ଦେବଶୟନୀ ଏକାଦଶୀ ସ୍ନାନ ପାଣିରେ ଚୁପଚାପ ପକେଇ ଦିଅନ୍ତୁ ଏହି ଜିନିଷ ଏମିତି ଭାଗ୍ୟ ଖୋଲିବ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦେବଶୟନୀ ଏକାଦଶୀ ସ୍ନାନ ପାଣିରେ ଚୁପଚାପ ପକେଇ ଦିଅନ୍ତୁ ଏହି ଜିନିଷ ଏମିତି ଭାଗ୍ୟ ଖୋଲିବ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଦେବଶୟନୀ ଏକାଦଶୀରେ ଥରେ ଯୋଗ ନିଦ୍ରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ତାଙ୍କ ଉପରେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଲେ ତ ସେ ନିଜକୁ ନିଜର ଅଙ୍ଗରେ ସ୍ଥାନ ଦେବାକୁ କହିଲେ ଏହାପରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାକୁ ନିଜର ଆଖିରେ ସ୍ଥାନ ଦେଇଥିଲେ ଆଉ କହିଥିଲେ ବର୍ଷର ୪ ମାସ ତୁମେ ମୋର ଆଖିରେ ରହିବ।
ମାନ୍ୟତା ଅନୁସାରେ ଯେତେବେଳେ ଭଗବାନ ବିଷ୍ଣୁ ୪ ମାସ ପାଇଁ ଯୋଗ ନିଦ୍ରାରେ ଥାନ୍ତି ସେତେବେଳେ ୪ ମାସ ପର୍ଯ୍ୟନ୍ତ ଭଗବାନ ଶିବ ସୃଷ୍ଟିର ସଞ୍ଚାଳନ କରିଥାନ୍ତି। ଏହି ଥର ଦେବଶୟନୀ ଏକାଦଶୀରେ ବନୁଅଛି ଦୁର୍ଲଭ ମହାସଂଯୋଗ ଏବଂ ଏହି ଦିନ ରବିଯୋଗବି ବନୁଅଛି। ଏହି ଦିନ ମହାଉପାୟ କରାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପାଇବା ପାଇଁ ସବୁଠାରୁ ଭଲ ଦିନ ଅଟେ।
ସକାଳୁ ସକାଳୁ ଉଠି ଯେତେବେଳେ ସ୍ନାନ କରିବେ ତ ଚେଷ୍ଟା କରିବେ କୌଣସି ପବିତ୍ର ନଦୀରେ କିମ୍ବା ଗଙ୍ଗା ସ୍ନାନ କରିବା ପାଇଁ। ଯଦି ଆପଣ ଗଙ୍ଗାକୁ ଯାଇ ପାରୁନାହାନ୍ତି ତ ଘରେ କେମିତି ସ୍ନାନ କରିବେ ଏବଂ କେମିତି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବେ ଆସନ୍ତୁ ଜାଣିବା।
ଆଷାଢ଼ ମାସର ଶୁକ୍ଳପକ୍ଷର ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ସାଗରକୁ ଶୟନ କରିବାକୁ ଚାଲିଯିବେ ଏବଂ ସେ ଦେବଉଠି ଏକାଦଶୀରେ ଉଠିବେ କିନ୍ତୁ ଏହିଦିନ ସ୍ନାନ ପାଣିରେ କିଛି ଖାସ ଜିନିଷ ପକେଇ ଦେଲେ ଜୀବନରେ କଷ୍ଟ ଦୂର ହୋଇଯିବ। ୪ ମାସ ପର୍ଯ୍ୟନ୍ତ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିବ।
ଏହି ଦିନ ଯଦି ଘରେ ସ୍ନାନ କରୁଛନ୍ତି ତେବେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଗଙ୍ଗା ଜଳ ନଥିଲେ ତୁଳସୀ ପତ୍ର ପକେଇ ସ୍ନାନ କରନ୍ତୁ ଏବଂ ସ୍ନାନ ପରେ ତୁଳସୀ ପତ୍ରକୁ କୌଣସି ମାଟିରେ ପୋତି ଦେବେ। ଏହି ଦିନ ଏକ ଚୁଟକି ହଳଦୀ ପକେଇବି ସ୍ନାନ କରିପାରିବେ। ଏମିତି କରିଲେ ଜୀବନରେ ଶୁଭ ଏବଂ ମଙ୍ଗଳ ହିଁ ମଙ୍ଗଳ ହେବ।