Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ସିନ୍ଦୁର ଏବଂ ଫିଟିକିରିରେ କରନ୍ତୁ ଏହି ଉପାୟ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ସିନ୍ଦୁର ଏବଂ ଫିଟିକିରିରେ କରନ୍ତୁ ଏହି ଉପାୟ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ବନ୍ଧୁଗଣ ଫିଟିକିରିର ଏହି ଉପାୟ କରିଲେ ଜୀବନ ବଦଳି ଯାଇଥାଏ। ସାମାନ୍ୟ ଦେଖାଯାଉଥିବା ଫିଟିକିରି ଏହା ବହୁତ ସାରା ଗୁଣରେ ଭରା ରହିଥାଏ। ଏହା କୌଣସି ବି ପ୍ରକାରର ଉର୍ଜାକୁ ନିଜ ଭିତରେ ସୁଖେଇ ନେବାର କ୍ଷମତା ରଖିଥାଏ। ହୋଇପାରେ ତାହା ନକରାତ୍ମକ ଉର୍ଜା କିମ୍ବା ସକରାତ୍ମକ ଉର୍ଜା।ଏହା ଔଷଧୀୟ ଗୁଣରେ ଭରା ରହିଥାଏ। ଯଦି ଆପଣ ଚାହାନ୍ତି ଆପଣଙ୍କ ଘରେ ସୁଖ ଶାନ୍ତି ସର୍ବଦା ବନି ରହୁ ଧନ ସମ୍ପତ୍ତି ଭରି ରହୁ ଆପଣଙ୍କ ଘରକୁ କାହାର ଖରାପ ନଜର ନଲାଗୁ ତେବେ ଆପଣ ଏହି ଉପାୟ ନିଶ୍ଚୟ କରନ୍ତୁ।

ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ନିଜ ଘରର ମନ୍ଦିରରେ ଏକ ଲାଲ କପଡା ବିଛାଇ ଦିଅନ୍ତୁ ଏହାର ଉପରେ ଅଳ୍ପ ଅକ୍ଷତ ଏବଂ ଅଳ୍ପ ହଳଦୀ ରଖନ୍ତୁ ଏବଂ ତାହା ଉପରେ ଫିଟିକିରିର ଏକ ଖଣ୍ଡ ରଖନ୍ତୁ। ଏହିସବୁ ଜିନିଷରେ ଧୂପ ଦେଇ ଶୁଦ୍ଧ କରନ୍ତୁ ଏବଂ ଏହା ପରେ ଲାଲ ବସ୍ତ୍ରର ପୋଟଳି ବନାନ୍ତୁ ଏବଂ ପୋଟଳିକୁ ଲାଲ ସୂତାରେ ହିଁ ବାନ୍ଧନ୍ତୁ ଏବଂ ଏହାକୁ ଦୁଇ ହାତରେ ନେଇ ନିଜ ଘରର ସମସ୍ତ ରୁମରେ ବୁଲାଇ ଦିଅନ୍ତୁ। ଏହାପରେ ନିଜ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲୁହାର କଣ୍ଟାରେ ଟାଙ୍ଗି ଦିଅନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ବନିରହିବ।

ଯଦି କରଜକୁ ନେଇ ଚିନ୍ତିତ ଅଛନ୍ତି ବହୁତ ପରିଶ୍ରମ କରିବା ପରେ ମଧ୍ୟ କରଜ ପରିଶୋଧ କରିବାକୁ ଅସମର୍ଥ ଅଟନ୍ତି ତେବେ ଫିଟିକିରିର ଏହି ଉପାୟ ନିଶ୍ଚୟ କରନ୍ତୁ। ବୁଧବାର ଦିନ ଫିଟିକିରି ଉପରେ ସିନ୍ଦୁର ଛିଞ୍ଚି ଦିଅନ୍ତୁ। ତାହାକୁ ପାନପତ୍ରରେ ବାନ୍ଧି ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ଏହାକୁ କୌଣସି ଅସ୍ତ ଗଛ ମୂଳରେ କୌଣସି ପଥରେ ଚାପି ଦିଅନ୍ତୁ। ଏହାକୁ କରିବା ସମୟରେ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ। ଚୁପଚାପ କରିବେ। ଏମିତି ୩ ଟି ବୁଧବାର ଲଗାତାର କରନ୍ତୁ। ଆପଣଙ୍କ କରଜ ଧୀରେ ଧୀରେ ଶେଷ ହୋଇଯିବ।

ଦାମ୍ଫତ୍ୟ ଜୀବନରେ ଯଦି ମତଭେଦ ଥାଏ ତେବେ ଘରର ସଦସ୍ୟଙ୍କ ମଧ୍ୟରେ ଲଢେ଼ଇ ଝଗଡା ଲାଗି ରହିଥିବ ତେବେ ରାତିରେ ପଲଙ୍କ ତଳେ ପାଣି ଗ୍ଲାସରେ ଫିଟିକିରିର କିଛି ଖଣ୍ଡ ପକେଇ ଦିଅନ୍ତୁ ଏବଂ ତାପର ଦିନ ସକାଳେ ସେହି ଜଳକୁ ଅସ୍ତ ଗଛ ମୂଳରେ ଢାଳି ଦିଅନ୍ତୁ। ଏମିତି ୧ ମାସ ପର୍ଯ୍ୟନ୍ତ କରନ୍ତୁ। ଏମିତି କରିଲେ ଘରର ଦୁଃଖ କଷ୍ଟ କ୍ଳେଶ ଦୂର ହୋଇଯାଏ।

ବିଛଣା ତଳେ କଳା କପଡ଼ାରେ ଫିଟିକିରି ବାନ୍ଧି କରି ରଖିଲେ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯାଏ।

ଘରର ନକରାତ୍ମକ ଉର୍ଜାକୁ କମ କରିବା ପାଇଁ ନିଜ ଘରର ଗାଧୁଆଘରର ଏକ ସ୍ଥାନରେ ଏକ ଗିନାରେ କିମ୍ବା ପାତ୍ରରେ ଫିଟିକିରୀ ଭରି ରଖନ୍ତୁ ଓ ପ୍ରତି ମାସରେ ଏହାକୁ ବଦଳାଇ ଦିଅନ୍ତୁ। ଏହି ଉପାୟ କଲେ ଘରକୁ ଆସୁଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ

ଘରର ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ଫିଟିକିରୀ ଉପଯୋଗୀ ବୋଲି ବିଶ୍ୱାସ କରାଯାଏ। ୫୦ ଗ୍ରାମ ଫିଟିକିରୀ ଘରର ପ୍ରତ୍ୟେକ କୋଠରୀରେ ତଥା କାର୍ଯ୍ୟାଳୟର କୌଣସି ଏକ କୋଣରେ ରଖି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଘରର ବାସ୍ତୁଦୋଷ କିଛି ମାତ୍ରାରେ ହ୍ରାସ ପାଇଥାଏ।

ପ୍ରତ୍ୟକ ଦିନ ଶୋଇବା ପୂର୍ବରୁ ଫିଟିକିରୀରେ ଦାନ୍ତ ସଫା କରନ୍ତୁ। ଧନ ଲାଭ ହେବ।

ଫିଟିକିରୀରେ ନକାରାତ୍ମକ ଶକ୍ତିକୁ ଟାଣି ନିଜ ଭିତରେ ରଖିବାର ଗୁଣ ଅଛି।

ଫିଟିକିରିରେ ପାଣିରେ ମିଶାଇ ପୋଛା କରିଲେ ଘରେ ନକରାତ୍ମକ ଉର୍ଜା ଦୂର ହୋଇଥାଏ।

ମଙ୍ଗଳବାର କିମ୍ବା ରବିବାର ଦିନ ଫିଟିକିରିର ଏକ ଖଣ୍ଡ ପିଲାଙ୍କ ମୁଣ୍ଡ ପାଖରେ ରଖିଦିଅନ୍ତୁ। ରାତିରେ ପିଲାଙ୍କୁ ଶୋଇବା ସମୟରେ ଖରାପ ସ୍ୱପ୍ନ ଆସିବ ନାହିଁ।

ପିଲାଙ୍କ ରୁମରେ ଗୋଟେ ଗୋଲାପୀ ଫିଟିକିରି ଏବଂ ଗୋଟେ ଧଳା ଫିଟିକିରି କାଚ ବୋତଲରେ ରଖିଦିଅନ୍ତୁ। ଏହା ଦ୍ବାରା ପିଲାଙ୍କ ପାଠ ପଢ଼ାରେ ମନ ଲାଗିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *