Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀ ବ୍ରତ ୩ ଜଣ ମହିଳାଙ୍କୁ କେବେବି ରଖିବା ଉଚିତ ନୁହେଁ। ହୋଇଥାଏ ଘରେ ଅନର୍ଥ। ଲାଗିଥାଏ ପାପ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏକାଦଶୀ ବ୍ରତ ୩ ଜଣ ମହିଳାଙ୍କୁ କେବେବି ରଖିବା ଉଚିତ ନୁହେଁ। ହୋଇଥାଏ ଘରେ ଅନର୍ଥ। ଲାଗିଥାଏ ପାପ।

ଧର୍ମଶାସ୍ତ୍ର ଅନୁସାରେ ଜଣ ମହିଳାଙ୍କୁ ଏକାଦଶୀ ବ୍ରତ ରଖିବା ଉଚିତ ନୁହେଁ କି ପୂଜା କରିବା ଉଚିତ ନୁହେଁ। ଏମିତି କରିଲେ ଭଗବାନ ବିଷ୍ଣୁଙ୍କର ଅପମାନ ହୋଇଥାଏ। ଏମିତି ଅନର୍ଥ କେବେବି କରିବେ ନାହିଁ। ଏହା ସହିତ ଜାଣିବା ଏକାଦଶୀ ବ୍ରତରେ କେଉଁ କଥା ପ୍ରତି ସାବଧାନ ରହିବା ଉଚିତ।

ଏକାଦଶୀ ବ୍ରତ ଭଗବାନ ବିଷ୍ଣୁଙ୍କର ହୋଇଥାଏ। ଶାସ୍ତ୍ର ଅନୁସାରେ ଏହି ବ୍ରତକୁ ଯେଉଁ ବି ମନୁଷ୍ୟ ନିଷ୍ଠାର ସହିତ ପାଳନ କରିଥାଏ ଭଗବାନ ବିଷ୍ଣୁ ତାଙ୍କ ଉପରେ ଅସୀମ କୃପା ବର୍ଷା କରିଥାନ୍ତି। ତାଙ୍କର ଗରିବୀ ଦୂର କରିଥାନ୍ତି। ଭଗବାନ ବିଷ୍ଣୁ ତାଙ୍କର ସମସ୍ତ କଷ୍ଟ ହରଣ କରି ନେଇଥାନ୍ତି କିନ୍ତୁ ଏହି ବ୍ରତକୁ ପବିତ୍ର ମନରେ ରଖିବା ଉଚିତ। ଏହି ବ୍ରତକୁ ଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି। ଏହି ବ୍ରତ ରଖିଲେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। କିନ୍ତୁ ଘରେ ଏମିତି ୩ ଜଣ ମହିଳା ଅଛନ୍ତି ଯେଉଁମାନଙ୍କୁ ଏହି ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ ନଚେତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ହୋଇଯାନ୍ତି କ୍ରୋଧିତ। ତେବେ ଆସନ୍ତୁ ଜାଣିବା।

ତଲାକ ସୁଧା ମହିଳା। ଶାସ୍ତ୍ର ଅନୁସାରେ ବିବାହ ପରେ ତଲାକ ସୁଧା ମହିଳା ଏହି ଏକାଦଶୀ ବ୍ରତ କେବେବି କରିବା ଉଚିତ ନୁହେଁ। ଏମିତି କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ମାନ୍ୟତା ଅନୁସାରେ ବିବାହ ଦୁଇଟି ହୃଦୟର ମିଳନ ଅଟେ। ଏକା ସାଙ୍ଗରେ ଜୀବନ ସାରା ରହିବା ଉଚିତ। ମା ଭଙ୍ଗା ଜିନିଷ କେବେବି ସ୍ୟୁକାର କରନ୍ତି ନାହିଁ। ଭାଙ୍ଗି ଯାଇଥିବା ସମ୍ପର୍କର ଯୋଡିଙ୍କ ପୂଜା କେବେବି ସ୍ୟୁକାର କରନ୍ତି ନାହିଁ। ମା ସେତେବେଳେ ପ୍ରସନ୍ନ ହୋଇଥାନ୍ତି ଯେତେବେଳେ ଆପଣ ସମ୍ପର୍କରେ ବାନ୍ଧି ହୋଇଥିବେ। ସ୍ୱାମୀ ସ୍ତ୍ରୀ ଯଦି ବ୍ରତ ରଖିବେ ତ ମା ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ଦେଇଥାନ୍ତି ବରଦାନ। ଯଦି ତଲାକ ପରେ ଏହି ଏକାଦଶୀ ବ୍ରତ ରଖିବେ ତେବେ ପାପ ଲାଗିଥାଏ। ଭଗବାନ ବିଷ୍ଣୁ କ୍ରୋଧିତ ହୋଇଥାନ୍ତି। ଆପଣଙ୍କ ବ୍ରତ ଭାଙ୍ଗି ଯାଇଥାଏ। ଏଥିପାଇଁ ତଲାକ ସୁଧା ମହିଳା ଏକାଦଶୀ ବ୍ରତ ରଖିବେ ନାହିଁ।

ମାସିକ ଧର୍ମ। ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ଧାର୍ମିକ କାର୍ଯ୍ୟରୁ ଦୁରେଇ ରହିବା ଉଚିତ। ଏହି ସମୟରେ ମହିଳା ମାନଙ୍କୁ ମନ୍ଦିରକୁ ଯିବା ବର୍ଜିତ ଅଟେ। ଏହା ସହିତ ପୂଜାପାଠର ଜିନିଷରେ ଏବଂ ମୂର୍ତ୍ତିକୁ ବି ଛୁଇଁବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଯଦି ପୂଜା କରିବା ସମୟରେ କୌଣସି ମହିଳାଙ୍କର ମାସିକ ଧର୍ମ ହୋଇଯାଏ ତ ବ୍ରତ ଭାଙ୍ଗିବା ଉଚିତ ନୁହେଁ। ଆପଣ ଅନ୍ୟ ମାନଙ୍କ ଠାରୁ ଦୂରତା ରଖି ସବୁ ନିୟମର ପାଳନ କରନ୍ତୁ। ପୂଜାପାଠରୁ ଦୁରେଇ ସମସ୍ତ ନିୟମର ପାଳନ କରନ୍ତୁ।

କୋର୍ଟ ମେରେଜ କରିଥିବା ମହିଳା। ଖାସ କରି ସୁହାଗିନୀ ମହିଳାଙ୍କ ପାଇଁ ଏକାଦଶୀ ବ୍ରତର ବହୁତ ମହତ୍ୱ ରହିଛି। ଏକାଦଶୀ ବ୍ରତ ପୂର୍ଣ୍ଣ ରୂପରେ କରିଲେ ବୈବାହିକ ଜୀବନରେ ସୁଖ ସନ୍ତାନ ସୁଖ ଧନ ସମ୍ପତ୍ତି ମୋକ୍ଷର ପ୍ରାପ୍ତି ସବୁକିଛି ମିଳିଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କୁ ୭ ଜନ୍ମର ସାଥ ମିଳିଥାଏ କିନ୍ତୁ ଯଦି ଆପଣ ହିନ୍ଦୁ ରୀତିନୀତିରେ ସାତ ଫେରା ନ ନେଇଥିବେ ତ ଆପଣ ପବିତ୍ର ଏକାଦଶୀର ବ୍ରତ ଭୁଲରେ ବି କରିବେ ନାହିଁ। ଏହାର କଥା ଶୁଣିବା ବି ଆପଣଙ୍କ ପାଇଁ ପାପ ଅଟେ। କୌଣସି ବି ମହିଳା ଏବଂ ପୁରୁଷ ସାତ ଫେରା ନନେଇଥିବା ଯାଏଁ ଏକାଦଶୀ ବ୍ରତ ରଖିବେ ନାହିଁ। କୋର୍ଟ ମେରେଜ କରିଥିଲେ ମଧ୍ୟ ଏହି ବ୍ରତ ରଖିବେ ନାହିଁ। ପ୍ରଥମେ ସାତ ଫେରା ନେଇ ନିଅନ୍ତୁ ତାପରେ ଏକାଦଶୀ ବ୍ରତ ପାଳନ କରନ୍ତୁ। କୁଆଁରୀ ଝିଅ ଏବଂ ପୁଅ ଏକାଦଶୀ ବ୍ରତ କରିପାରିବେ କିନ୍ତୁ ଅଧା ବିବାହ ହୋଇଥିବା ଲୋକଙ୍କୁ ବ୍ରତ କରିବା ଉଚିତ ନୁହେଁ।

ଏକାଦଶୀ ଦିନ ଏହି ଭୁଲ କରନ୍ତୁ ନାହଁ।

ଯଦି ଆପଣଙ୍କୁ ବାରମ୍ବାର ଗାଳି ଦେବାର ଅଭ୍ୟାସ ଅଛି ତ ଯେତେ ଶୀଘ୍ର ସମ୍ଭବ ଆପଣ ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ। ମା ଙ୍କୁ ପ୍ରସନ୍ନ କରିବା ପାଇଁ ମଧୁର କଥା ହିଁ କୁହନ୍ତୁ। ଅଧିକ ଖରାପ କଥା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ।

ଏହି ଦିନ ମାଛ ମାଂସ ପିଆଜ ରସୁଣ ମଦର ସେବନ କରିବା ଉଚିତ ନୁହେଁ।

ଏହି ଦିନ ଚାଉଳରେ ପ୍ରସ୍ତୁତ ଖାଦ୍ୟ ସେବନ କରନ୍ତୁ ନାହିଁ।

ମସୁର ଡାଲି ଏହି ଦିନ ସେବନ କରନ୍ତୁ ନାହିଁ।

ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

ଏହି ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରିନିଅନ୍ତୁ ମା ଗଙ୍ଗାଙ୍କୁ ପ୍ରଣାମ କରି ସ୍ନାନ କରିନିଅନ୍ତୁ। ସାବୁନ ତେଲର ବ୍ୟବହାର କରିବେ ନାହିଁ।

ଏହି ଦୁଇ ଦିନ ଭୂମି ଉପରେ ଶୟନ କରିବା ଉଚିତ। ଯେଉଁ ବିଛଣାରେ ଶୋଇଥିବେ ତାହାକୁ ସ୍ପର୍ଶ କରିବେ ନାହିଁ କି ସ୍ନାନ କରିନଥିବା ବ୍ୟକ୍ତିଙ୍କୁ ବି ମଧ୍ୟ ସ୍ପର୍ଶ କରିବେ ନାହିଁ।

ଏହିଦିନ ତାମସିକ ଭଜନ କରିବା ଠାରୁ ଦୂରେଇ ରୁହନ୍ତୁ। ସ୍ୱାତିକ ଭଜନ ଗ୍ରହଣ କରନ୍ତୁ।

ସ୍ନାନ ପରେ ହଳଦିଆ ରଙ୍ଗର କପଡ଼ା ପରିଧାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *