Excuse Me Odisha

ଯାହା କହିବୁ ସତ କହିବୁ

ରଥଯାତ୍ରା୧ ଜୁଲାଇ ଶୁକ୍ରବାର ୫ ଟି ରାଶିରେ ରାଜଯୋଗ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରଥଯାତ୍ରା୧ ଜୁଲାଇ ଶୁକ୍ରବାର ୫ ଟି ରାଶିରେ ରାଜଯୋଗ।

ବନ୍ଧୁଗଣ ଏହି ବର୍ଷ ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ପଡୁଅଛି। ସମଗ୍ର ବିଶ୍ୱରେ ଏହି ରଥଯାତ୍ରାର ବହୁତ ମହତ୍ୱ ରହିଅଛି କିନ୍ତୁ ଏହି ରଥଯାତ୍ରାରେ ଏପରି କିଛି ୫ ଟି ରାଶି ଅଛି ଯେଉଁମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ କୃପା ହେବାକୁ ଯାଉଅଛି ପୁରା ୫ ମାସ ପର୍ଯ୍ୟନ୍ତ। ଏହି ୫ ଗୋଟି ରାଶିର ଭାଗ୍ୟ ଅଚାନକ ଖୋଲିବାକୁ ଯାଉଅଛି। ଏହି ରଥଯାତ୍ରା ଠାରୁ ଏହି ୫ ଗୋଟି ରାଶିରେ ଅଦ୍ଭୁତ ପରିବର୍ତ୍ତନ ହେବ। ଏହି ରାଶିର ଲୋକମାନେ ଖୁବ ଉପକୃତ ହେବେ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।

ଆପଣଙ୍କୁ ଜଣେଇବାକୁ ଯାଉଛୁ କି ଗ୍ରହ ମାନେ ନିଜର ଦୋଷା ପରିବର୍ତ୍ତନ କରୁଛନ୍ତି ଯେଉଁ କାରଣରୁ ଏହି ମହା ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ରଥଯାତ୍ରା ଠାରୁ ଏପରି ଏକ ମହାସଂଯୋଗ ବନୁଅଛି କି ଯେଉଁ କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ୫ ଗୋଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର କୃପାର ବର୍ଷା ହେବାର ଅଛି। ଏହି ମହାସଂଯୋଗ କାରଣରୁ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବାକୁ ଯାଉଅଛି ଏବଂ ଆପଣଙ୍କୁ ନିଜର ଜୀବନରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ କହି ଦେଉଛୁ କି ଏହି ମହା ପରିବର୍ତ୍ତନ କାରଣରୁ କିଛି ରାଶିର ଜାତକଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର କୃପାର ବର୍ଷା ହେବାକୁ ଯାଉଅଛି। ଏହି ରାଶିର ଜାତକଙ୍କୁ ଭଗବାନଙ୍କର କୃପାରୁ ବହୁତ ହିଁ ଅଧିକ ଆର୍ଥିକ ଲାଭ ଦେଖିବାକୁ ମିଳିବ। ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ। ଆକସ୍ମିକ ଧନ ଲାଭର ବି ଯୋଗ ବନୁଅଛି। ଏହି ଶୁଭ ସଂଯୋଗ କାରଣରୁ ଏହି ୫ ଗୋଟି ରାଶିଙ୍କ ଭାଗ୍ୟରୁ ସମସ୍ତ ଦୁଃଖ କ୍ଳେଶ ଦୂର ହେବାକୁ ଯାଉଅଛି। ଏମାନେ ନିଜର ଜୀବନରେ ଅପାର ସଫଳତା ପ୍ରାପ୍ତ କରିବେ। ତେବେ ଆସନ୍ତୁ ଜାଣିବା କଣ କଣ ସେହି ଭାଗ୍ୟଶାଳି ୫ ଗୋଟି ରାଶି।

ବୃଷ ରାଶି। ଏହି ରାଶିର ଲୋକମାନଙ୍କ ଉପରେ ଏହି ରଥଯାତ୍ରା ଠାରୁ ମା ଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କର କୃପା ବନି ରହିବ ଯେଉଁ କାରଣରୁ ଏମାନେ ହେବେ ଧନବାନ। ଏମାନଙ୍କ ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହେବାକୁ ଯାଉଅଛି। ଆପଣଙ୍କୁ ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ଆପଣ ସମାଜ ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ନିଜ ଅପେକ୍ଷା ଅନ୍ୟର ଚିନ୍ତା କରିବେ ଯାହା ଆପଣଙ୍କୁ ସଫଳତା ଆଡ଼କୁ ନେଇଯିବ। ମା ଲକ୍ଷ୍ମୀଙ୍କୁ ଆରୋଧନା କରିଲେ ଆପଣଙ୍କ ଜୀବନରେ ପ୍ରାୟ ସମସ୍ୟା ଦୂର ହୋଇଯିବ। ଯେଉଁମାନେ ବ୍ୟାପରି ସେମାନଙ୍କୁ ନିଜର ବ୍ୟାପାର କ୍ଷେତ୍ରରେ ଖୁବ ଧନ ଲାଭ ହେବାର ଅଛି। ଆପଣଙ୍କୁ ସବୁ ପରିଶ୍ରମର ଫଳ ମିଳିବ।

ସିଂହ ରାଶି। ଏହି ରାଶିର ଜାତକଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କର ବିଶେଷ କୃପା ବନିରହିବ ଯାହା ଦ୍ୱାରା ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ। ଘର ପରିବାରରେ ସୁଖର ବାତାବରଣ ରହିବ। ଜୀବନସାଥୀଙ୍କର ପୁରା ସାହାର୍ଯ୍ୟ ମିଳିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରୀ ଯିବ। ଚାକିରୀ କରୁଥିବା ବ୍ୟକ୍ତି ପଦଉନ୍ନତି କରିବେ। ମା ଲକ୍ଷ୍ମୀଙ୍କର ଆରୋଧନା କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।

କନ୍ୟା ରାଶି। ଏହି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷା ହେବାକୁ ଯାଉଅଛି। ଆପଣ କରିଥିବା ସମସ୍ତ ପରିଶ୍ରମର ପରିଣାମ ମିଳିବାକୁ ଯାଉଅଛି। ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ ଆରମ୍ଭ କରିପାରିବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ଆପଣଙ୍କ ଉପରୁ ସବୁ ଖରାପ ଶକ୍ତି ଦୂର ହୋଇଯିବ। ମାତା ପିତାଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ତୁଳା ରାଶି। ମା ଲକ୍ଷ୍ମୀଙ୍କର ଅପାର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କର ସମସ୍ତ ଖରାପ ସମୟ ଏହି ରଥଯାତ୍ରା ଠାରୁ ଶେଷ ହୋଇଯିବ। ଆପଣ ତୀବ୍ର ଗତିରେ ସଫଳତା ହାସଲ କରିବେ। ସନ୍ତାନଙ୍କ ଠାରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ ଯେଉଁ କାରଣରୁ ଆପଣଙ୍କର ମନ ପ୍ରସନ୍ନ ରହିବ। ଆପଣଙ୍କୁ ସଫଳତାର ନୂତନ ଅବସର ପ୍ରାପ୍ତ ହେବ। ଆପଣଙ୍କୁ ଆକସ୍ମିକ ଧନଲାଭ ହୋଇପାରେ।

କୁମ୍ଭ ରାଶି। ଏହି ରାଶିର ଜାତକଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ରହିବ ଯାହା ଫଳରେ ଏମାନଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଅଛି। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଜୀବନରେ ସବୁ ପରିବର୍ତ୍ତନ ହେବ। ଯଦି ଆପଣ ବ୍ୟାପାର କରିବେ ତେବେ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଅଧିକ ଲାଭ ମିଳିବ। ସଫଳତା ପାଇବା ପାଇଁ ଆପଣ ନିଜର ପରିବାର ଏବଂ ମିତ୍ରଙ୍କ ସାହାର୍ଯ୍ୟ ନେଇ ପାରନ୍ତି। ମା ଲକ୍ଷ୍ମୀ ଆପଣଙ୍କର ଆର୍ଥିକ ସ୍ଥିତି ବୃଦ୍ଧି କରିବେ ଏବଂ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *