Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀ ରାତିରେ ଚାଉଳ ଡ଼ବାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଚାରି ଆଡୁ ଟଙ୍କାର ବର୍ଷା ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଏକାଦଶୀ ରାତିରେ ଚାଉଳ ଡ଼ବାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଚାରି ଆଡୁ ଟଙ୍କାର ବର୍ଷା ହେବ।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁଥାଏ କି ତା ଜୀବନରେ ବହୁତ ସାରା ଧନ ଆସୁ ଏବଂ ବହୁତ ସାରା ଖୁସି ସବୁ ଆସୁ। ଏଥିପାଇଁ ଖାସ ଦିନରେ ଖାସ ଉପାୟ କରିଥାଉ ଯାହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆମ ଉପରେ ଢେର ସାରା ଧନ ଖୁସି ସୁଖ ସମ୍ପତି ବର୍ଷା କରିବେ। ଏମିତିରେ ଏକାଦଶୀ ତିଥି ଯାହା ଭଗବାନ ବିଷ୍ଣୁଙ୍କର ଦିନ ଅଟେ ଏବଂ ଏକାଦଶୀ ଦିନ ଭଗବାନ ବିଷ୍ଣୁ ପ୍ରସନ୍ନ ମୁଦ୍ରାରେ ଥାଆନ୍ତି ଏବଂ ତାଙ୍କ ସହିତ ମା ଲକ୍ଷ୍ମୀ ଥାନ୍ତି। ଯେବେବି ଆପଣ ଏକାଦଶୀ ପୂଜା କରିବେ ତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଦୁଇ ଜଣଙ୍କର ଏକା ସହିତ ପୂଜା କରିବେ। ଆସନ୍ତୁ ଜାଣିବା ଏକାଦଶୀ ଦିନ ଚାଉଳ ଡ଼ବାରେ କଣ ରଖିଲେ ଜୀବନରେ ସବୁକିଛି ମିଳିଥାଏ।

ଏକାଦଶୀ ତିଥିରେ ଚାଉଳ ଖାଇବା ଉଚିତ ନୁହେଁ। ମା ଲକ୍ଷ୍ମୀଙ୍କୁ ଚାଉଳ ବହୁତ ପସନ୍ଦ ଅଟେ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ କୁମ କୁମ ଚାନ୍ଦି ବି ବହୁତ ପସନ୍ଦ ଅଟେ। ଆଜି ଆମେ ଛୋଟ ଉପାୟ ବିଷୟରେ ଜଣେଇବୁ।

କୌଣସି ବି ଏକାଦଶୀ ଦିନ ଏକ ଛୋଟ ଉପାୟ କରନ୍ତୁ। ସ୍ନାନ କରିବା ପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବେ ସେତେବେଳେ ମା ଲକ୍ଷ୍ମୀଙ୍କୁ ଏକ ଚାନ୍ଦିର କଏନ ଅର୍ପଣ କରନ୍ତୁ। କୌଣସି ବି ପାତ୍ରରେ ଏହି କଏନକୁ ଗଙ୍ଗା ଜଳରେ ଧୋଇ ରଖି ଦିଅନ୍ତୁ ଏହାର ଉପରେ ଅଳ୍ପ ହଳଦୀ ଅଳ୍ପ କୁମ କୁମ ଅର୍ପଣ କରିଦିଅନ୍ତୁ। ଏହି କଏନକୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଭାବି ଆପଣ ନିଜର ଘରେ ଯେଉଁଠି ଚାଉଳ ରଖୁଥିବେ ଅର୍ଥାତ ଯେଉଁଠି ପ୍ରତ୍ୟକ ଦିନ ଚାଉଳ ବାହାର କରି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ସେହି ଡ଼ବାରେ କଏନକୁ ରଖିଦିଅନ୍ତୁ।

ସେହି କଏନକୁ ସେମିତି ସେଥିରେ ରହିବାକୁ ଦିଅନ୍ତୁ। ଏମିତି କରିଲେ ଆପଣଙ୍କର ଧନର ଭଣ୍ଡାରରେ କେବେବି ଅଭାବ ଆସିବ ନାହିଁ। ଜୀବନରେ ଉନ୍ନତି ହୋଇଥାଏ। ଧନର ଅଭାବ ହୋଇନଥାଏ। କରଜ କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ସମସ୍ତ ଜାଗାରେ ଆପଣଙ୍କର ଉନ୍ନତି ହୋଇଥାଏ। ଯେବେବି ଚାଉଳ ବାହାର କରିବେ ଯଦି କଏନଟି ହାତକୁ ଆସିଯାଏ ତ ସେହି ଡବାରେ ରଖିଦିଅନ୍ତୁ। ତାକୁ ବାହାର କରିବେ ନାହିଁ। ଜୀବନରେ ଖୁସି ଆସିବ। ଏହି ଉପାୟ କରିଲେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଏହି କଏନକୁ ଦୀପାବଳି ଦିନ ବାହାର କରି ଧୋଇ ସେମିତି ପୂଜା ପାଠ କରି ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ଆଉ ଥରେ ସେହି ଚାଉଳ ଡ଼ବାରେ ସେହି କଏନଟିକୁ ରଖିଦେବେ। ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *