ ୧ ଘଟି ଜଳ ଅର୍ପଣ କରିବାକୁ। ୧ ଘଟି ଜଳ ବେଲ ପତ୍ର ଅଳ୍ପ ଫୁଲ ମଧ୍ୟ ଅର୍ପଣ କରିଲେ ଭଗବାନ ଶିବ ସେଥିରେ ବି ପ୍ରସନ୍ନ ହୋଇଥାନ୍ତି।

ଯେବେବି ଏହି ମାସରେ ଭଗବାନ ଶିବଙ୍କର ଅଭିଷେକ କରୁଛନ୍ତି ତ କେବେବି ହଳଦୀ ଅର୍ପଣ କରିବେ ନାହିଁ। ହଳଦୀ ଅର୍ପଣ ଯଦି କରିବେ ମା ପାର୍ବତୀଙ୍କୁ ଅର୍ପଣ କରନ୍ତୁ।

ଆସନ୍ତୁ ଜାଣିବା ଏହି ମାସରେ କଣ ଖାଇବେ ନାହିଁ।

ବାଇଗଣ। ହିନ୍ଦୁ ଶାସ୍ତ୍ରରେ ବାଇଗଣକୁ ଶୁଦ୍ଧ ଭାବରେ ବିବେଚନା କରାଯାଏ ନାହିଁ। ଯେତେବେଳେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଘଟଣାଗୁଡ଼ିକ ବିଷୟରେ ଆସେ ସେତେବେଳେ ବାଇଗଣକୁ ଅଶୁଭ କୁହାଯାଏ। ତେଣୁ ଶ୍ରାବଣ ମାସରେ ବାଇଗଣ ଖାଇବା ଠାରୁ ଦୂରେଇ ରହିବା ଉଚିତ।

କ୍ଷୀର। ଏହି ମାସରେ କ୍ଷୀର ଖାଇବା ଉଚିତ ନୁହେଁ।

ଶାଗ। ଏହି ମାସରେ ଶାଗର ବି ସେବନ କରିବା ଉଚିତ ନୁହେଁ।

ରସୁଣ ପିଆଜ। ଯଦି ସମ୍ଭବ ତେବେ ଖାଇବେ ନାହିଁ ନଚେତ ଖାଇପାରିବେ କିନ୍ତୁ ନନଭେଜ ଏହି ମାସରେ କେବେବି ଖାଇବେ ନାହିଁ। ଶ୍ରାବଣ ମାସରେ ମାଂସ ମାଛ ଅଣ୍ଡା ନନଭେଜ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଶ୍ରାବଣ ମାସରେ ଯଦି ଆପଣ ପୂଜା କରୁଛନ୍ତି କିମ୍ବା ଉପବାସ କରୁଛନ୍ତି ତେବେ କିଛି ଦିନ ନନଭେଜ ଖାଦ୍ୟଠାରୁ ଦୂରରେ ରୁହନ୍ତୁ।

ଏହି ମାସରେ ଏହି କଥାର ଖାସ ଧ୍ୟାନ ରଖନ୍ତୁ।

ଗଜରୁଜନ ମାନଙ୍କୁ ସମ୍ମାନ କରନ୍ତୁ। ଛୋଟ ମାନଙ୍କୁ ସ୍ନେହ କରନ୍ତୁ। ଗରୀବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କେବେବି ଗୁରୁଜନ ମାନଙ୍କର ଅପମାନ କରନ୍ତୁ ନାହିଁ।

ଭଗବାନ ଶିବଙ୍କୁ ୧ ଘଟି ଜଳ ଅର୍ପଣ ପ୍ରତ୍ୟକ ଦିନ କରନ୍ତୁ ଏହା ଦ୍ବାରା ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହୋଇଯିବ।

ଘରକୁ ସଫା ସୁତରା ରଖନ୍ତୁ। ଘରେ ପଡିଥିବା ପୁରୁଣା ଜିନିଷ ଅପରିଷ୍କାର ଜିନିଷ ବାହାର କରିଦିଅନ୍ତୁ। ଏମିତି କରିଲେ ଘରେ ସକରାତ୍ମକ ବନି ରହିବ।

ଏହି ମାସରେ ପତି ପତ୍ନୀ କୌଣସି ଶାରୀରକ ସମ୍ପର୍କ ରଖିବା ଉଚିତ ନୁହେଁ। ଯଦି ଆପଣ ସଂଯମ ରକ୍ଷା ନ କରନ୍ତି ତେବେ ଭଗବାନ ଶିବ ରୁଷ୍ଟ ହୋଇପାରନ୍ତି।

କ୍ଷୀର ଦହି ପନିର ଏହିସବୁ ଜିନିଷର ସେବନ କରିବେ ନାହିଁ।

ଶ୍ରାବଣ ମାସରେ ସବୁଜ ପନିପରିବା ଦୂଷିତ ହୋଇଯାଏ ଓ କୀଟ ଲାଗିଯାଏ ସେଥିପାଇଁ ଭଲ ଭାବେ ଦେଖିକରି ଭୋଜନ କରିବା ଉଚିତ।

ଭଗବାନ ଶିବଙ୍କୁ ୧ ଘଟି ଜଳରେ ୧ ଚାମଚ କ୍ଷୀର ମିଶାଇ ଅର୍ପଣ କରନ୍ତୁ ଵଂଶ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *