Excuse Me Odisha

ଯାହା କହିବୁ ସତ କହିବୁ

ବାହୁଡ଼ା ଯାତ୍ରା ପରେ ଏହି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ଭାଗ୍ୟ ବାହୁଡା ଯାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଛି। ରଥଯାତ୍ରା ପରେ ମାତ୍ର ୯ ଦିନ ପରେ ବାହୁଡା ଯାତ୍ରା ପଡିଥାଏ। ଏହି ବାହୁଡା ଯାତ୍ରାରେ ଏପରି ୬ଟି ରାଶିର ଲୋକଙ୍କ ଉପରେ ସ୍ୱୟଂ ପ୍ରଭୁ ଜଗନ୍ନାଥ କୃପାଦୃଷ୍ଟି ପକାଇବାକୁ ଯାଉଛନ୍ତି। ଏମାନଙ୍କୁ କୋଟିପତି ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ଏହି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ରହିବାକୁ ଯାଉଛି। ତେବେ ଏମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆମ ହିନ୍ଦୁ ଧର୍ମରେ ଗ୍ରହ ଓ ନକ୍ଷତ୍ର ମାନଙ୍କୁ ବିଶେଷ ମହତ୍ତ୍ୱ ଦିଆ ଯାଇଥାଏ ଏବଂ ଏହାଦ୍ବାରା ରାଶି ମାନଙ୍କର ମଧ୍ୟ ପରିଚାଳନା କରାଯାଏ। ନବଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ଦେଖାଗଲେ, ଏହାର ସିଧାସଳଖ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ।ଯେତେବେଳେ କୌଣସି ପବିତ୍ର ତିଥି ଅଥବା ମୁହୂର୍ତ୍ତ ଆସିଥାଏ, ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ।

ସେଥିପାଇଁ ନବଗ୍ରହ ମାନଙ୍କର ଚଳନକୁ ଅଧିକ ଗୁରୁତ୍ବ ଦିଆ ଯାଇଥାଏ।ଏହି ଗ୍ରହ ମାନଙ୍କର ଚଳନ ଯୋଗୁଁ ଆମ ଭାଗ୍ୟ ଉପରେ ପ୍ରଚୁର ପ୍ରଭାବ ପଡ଼ିଥାଏ। ଅର୍ଥାତ ଏହାର ପ୍ରଭାବରେ କିଛି ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ, ତ ଆଉକିଛି ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ।

କହିବାକୁ ଗଲେ, ପରିବର୍ତ୍ତନ ହିଁ ସୃଷ୍ଟିର ଚିରନ୍ତନ ସତ୍ୟ ଅଟେ। ପ୍ରତ୍ୟେକ ସମୟରେ ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଲାଗି ରହିଥାଏ। କାରଣ ପରିବର୍ତ୍ତନ ଯୋଗୁଁ ପୁରୁଣା, ନୂଆ ଭାବରେ ରୂପାନ୍ତରିତ ହୋଇଥାଏ ଏବଂ ନୂଆ, ପୁରୁଣା ଭାବରେ ରୂପାନ୍ତରିତ ହୋଇଥାଏ।ତେଣୁ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ ଲାଗି ରହିବ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁଁ କେଉଁ ରାଶିର ଲୋକ ମାନଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଏହାସହିତ ବଦଳୁଥିବା ସମୟ ସେମାନଙ୍କ ପାଇଁ କିପରି ସାବ୍ୟସ୍ତ ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବାହୁଡା ଯାତ୍ରାରେ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି।

ଏହି ସବୁ କାରଣରୁ ଏହି ରାଶି ମାନଙ୍କ ଜୀବନରେ କିଛି ଏପରି ପରିବର୍ତ୍ତନ ହେବାକୁ ଯାଉଛି କି, ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଉନ୍ନତି ଲାଭ କରିବେ। ଦେବୀ ଲକ୍ଷ୍ମୀ ସର୍ବଦା ସେମାନଙ୍କ ଉପରେ ପ୍ରସନ୍ନ ରହିବେ।ଏହି ଭାଗ୍ୟଶାଳୀ ରାଶିର ଲୋକଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହି ମହାସଂଯୋଗ କାରଣରୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି।ଘରର ଆର୍ଥିକ ଅଭାବ ସବୁ ଦୂର ହେଇଯିବ।

ସନ୍ତାନ ପାଇଁ ଆଶା ରଖିଥିବା ଦମ୍ପତିଙ୍କୁ ସୁଖଦ ସମାଚାର ମିଳିବ। ଏହି ରାଶିର ଲୋକଙ୍କର ସବୁ ଆଶା ଓ ଅଭିଳାଷା ପୂରଣ ହେବ। ଘରେ ସର୍ବଦା ହସଖୁସିର ମାହୋଲ ରହିବ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ରାଶି ବିଷୟରେ ବର୍ଣ୍ଣନା କରୁଛୁ, ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – ବୃଷ ରାଶି, କନ୍ୟା ରାଶି, ସିଂହ ରାଶି, ମକର ରାଶି ଏବଂ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *