Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଘରକୁ ନେଇ ଆସନ୍ତୁ ଏହି ୧ ଟି ଜିନିଷ। ଗରିବୀ ଭୁଲିଯିବ ଆପଣଙ୍କ ଘରର ରାସ୍ତା। ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଘରକୁ ନେଇ ଆସନ୍ତୁ ଏହି ୧ ଟି ଜିନିଷ। ଗରିବୀ ଭୁଲିଯିବ ଆପଣଙ୍କ ଘରର ରାସ୍ତା। ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

୨୦୨୨ ଶ୍ରାବଣ ମାସ କେବେ ଏବଂ କେତୋଟି ସୋମବାର ପଡିବ। ଶ୍ରାବଣ ମାସର ଶେଷ କେବେ ଏବଂ ଏହାର ପାଳନ କେମିତି କରିବେ ଏବଂ ବ୍ରତରେ କେଉଁ ଜିନିଷ ଖାଇବେ ନାହିଁ। ଜାଣିବେ ଏହି ପୋଷ୍ଟରେ।

ବନ୍ଧୁଗଣ ଶ୍ରାବଣ ଶିବ ଭକ୍ତ ମାନଙ୍କ ପାଇଁ ସୌଭାଗ୍ୟ ନେଇ ଆସିଥାଏ। ଏହି ମାସ ପ୍ରେମର ପ୍ରତୀକ ଅଟେ। ଏହାକୁ ପ୍ରେମର ମାସ ବି କୁହାଯାଏ। ଏହି ମାସକୁ ଭଗବାନ ଶିବ ଭକ୍ତ ଅପେକ୍ଷା କରି ବସିଥାନ୍ତି। ଏହି ମାସରେ ଭଗବାନ ଶିବ ଏହି ମାସକୁ ଶିବ ଭକ୍ତ ମାନେ ଅପେକ୍ଷା କରି ବସିଥାନ୍ତି। ଏହି ମାସରେ ଭଗବାନ ଶିବ ପୃଥିବୀକୁ ଆସି ନିଜର ଭକ୍ତଙ୍କ ଘରେ ବାସ କରିଥାନ୍ତି ଏବଂ ସେମାନଙ୍କ ପବିତ୍ର ଭକ୍ତିରେ ପ୍ରସନ୍ନ ହୋଇ ଧନ ସମ୍ପତ୍ତି ଦେଇଥାନ୍ତି। ଏହି ମାସରେ ପ୍ରତ୍ୟକ ଦିନ ଭଗବାନ ଶିବଙ୍କର ପୂଜା କରାଯାଏ କିନ୍ତୁ ସୋମବାର ବ୍ରତ ପରେ ହିଁ କିଛି ଅଲଗା ହୋଇଥାଏ। ଏହି ବର୍ଷ ଶ୍ରାବଣ ମାସ ୨୦୨୨ ଜୁଲାଇ ମାସ ୧୪ ରୁ ଆରମ୍ଭ ହୋଇ ଶ୍ରାବଣ ମାସ ଅଗଷ୍ଟ ୧୨ ରେ ଶେଷ ହେବ। ଶ୍ରାବଣ ମାସ ଶେଷ ହେବାର ଗୋଟେ ଦିନ ପୂର୍ବରୁ ୧୧ ଅଗଷ୍ଟରେ ଅର୍ଥାତ ଗୁରୁବାର ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ।

ଆସନ୍ତୁ ଜାଣିବା ଏହି ଶ୍ରାବଣ ମାସରେ କେତୋଟି ସୋମବାର ପଡିବ ଏବଂ କେତୋଟି ବ୍ରତ ପାଳନ କରିବେ।

ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ୧୮ ଜୁଲାଇ ଦିନ ପଡିବ। ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ। ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ। ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ। ମୋଟ ୪ ଟି ସୋମବାର ବ୍ରତ ପଡିବ। ୧୨ ଅଗଷ୍ଟରେ ଶ୍ରାବଣ ମାସ ଶେଷ ହୋଇଯିବ।

ଆସନ୍ତୁ ଜାଣିବା ଏହି ମାସରେ କେଉଁ ଭୁଲ କରିବା ଉଚିତ ନୁହେଁ ଯାହା ଫଳରେ ଭଗବାନ ଶିବ କ୍ରୋଧିତ ହେବେ ନାହିଁ ଏବଂ ଏହି ମାସରେ ଏହି ଫଳ କେବେବି ଖାଇବେ ନାହିଁ ନଚେତ ଭଗବାନ ଶିବ ଆପଣଙ୍କ ଉପରେ ରାଗିଯିବେ ଏବଂ ଆପଣଙ୍କ ବ୍ରତ ଭାଙ୍ଗିଯିବ। ତେବେ ଆସନ୍ତୁ ଜାଣିବା କଣ ସେହି ଭୁଲ ଏହି ମାସରେ କରିବା ଉଚିତ ନୁହେଁ।

ଯାହାବି ହୋଇଗଲେ ଏହି ୫ ଜଣ ମହିଳା ଏବଂ ପୁରୁଷଙ୍କୁ ଶ୍ରାବଣ ବ୍ରତ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଭଗବାନ ଶିବ କ୍ରୋଧିତ ହୋଇଯିବେ। ଭଗବାନ ଶିବ ଏମିତି ବ୍ୟକ୍ତିଙ୍କ ପୂଜା କେବେବି ସ୍ୟୁକାର କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା।

ସ୍ୱାମୀ ସ୍ତ୍ରୀଙ୍କୁ ଏହି ବ୍ରତ ରଖିବା ଉଚିତ। ଏହି ବ୍ରତ ରଖିଲେ ତାଙ୍କର ବୈବାହିକ ଜୀବନ ସଫଳ ହୋଇଥାଏ। ଯଦି ଆପଣ ହିନ୍ଦୁ ରୀତିନୀତିରେ ସାତ ଫେରା ନ ନେଇଥିବେ ତ ଆପଣ ପବିତ୍ର ଶ୍ରାବଣ ମାସର ବ୍ରତ ଭୁଲରେ ବି କରିବେ ନାହିଁ। ଏହାର କଥା ଶୁଣିବା ବି ଆପଣଙ୍କ ପାଇଁ ପାପ ଅଟେ। କୌଣସି ବି ମହିଳା ଏବଂ ପୁରୁଷ ସାତ ଫେରା ନନେଇଥିବା ଯାଏଁ ଏହି ବ୍ରତ ରଖିବେ ନାହିଁ। କୋର୍ଟ ମେରେଜ କରିଥିଲେ ମଧ୍ୟ ଏହି ବ୍ରତ ରଖିବେ ନାହିଁ। ପ୍ରଥମେ ସାତ ଫେରା ନେଇ ନିଅନ୍ତୁ ତାପରେ ଏହି ବ୍ରତ ପାଳନ କରନ୍ତୁ। କୁଆଁରୀ ଝିଅ ଏବଂ ପୁଅ ଏହି ବ୍ରତ କରିପାରିବେ କିନ୍ତୁ ଅଧା ବିବାହ ହୋଇଥିବା ଲୋକଙ୍କୁ ବ୍ରତ କରିବା ଉଚିତ ନୁହେଁ।

ମନରେ ଘୃଣା ଭାବ। ମନରେ କୌଣସି ଖରାପ ଚିନ୍ତା ରଖି ଏହି ବ୍ରତ ପାଳନ କରିବେ ନାହିଁ। ଯଦି ଆପଣ ଅନ୍ୟ ପ୍ରତି ଖରାପ ଚିନ୍ତା ରଖିଥିବେ ତ ଏହି ବ୍ରତ କେବେବି ରଖନ୍ତୁ ନାହିଁ। ଭଗବାନ ଶିବ ଏମିତି ଲୋକଙ୍କ ଉପରେ ସର୍ବଦା କ୍ରୋଧିତ ରହିଥାନ୍ତି। ଯଦି ଆପଣଙ୍କ ମନ ପବିତ୍ର ଥାଏ ତେବେ ଯାଇ ଭଗବାନ ଶିବ ଆପଣଙ୍କ କଥା ଶୁଣିବେ।

ତଲାକ ସୁଧା ବ୍ୟକ୍ତି। ଶାସ୍ତ୍ର ଅନୁସାରେ ବିବାହ ପରେ ତଲାକ ସୁଧା ମହିଳା ହୁଅନ୍ତୁ କି ପୁରୁଷ ଏହି ବ୍ରତ କେବେବି କରିବା ଉଚିତ ନୁହେଁ। କାରଣ ଏହି ମାସ ପ୍ରେମର ପ୍ରତୀକ ମାନାଯାଏ।ଶାସ୍ତ୍ର ଅନୁସାରେ ଯେଉଁ ପ୍ରେମୀ ଯୋଡି ଦୂରରେ ରହୁଛନ୍ତି ତାଙ୍କୁ ଏକ ହୋଇଯିବା ଉଚିତ। ସେତେବେଳେ ଯାଇ ଭଗବାନ ଶିବ ତାଙ୍କ ଭକ୍ତି ସ୍ୟୁକାର କରିଥାନ୍ତି। ମାନ୍ୟତା ଅନୁସାରେ ବିବାହ ଦୁଇଟି ହୃଦୟର ମିଳନ ଅଟେ। ଏକା ସାଙ୍ଗରେ ଜୀବନ ସାରା ରହିବା ଉଚିତ। ଏକା ସାଙ୍ଗରେ ପୂଜା କଲେ ଅନେକ ଗୁଣା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସ୍ୱାମୀ ସ୍ତ୍ରୀ ଯଦି ବ୍ରତ ରଖିବେ ତ ଭଗବାନ ଶିବ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ଦେଇଥାନ୍ତି ବରଦାନ। ଯଦି ତଲାକ ପରେ ଏହି ବ୍ରତ ରଖିବେ ତେବେ ପାପ ଲାଗିଥାଏ।

ଗୋଟେ ବେଶ୍ୟାକୁ କେବେବି ଶ୍ରାବଣ ମାସର ପୂଜା କରିବା ଉଚିତ ନୁହେଁ କି କରବାଚୌଥର ବ୍ରତ। ବ୍ୟକ୍ତିର ଶରୀରର ପବିତ୍ରତା ଶେଷ ଯଦି ହୋଇଯାଇଥାଏ ତ କେବଳ ଦୁଶ୍ଚରିତ୍ରା ନୁହେଁ ପାପୀ ବି କୁହାଯାଏ। ଏଥିପାଇଁ ଏମିତି ମହିଳାଙ୍କ ପୂଜା କେବେବି ସଫଳ ହୋଇନଥାଏ କିମ୍ବା ଭଗବାନ କେବେବି ଗୋଟେ ବେଶ୍ୟାର ପୂଜା ସ୍ୟୁକାର କରନ୍ତି ନାହିଁ।

କୁଆଁରୀ କନ୍ୟାକୁ କେବେବି ଶିବ ଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ। ଏହାକୁ ପାପ ମାନାଯାଏ।

ଶ୍ରାବଣ ମାସରେ ଯଦି କେଉଁ କୁଆଁରୀ କନ୍ୟା ଭଲ ଭାବରେ ପବିତ୍ର ମନରେ ବ୍ରତ ରଖିଥାନ୍ତି ତ ଭଗବାନ ଶିବ ତାଙ୍କୁ ଭଲ ବର ଦେଇଥାନ୍ତି ଅର୍ଥାତ ତାଙ୍କୁ ଭଗବାନ ଶିବଙ୍କ ଭଳି ସ୍ୱାମୀ ମିଳିଥାଏ।

ଭୁଲରେ ଭଗବାନ ଶିବଙ୍କ ପାଖରେ ୫ ଟି ଜିନିଷ ରଖିବେ ନାହିଁ।

ଭଗବାନ ଶିବଙ୍କ ପାଖକୁ ଜୂତା ଚପଲ ନେଇ ଯିବେ ନାହିଁ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ ଏବଂ ଆପଣଙ୍କୁ ମିଳିବାକୁ ଥିବା ଫଳ ବିଫଳ ହୋଇଯାଇଥାଏ। ମନ୍ଦିରକୁ ଖାଲି ପାଦରେ ପ୍ରବେଶ କରିବା ଉଚିତ।

ମାସିକ ଧର୍ମରେ ମହିଳାମାନେ ପୂଜା ପାଠ କରନ୍ତୁ ନାହିଁ। ଏହା ବହୁତ ବଡ଼ ପାପ ହୋଇଥାଏ। ଆପଣ ବ୍ରତ ପାଳନ କରିପାରିବେ କିନ୍ତୁ ମନ୍ଦିରକୁ ପ୍ରବେଶ କରିବେ ନାହିଁ।

ଶିବ ଲିଙ୍ଗ ଉପରେ ସର୍ବଦା ଜଳ ଧାରା ରହିବା ଉଚିତ।

ତୁଳସୀ ଗଛ ପାଖରେ ଭଗବାନ ଶିବ ଏବଂ ଭଗବାନ ଗଣେଶଙ୍କୁ ରଖିବେ ନାହିଁ। ଶିବ ଲିଙ୍ଗରେ ତୁଳସୀ ଅର୍ପଣ କରିବେ ନାହିଁ।

ଶାରୀରିକ ସମ୍ବଦ୍ଧ ବନେଇବା ପରେ ଭଗବାନଙ୍କ ପାଖକୁ ପୂଜା କରିବାକୁ ଯାଆନ୍ତୁ ନାହିଁ। ସର୍ବଦା ସ୍ନାନ କରି ମନକୁ ପବିତ୍ର କରି ଭଗବାନଙ୍କ ପାଖକୁ ପୂଜା କରିବାକୁ ଯିବା ଉଚିତ।

ଏହି ବ୍ରତ ରଖୁଥିଲେ ଫଳ ମଧ୍ୟରୁ ନାସପାତି ଫଳର ସେବନ କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *