Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏମିତି କେଶ ଧୋଉଥିବା ମହିଳାଙ୍କ ସ୍ୱାମୀ ମରିଯାଇଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଏମିତି କେଶ ଧୋଉଥିବା ମହିଳାଙ୍କ ସ୍ୱାମୀ ମରିଯାଇଥାନ୍ତି।

ଶ୍ରାବଣ ମାସରେ ମହିଳାଙ୍କୁ ଏମିତି କେଶ ଧୋଇବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ। ଘର ପରିବାର ବର୍ବାଦ ହୋଇଯାଏ। ଶ୍ରାବଣ ମାସରେ ଭୁଲରେ ବି ନିଜର କେଶ ଏମିତି ଧୁଅନ୍ତୁ ନାହିଁ। ସମସ୍ତ କାମ ଖରାପ ହୋଇଯାଇଥାଏ। ଏହି ମାସ ବହୁତ ସୁନ୍ଦର ମାସ ହୋଇଥାଏ। ପ୍ରେମର ମାସ ହୋଇଥାଏ। ଏହି ମାସରେ ଭଗବାନ ଶିବଙ୍କର ପୂଜାଅର୍ଚ୍ଚନା କରିଲେ ମନସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ମାସରେ ସୋମବାର ବ୍ରତ ନିଶ୍ଚୟ ରଖନ୍ତୁ। ଶ୍ରାବଣ ମାସରେ ମହିଳାଙ୍କୁ ଏମିତି କେଶ ଧୋଇବା ଉଚିତ ନୁହେଁ। ସ୍ୱାମୀଙ୍କର କାମ ଖରାପ ହୋଇଯାଇଥାଏ। ସନ୍ତାନଙ୍କୁ ମିଳିଥାଏ କଷ୍ଟ। ତେବେ ଆସନ୍ତୁ ଜାଣିବା ସୁହାଗିନୀ ମହିଳା କେଉଁ ଦିନ କେଶ ଧୋଇବେ ଏବଂ କେଉଁ ଦିନ ନୁହେଁ।

ଆଜିର ଏହି ପୋଷ୍ଟରେ ଜାଣିବା ମହିଳା ମାନଙ୍କୁ କେଉଁ ଦିନରେ କେଶ ଧୋଇବା ଉଚିତ ଏବଂ କେଉଁ ଦିନରେ ଧୋଇବା ଉଚିତ ନୁହେଁ। ଶାସ୍ତ୍ରରେ କିଛି ଏମିତି ତିଥି ଏବଂ ଦିନ ବିଷୟରେ କୁହାଯାଇଛି ଯେଉଁ ଦିନ କେଶ ଧୋଇଲେ ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଖାସ କରି ମହିଳାଙ୍କୁ ଏହି ଦିନରେ କେଶ ଭୁଲରେ ବି ଧୋଇବା ଉଚିତ ନୁହେଁ

ବିବାହିତା ମହିଳାଙ୍କୁ ଅମାବାସ୍ୟା ପୂର୍ଣ୍ଣିମା ଏବଂ ଏକାଦଶୀ ଦିନ ନିଜର କେଶ କେବେବି ଧୋଇବା ଉଚିତ ନୁହେଁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସବୁ ପର୍ବ ତିଥି ଅନୁସାରେ ପାଳନ କରାଯାଏ ଯାହାକି ଶୁଭ ହୋଇଥାଏ ଏଥିପାଇଁ ପର୍ବର ଏକ ଦିନ ପୂର୍ବରୁ କେଶ ଧୋଇବା ଉଚିତ ହୋଇଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ବାରରେ କେଶ ଧୋଇବେ ଏବଂ କେଉଁ ବାରରେ ନୁହେଁ।

ଯେଉଁ ଦିନ ବ୍ରତ ରଖିଥିବେ ସେହି ଦିନ କେଶ ଧୋଇବେ ନାହିଁ ତାର ଗୋଟେ ଦିନ ପୂର୍ବରୁ କେଶ ଧୋଇବେ।

ରବିବାର ଦିନ ଯଦି ବ୍ରତ ରଖୁଛନ୍ତି କିମ୍ବା ସୂର୍ଯ୍ୟଦେବଙ୍କ ଆରୋଧନା କରୁଛନ୍ତି ତେବେ ଏହି ଦିନ କେଶ ଧୁଅନ୍ତୁ ନାହିଁ। ଯଦି ଆବଶ୍ୟକତା ପଡ଼େ ତେବେ ମନ୍ଦାର ଫୁଲର ଯେଉଁ ରସ ବାହାରି ଥାଏ ତାକୁ ନିଜ କେଶରେ ଲଗାଇ ନିଅନ୍ତୁ ଏହାପରେ କେଶ ଧୁଅନ୍ତୁ

ସୋମବାର ଦିନ ବିବାହିତା ମହିଳାମାନେ ନିଜର କେଶ ଧୋଇ ପାରିବେ। ଯଦି ସୋମବାର ଦିନ ବିବାହିତା ମହିଳା ବ୍ରତ ରଖନ୍ତି ତ କେଶ ଧୋଇବା ଉଚିତ ନୁହେଁ। ଯଦି କୌଣସି ବିବାହିତା ମହିଳାଙ୍କ ସନ୍ତାନଙ୍କ ଜନ୍ମ ସୋମବାର ଦିନ ହୋଇଥାଏ ତେବେ ଏହି ଦିନ ବିବାହିତ ମହିଳା କେଶ ଧୋଇବା ଉଚିତ ନୁହେଁ। କାରଣ ଏମିତି କରିଲେ ନିଜ ସନ୍ତାନଙ୍କ ଅମଙ୍ଗଳ ହୋଇପାରେ। ଯଦି ଆପଣଙ୍କର ସନ୍ତାନଙ୍କ ଜନ୍ମ ସୋମବାର ଦିନ ହୋଇନଥିବ ତେବେ ଆପଣ ନିଜର କେଶ ଧୋଇ ପାରିବେ। ଭଲ ପ୍ରଭାବ ପାଇଁ ପାଣିରେ ପଳାସ ଫୁଲର ପତ୍ର ପକାଇ ନିଜର କେଶ ଧୋଇବା ଦ୍ୱାରା ଘରେ ଶାନ୍ତି ବନି ରହିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ।

ମଙ୍ଗଳବାର ଦିନ ବିବାହିତା ମହିଳା ନିଜର କେଶ ଧୋଇବା ଉଚିତ ନୁହେଁ। ଏହି ଦିନ କେଶ ଧୋଇଲେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ବୈବାହିକ ଜୀବନରେ ବାଧା ଉତ୍ପନ ହୋଇପାରେ। ମଙ୍ଗଳବାର ଦିନ କେବଳ ସ୍ନାନ କରି ସିନ୍ଦୁର ଲଗାଇବା ଉଚିତ। ଯଦି ମଙ୍ଗଳବାର ଦିନ ଆବଶ୍ୟକତା ପଡ଼େ କେଶ ଧୋଇବା ପାଇଁ ତେବେ ପାଣିରେ ଆମ୍ବଲା ଗୁଣ୍ଡ ମିଶାଇ ଧୋଇ ପାରିବେ। ଏମିତି କଲେ ମଙ୍ଗଳଙ୍କ ଅଶୁଭ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିନଥାଏ।

ବୁଧବାର ଦିନ ବିବାହିତା ମହିଳା କେଶ ଧୋଇବା ପାରିବେ କିନ୍ତୁ ଖାସ କରି ସେହି ମହିଳାମାନେ ଏହି ଦିନ କେଶ ଧୋଇବେ ନାହିଁ ଯେଉଁମାନଙ୍କର ଛୋଟ ଭାଇ ଥିବ। ଶାସ୍ତ୍ର ଆଧାରରେ ଯେଉଁ ମହିଳା ବୁଧବାର ଦିନ କେଶ ଧୋଇଥାଏ ତାର ସାନ ଭାଇକୁ କଷ୍ଟ ଭୋଗିବାକୁ ପଡିଥାଏ। ତାଙ୍କର ଛୋଟ ଭାଇଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ ପ୍ରଭାବ ପଡିଥାଏ।

ଗୁରୁବାର ଦିନ କେବେବି ଘରର ସ୍ତ୍ରୀ କିମ୍ବା କୌଣସି ବି ପୁରୁଷଙ୍କୁ ନିଜର କେଶ ଧୋଇବା ଉଚିତ ନୁହେଁ। ଏହି ଦିନ କେଶ ଧୋଇଲେ ଘରକୁ ଦରିଦ୍ରତା ଆସିଥାଏ। ବିବାହିତା ମହିଳା ଏହି ଦିନ କେଶ ଧୋଇଲେ ତାଙ୍କର ସ୍ୱାମୀଙ୍କ ଆୟୁଷ କମ ହୋଇଥାଏ। ଏଥିପାଇଁ ଗୁରୁବାର ଦିନ ଭୁଲରେ ବି କେଶ ଧୁଅନ୍ତୁ ନାହିଁ। ଯଦି କୌଣସି କାରଣ ବସତ ଆବଶ୍ୟକତା ପଡେ ତ ନିଜ କେଶରେ ଅଳ୍ପ ହଳଦୀ ଏବଂ ବେଶନ ମିଶାଇ ଲଗାନ୍ତୁ ଏବଂ ଏହାପରେ କେଶ ଧୋଇ ପାରିବେ।

ସ୍ତ୍ରୀ କିମ୍ବା ପୁରୁଷ ଶୁକ୍ରବାର ଦିନ କେଶ ଧୋଇବା ବା କାଟିବାକୁ ଅତ୍ୟନ୍ତ ଶୁଭ ମାନାଯାଏ। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ ସେଥିପାଇଁ ଏହି ଦିନ କେଶକୁ ନିଶ୍ଚୟ ପରିଷ୍କାର କରନ୍ତୁ। ଏମିତି କଲେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। ଯଦି କୌଣସି ସ୍ତ୍ରୀଙ୍କୁ ପୁତ୍ର ପ୍ରାପ୍ତିର କାମନା ଅଛି ତେବେ ଏହି ଦିନ ମହିଳା କେଶ ଧୁଅନ୍ତୁ ନାହିଁ।

ଶନିବାର ଦିନ ଶନି ମହାରାଜଙ୍କ ଦିନ ଅଟେ। ଏହି ଦିନ ନାଁ ମଥାରେ ତେଲ ଲଗେଇବା ଉଚିତ ନାଁ ନିଜର କେଶ ଧୋଇବେ ଏମିତି କଲେ ଶନିଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ। କୌଣସି କାରଣରେ ଯଦି ଆପଣଙ୍କୁ ଶନିବାର ଦିନ କେଶ ଧୋଇବାକୁ ପଡ଼ିଯାଏ ଅଳ୍ପ ହଳଦୀ କିମ୍ବା ବେଶନକୁ କେଶରେ ଲଗେଇ ଧୋଇ ନିଅନ୍ତୁ। ଯଦି ଆବଶ୍ୟକତା ପଡ଼େ ତ ଏହି ଦିନ କେଶ ଧୁଅନ୍ତୁ ନଚେତ ଏହି ଦିନ କେବେବି କେଶ ଧୁଅନ୍ତୁ ନାହିଁ।

ଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ମଥା ଧୋଇ ଶିନ୍ତିରେ ସିନ୍ଦୁର ଲଗେଇ ପୂଜା କରିବାର ବିଧି ଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *