Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ଗୁଜୁରାତି ଏବଂ ଲବଙ୍ଗରେ କରନ୍ତୁ ଏହି ଉପାୟ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ଗୁଜୁରାତି ଏବଂ ଲବଙ୍ଗରେ କରନ୍ତୁ ଏହି ଉପାୟ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ବନ୍ଧୁଗଣ କୌଣସି ମନୁଷ୍ୟର ଭାଗ୍ୟ ତାର କର୍ମରେ ହିଁ ନିର୍ଧାରିତ ହୋଇଥାଏ କିନ୍ତୁ ମନୁଷ୍ୟ ନିଜର ଭୁଲକୁ ଭାଗ୍ୟ ଉପରେ ଛାଡି ତାର ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର ନାମ ଦେଇଦିଏ। ଯଦି କେବେବି ଆପଣଙ୍କର ସାମ୍ନା ଖରାପ ସମୟ କିମ୍ବା ଦୁର୍ଭାଗ୍ୟ ସହିତ ହୋଇଯାଏ ତ ଏମିତିରେ କଣ କରିବେ ଯାହା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ। ଏହି ସମୟରେ ଆପଣଙ୍କୁ ଧର୍ଯ୍ୟ ସହିଷ୍ଣୁତା ଦରକାର। ସର୍ବଦା ଆମର ପରିଶ୍ରମ ବିଫଳତା ଆମକୁ କାର୍ଯ୍ୟ ସିଦ୍ଧିରେ ବିଚଳିତ କରିଦିଏ। ଆମେ ହାରିବାରେ ହାରି ନଥାଉ ବରଂ ହାରିବା ଡରରେ ହିଁ ଡରି ଯାଇଥାଉ। ନକରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ ଆମର ପରାଜୟ ହୋଇଥାଏ।

ପରିଶ୍ରମର କମିରୁ ହିଁ ସଫଳତା ଆମର ହାତରୁ ବହାରିଯାଏ। ଅନୁଭବର କଥା ଅଟେ ନିଶ୍ଚୟ ହିଁ କରିନିଅନ୍ତୁ ସଫଳତା ଏବଂ ସଙ୍କଟର ସମୟକୁ ସର୍ବଦା ଧର୍ଯ୍ୟର ସହିତ କାମ କରନ୍ତୁ। ହିମତର ସହିତ ସମସ୍ୟାର ସମାଧାନ କରନ୍ତୁ। ସଙ୍କଟକୁ ସାମ୍ନାରେ ଦେଖି ଧର୍ଯ୍ୟ ଧରିବା ଏତେ ସହଜ ନୁହେଁ କିନ୍ତୁ ନିଜର ବିଶ୍ୱାସକୁ ବନେଇ ରଖନ୍ତୁ। ଆଜି ଆମେ ଲୋକ ମାନ୍ୟତା ସହିତ ଜଡ଼ିତ ପୁରୁଣା ସମୟରେ କରାଯାଉଥିବା କିଛି ଉପାୟ ଜଣେଇବାକୁ ଯାଉଛୁ। ବିଶ୍ୱାସର ସହିତ କିଛି ଉପାୟ କରିବା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। ସବୁ ଦୁଃଖ କଷ୍ଟକୁ ଦୂରେଇ ପାରିବେ। ଏହି ପୋଷ୍ଟରେ ଆମେ ଲବଙ୍ଗ ଏବଂ ଗୁଜୁରାତିର ପ୍ରୟୋଗ ବିଷୟରେ ଜଣେଇବୁ।

ସନାନ୍ତନ ଧର୍ମରେ ଲବଙ୍ଗ ଏବଂ ଗୁଜୁରାତିକୁ ବହୁତ ପବିତ୍ର ମାନାଯାଏ। ପୂଜାପାଠ ଅନୁଷ୍ଠାନ ଆଦିରେ ଏମାନଙ୍କର ବିଶେଷ ମହତ୍ୱ ରହିଛି। ଲବଙ୍ଗର ପ୍ରୟୋଗ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହେବା ସହିତ ଏହା ଜ୍ୟୋତିଷଙ୍କ ଉପାୟରେ ବି ବହୁତ ଲାଭକାରୀ ଅଟେ। ଲବଙ୍ଗର ପ୍ରୟାଇଗ ପୂଜାପାଠ ବ୍ୟତୀତ ତନ୍ତ୍ର ମନ୍ତ୍ରରେ ବି କରାଯାଏ କାରଣ ଏହାକୁ ଉର୍ଜାର କାରକ ମାନାଯାଏ। ଭାଗ୍ୟକୁ ଉଜ୍ଵଳ କରିବା ପାଇଁ ଏହି ଉପାୟ ନିଶ୍ଚୟ କରିପାରିବେ।

ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଧୂପ ପାତ୍ରରେ ୫ ଟି ଲବଙ୍ଗ ଏବଂ ୩ ଟି କର୍ପୁରର ଖଣ୍ଡ ଏବଂ ୩ ଟି ଲବଙ୍ଗ ନେଇ ଜଳେଇ ଦିଅନ୍ତୁ। ଯେତେବେଳେ ଅଗ୍ନିର ପ୍ରଜ୍ଵଳିତ ହେବ ତ ଏହାକୁ ପୁରା ଘର ସାରା ବୁଲାଇ ଦିଅନ୍ତୁ। ଏହା ସମ୍ପୂର୍ଣ୍ଣ ଜଳିଯିବା ପରେ ଏହାର ପାଉଁଶକୁ ଶୁଦ୍ଧ ଜଳରେ ମିଶାଇ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ କରି ଦିଅନ୍ତୁ। ଏହା ଦ୍ବାରା ଘରେ ଥିବା ନକରାତ୍ମକ ଉର୍ଜାର ନାଶ ହେବ ଏବଂ ଘରର ମୁଖ୍ୟ ଦ୍ୱାର ସକାରାତ୍ମକ ଉର୍ଜାରେ ଭରପୁର ରହିବ।

ଶୁକ୍ର ଭୌତିକ ସୁଖ ସମ୍ପର୍ଣ୍ଣତା କଳହ ପ୍ରସିଦ୍ଧି ଧନ କାମବାସନା ବୈଭବ ସୌଭାଗ୍ୟର କାରକ ଗ୍ରହ ଅଟେ। ଶୁକ୍ର ଯେତେବେଳେ ମଜବୁତ ହୋଇଯିବ ତ ବ୍ୟକ୍ତିକୁ ସୁଖ ଐଶ୍ୱରୀୟ ଦେଇଥାଏ ଭୋଗ ବିଳାସ ବୃଦ୍ଧି କରାଇଥାଏ ଅର୍ଥାତ ଆପଣ ଆନନ୍ଦଦାୟକ ଜୀବନ ବ୍ୟତୀତ କରିବେ ସୁଖରେ ଆପଣଙ୍କ ଜୀବନ ଭରି ରହିବ। ସେଥିପାଇଁ ଶୁକ୍ରକୁ ମଜବୁତ କରିବା ପାଇଁ ଗୁଜୁରାତିର ଗୋଟେ ସହଜ ଉପାୟ ଆପଣ କରିପାରିବେ।

ବନ୍ଧୁଗଣ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ। ଖାସ କରି ସେହି ଲୋକମାନଙ୍କ ପାଇଁ କି ଯାହା ଜୀବନରେ ଶୁକ୍ର ଗ୍ରହ ଖରାପ ରହିଥାଏ ଏବଂ ଜୀବନରେ ଶୁକ୍ରଗ୍ରହ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ଦିନ ସବୁଜ ଗୁଜୁରାତିର ପ୍ରୟୋଗ କଲେ ଶୁକ୍ରକୁ ବଳ ମିଳିଥାଏ ଯଦି ଆପଣଙ୍କର ଶୁକ୍ରଗ୍ରହ ବଳବାନ ନଥାଏ ଖରାପ ପ୍ରଭାବ ଦେଉଥାଉ ତେବେ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ୨ ଟି ଗୁଜୁରାତି ପକେଇ ସେହି ପାଣିକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣିକୁ ନିଜ ସ୍ନାନ ଜଳରେ ମିଶାଇ ସ୍ନାନ କରିନିଅନ୍ତୁ। ସ୍ନାନ କରିବା ସମୟରେ ପବିତ୍ରତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଶୁକ୍ରଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ଓଁମ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରା କାଳୀ ଦୁର୍ଗା ସମା ସମାଧାତ୍ରୀ ସ୍ୱହା ଏହି ଉପାୟ ଶୁକ୍ରଙ୍କର ଖରାପ ପ୍ରଭାବକୁ ଦୂର କରିବ।

ଆପଣ ଶୁକ୍ରବାର ଦିନ ୮ଟି ସବୁଜ ଗୁଜୁରାତି ନେଇକି ମା ଲକ୍ଷ୍ମୀଙ୍କୁ ଭେଟ ଚଢେଇବେ ଏବଂ ଭେଟ ଚଢେଇବା ସମୟରେ ବର ଗଛର ପତ୍ରର ବ୍ୟବହାର କରିବେ। ତାପରେ କର୍ପୁରରେ ଏହି ସବୁଜ ଗୁଜୁରାତି ରଖିକରି ଜଳେଇବେ। ଏହା ପରେ ଏହି ଭସ୍ମକୁ ଶୁକ୍ରବାର ଦିନ ନିଜ ମଥାରେ ତିଳକ କରିବେ ଏହି ଭସ୍ମକୁ ନିଜ ମଥାରେ ଲଗେଇବେ ଅତି କମରେ ଅଧ ଘଣ୍ଟା ବସି କରି ଶ୍ରୀଙ୍ଗ ବିଜ ମନ୍ତ୍ରର ଜପ କରିବେ। ଜେକେହି ଶୁକ୍ରବାର ଦିନ ଶ୍ରୀଙ୍ଗ ବୀଜ ମନ୍ତ୍ରର ଜପ ଅଧ ଘଣ୍ଟାଏ ବି କରିଥାଏ ତାର ଶୁକ୍ର ଗ୍ରହ ବଳବାନ ହୋଇଥାଏ ତା ସହିତ ଧନର ଯେତେବି ଅସୁବିଧା ଥାଏ ତାହାବି ଦୂର ହୋଇଥାଏ। ଧନ ତା ଆଡ଼କୁ ଆକର୍ଷିତ ହୋଇଥାଏ। ଶ୍ରୀଙ୍ଗ ବୀଜ ମନ୍ତ୍ର ଧନ ଆକର୍ଷଣର ବୀଜ ମନ୍ତ୍ର ଅଟେ। କେବଳ ଶୁକ୍ରବାର ଦିନ ଏହି ମହା ପ୍ରୟୋଗ କଲେ ହିଁ ସବୁ ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ।

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଖିରୀର ଭୋଗ ଅବଶ୍ୟ ଅର୍ପଣ କରିବେ। ଯେକେହି ବି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଖିରି ଭୋଗ ଲଗାଇଥାଏ ତା ଜୀବନରେ କ୍ଷୀରି ପରି ମଧୁରତା ଆସିଥାଏ। ଜୀବନରେ ଉନ୍ନତି ହୋଇଚାଲେ।

ଶୁକ୍ରବାର ଦିନ କୌଣସି ଅସ୍ତ ଗଛ ପାଖକୁ ଯାଇକି ତା ଚେରରେ ୮ ଟି ସବୁଜ ଗୁଜୁରାତି ଦବେଇ ଦେବେ ଏହା ଦ୍ବାରା ବି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଖାସ କୃପା ପ୍ରାପ୍ତ ହେବ। ଅସ୍ତ ଗଛକୁ ଭଗବାନ ବିଷ୍ଣୁଙ୍କର ସ୍ଥାନ ମନାଯାଏ ଏବଂ ଗୁଜୁରାତି ମା ଲକ୍ଷ୍ମୀଙ୍କର କାରକ ବସ୍ତୁ ଅଟେ। ଅସ୍ତ ଗଛ ଚେରରେ ୮ ଟି ସବୁଜ ଗୁଜୁରାତି ଅସ୍ତ ଗଛ ଚେରରେ ପୋତିକି ଆସିଲେ ବଡ଼ରୁ ବଡ଼ ଦୁର୍ଭାଗ୍ୟ ବି ସମାପ୍ତ ହୋଇଯାଏ। ଏହି ପ୍ରୟୋଗ ଦ୍ୱାରା ଧନ ପ୍ରାପ୍ତିର ସବୁ ମାର୍ଗ ଖୋଲି ଯାଇଥାଏ। ଏହିସବୁ ଉପାୟ ଶୁକ୍ରବାର ଦିନ କରିବା ଦ୍ୱାରା ସମସ୍ତ ସାଂସାରିକ ସୁଖ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *