Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀଙ୍କ ଅଇଁଠା ଖାଉଥିବା ସ୍ତ୍ରୀଲୋକମାନେ ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ଯଦି ଆପଣ ବି କାହାର ଅଇଁଠା ଖାଉଛନ୍ତି କିମ୍ବା ଅନ୍ୟକୁ ଅଇଁଠା ଖୁଆଉଛନ୍ତି ତ ସାବଧାନ ହୋଇଯାନ୍ତୁ। ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହି ବିଷୟରେ ବହୁତ ମହତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି। ହିନ୍ଦୁ ଶାସ୍ତ୍ରକୁ ହିନ୍ଦୁ ଧର୍ମର ମସ୍ତକ କୁହାଯାଏ। ଏମିତି ମାନାଯାଏ ଯେ ଶାସ୍ତ୍ର ଅନୁସାରେ ଧର୍ମ ଅଧର୍ମ ରୀତି ନୀତି ମାନ୍ୟତା ଅଭ୍ୟାସ ଏବଂ ସଂସାରର ସଞ୍ଚାଳନ ଠିକ ଭାବରେ ଚାଲିଥାଏ। ଆମର ପ୍ରାଚୀନ ମୁନି ଋଷି ଅନେକ ନୀତିନିୟମର ପାଳନ କରୁଥିଲେ। ସେମାନେ ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଶାସ୍ତ୍ରର ନିର୍ମାଣ କରିଥିଲେ। ଶାସ୍ତ୍ରରେ ଆମକୁ ଜଣା ଯାଇଛି ଯେ ଆମକୁ ସମାଜରେ ଏବଂ ଘରେ କେମିତି ବ୍ୟବହାର କରିବା ଉଚିତ କିନ୍ତୁ ଯଦି ଆମେ ଆଜି କଳିଯୁଗର କଥା କହିବା ତ ଶାସ୍ତ୍ରର କଥାକୁ ଏବଂ ଜ୍ଞାନକୁ ଭୁଲି ଯାଉଛୁ। ଯେଉଁ କାରଣରୁ କଳିଯୁଗର ପ୍ରଭାବ ବଢିଯାଉଛି ଏବଂ ଏହି କାରଣରୁ ମନୁଷ୍ୟର ଆୟୁଷ କମି ଯାଉଛି।

ଶାସ୍ତ୍ରରେ ଭଜନ ପ୍ରତି ଶୁଦ୍ଧତା ଏବଂ ସ୍ୱାତିକର ମହତ୍ୱକୁ ସଫା ସଫା କୁହାଯାଇଛି କିନ୍ତୁ ଆଜିର ସମୟରେ ଏହା ଭାବୁଛନ୍ତି କି ଅଇଁଠା ଖାଇଲେ ପ୍ରେମ ବଢିଥାଏ। କିନ୍ତୁ ରୁକ ବେଦରେ ଭଜନ ପ୍ରସ୍ତୁତ କରିବା ଠାରୁ ନେଇ ରୋଷେଇରେ ଯିବା ପର୍ଯ୍ୟନ୍ତ ଏବଂ ଭଜନ ପରସିବା ଠାରୁ ନେଇ ଭଜନ ଗ୍ରହଣ କରିବା ପର୍ଯ୍ୟନ୍ତ ଆମକୁ ଶୁଦ୍ଧତା ଏବଂ ସ୍ୱାତିକର ପାଳନ କରିବା ଉଚିତ ଯାହା ଦ୍ୱାରା ମନୁଷ୍ୟଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ଆମେ ଜାଣୁ ଯେ ପ୍ରାଚୀନ କାଳରେ ଋଷି ମୁନି ୧୦୦ ବର୍ଷରୁ ବି ଅଧିକ ବଞ୍ଚୁଥିଲେ ଏବଂ ଏହାର ପଛରେ ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ଉପଯୋଗୀ ହେଉଥିଲା। ଆମର ଶାସ୍ତ୍ରରେ ଭଜନକୁ କେବଳ ଖାଇବା ବସ୍ତୁ ରୂପରେ ଦେଖାଯାଏ କିନ୍ତୁ ଅନ୍ନକୁ ପରମବ୍ରହ୍ମ ମାନାଯାଏ। ଏଥିପାଇଁ ଏହା ଶାସ୍ତ୍ରରେ କୁହାଯାଇଛି ଯେ କେବେବି କାହାରି ଅଇଁଠା ଖାଇବା ଉଚିତ ନୁହେଁ କି କାହାରିକୁ ଅଇଁଠା ଖାଦ୍ୟ ଖାଇବାକୁ ଦେବା ଉଚିତ ନୁହେଁ। ଶାସ୍ତ୍ରରେ ଉଲ୍ଲେଖ ଅଛି ଅନ୍ୟର ଅଇଁଠା ଖାଇଲେ କେଉଁ କୁପ୍ରଭାଵ ଭୋଗିବାକୁ ପଡିପାରେ। ଆସନ୍ତୁ ସେହି ବିଷୟରେ ଜାଣିନେବା।

ଯଦି ଆପଣ ଅନ୍ୟ ବ୍ୟକ୍ତିର ଅଇଁଠା ଖାଦ୍ୟ ଖାଉଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର କୁଣ୍ଡଳୀର ଅନ୍ୟ ଭାଗ ଜୁବାନ ବାଣୀ ସୁଖ ଧନର ସଞ୍ଚୟ ଏବଂ ଜୀବନରେ ମିଳିବାକୁ ଥିବା ସୁଖକୁ ସମ୍ବଦ୍ଧିତ କରିଥାଏ ଏବଂ ଅନ୍ୟ ଭାଗରେ ବ୍ୟକ୍ତିଙ୍କ ବାଣୀ ଏବଂ ଭାଷା ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ତାର ଭାଷାରେ କର୍କଶ ଆସିଥାଏ ଏବଂ ଅନେକ ସାରା ଦୁଷପ୍ରଭାବ ପଡିଥାଏ। ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେମିତି ଅନ୍ନ ସେମିତି ମନ। ଯେଉଁ ବ୍ୟକ୍ତିଙ୍କ ସହିତ ଆପଣ ଭଜନ କରୁଛନ୍ତି ଏବଂ ଯାହାର ଅଇଁଠା ଆପଣ ଖାଉଛନ୍ତି ହୋଇପାରେ ତାର ମନରେ ସେହି ବ୍ୟକ୍ତି ପାଇଁ କ୍ଳେଶର ଭାବନା କୌଣସି ବିରୋଧୀର ଭାବନା କିମ୍ବା ରାଗର ଭାବନା ସଞ୍ଚାର ହୋଇଥାଏ। ସେହି ବ୍ୟକ୍ତିର ଅଇଁଠା ଖାଇଲେ ତାର ବିଚାର ଆପଣଙ୍କ ମନରେ ପ୍ରବେଶ କରିପାରେ ଏବଂ ଆପଣଙ୍କ ମନ ଆପଣଙ୍କ ବାଣୀ ସାମ୍ନାରେ ଥିବା ବ୍ୟକ୍ତିଙ୍କ ପରି କ୍ଳେଶରେ ଭରା ହୋଇଯାଏ। ଏଥିପାଇଁ ଦେଖିଥିବେ ସନ୍ଥ ମହାତ୍ମା ଭଜନ ଏକା ଏକା ହିଁ କରିଥାନ୍ତି ଏବଂ ନିଜର ଅଇଁଠା କେବେବି କାହାରିକୁ ଦିଅନ୍ତି ନାହିଁ କି କାହାରି ଅଇଁଠା ଖାଆନ୍ତି ନାହିଁ।

କୁଣ୍ଡଳୀରେ ଦୋଷ ଲାଗିବା। ଯାହାର ଅଇଁଠା ଆପଣ ଖାଉଛନ୍ତି ଯଦି ତାଙ୍କର କୁଣ୍ଡଳୀରେ ମଙ୍ଗଳଙ୍କ ପ୍ରବେଶ ଅଛି ଏବଂ ମଙ୍ଗଳଦେଵ ସର୍ବଦା ଭାରି ରହିଥାନ୍ତି ତ କୃପା କରି ସାବଧାନ ହୋଇଯାନ୍ତୁ। ମଙ୍ଗଳଙ୍କୁ ଅଧିକ କ୍ରୋଧିତ ଗ୍ରହ ମାନାଯାଏ। ଯଦି ଆପଣ ଏମିତି ବ୍ୟକ୍ତିଙ୍କ ସହିତ ବସି ଭଜନ କରୁଛନ୍ତି ତେବେ ଆପଣଙ୍କ ଉପରେ ମଧ୍ୟ ମଙ୍ଗଳଙ୍କର ପ୍ରଭାବ ପଡିପାରେ। ଏଥିପାଇଁ ଶାସ୍ତ୍ରରେ କାହାର ଅଇଁଠା ଖାଇବାକୁ ମନା କରାଯାଇଛି।

ଯାହାର ଅଇଁଠା ଆପଣ ଖାଉଛନ୍ତି ସେହି ବ୍ୟକ୍ତି ସର୍ବଦା ଆପଣଙ୍କ ହିତ ଚାହୁଁଥିବ ଏମିତି ସମ୍ଭବ ନୁହେଁ। ଅନେକ ଥର ତନ୍ତ୍ରବିଦ୍ୟା ଏବଂ କଳା ଯାଦୁର ପ୍ରୟୋଗ କରି ଆପଣଙ୍କ ଭଜନରେ ଏମିତି ଜିନିଷ ମିଶାଇ ଦେବେ ଯାହା ଦ୍ୱାରା ଆପଣ ତାଙ୍କ ବସରେ ହୋଇଯିବେ। ଅନେକ ଥରେ ଦେଖିଥିବେ ବ୍ୟକ୍ତିର ବାଣୀ ଏବଂ ଭାଷା ଚେଞ୍ଚ ହେବାର। ସେ ବ୍ୟକ୍ତି ତାଙ୍କ ପାଇଁ ସବୁକିଛ କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମିତି କଳା ଯାଦୁ ସର୍ବଦା ଭଜନ ମାଧ୍ୟମରେ ହିଁ କରାଯାଏ। ଯଦି କେହି ବ୍ୟକ୍ତି ତାଙ୍କର ଅଇଁଠା ଆପଣଙ୍କୁ ବାରମ୍ବାର ଖାଇବାକୁ କୁହନ୍ତି ତ ତାଙ୍କ ଠାରୁ ଦୂରେଇ ରୁହନ୍ତୁ।

ନକରାତ୍ମକ ଉର୍ଜାର ସଂକ୍ରମଣ। ଆମକୁ ଅନେକ ଥର ଜଣା ନଥାଏ କି ଯାହାର ଅଇଁଠା ଆମେ ଖାଉଛୁ ତାଙ୍କ ଉପରେ କାହାର ନକରାତ୍ମକ ଉର୍ଜା କିମ୍ବା ଶକ୍ତିର ସଂକ୍ରମଣ ତ ନାହିଁ। ଏମିତି ବ୍ୟକ୍ତିଙ୍କ ଅଇଁଠା ଖାଇଲେ ନକରାତ୍ମକ ଉର୍ଜା ଆମ ଉପରେ ସଂକ୍ରମିତ ହୋଇଥାଏ। ଯେଉଁଥିରେ ମୁକ୍ତି ପାଇବା ଆମ ପାଇଁ ସମ୍ଭବ ନୁହେଁ।

ଅନେକ ଥର ଆମେ ଅନ୍ୟ ବ୍ୟକ୍ତିର ଅଇଁଠା ଖାଇ ନେଇଥାଉ ଯାହାର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହିଥାଏ। ତ ତାଙ୍କର ସଂକ୍ରମିତ ରୋଗ ଆମକୁ ବି ହୋଇପାରେ। ଏହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡିପାରେ।

ଶାସ୍ତ୍ର ଅନୁସାରେ ସର୍ବଦା ଭଜନ କରିବା ପୂର୍ବରୁ ନିଜର ଦୁଇଟି ଗୋଡ଼ ଦୁଇଟି ହାତ ଏବଂ ମୁଖ ଭଲ ଭାବରେ ଧୋଇ ନେବା ଉଚିତ।

ଭଜନ କରିବା ଜାଗାକୁ ସ୍ୱଚ୍ଛ କରିନେବା ଉଚିତ।

ଭଜନକୁ ପ୍ରଣାମ କରି ଅନ୍ନଦେବଙ୍କୁ ଧନ୍ୟବାଦ କରିବା ଉଚିତ।

ଅଳ୍ପ ଭଜନ ଗାଈ ଏବଂ କୁଆ ପାଇଁ କାଢ଼ିବା ପରେ ହିଁ ଭଜନ ଗ୍ରହଣ କରିବା ଉଚିତ। ନିଜର ବଞ୍ଚିତ ଭଜନକୁ କେବେବି କାହାରିକୁ ଖାଇବାକୁ ଦେବା ଉଚିତ ନୁହେଁ। ଖାସ କରି ଛୋଟ ପିଲାଙ୍କୁ ନିଜର ଅଇଁଠା କେବେବି ଦେବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *