Excuse Me Odisha

ଯାହା କହିବୁ ସତ କହିବୁ

କାହିଁକି ମାସିକ ଧର୍ମ ସମୟରେ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ଠାରୁ ଦୂରତା ବନେଇ ରଖିବା ଉଚିତ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାହିଁକି ମାସିକ ଧର୍ମ ସମୟରେ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ଠାରୁ ଦୂରତା ବନେଇ ରଖିବା ଉଚିତ ଆସନ୍ତୁ ଜାଣିବା।

କାହିଁକି ମାସିକ ଧର୍ମ ସମୟରେ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ଠାରୁ ଦୂରତା ବନେଇ ରଖିବା ଉଚିତ କଣ ଏହି ସମୟରେ ମହିଳାମାନେ ପୂଜା ପାଠ କରିପାରିବେ କଣ ଏହି ସମୟରେ ମହିଳାମାନେ ବ୍ରତ ରଖିପାରିବେ? ମହିଳାମାନେ ମାସିକ ଧର୍ମ ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଧର୍ମ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ମାସିକ ଧର୍ମ ସମୟରେ ଅପବିତ୍ର ମାନାଯାଏ। ଏହି ସମୟରେ ମହିଳାଙ୍କୁ ମନ୍ଦିରକୁ ଯିବା ଏବଂ ଘରର ପୂଜା ଘରକୁ ବି ଯିବାକୁ ବାରଣ କରାଯାଏ। ଏହାର ପଛରେ କାରଣ କଣ ଅଛି ଆଜିର ଏହି ପୋଷ୍ଟରେ ଜାଣିବା।

ଭଗବତ ପୁରାଣ ଅନୁସାରେ ମାସିକ ଧର୍ମ ସମୟରେ ମହିଳାମାନେ ବ୍ରହ୍ମ ହତ୍ୟା ଭଳି ପାପର କଷ୍ଟ ଭଗୁଥାନ୍ତି।

ଭଗବତ ଗୀତାରେ ବର୍ଣ୍ଣିତ କଥା ଅନୁସାରେ ଥରେ ଇନ୍ଦ୍ରଦେବଙ୍କ କୌଣସି ଅପମାନ ଜନକ କଥାରେ ବୃହସ୍ପତି ତାଙ୍କ ଉପରେ କ୍ରୋଧିତ ହୋଇଗଲେ ଏବଂ ସେ ସ୍ୱର୍ଗଲୋକ ଛାଡି ଚାଲିଗଲେ। ଏହି କଥା ଯେତେବେଳେ ଅସୁରଙ୍କୁ ଜଣା ପଡିଲା ତ ଦେବ ଲୋକ ଉପରେ ଆକ୍ରମଣ କଲେ। ଯାହା ଦ୍ୱାରା ଦେବ ରାଜଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା ଏବଂ ନିଜର ଗାଦି ଛାଡି ଯିବାକୁ ପଡିଲା। ଇନ୍ଦ୍ର ଦେବ ବ୍ରହ୍ମାଙ୍କ ପାଖରେ ପିହଁଚିଲେ ଏବଂ ତାଙ୍କୁ ସାହାର୍ଯ୍ୟ କରିବାକୁ କହିଲେ। ବ୍ରହ୍ମ ଦେବ ଇନ୍ଦ୍ରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କହିଲେ ଏହି ସମସ୍ୟାରୁ ମୁକ୍ତି ପାଇବା ଏକ ବ୍ରହ୍ମଚାରୀଙ୍କ ସେବା କରିବାକୁ ପଡିବ। ଯଦି ସେ ତୁମର ସେବାରେ ପ୍ରସନ୍ନ ହୋଇଯିବେ ତ ତୁମକୁ ସ୍ୱର୍ଗଲୋକ ଫେରସ୍ତ ମିଳିପାରିବ।

ଏହା ପରେ ଇନ୍ଦ୍ର ଦେବ ଏକ ବ୍ରହ୍ମ ଚାରୀଙ୍କ ସେବା କରିଲେ କିନ୍ତୁ ଇନ୍ଦ୍ରଦେବଙ୍କୁ ଏହି କଥାର ଅଜ୍ଞାତ ଥିଲା କି ଯାହାର ସେ ସେବା କରୁଛନ୍ତି ସେ ଜ୍ଞାନୀର ମା ଅସୁର ଅଟେ ଏବଂ ସେ ବ୍ରହ୍ମଚାରୀ ଇନ୍ଦ୍ରଦେବଙ୍କର ସବୁ ଯଜ୍ଞ ଦେବତାଙ୍କୁ ଦେବା ପରିବର୍ତେ ଅସୁରଙ୍କୁ ଦେଇଦେଲେ। ଏହି କଥା ଯେତେବେଳେ ଇନ୍ଦ୍ର ଦେବଙ୍କୁ ଜଣା ପଡିଲା ତ ସେ କ୍ରୋଧର ଆସି ସେହି ଜ୍ଞାନୀର ହତ୍ୟା କରିଦେଲେ। ଯେତେବେଳେ ସେ ଅନୁଭବ କଲେ ଯେ ବ୍ରହ୍ମ ହତ୍ୟା ଭଳି ଅଧର୍ମ କରିଲେ ତ ସେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ । କିଛି ଦିନ ପରେ ଭଗବାନ ବିଷ୍ଣୁ ଇନ୍ଦ୍ରଦେବଙ୍କ ପୂଜାରେ ପ୍ରସନ୍ନ ହୋଇ ପ୍ରକଟ ହେଲେ ଆଉ କହିଲେ ହେ ଇନ୍ଦ୍ରଦେବ ବ୍ରହ୍ମହତ୍ୟା ଭଳି ପାପରୁ ମୁକ୍ତି ପାଇଁ ତୁମକୁ ଗଛ ଭୂମି ଜଳ ଏବଂ ସ୍ତ୍ରୀଙ୍କୁ ଅଳ୍ପ ଅଳ୍ପ ପାପ ବାଣ୍ଟିବାକୁ ହେବ ଏବଂ ଏହା ସହିତ ସମସ୍ତଙ୍କୁ ବରଦାନ ମଧ୍ୟ ଦେବାକୁ ପଡିବ। ଏହାପରେ ଇନ୍ଦ୍ରଦେବ ଗଛକୁ ନିଜର ପାପ ନେବାକୁ ଅନୁରୋଧ କଲେ ଆଉ ଗଛ ଏକ ଅଂଶ ପାପ ନେବାକୁ ରାଜି ହୋଇଗଲା ଏବଂ ଇନ୍ଦ୍ର ଦେବ ଗଛକୁ ବରଦାନ ଦେଲେ କି ତୁମେ ମରିବା ପରେ ଚାହିଁଲେ ନିଜକୁ ନିଜେ ଜୀବିତ କରିପାରିବ।

ଏହା ପରେ ଇନ୍ଦ୍ରଦେଵ ଜଳକୁ ବିନତି କରିବା ପରେ ଜଳବି କିଛି ଅଂଶ ପାପ ନିଜ ଉପରକୁ ନେଇଗଲା। ଏହାର ବଦଳରେ ଇନ୍ଦ୍ର ଦେବ ଅନ୍ୟ ବସ୍ତୁକୁ ପବିତ୍ର କରିବାକୁ ବରଦାନ ଦେଲେ।

ଭୂମିବି ଇନ୍ଦ୍ର ଦେବଙ୍କ ପାପର କିଛି ଅଂଶ ନେଇଗଲା। ଏହାର ବଦଳରେ ଇନ୍ଦ୍ରଦେଵ ବରଦାନ ଦେଲେ ତା ଉପରେ ଆସୁଥିବା ଥିବା ଖଣ୍ଡିଆ ଆପେ ଆପେ ଭରିଯିବ।

ଏହାପରେ ଶେଷରେ ଇନ୍ଦ୍ରଦେଵ ସ୍ତ୍ରୀଙ୍କ ପାଖରେ ପହଁଚିଲେ। ଏବଂ ସ୍ତ୍ରୀ ବଞ୍ଚିଥିବା ସବୁ ପାପ ନିଜ ଉପରକୁ ନେଇଗଲା। ଏହାପରେ ଇନ୍ଦ୍ରଦେବ ବରଦାନ ଦେଲେ କି ପୁରୁଷଙ୍କ ତୁଳନାରେ ମହିଳା କାମର ଆନନ୍ଦ ଅଧିକ ନେବେ। ଏଥିପାଇଁ ମହିଳାମାନେ ମାସିକ ଧର୍ମର ବ୍ରହ୍ମ ହତ୍ୟା ଭଳି ପାପ ଭୋଗନ୍ତି। ଏଥିପାଇଁ ମହିଳାମାନେ ମାସିକ ଧର୍ମ ସମୟରେ ମନ୍ଦିରକୁ ଯାଆନ୍ତି ନାହିଁ। କାରଣ ଇନ୍ଦ୍ରଦେବ ଭଗବାନ ବିଷ୍ଣୁଙ୍କୁ ପୂଜା କରିଥିଲେ କିନ୍ତୁ ତାଙ୍କ ପାଖରେ ଭଗବାନ ବିଷ୍ଣୁଙ୍କର ମୂର୍ତି ନଥିଲା କି ମନ୍ଦିର ନଥିଲା। ସେଥିପାଇଁ ମାସିକ ଧର୍ମ ସମୟରେ ମହିଳାମାନେ ବ୍ରତ ରଖିପାରିବେ କିନ୍ତୁ ମନ୍ଦିରକୁ ଯାଇପାରିବେ ନାହିଁ।

ଏହି ସମୟରେ ମହିଳାମାନେ ମାନସିକ ରୂପରେ କମଜୋର ହୋଇଯାନ୍ତି ଏଥିପାଇଁ ତାଙ୍କର ମନବୋଳ ବଢ଼ାଇବାର କାର୍ଯ୍ୟ କରିବା ଉଚିତ। ଏହି ସମୟରେ ମହିଳାମାନେ ଶାରୀରିକ ରୂପରେ ବି ଦୁର୍ବଳ ହୋଇଯାନ୍ତି ସେଥିପାଇଁ ସ୍ୱାମୀଙ୍କୁ ଏହି ସମୟରେ ମହିଳାଙ୍କ ଠାରୁ ଦୂରତା ବନେଇ ରଖିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *