Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ସ୍ତ୍ରୀମାନେ ଏପରି ଭୁଲ କରିଦିଅନ୍ତି ତ ସ୍ୱାମୀ ବର୍ବାଦ ହୋଇଯାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ସ୍ତ୍ରୀମାନେ ଏପରି ଭୁଲ କରିଦିଅନ୍ତି ତ ସ୍ୱାମୀ ବର୍ବାଦ ହୋଇଯାନ୍ତି।

ଶ୍ରାବଣ ମାସରେ ବିଶେଷ ମହତ୍ତ୍ଵ ରହିଛି। ଶ୍ରାବଣ ମାସରେ କିଛି ଭଲ କାମ କରିବାକୁ କୁହାଯାଇଥିବା ବେଳେ କିଛି କାମ କରିବାକୁ ମନା ମଧ୍ୟ କରାଯାଇଛି। ଏହିସବୁ ଜିନିଷର ପାଳନ କରିଲେ ପରିବାରରେ ଖୁସି ରହିଥାଏ ନଚେତ ଦୁଃଖ ଆସିଥାଏ। କିଛି ବି ହୋଇଗଲେ ଏହିସବୁ ଜିନିଷର ଉଧାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ। ଶ୍ରାବଣ ମାସରେ ଏହି ଭୁଲ କରନ୍ତୁ ନାହିଁ ନଚେତ କାଙ୍ଗାଳ ହୋଇଯିବେ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଯେମିତିକି ଫୁଲ ଫଳ ବସ୍ତ୍ର ଆଦି କାହାରିକୁ ଉଧାରରେ ଦିଅନ୍ତୁ ନାହିଁ।

ଏହି ମାସକୁ ଧନ ପ୍ରାପ୍ତିର ମାସ ମାନାଯାଏ। ଏହି ମାସରେ କାହାରିକୁ ଧନ ଉଧାରରେ ଦିଅନ୍ତୁ ନାହିଁ କି ଏହି ମାସରେ କାହା ଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଏହି ମାସରେ ଧନ ଉଧାରରେ ଦେଲେ କିମ୍ବା ନେଲେ ସେହି ଧନ ଫେରସ୍ତ ମିଳିନଥାଏ କି ଯେଉଁ କରଜ ନେଇ ନେଇଥିବେ ସେହି କରଜ ପରିଶୋଧ କରିହେବ ନାହିଁ। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ଏହି ମାସରେ କେବେବି କାହାରିକୁ କ୍ଷୀର ଦହି ଉଧାରରେ ଦିଅନ୍ତୁ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।

ଏହି ମାସରେ କେବେବି କାହାରିକୁ ବି ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ। ଅନ୍ୟକୁ ଘଡିକୁ ଦେବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ। ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ କେବେବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ କି ଉପହାରରେ ନିଅନ୍ତୁ ନାହିଁ।

ଏହି ମାସରେ କେବେବି କାହାରୁକୁ ବସ୍ତ୍ର ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ସୁହାଗିନୀ ମହିଳା କେବେବି ଧଳା ବସ୍ତ୍ରର ଦାନ କରନ୍ତୁ ନାହିଁ ଏବଂ କଳା ଜିନିଷର ବି ଦାନ କରନ୍ତୁ ନାହିଁ। ଏମିତି କଲେ ଘରେ ଅଶାନ୍ତି ଦେଖାଦେଇଥାଏ।

ରୋଷେଇ ଘରେ କୌଣସି ବି ଜିନିଷ ଉଧାରରେ କାହାରିକୁ କିଛି ବି ଦିଅନ୍ତୁ ନାହିଁ।

ଘିଅ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ପୁରୁଣା କପଡାକୁ କେବେବି ଦାନରେ କାହାରିକୁ ଦେବେ ନାହିଁ।

ଏମିତି କଲେ ଘରେ କାଙ୍ଗାଳୀ ବାସ କରିଥାଏ।

ମା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କୌଣସି ଜିନିଷର ଦାନ କରିବେ ନାହିଁ।

ସୁହାଗିନୀ ମହିଳାମାନେ ନିଜର ସୁହାଗ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଦେବେ ନାହିଁ।

ନେଲ ପସୋଲିସ। ଯାହାକୁ ଆପଣ ନେଲରେ ଲଗାନ୍ତି। ତାହା ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *