Excuse Me Odisha

ଯାହା କହିବୁ ସତ କହିବୁ

୬ ମାସରେ କେବଳ ଥରେ ପିଅନ୍ତୁ ଚର୍ମ ରୋଗ କବଜ ମୁଣ୍ଡବିନ୍ଧା ଭଳି ହଜାରେ ରୋଗ ସମାପ୍ତ ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୬ ମାସରେ କେବଳ ଥରେ ପିଅନ୍ତୁ ଚର୍ମ ରୋଗ କବଜ ମୁଣ୍ଡବିନ୍ଧା ଭଳି ହଜାରେ ରୋଗ ସମାପ୍ତ ହେବ।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ସ୍ପେଶାଲ ଡ୍ରିଙ୍କ ନେଇ ଆସିଛୁ। ଏହାକୁ ଆପଣ କୌଣସି ସାଧାରଣ ଡ୍ରିଙ୍କ ଭାବନ୍ତୁ ନାହିଁ ଏହା ଆପଣଙ୍କ ଶରୀରରୁ ଟକ୍ସିନକୁ ବାହାର କରିବା ସହ ୧୦୦ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ। ଆମ ଶରୀରକୁ ଟକ୍ସିନ ଧୂଳି ପାଣି ପବନ ଏବଂ ଖାଦ୍ୟ ଦ୍ୱାରା ଆସିଥାଏ। ଯଦି ଆପଣଙ୍କ ନିଦ ପୂର୍ଣ ହେବା ପରେ ବି ଥକା ଲାଗେ ତେବେ ବୁଝିନିଅନ୍ତୁ ଆପଣଙ୍କ ଶରୀରରେ ଟକ୍ସିନ ଭରି ହୋଇରହିଛି। ଏମିତିରେ ନିଜର ବଡିକୁ ଟିଟକ୍ସ କରି ଟକ୍ସିନକୁ ବାହାରକୁ କାଢ଼ିବା ନିହାତି ଆବଶ୍ୟକ। ନଚେତ ଆପଣଙ୍କ ଶରୀରରେ ହଜାରେ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ। ଭୟ କରିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣ ମାନଙ୍କ ପାଇଁ ସହଜ ଉପାୟ ନେଇ ଆସିଛୁ ଯାହା ଆପଣଙ୍କର ଶରୀରରୁ ସମସ୍ତ ଟକ୍ସିନ କାଢ଼ିବା ସହ ଆପଣଙ୍କ ଶରୀରରୁ ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଆଜିର ଏହି ଡ୍ରିଙ୍କଟିକୁ କେମିତି ବନେଇବା ଏବଂ ଏହାର ସେବନ କେମିତି କରିବା।

ଯେତେବେଳେ ଆମ ଶରୀରରେ ବିଷାକ୍ତ ପଦାର୍ଥ ଭରିଯାଏ ସେତେବେଳେ ଆମ ଶରୀରରେ କିଛି ଏମିତି ସଂକେତ ଦେଇଥାଏ ଯେଉଁଥିରେ ଆମେ ଜାଣି ପାରିବା ଆମ ଶରୀରରେ ଟକ୍ସିନ ଭରି ହୋଇ ରହିଛି। ଆମ ଶରୀରରେ କିଛି ନାଁ କିଛି ବିଷାକ୍ତ ପଦାର୍ଥ ନିଶ୍ଚୟ ଥାଏ। ଏହା ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ଥାଏ ଏବଂ ଭିନ୍ନ ଭିନ୍ନ ଲକ୍ଷଣ ମଧ୍ୟ ଦେଖାଦେଇଥାଏ।

ଆପଣଙ୍କ ଓଜନ ବୃଦ୍ଧି ହେବା। ଯଦି ଆପଣଙ୍କର ଓଜନ ବ୍ୟାୟାମ ଡାଇଟ ପରେ ମଧ୍ୟ କମ ହେଉନାହିଁ ତେବେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ।

କବଜ ରହିବା ବା ପେଟ ଧିମେଇ ହୋଇ ରହିବା। ଆପଣଙ୍କ ପେଟ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିବା ପାଇଁ ସବୁଠାରୁ ଅଧିକ କାମ କରିଥାଏ। ଯଦି ଆପଣଙ୍କ ପେଟ ଭଲଭାବରେ ସଫା ନହୁଏ ଧିମେଇ ହୋଇ ରହିଥାଏ ତେବେ ଆପଣଙ୍କ ଶରୀରରେ ଟକ୍ସିନ ଭରି ହୋଇ ରହିଯିବ।

ସ୍କିନ ଇଂଫକ୍ସନ ଭଳି ସମସ୍ୟା ହେବା। ଯଦି ଆପଣଙ୍କ ଶରୀରରେ ଟକ୍ସିନ ଥାଏ ତେବେ ସର୍ବପ୍ରଥମେ ଆମର ତ୍ୱଚା ଉପରେ ପଡିଥାଏ। ମୁହଁରେ ବ୍ରଣ ରାସେସ ଏବଂ ବିଭିନ୍ନ ପ୍ରକାରର ଏଲାର୍ଜି ଭଳି ସମସ୍ୟା ଆପଣଙ୍କୁ ପ୍ରଥମେ ଭୋଗିବାକୁ ପଡିପାରେ। ଏହା ଆପଣଙ୍କ ରକ୍ତ କିମ୍ବା ଶରୀରରେ ଟକ୍ସିନ ଥିବାର ସମ୍ଭାବନା ରହିଛି।

ଶରୀର ଗରମ ରହିବା। ଯଦି ଶରୀରରେ ବହୁତ ଟକ୍ସିନ ଭରି ହୋଇରହିବ ତେବେ ତାହାକୁ ବାହାରକୁ କାଢ଼ିବା ପାଇଁ ଲିଭରକୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଫଳରେ ଆପଣଙ୍କ ଶରୀର ଗରମ ହୋଇଯିବ ଏହା ଦ୍ବାରା ଝାଳ ବହିଥାଏ।

ମୁଖ ଦୁର୍ଗନ୍ଧ ହେବା। ଯଦି ଆପଣ ଭଲ ଟୁଥପେଷ୍ଟ ଏବଂ ବ୍ରସ କରିବା ପରେ ମଧ୍ୟ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସିଥାଏ ତେବେ ଏହା ଆପଣଙ୍କ ପାଚନ କ୍ରିୟା ଖରାପ ରହିଥାଏ କିମ୍ବା ଆପଣଙ୍କ ଲିଭରରେ ଟକ୍ସିନ ଜମା ହେବାର ସଂକେତ ଦେଇଥାଏ।

ସବୁବେଳେ ମୁଣ୍ଡ ବିନ୍ଧା ହେବା। ରକ୍ତରେ ଟକ୍ସିନ ରହିଲେ ସିଧା ଆମ ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ। ଏହା ଦ୍ୱାରା ରିୟାକ୍ସନ ହୋଇଥାଏ ଏବଂ ଏଥିପାଇଁ ଆପଣଙ୍କ ମୁଣ୍ଡ ବିନ୍ଧି ଥାଏ।

ଆସନ୍ତୁ ଟକ୍ସିକୁ ଶରୀରରୁ ବାହାର କରିବା ପାଇଁ ଏହି ରେମିଡ଼ି ଟିକୁ କେମିତି ବନେଇବେ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଗ୍ୟାସ ଉପରେ ଗୋଟେ ପାତ୍ର ରଖି ସେଥିରେ ୨.୫୦ ଗ୍ରାମ କ୍ଷୀର ଢାଳି ଫୁଟାନ୍ତୁ। କ୍ଷୀର ଫୁଟୁଥିବା ସମୟ ମଧ୍ୟରେ ଅଲଗା ପାତ୍ରରେ ଲେମ୍ବୁ ରସ ବାହାର କରିନିଅନ୍ତୁ। ଏହା କବଜ ଭଳି ସମସ୍ୟା ପାଇଁ ରାମ ବାଣ ଉପଚାର ଅଟେ। ଏହାକୁ ସମସ୍ତେ ସେବନ କରିପାରିବେ। ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ପ୍ରେଗନେଟ ଲେଡି ମଧ୍ୟ ସେବନ କରିପାରିବେ ଡାଇବେଟିସ ରୋଗୀ ମଧ୍ୟ ଏହାର ସେବନ କରିପାରିବେ। ଏଥିରେ ଆପଣଙ୍କୁ କୌଣସି ପ୍ରକାରର ସାଇଟ ଇଫେକ୍ଟ ହୋଇନଥାଏ। ଏହା ସମ୍ପୂର୍ଣ୍ଣ ନେଚୁରାଲ ରେମିଡ଼ି ଅଟେ। ଏହା ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ।

କ୍ଷୀର ଗରମ ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ସେଥିରେ ଧୀରେ ଧୀରେ କରି ଚିପୁଡି ରଖିଥିବା ଲେମ୍ବୁ ରସକୁ ପକାନ୍ତୁ। ଧୀରେ ଧୀରେ କରି ଚାମଚ ସାହାର୍ଯ୍ୟରେ କ୍ଷୀରରେ ପକେଇ ଦିଅନ୍ତୁ। କିଛି ସମୟ ପରେ କ୍ଷୀର ଛିଡି ଯିବ ଏବଂ ଏହି ପାଣିକୁ ଛାଣି ନିଅନ୍ତୁ। ଛେନାକୁ ଅଳ୍ପ ଚିନି ମିଶାଇ ଖାଇପାରିବେ। ଆସନ୍ତୁ ଜାଣିବା ଏହି ପାଣିକୁ ସେବନ କେମିତି କରିବେ।

ପ୍ରଥମେ ଆପଣ ପାଣିକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଛାଡିଦିଅନ୍ତୁ। ଏହାକୁ ଖାଲି ପେଟରେ ସେବନ କରିବାକୁ ହେବ। ଖାଦ୍ୟ ଖାଇବାର ୨ ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଆପଣ ଏହାର ସେବନ କରନ୍ତୁ। ପାଣିରେ ଚିନି ମିଶାଇବେ ନାହିଁ ସେମିତି ହିଁ ଆପଣଙ୍କୁ ଖାଇବାକୁ ହେବ। ଧ୍ୟାନ ରଖନ୍ତୁ କ୍ଷୀର ଆପେ ଆପେ ଛିଡ଼ି ଗଲେ ସେହି ପାଣିକୁ ପିଇବେ ନାହିଁ। ଭଲ କ୍ଷୀରରେ ତିଆରି କରି ପିଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *